O adultério
O adultério é pecado grave que destrói alianças, famílias e vidas. A Bíblia condena firmemente a infidelidade conjugal e chama à pureza, fidelidade e santidade no casamento.
A lei de Deus
Não adulterarás. Quem comete adultério destrói a própria alma. A Palavra de Deus é clara e direta sobre este pecado.
ତମେ ବେସିଆ କାମ୍ କରା ନାଇ,
ଜନ୍ ମୁନୁସ୍ ନିଜର୍ ମାଇଁଜିକେ ଚାଡିକରି ଅଲ୍ଗା ମାଇଁଜି ମନର୍ ଲଗେ ଜାଇସି ସେ ବେସି କାରାପ୍ ଲକ୍; ସେ ନିଜର୍ ଜିବନ୍କେ ନସ୍ଟ କର୍ସି ।
ଜନ୍ ମୁନୁସ୍ ନିଜର୍ ମାଇଁଜିକେ ଚାଡିକରି ଅଲ୍ଗା ମାଇଁଜି ମନର୍ ଲଗେ ଜାଇସି ସେ ବେସି କାରାପ୍ ଲକ୍; ସେ ନିଜର୍ ଜିବନ୍କେ ନସ୍ଟ କର୍ସି । ସେ କସ୍ଟ ଆରି ଲାଜ୍ ପାଇସି; ଆରି, ତାର୍ ଦସ୍ କେବେ ମିସା ନ ଲୁଚେ । କାଇକେବଇଲେ ମାଇଁଜିର୍ ପାଇଁ ଇସାତଲା ଅଇଲେ ବେସି ରିସା ଅଇସି; ସେ ରିସା ଅଇଗାଲା ବଇଲେ କେବେ ମିସା କେମା ନ କରେ । ସେ କେତେକ୍ ବାବୁଜିଆ କଲେ ମିସା ରାଜି ନ ଅଏ; କି ତକେ ବେସି ଲାଚଁ ଦେବି ବଲି କଇଲେ ମିସା ସେ ନ ମାନେ।
କେ ଜଦି କେବେ ନିଜର୍ ବୁକେ ଜୟ୍ ସଙ୍ଗଇଲେ, ତେବେ କାଇ ତାର୍ ବସ୍ତର୍ ପଡି ନ ଜାଏ ? ଆରି କେ କେବେ ଲାଗ୍ବା ଇଙ୍ଗ୍ରା ଉପ୍ରେ ଇଣ୍ଡ୍ସି, ତେବେ ତାର୍ ପାଦେ କାୟ୍ ପକା ନ ଅଏ କି ? ବିନ୍ ମାଇଁଜି ମନର୍ ସଙ୍ଗେ ଜନ୍ ଲକ୍ ଜାଇ ସୁଆବସା କର୍ସି, ସେ ସେ ରକାମ୍; ଜେ ତାକେ ଚିଇସି, ସେ ଡଣ୍ଡ୍ ପାଇସି ।
Jesus ensina
Quem olhar para uma mulher com intenção impura já adulterou no coração. Jesus elevou o padrão da pureza.
