Ajuda ao próximo
Ajudar o próximo é mandamento de Deus e expressão prática da fé. A Bíblia ensina que a fé sem obras é morta — e que servir ao menor dos irmãos é servir a Cristo.
ବଃଲେକ୍ ମୁଁୟ୍ ବୁକେ ରିଲେ, ତୁମିମଃନ୍ ମକ୍ କାଉଁକେ ଦିଲାସ୍; ଆର୍ ମୁଁୟ୍ ସସେ ରିଲେ, ତୁମିମଃନ୍ ମକ୍ ହାଣି ସକୁକ୍ ଦିଲାସ୍; ମୁଁୟ୍ ହଃର୍ବାସି ରିଲେ, ମକ୍ ରେଉଁକ୍ ତୁମାର୍ ଗଃରେ ଟାଣ୍ ଦିଲାସ୍; ମୁଁୟ୍ ନଃଗ୍ଳା ରିଲେ, ତୁମିମଃନ୍ ମକ୍ ବଃସ୍ତର୍ ହିନ୍ଦାୟ୍ଲାସ୍; ମଃଳୁହଃଳି ରିଲାବଃଳ୍ ମର୍ ଜଃତୁନ୍ କଃଲାସ୍; ମୁଁୟ୍ ଜଃଇଲ୍ବିତ୍ରେ ରିଲେ ତୁମିମଃନ୍ ମକ୍ ଦଃକୁକେ ଆସି ରିଲାସ୍ ।’"
"ତଃବେ ଦଃର୍ମି ଲକ୍ମଃନ୍ ତାକ୍ କଃଉତି, ‘ଏ ମାପୁର୍ ଅଃମି କଃବେ ତକେ ବୁକେ ରିଲାର୍ ଦଃକି କାଉଁକେ ଦଃୟ୍ରିଲୁ ? ଆର୍ ସସେ ରିଲାର୍ ଦଃକି ହାଣି ସକୁକ୍ ଦଃୟ୍ରିଲୁ ? ଆର୍ କଃବେ ତକେ ହଃର୍ବାସି ରିଲାର୍ ଦଃକି, ଅଃମାର୍ ଗଃରେ ଟାଣ୍ ଦିଲୁ ? ଆର୍ ତକେ ନଃଗ୍ଳା ଦଃକି ବଃସ୍ତର୍ ହିନ୍ଦାୟ୍ଲୁ ? ଆର୍ କଃବେ ତୁୟ୍ ମଃଳୁହଃଳି ରିଲାବଃଳ୍ ଆର୍ ଜଃଇଲେ ରିଲା ବଃଳ୍ ଅଃମି ତର୍ ଲଃଗେ ଆସିରିଲୁ ?’ ସଃଡେବଃଳ୍ ରଃଜା ସେମଃନ୍କେ କୟ୍ଦ୍, ‘ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମିମଃନ୍ ଜଃଡେବଃଳ୍ ମର୍ ଇ ଇନସ୍ତା ବାୟ୍ମଃନାର୍ ବିତ୍ରେ ଗଟେକ୍ ନିଗାଳ୍ ଲକ୍କେ ଇ ସଃବୁ କଃରି ରିଲାସ୍ ବଃଲି ସେରି ସଃବୁ ତୁମିମଃନ୍ ମକେ କଃରିଆଚାସ୍ ।’"
କେଏ ଜଦି ତୁମିକେ କାୟିରି ମାଗେଦ୍, ତାକ୍ ଦିଆସ୍; ଆର୍ କେଏ ଜଦି ତୁମାର୍ ତଃୟ୍ହୁଣି ରିଣ୍ ନେଉଁକେ ମଃନ୍ କଃରେଦ୍, ତାକ୍ ଦିଆସ୍ ।"
ସେନ୍କାର୍ ତୁମିମଃନାର୍ ଉଜାଳ୍ ଲକ୍ମଃନାର୍ ଆଗେ ଡିସ, ଜଃନ୍କଃରି ସେମଃନ୍ ତୁମିମଃନାର୍ ସଃତ୍କାମ୍ ଦଃକି ତୁମିମଃନାର୍ ସଃର୍ଗ୍ ଉହ୍ରେ ରିଲା ଉବାଦିର୍ ଜଃଜ୍ମାନ୍ କଃର୍ତି ।"
ଦାନ୍ ଦିଆସ୍, ତଃବେ ଇସ୍ୱର୍ ତୁମିକେ ହେଁ ଦାନ୍ ଦଃୟ୍ଦ୍ ଲକ୍ମଃନ୍ ମାଣ୍କ୍ ହୁରାକଃରି ତାକ୍ ଚାହି ଜଲାୟ୍ ଉଚ୍ଳାୟ୍କଃରି ତୁମିମଃନାର୍ ଆଚଳେ ଦେତି; କାୟିତାକ୍ବଃଲେକ୍ ଜୁୟି ମାଣେ ନାହି ଦିଆସ୍, ସେ ମାଣେ ତୁମିମଃନ୍ ଆରେକ୍ ହାଉଆସ୍ ।"
ଇତାର୍ଗିନେ ଲକ୍ମଃନ୍ଦାମଃନ୍ ତାକ୍ ହଃଚାରୁକ୍ ଦଃର୍ଲାୟ୍, "ସେବାନ୍ୟା ଅୟିଲେକ୍ ଅଃମିମଃନ୍ କାୟି କଃରୁନ୍ଦ୍ ?"
