Agradecimento pela família
Agradecer pela família é reconhecer a bênção mais preciosa que Deus nos concede. Os filhos são herança do Senhor — cada membro da família é presente divino a ser celebrado.
ହୟ୍ସିମଃନାର୍ ହଃୟ୍ସିମଃନ୍ ବୁଡା ଲକାର୍ ମୁକୁଟ୍ , ଆର୍ ହୟ୍ସିମଃନାର୍ ଜଃଜ୍ମାନ୍ ସେମଃନାର୍ ଉବାସିମଃନ୍।
ପାଉଲାର୍ ପାର୍ତନା
ମୁୟ୍ ତୁମିମଃନ୍କେ ଜଃତି ତର୍ ଏତାୟ୍ନ୍ଦ୍, ସଃତି ତର୍ ମର୍ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲେ ।
ସେତାକ୍, ଅଃମାର୍ ଇସ୍ୱର୍ ତଃୟ୍ ତୁମିମଃନାର୍ ଗିନେ ଅଃମିମଃନ୍ ଜୁୟି ସଃବୁ ସଃର୍ଦାୟ୍ ସଃର୍ଦା ଅଃଉଁଲୁ, ସେତାର୍ ବାଦୁଲେ ତୁମାର୍ ଗିନେ ଇସ୍ୱର୍କେ ଦନ୍ୟବାଦ୍ ଦେଉଁଲୁ ।
ସଃବୁ ନିକ ଦାନ୍ ଆର୍ ସଃବୁ ନିକ ବର୍ ସଃର୍ଗାର୍ ଉବାର୍ ତଃୟ୍ହୁଣି ଆସେଦ୍, ସେ ଅଃଗାସାର୍ ସଃବୁ ଉଜାଳ୍ମଃନ୍ ବେଳ୍, ଜଃନ୍, ତାରାମଃନ୍କେ ହାଜିଆଚେ ସେ ସଃବୁବଃଳ୍ ସଃମାନ୍ ରଃୟ୍ଦ୍ ।
ତାର୍ ଦଃୟାର୍ ହୁର୍ନାର୍ ଗିନେ ଅଃମିମଃନ୍ ଆସିର୍ବାଦ୍ ହାୟ୍ଆଚୁ ହେଁ ଆସିର୍ବାଦ୍ ଉହ୍ରେ ଆସିର୍ବାଦ୍ ହାୟ୍ଆଚୁ ।
ଜଃନ୍କଃରି ଆଜି ମୁଁୟ୍ କଃରୁଲେ ସେନ୍କଃରି ଜିବିତ୍ ଲକ୍, ଜିବନ୍ ଲକ୍ହଃକା ତର୍ ଜଃଜ୍ମାନ୍ କଃରେଦ୍; ବାପା ହିଲାମଃନ୍କେ ତାର୍ ସଃତ୍ ଜାଣାୟ୍ଦ୍।