"ବେସିଆ କାମ୍ କରାନାଇ, ତମେ ପୁରୁବେ ଅନି ଏ ଆଦେସ୍ ସୁନି ଆସିଆଚାସ୍ । ମାତର୍ ମୁଇ ତମ୍କେ କଇଲିନି, ଜେ ମିସା ବିନ୍ ମାଇଜିକେ ବେସିଆକାମ୍ ଇସାବେ ଆଁକି ଦେକ୍ସି, ସେ ତାର୍ ସଙ୍ଗ୍ ମନେ ମନେ ବେସିଆ କାମର୍ ଅପ୍ରାଦ୍ କଲାଆଚେ ।
ମାତର୍ ମୁଇ କଇଲିନି, ଜେକି ନିଜର୍ ମାଇଜିକେ ବେସିଆ କାମ୍ ଚାଡି ଅଲ୍ଗା ଦସ୍ ଦାରି ଚାଡ୍ସି, ସେ ତାକେ ପାଦ୍ରି କରାଇବା ଅପରାଦେ ଦସିଅଇସି, ଆରି ଜେକି ଚାଡ୍ଲା ମାଇଜିକେ ବିବା ଅଇସି, ସେ ପାଦ୍ରା ଅଇସି ।"
କାଇକେବଇଲେ ତାର୍ ମନେ ଜନମ୍ ଅଇଲା କାରାପ୍ ଚିନ୍ତାଇଅନି ସେ ନର୍ମାର୍ବାଟା, କାରାପ୍ କାମ୍ କର୍ବାଟା, ବେସିଆ କାମ୍ କର୍ବାଟା, ଚର୍ବାଟା, ମିଚ୍କାତା କଇବାଟା ଆରି ବିନ୍ଲକର୍ କୁଟ୍କାତା କଇବା ପାରା, ବିନ୍ ବିନ୍ ରକାମର୍ ନିୟମ୍ ନଇଲା କାମ୍ମନ୍ କର୍ସି ।"
ଜିସୁ ସେମନ୍କେ କଇଲା, "ଗଟେକ୍ ମନସ୍ ତାର୍ ମାଇଜିକେ ଚାଡ୍ପତର୍ ଦେଇ ବିନ୍ ମାଇଜିକେ ବିବା ଅଇସି ବଇଲେ, ସେ ମନସ୍ ପର୍ତୁମ୍ ମାଇଜିର୍ ବିରୁଦେ ପାଦ୍ରା କାମ୍ କଲାନି । ଆରି ସେନ୍ତି ସେ ଜନ୍ ମାଇଜିଟକି ତାର୍ ମୁନୁସ୍କେ ଚାଡ୍ ପତର୍ ଦେଇ, ବିନ୍ ମୁନୁସ୍କେ ବିବା ଅଇସି ବଇଲେ ସେ ମିସା ପର୍ତୁମ୍ ମନସ୍ ବିରୁଦେ ପାଦ୍ରି କାମ୍ କଲାନି ।" ବଲିକରି କଇଲା ।
"କେମିସା ନିଜର୍ ମାଇଜିକେ ଚାଡି ବିନ୍ଟା ଆନ୍ଲେ, ସେ ଦାଙ୍ଗ୍ଡିସଙ୍ଗ୍ ବେସିଆ କାମ୍ କଲା ଲକ୍ ଅଇଜାଇସି । ଆରି କେ, ସେ ଚାଡ୍ଲା ଦାଙ୍ଗ୍ଡିକେ ବିବା ଅଇସି ବଇଲେ ସେ ମିସା ଦାଙ୍ଗ୍ଡିସଙ୍ଗ୍ ବେସିଆ କାମ୍ କଲା ଆଚେ ।" ବଲି କଇଲା ।
"ଏ ଗୁରୁ, ଏ ମାଇଜିକେ ବେସିଆ କାମ୍ କଲାବେଲେ ଦାରିଆଚୁ । ଏନ୍ତାରି ମାଇଜିକେ ପାକ୍ନା ସଙ୍ଗ୍ ମାରି ମରାଆ ବଲି ମସାର୍ ନିୟମେ ଲେକା ଅଇଲା ଆଚେ । ଏନ୍ତି ବଇଲେ ତୁଇ କାଇଟା ବଲି କଇଲୁସ୍ନି ?" ସେମନ୍ ଜେନ୍ତିକି ଜିସୁ କଇବା ଉତର୍ତେଇଅନି ବୁଲ୍ ଦାରି ତାକେ ଦସି କର୍ବାକେ ଏ କାତା କଇଲାଇ । ମାତର୍ ଜିସୁ ଲଇଁ କରି ଆଙ୍ଗ୍ଟି ସଙ୍ଗ୍ ବୁଏଁ ଲେକ୍ବାର୍ ଦାର୍ଲା ।
