Admiração
O temor do Senhor é o princípio da sabedoria. A admiração reverente por Deus é a postura que produz conhecimento, obediência e bênção na vida do crente.
ଇସ୍ୱର୍ ବିସୟେ ଡିର୍ ଗିଆନାର୍ ଆରୁମ୍;ମଃତର୍ ବୁଦିନୟିଲା ଲକ୍ ଗିଆନ୍ ଆର୍ ଆଦେସ୍ ନଃମାନ୍ତି।
ଇସ୍ୱରାର୍ ବିସୟେ ଡିର୍ତାର୍ ଗିଆନାର୍ ଆରୁମ୍ , ଆରେକ୍ ଜଦି ଦଃର୍ମି ଇସ୍ୱର୍କେ ଜାଣାସ୍ ତଃବେ ତୁମାର୍ ବୁଜ୍ତା ଗିଆନ୍ ଆସେଦ୍।
ଇସ୍ୱରାର୍ ବିସୟେ ଡିର୍ ଗିଆନ୍ ବୁଦି ଆର୍ ସିକ୍ୟା ହାଉଆସ୍ ଆସିର୍ବାଦ୍ ହାଉତା ଆଗ୍ତୁ ସୁଦ୍ ଆସେଦ୍।
ଅସାନ୍ତିର୍ ବେସି ଦଃନ୍ ତଃୟ୍ଃହୁଣି ଇସ୍ୱର୍କେ ଡିର୍ତାର୍ ବଃଲ୍।
ଇସ୍ୱରାର୍ ବିସୟେ ଡିର୍, ମଃନ୍ଦ୍ ବିସୟେ ଗୁର୍ନା; ଅଃକାର୍, ଗଃର୍ବ, କଃରାପ୍ବାଟ୍, ହଃନ୍ଦିକଃତା ମୁୟିଁ ଗୁର୍ନା କଃରିନ୍ଦ୍।
ମାୟିନାର୍ ଆର୍ ଇସ୍ୱରାର୍ ବିସୟେ ଡିରାର୍ ପୁରିସ୍କାର୍ ଦଃନ୍ ମାୟିନ୍ ଆର୍ ଜିବନ୍।
ତୁମି ତୁମାର୍ ନିଜାର୍ ଆକି ଲଃଗେ ଜ୍ଞାନି ଅଃଉଆ ନାୟି; ଇସ୍ୱର୍କେ ଡିରା ଆର୍ କଃରାପ୍ କାମେହୁଣି ଦୁରି ରିଆ। ସେରି ତୁମାର୍ ଗଃଗାଳ୍ ଉଜ୍ ଅୟିଦ୍ ଆର୍ ଆଡାର୍ ମଞ୍ଜ୍ ଅୟିଦ୍।
ସୁନ୍ଦୁରେ ହୁର୍ନ୍ଅୟ୍ ଦଃକାୟ୍ଅଃଉତା ମାୟ୍ଜି ଗୁର୍ନାର୍ ବିସୟ୍ ଆର୍ ମଲ୍ନୟ୍ଲାର୍; ମଃତର୍ ଜୁୟ୍ ମାୟ୍ଜି ଇସ୍ୱର୍କେ ମାନେଦ୍ ସେ ଦନ୍ୟ।
ସଃବୁ କଃତା ଇରି; ସଃବୁ ସୁଣା ଜାୟ୍ ଆଚେ; ମାପୁର୍କେ ଡିରା ଆର୍ ତାର୍ ଆଦେସ୍ ସଃବୁ ମାନା; କାୟିତାକ୍ବଃଲେକ୍ ଇରି ହଃକା ମାନାୟିର୍ ହୁର୍ନ୍ ଦାୟିତାର୍ କାମ୍।
ସେ ବଣ୍ଡ୍କିବୁଡିମଃନ୍ ଇସ୍ୱର୍କେ ଡିର୍ଲାୟ୍ ଗିନେ ସେ ସେମଃନାର୍ ବଃଉଁସ୍କେ ବୁତେକ୍ କଃଲା।
ତଃବେ, ଏ ଲାଡାର୍ମଃନ୍, ଇ ସଃବୁ ସଃୟ୍ତ୍ ଅଃମିକ୍ ସଃୟ୍ତ୍ କଃରା ଅୟିଆଚେ, ଗଃଗାଳ୍ ଆର୍ ଆତ୍ମାର୍ ସଃବୁ ବିଟାଳ୍ ତଃୟ୍ହୁଣି ଅଃହ୍ଣା ଅଃହ୍ଣାକ୍ ନିର୍ମୁଳ୍ କଃରୁଆଁ, ଆରେକ୍ ଇସ୍ୱର୍କେ ଡିରିକଃରି ପବିତ୍ର ତଃୟ୍ ସିଦ୍ ଅଃଉଁଆ ।
ଜାର୍ ଜାୟ୍ରି ହାଉତାର୍ ତାକେ ସେରି ଦିଆସ୍; ଜାକେ ସିସ୍ଟୁ ଦେଉଁକ୍ ଅୟ୍ଦ୍, ତାକେ ସିସ୍ଟୁ ଦିଆସ୍; ଜାକେ ଡିରୁକ୍ ଅୟ୍ଦ୍, ତାକେ ଡିରା; ଜାକେ ମାନ୍ତି କଃରୁକେ ଅୟ୍ଦ୍, ତାକେ ମାୟଃନ୍ କଃରା ।