20 ସେ ତାର୍ ବିସ୍ବାସେଅନି ବିନେ ବେଗ୍ଲେ ନାଇ, କି ପରମେସର୍ ଦେଇରଇବା କାତା ଅଇସି କି ନଏଁ ବଲି କଏନାଇ । ସେ ବିସ୍ବାସ୍ କରି ବପୁ ସଙ୍ଗ୍ ପୁରାପୁରୁନ୍ ଅଇଲା ଆରି ସେ ପରମେସର୍କେ ଡାକ୍ପୁଟା କଲା । 21 "ପରମେସର୍ ଜନ୍ ସପତ୍ ଦେଇରଇଲା, ସେଟା ସେ କର୍ସି ଆକା ବଲି ଡାଟ୍ସଙ୍ଗ୍ ବିସ୍ବାସ୍ କଲା ।"
Publicidade