ମାତର୍ ସେମନ୍ ତାକେ ତର୍କେ ତର୍ ପାଚାରିଲାଗି ରଇଲାଇ ଜେ ସେ ଟିଆଅଇ କଇଲା, " ଇତି ମୁଲ୍କେ ପାପ୍ ନ କଲା ଲକ୍ କେ ଆଚାସ୍ ବଇଲେ ସେ ଆଗ୍ତୁ ଆସିକରି ତାକେ ପାକ୍ନା ମାର ।" ତାର୍ପଚେ ସେ ଆରି ତରେକ୍ ଲଇଁକରି ବୁଏଁ ଲେକ୍ବାର୍ ଦାର୍ଲା । ଜିସୁର୍ ଏ କାତା ସୁନି ମାଇଜିକେ ଆନିରଇବା ସବୁଲକ୍ ସେ ଜାଗାଇଅନି ଗଟେକ୍ ଗଟେକ୍ ଲକ୍ ବାରଇ ଉଟିଗାଲାଇ । ପର୍ତୁମ୍ ଡକ୍ରାମନ୍ ଗାଲାଇ । ତେଇ ସାରାସାରି ଜାକ ଜିସୁ ଆରି ସେ ମାଇଜିସେ ରଇଲାଇ । ଜିସୁ ଟିଆଅଇ ତାକେ ପାଚାର୍ଲା, "ସେ ଲକ୍ମନ୍ କେନେ ଗାଲାଇ ? ଇତି କେ ମିସା ତକେ ଦସ୍ ଦାର୍ବାକେ ନାଇ କି ?" ସେ କଇଲା, "ନାଇ ମାପ୍ରୁ କେ ମିସା ମକେ ଦସି ବଲି ବିଚାର୍ କରତ୍ ନାଇ ।" ଜିସୁ ତାକେ କଇଲା, "ମୁଇ ମିସା ତକେ ଦସି ବଲି ବିଚାର୍ ନ କରି । ମାତର୍ ଜା ଆରି ପାପ୍ କର୍ ନାଇ ।"
Armadilhas e consequências
Os lábios da mulher estranha destilam mel, mas o seu fim é amargo. Fuja da imoralidade — o adultério escraviza.
କାଇକେବଇଲେ ପାଦ୍ରି ମାଇଜିମନ୍ ସୁଆଦ୍ ମୁଦୁର୍ କାତା କଇବାଇ, ତାର୍ ମୁଁ ଚିକ୍ ଚିକି ଜାଇତେ ରଇସି । ମାତର୍ ତାର୍ ସାରାସାରି ଦସା ପିତା ଗଚର୍ ରସ୍ପାରା, ଦୁଇବାଟେ ଦାର୍ ରଇବା ଲାଗନ୍ କାଣ୍ଡା ପାରା ତିପ୍ ତିପା। ସେ ମରନ୍ ବାଟେ ଜାଇସି; ତାର୍ ପାଦ୍ ସିଦା ମସ୍ନେ ସେ ଅଦର୍ସି; ସେଟାର୍ପାଇଁ ସେ ତାର୍ ଜିବ୍ନେ ନିକ ବାଟ୍ ନ ମିଲେ; ସେ କେନେ ଗାଲେ ମିସା ଉପ୍ରେ ଉପ୍ରେ ଅଇସି, ମାତର୍ ସେ ସେଟା ନାଜାନେ।