ଜହନ୍ ସେମଃନ୍କେ ଉତୁର୍ ଦିଲା, "ଜାର୍ ଲଃଗେ ଜଳେକ୍ ଆଙ୍ଗି ଆଚେ, ସେ ଜାକେ ନାୟ୍, ତାକ୍ ଗଟେକ୍ ଦେଅ; ଆର୍ ଜାର୍ ଲଃଗେ କାଉଁକେ କାଦି ଆଚେ, ସେ ହେଁ ସେବାନ୍ୟା କଃର ।"
ତୁମିମଃନାର୍ ଜାୟ୍ରି ଆଚେ ସେରି ବିକିକଃରି କଃରି ଗଃରିବ୍ମଃନ୍କେ ଦାନ୍ କଃରା, ଜାୟ୍ରି ନଃସ୍ଟ୍ ନଃହୟ୍ ଅଃନ୍କାର୍ ମଣା ଅଃହ୍ଣା ଅଃହ୍ଣାର୍ ଗିନେ ତିଆର୍ କଃରା, କୁୟ୍ତି ଚର୍ ଚଃମେ ନାସେ ଆର୍ ଅଳ୍ମା ନଃସ୍ଟ୍ ନଃକେରେ ଅଃନ୍କାର୍ ସଃର୍ଗେ ନଃସ୍ଟ୍ ନଃଉତା ଦଃନ୍ ଅଃର୍ଜା; କାୟିତାକ୍ବଃଲେକ୍ ଜୁୟ୍ତି ତୁମାର୍ ଦଃନ୍, ସେତି ତୁମାର୍ ମଃନ୍ ।"
ମୁୟ୍ ଜଃନ୍କଃରି ତୁମିମଃନ୍କେ ଲାଡ୍ କଃରିଆଚି, ତୁମିମଃନ୍ ହେଁ ସେନ୍କଃରି ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା, ଇରି ମର୍ ଆଦେସ୍,
ଅଃହ୍ଣାର୍ ନିଜାର୍ ଲକାର୍ ଗିନେ ନିଜାର୍ ଜିବନ୍ ଦେତାର୍ ଚାଡି କାର୍ ଆରେକ୍ ଅଃଦିକ୍ ବଃଡ୍ ଲାଡ୍ ନାୟ୍ ।
ଅଃନ୍କଃରି ହାୟ୍ଟି କଃରି ନିଗାଳ୍ ଲକ୍ମଃନ୍କେ ଉହ୍କାର୍ କଃର୍ତାର୍ ଆରେକ୍ ହାଉତା ବାଦୁଲେ ଦାନ୍କଃର୍ତାର୍ ନିକ ବଃଲିନ୍ଦ୍, ମାପୁର୍ ଜିସୁ ନିଜେ ଇ ଜୁୟି କଃତା କୟ୍ଆଚେ ସେରି ଏତାଉତାର୍ ତୁମିମଃନାର୍ କଃତା । ଇସାବ୍ କଃତା ମୁୟ୍ଁ ତୁମିମଃନ୍କେ ମର୍ କାମ୍ ତଃୟ୍ ଦଃକାୟ୍ ଆଚି ।"
ଇ ସଃବୁ କଃତା କୟ୍ଲା ହଃଚେ, ମାଣ୍ଡିକୁଟା ଦଃୟି ସେମଃନାର୍ ସଃଙ୍ଗ୍ ପାର୍ତ୍ନା କଃଲା । ଆର୍ ସେମଃନ୍ ସଃବୁଲକ୍ କାନ୍ଦିକାନ୍ଦି ପାଉଲ୍କେ ହଃଟଳି ଚୁମୁକେ ଦଃର୍ଲାୟ୍ । ଆରେକ୍ ସେମଃନ୍ ତାର୍ ମୁଁ ଆର୍ ଦଃକୁ ନଃହାର୍ତି ବଃଲି ସେ ଜୁୟି କଃତା କୟ୍ରିଲା ସେତାର୍ଗିନେ ମଃନଦୁକ୍ କଃଲା ହଃଚେ ସେମଃନ୍ ତାକେ ଡଙ୍ଗା ହଃତେକ୍ ହଚାଉଁକ୍ ଗଃଳାୟ୍ ।
