ପାପର୍ଲାଗି ମରନ୍, ମାତର୍ କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ନ ସାର୍ବା ଜିବନ୍
1 ସେନ୍ତିଆଲେ କାଇଟା କଉଁ ? ପରମେସରର୍ ଜିବନ୍ଦୁକାନି ଆରି ଅଦିକ୍ ମିଲ୍ସି ବଲି ଆମେ କାଇ ଆରି ସେ ପାପେ ରଇକରି ଚଲାଚଲ୍ତି କରୁ କି ? 2 ନାଇ କେବେ ନାଇ । ପାପ୍ କର୍ବା ବିସଇତେଇ ଆମେ ମରିଗାଲୁଆଚୁ । ଆରି କେନ୍ତି ପାପ୍ କର୍ତେସେ ରଇବୁ ?