କାଇକେବଇଲେ ପାଦ୍ରି ମାଇଜିମନ୍ ସୁଆଦ୍ ମୁଦୁର୍ କାତା କଇବାଇ, ତାର୍ ମୁଁ ଚିକ୍ ଚିକି ଜାଇତେ ରଇସି । ମାତର୍ ତାର୍ ସାରାସାରି ଦସା ପିତା ଗଚର୍ ରସ୍ପାରା, ଦୁଇବାଟେ ଦାର୍ ରଇବା ଲାଗନ୍ କାଣ୍ଡା ପାରା ତିପ୍ ତିପା। ସେ ମରନ୍ ବାଟେ ଜାଇସି; ତାର୍ ପାଦ୍ ସିଦା ମସ୍ନେ ସେ ଅଦର୍ସି; ସେଟାର୍ପାଇଁ ସେ ତାର୍ ଜିବ୍ନେ ନିକ ବାଟ୍ ନ ମିଲେ; ସେ କେନେ ଗାଲେ ମିସା ଉପ୍ରେ ଉପ୍ରେ ଅଇସି, ମାତର୍ ସେ ସେଟା ନାଜାନେ। ସେଟାର୍ପାଇଁ ଏ ମର୍ ପିଲାମନ୍, ମର୍ କାତାକେ ସୁନା ଆରି ମର୍ କଇଲା ବାକିଅକେ ପାସ୍ରି ଜାଆ ନାଇଁ । ବିନ୍ ମାଇଁଜି ମନର୍ ଟାନେ ଅନି ତମେ ଦୁରିକେ ରୁଆ ଆରି ତାର୍ ଗରର୍ ଦୁଆରେ କି ଗରେ ଜାଆ ନାଇଁ । କେଜାନେ ଅଲ୍ଗା ଲକ୍ମନ୍ ତମର୍ ଇଜତ୍ ଜିକ୍ବାଇ ଆରି ବେଣ୍ଡିଆ ବେଲେ ମୁର୍କ ଲକ୍ମନ୍ ତକେ ମର୍ତେ ମାର୍ବାଇ ।
ବିନ୍ ମାଇଁଜି ମନର୍ ଟାନେ ଅନି ତମେ ଦୁରିକେ ରୁଆ ଆରି ତାର୍ ଗରର୍ ଦୁଆରେ କି ଗରେ ଜାଆ ନାଇଁ । କେଜାନେ ଅଲ୍ଗା ଲକ୍ମନ୍ ତମର୍ ଇଜତ୍ ଜିକ୍ବାଇ ଆରି ବେଣ୍ଡିଆ ବେଲେ ମୁର୍କ ଲକ୍ମନ୍ ତକେ ମର୍ତେ ମାର୍ବାଇ । କେଜାନେ ଚିନା ଜାନା ନଇଲା ଲକ୍ମନ୍ ତମର୍ ବପୁ ସଙ୍ଗେ ମିସ୍ବାଇ ଆରି ତମର୍ ଅରଜ୍ଲା ଦନ୍କେ ବିନ୍ ଦେସ୍ମନର୍ ଗରେ ସଙ୍ଗଇବାଇ; ଆରି ତର୍ ବଇସ୍ ସାରି ଆଇବା ସମୟ୍ରେ ତର୍ ମାଉସ୍ ଆରି ଗାଗଡ୍ ନସ୍ଟ ଅଇ ଆଇସି, ତୁଇ କେଜାନେ କାନ୍ଦ୍ସୁ, ଆରି କଇସୁ, ମୁଇ ସିକିଆ କେନ୍ତି ଗିନ୍ କଲି! ଆରି, ମର୍ ମନ୍ ନିମାନ୍ କାତାକେ କେନ୍ତି ସୁନେ ନାଇଁ ! ମୁଇଁ ମର୍ ମାସଟର୍ ମନର୍ କାତା ନ ମାନ୍ଲି ଆରି ଜନ୍ଲକ୍ ମନ୍ ମକେ ସିକିଆ ଦେଲାଇ, ସେମନର୍ କାତାକେ ମୁଇଁ ନ ସୁନ୍ଲି, ମୁଇଁ କୁଟୁମ୍ ଆରି ମଣ୍ଡଲିର୍ ସବୁ ରକାମ୍ ଟାନେ ଅରିଆନ୍ରେ ପଡ୍ଲି ।
ଆଲାଦର୍ ସୁନ୍ଦର୍ ଡଙ୍ଗରର୍ କଟ୍ରା ପାରା, ତାର୍ ଦୁଦ୍ ପାନା ତକେ ସାନ୍ତି କର; ଆରି, ତାର୍ ଆଲାଦ୍ରେ ତୁଇ ସବୁବେଲେ ଲାଲାଇ ଅଇ ରଅ । ଏ ମର୍ ପିଲା, ଅଲ୍ଗା ମାଇଁଜି ମନ୍କେ ତୁଇ କାଇକେ ଲାଲ୍ସା କଲୁସ୍ନି ? ଆରି ଅଲ୍ଗା ମାଇଁଜିର୍ ପାନ୍ଦେ ତୁଇ କାଇକେ ପଡ୍ସୁ ?