କ୍ରିସ୍ଟ ବିସ୍ୱାସିମଃନାର୍ ଅକେଟ୍ ଦୁର୍ କଃରା, ଗତ୍ୟାମଃନାର୍ ସେବାକାରି ଅଃଉଆ ।
ଜୁୟ୍ମଃନ୍ ବିସ୍ୱାସେ ଡାଟ୍, ସେମଃନ୍ ଅଃଳକ୍ ବିସ୍ୱାସିମଃନାର୍ ଦଃସ୍ ଦୁର୍ବୁଳ୍କେ ସଃମ୍ବାଳତ୍ । କେଏ ହେଁ ଅଃବ୍କା ନିଜାର୍ ନିଜାର୍ ସୁକ୍ ଚେସ୍ଟା ନଃକେରତ୍ ।
ନିଜାର୍ ନିଜାର୍ ବିତ୍ରାର୍ ବଜ୍ ବଃଉଆ; ଇ ହଃର୍କାରେ ତୁମିମଃନ୍ କ୍ରିସ୍ଟର୍ ବିଦି ହୁର୍ଣ୍ଣ୍ କଃରାସ୍ ।
ଚର୍ ଆରେକ୍ ଚର୍କାମ୍ କଃର ନାୟ୍, ସଃତ୍ ଉପାୟେ ନିଜାର୍ ଗିନେ ଅଃର୍ଜୁକ୍ ଆର୍ ଗଃରିବ୍ମଃନ୍କେ ଉହ୍କାର୍ କଃରୁକେ ସେ କାମ୍ କଃର୍ ।
ହଃତି ଲକ୍ ଅଃହ୍ଣାର୍ କଃତାୟ୍ ହଃକା ଦିଆନ୍ ନଃଦେୟ୍ ବିନ୍ ଲକାର୍ କଃତା ହେଁ ଦିଆନ୍ ଦେଅ ।
ଏ ମର୍ ବାୟ୍ବେଣିମଃନ୍, ଜଦି କେଏ ମର୍ ବିସ୍ୱାସ୍ ଆଚେ ବଃଲି କୟ୍ଦ୍, ମଃତର୍ ତାର୍ କାମ୍ ନଃରେୟ୍, ତଃବେ ତାର୍ କଃତାର୍ କାୟି ଲାବ୍ ? ଇବାନ୍ୟା ବିସ୍ୱାସ୍ କାୟି ତାକ୍ ମୁକ୍ତି କଃରୁ ହାରେ ? ଜଦି ଗଟେକ୍ ବାୟ୍ କି ବେଣିର୍ ବଃସ୍ତର୍ କି ହଃତି ଦିନାର୍ ହଃଳିବାତ୍ୟା ନଃରେୟ୍, ଆର୍ ତୁମିମଃନାର୍ ବିତ୍ରେ କେଏ ତାର୍ ଗଃଗାଳାର୍ ଗିନେ ଲଳାରିଲା କାୟିରି ହେଁ ନଃଦେୟ୍ କୟ୍ଦ୍, "ଇସ୍ୱର୍ ତକେ ଆସିର୍ବାଦ୍ କଃର, ସୁସ୍ତା ଆର୍ ମଃନ୍ହୁର୍ତି ଅୟି ସଃର୍ଦାୟ୍ ଜାଆ !" ତଃବେ ସେତିର୍ କାୟି ଲାବ୍ ? ବିସ୍ୱାସ୍ ହେଁ ସେରଃକମ୍, କାମ୍ ନୟ୍ଲା ବିସ୍ୱାସ୍ ନିଜେ ମଃଲାର୍ ।
ମଃତର୍ ଜେ ଜଃଗତାର୍ ଦଃନେ ଦଃନି ଅୟି ଅଃହ୍ଣାର୍ ବାୟ୍ବେଣିର୍ ଅକେଟ୍ ଦଃକ୍ଲେକ୍ ହେଁ ତାକେ ଦଃୟା ନଃକେରେ ତାର୍ ତଃୟ୍ ଇସ୍ୱରାର୍ ଲାଡ୍ କଃନ୍କଃରି ରେଉଁ ହାରେ ?
ଜେ ଦରିଦ୍ରକେ ଦଃୟା କଃରେଦ୍ ସେ ଇସ୍ୱର୍କେ ରୁଣ୍ ଦଃୟିଦ୍ ; ଆର୍ ସେ ତାର୍ ନିକ କାମାର୍ ରୁଣ୍ ସୁଜେଦ୍।