ଆରି ଜାର୍ ମନ୍ ବିନ୍ ମାଇଁଜିମନ୍କେ ଆଁକି ପାକାଇସି, ସେ ବାଟେ ଗାଲେ କେ ମିସା ବାଉଡି ଆସି ନାପାରେ ଆରି ଜିବନର୍ ବାଟ୍ ଆରି ପାଇ ନାପାରେ, ଏରକାମ୍ ବିନ୍ ମାଇଁଜି ମନର୍ ଲଗେ ଅନି ତମ୍କେ ଉଦାର୍ କରା ଅଇସି ।
ଦାରି ମାଇଜିକେ ଆଁକି ପାକାଇବାଟା ଡେଙ୍ଗ୍ କାଲ୍ ପାରା, ସବୁବେଲର୍ ମାପ୍ରୁକେ ଗିନ୍ କର୍ବା ଲକ୍ ସେ କାଲେ ଅଦର୍ବାଇ ।
ବେବିଚାର୍ କାମେଅନି ଦୁରିକେ ରୁଆ । ଲକ୍ମନ୍ କାଇ ବିନ୍ ପାପ୍ କଲେ ମିସା, ସେଟା ତାର୍ ଗାଗଡର୍ ବିରୁଦେ ନଏଁ । ମାତର୍ ଜେ ବେବିଚାର୍ କାମ୍ କର୍ସି, ସେ ନିଜର୍ ଗାଗଡ୍ ବିରୁଦେ ପାପ୍ କର୍ସି ।
ମର୍ କଇବା କାତା ଅଇଲାନି, କେନ୍ତି ଚଲାଚଲ୍ତି କର୍ବାର୍ ସେଟା ସୁକଲ୍ଆତ୍ମା ତମ୍କେ ସିକାଅ । ସେନ୍ତି ବଇଲେ, ତମେ ଆରି ଲକର୍ ଚଲନ୍ ଆରି ଲାଲ୍ସା ବାଟେ ନ ଜାଆସ୍ । ଲକର୍ ଚଲନ୍ ସୁକଲ୍ଆତ୍ମାର୍ ବିରଦି । ସେନ୍ତି ସେ ସୁକଲ୍ଆତ୍ମା ମନ୍ କର୍ବାଟା, ଲକର୍ ଚଲନର୍ ବିରଦି । ଏମନ୍ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସତ୍ରୁ । ସେଟାର୍ ପାଇ ତମେ କାଇଟା କର୍ବାକେ ମନ୍ କଲାସ୍ନି ସେଟା କରି ନାପାରାସ୍ ।
ଗାଗଡର୍ କାମ୍ମନ୍ ତା ନିକ ସଙ୍ଗ୍ ଜାନା ପଡ୍ଲାନି, ବେସିଆ କାମ୍ କର୍ବାଟା, ସୁକଲ୍ ନଇଲାଟା, କାରାପ୍ ଇସାବେ ଦେକ୍ବାଟା, ପୁତ୍ଲାପୁଜା କର୍ବାଟା, ଜାଦୁବିଦିଆ କର୍ବାଟା, ଲାଗାଜଡା କରି ସତ୍ରୁ ଅଇବାଟା, ଆଁକାର୍ ଅଇବାଟା, ରିସା ଅଇବାଟା, କାମ୍ ଅଇଲାପଚେ ପାଚାରି ନ ଦେକ୍ବାଟା, ଦଲ୍ବିରଦି ଅଇବାଟା, କିରମାର୍ ଅଇବାଟା, ଇଁସାତଲା ଅଇବାଟା, ମାତୁଆଲ୍ ଅଇବାଟା, ମଜାମଜ୍ଲିସ୍ ଅଇବାଟା, ଏ ସବୁ କାମ୍ମନ୍ ମୁଇ ଆଗ୍ତୁ ଜେନ୍ତି ତମ୍କେ କଇରଇଲି, ସେଟାର୍ ପାଇ ଆରିତରେକ୍ କଇଦେଲିନି ଜେ, ଜନ୍ ଲକ୍ମନ୍ ଏନ୍ତାରି କାମ୍ କର୍ବାଇ, ସେମନ୍ ପରମେସରର୍ ରାଇଜେ ପୁର୍ବା ଅଦିକାର ପାଇ ନାପାରତ୍ ।
ବିବା ଅଇବାଟା ସବୁଲକ୍ ନିକ ବଲି ମାନତ୍ । ସବୁ ମାଇଜିମନସ୍ ମନ୍ ଗଟେକ୍ ମାଇଜି ଆରି ଗଟେକ୍ ମନସ୍ ଅଇକରି ସତ୍ସଙ୍ଗ୍ ରଇବାର୍ଆଚେ । ଜନ୍ ଲକ୍ମନ୍ ବେସିଆ କାମ୍ କରି ରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।
ଜେନ୍ତାରି କି ତମେ ବେସିଆ କାମ୍ଟାନେଅନି ବିନେ ରଇକରି, ସୁକଲ୍ ସଙ୍ଗ୍ ରଇବାଟା ପର୍ମେସର୍ ମନ୍ କଲାନି । ସବୁଲକ୍ ସୁକଲ୍ ଆରି ଆଲାଦ୍ସଙ୍ଗ୍ ନିଜର୍ ନିଜର୍ ମାଇଜିମନର୍ ସଙ୍ଗ୍ ରଇବାକେ ସିକା । ଆରି, ଜେନ୍ତିକି ବିସ୍ବାସ୍ ନ କଲା ଲକ୍ମନର୍ପାରା ପର୍ମେସରର୍ ବାକିଅ ନ ମାନିକରି ଆସାର୍ କାମ୍ କରାନାଇ ।
ଏ ବିସ୍ବାସେ ବିସ୍ଦେବା ଲକ୍ମନ୍, ତମେ କାଇ ନାଜାନାସ୍ କି ଜଗତ୍କେ ଆଲାଦ୍ କରୁମନ୍ ପର୍ମେସରର୍ ସତ୍ରୁ ବଲିକରି ? ଜନ୍ଲକ୍ ଏ ଜଗତର୍ ଚଲାଚଲ୍ତି ଆଲାଦ୍ କର୍ବାଇ ସେମନ୍ ପର୍ମେସରର୍ ବିରଦି ।
ପର୍ମେସର୍ ଟାନେ ବାଉଡ ବଲି ମୁଇ ତାକେ ଜାଗ୍ଲି, ମାତର୍ ତାର୍ ବେସିଆ କାମ୍ କର୍ବାକେ ସେ ମନ୍ କଲା । ତେବର୍ପାଇ ମୁଇ ତାକେ ବଡ୍ ବେମାର୍ ଦାରାଇବି । ଜେନ୍ତାରି କି ସେ ସଇଲାତେଇଅନି ଉଟିନାପାରେ । ତାର୍ ସଙ୍ଗ୍ ଜେତ୍କି ଲକ୍ମନ୍ ପାପ୍ କରିରଇଲାଇ, ମୁଇ ସେମନ୍କେ ବେସି ଦୁକ୍ କସ୍ଟ ଦେବି । ତାର୍ କରାପ୍ ଚଲାଚଲ୍ତିଟାନେ ମିସିରଇବା ଜେତ୍କି ଲକ୍ମନ୍ ନ ବାଉଡ୍ଲେ, ଏ ସବୁଜାକ ମୁଇ ଏବେସେ କର୍ବି ।