Aliança
A aliança é o modo como Deus se relaciona com seu povo. Da aliança com Noé à Nova Aliança em Cristo, Deus se compromete com amor e fidelidade irrevogáveis.
Alianças com Israel
Deus firmou aliança com Abraão, Moisés e Davi. No arco-íris, na lei, nas promessas — Ele é o Deus da aliança.
ଆରିତରେକ୍ ପର୍ମେସର୍ ନଅକେ ଆରି ତାର୍ ସଙ୍ଗେ ରଇଲା ପିଲାମନ୍କେ କଇଲା, ଦେକା, ତମର୍ ସଙ୍ଗ୍ ଆରି ତମର୍ ଆଗ୍କେ ଆଇବା ବଁସ୍ ସଙ୍ଗ୍ ଆରି ତମର୍ ସଙ୍ଗେ ଆରି ସବୁ ଜନ୍ତ୍ଜିଆତ୍ ସଙ୍ଗେ, ଆରି ଜାଜେ ଅନି ବାରଇଲା ଗାଅଁର୍ ଆରି ବନର୍ ଜନ୍ତ୍ ଆରି ଚଡଇ ସଙ୍ଗେ ପୁର୍ତିବିର୍ ସବୁ ଜିବ୍ଜନ୍ତୁ ସଙ୍ଗେ ମୁଇ ନିଜର୍ ନିଅମ୍ ତିଆର୍ କରି ଆଚି। ଆମେ ତମର୍ ସଙ୍ଗେ ଏ ନିଅମ୍ ତିର୍ କର୍ବୁ, ସବୁ ଜନ୍ତ୍ମନ୍ ବଡ୍ ବାଉ ପବନ୍ ଆଇଲେ ମରି ନ ଜାଅତ୍ ଆରି ପୁର୍ତିବିକେ ବିନାସ୍ କର୍ବାକେ ଆରି ବଡ୍ ବର୍ସା ନ ମାରେ । ଆରି ତରେକ୍ ପର୍ମେସର୍ କଇଲା, ମୁଇ ତମର୍ ସଙ୍ଗେ ଆରି ତମର୍ ସଙ୍ଗେ ରଇବା ସବୁ ଜନ୍ତ୍ ଜିଆତ୍ ସଙ୍ଗେ ପିଡିକେ ପିଡି ଦାରି କେବେ ନ ସାର୍ବା ଜାକ ଜନ୍ ନିଅମ୍ ତିର୍ କଲୁଆଚୁ,ତାର୍ ଚିନ୍ ଏଟା , ଆମେ ମେଗେ ନିଜର୍ ଇନ୍ଦ୍ରଦୁନୁ ତିଆର୍ କରି ଆଚୁ, ସେଟା ପୁର୍ତିବି ସଙ୍ଗେ ଆମର୍ ରାଜି ନାମାର୍ ଚିନ୍ ଅଇସି,
ଆମେ ତମର୍ ସଙ୍ଗେ ଏ ନିଅମ୍ ତିର୍ କର୍ବୁ, ସବୁ ଜନ୍ତ୍ମନ୍ ବଡ୍ ବାଉ ପବନ୍ ଆଇଲେ ମରି ନ ଜାଅତ୍ ଆରି ପୁର୍ତିବିକେ ବିନାସ୍ କର୍ବାକେ ଆରି ବଡ୍ ବର୍ସା ନ ମାରେ ।
ଆମେ ମେଗେ ନିଜର୍ ଇନ୍ଦ୍ରଦୁନୁ ତିଆର୍ କରି ଆଚୁ, ସେଟା ପୁର୍ତିବି ସଙ୍ଗେ ଆମର୍ ରାଜି ନାମାର୍ ଚିନ୍ ଅଇସି,
ଆରି, ସେ ଦିନେ ସବୁବେଲର୍ ମାପ୍ରୁ ଅବ୍ରାମର୍ ସଙ୍ଗେ ନିଅମ୍ କରି କଇଲା, ମୁଇ ଏ ମିସ୍ରିଅ ଗାଡେଅନି ପରାତ୍ ନାଅଁର୍ ବଡ୍ଗାଡ୍ ଜାକ ମୁଇ ଏଦେସ୍ ତର୍ ବଁସ୍କେ ଦେଲୁ, ଆର୍ସଙ୍ଗେ କେନିଅ, କନଜିଅ ଆରି କଦ୍ମନିଅ, ଇତିଅମନର୍ ଆରି ପରିସିଅମନର୍ ଆରି ରପାଇଅମନର୍ ଆରି ଇମରିଅମନର୍, କିଣାନିଅ ଆରି ଗିର୍ଗାସିଅ ଆରି ଜିବୁସିଅମନର୍ ଦେସ୍ ମିସା ଦେଲୁ ।
ତାର୍ପଚେ ଅବ୍ରାମ୍ ମାଣ୍ଡିକୁଟା ଦେଇ ଅଦର୍ଲାକେ, ପର୍ମେସର୍ ତାର୍ ସଙ୍ଗେ କାତା କଇଲା; ଦେକ୍, ମୁଇ ତର୍ ସଙ୍ଗେ ମର୍ ନିଅମ୍ କଲିନି, ତୁଇ କୁଟୁମର୍ ଆନିଦାଦି ଅଇସୁ । ଆରି ତର୍ ନାଉଁ ଅବ୍ରାମ୍ ଆରି ନ ରଏ, ମାତର୍ ଅବ୍ରାଆମ୍ ଅଇସି । କାଇକେ ବଇଲେ ମୁଇ ତକେ ବେସି କୁଲର୍ ଆନିଦାଦି କରିଆଚୁ । ମୁଇ ତକେ ବେସି ଉଁଚା କର୍ବି, ତର୍ତେଇ ଅନି ବେସି କୁଲ୍ଜାତ୍ କରାଇବି, ଆରି ରାଜାମନ୍ ତର୍ତେଇ ଅନି ଜାତ୍ ଅଇବାଇ ।
ମୁଇ ତର୍ ସଙ୍ଗେ ଆରି ତର୍ ବବିସତ୍ ବଁସର୍ ଲକର୍ ସଙ୍ଗେ ଜନ୍ ନିଅମ୍ କଲୁ, ସେଟା କେବେ ନ ସାର୍ବାଟା ଅଇସି । ତାର୍ପଚେ ମୁଇ ତର୍ ଆରି ତର୍ ଆଗ୍କେ ଅଇବା ବଁସର୍ ପର୍ମେସର୍ ଅଇବି । ଆରି ତୁଇ ଏବେ ଜନ୍ କିଣାନ୍ ଦେସେ ବାସା କରି ଆଚୁସ୍, ତେଇର୍ ସବୁ ବାଟର୍ ଆମେ ତକେ ଆରି ତର୍ ଆଗ୍କେ ଆଇବା ବଁସ୍କେ ସବୁବେଲର୍ ଅଦିକାର୍ ପାଇ ଦେବି ଆରି ମୁଇ ସେମନର୍ ପର୍ମେସର୍ ଅଇବି
। ପର୍ମେସର୍ ଅବ୍ରାମ୍କେ ଆରିତରେକ୍ କଇଲା, ତୁଇ ମର୍ ନିଅମ୍ ପାଲନ୍ କର୍ସୁ, ତୁଇ ଆରି ତର୍ ଆଗ୍କେ ଅଇବା ବଁସର୍ ପିଡିପିଡି ସେଟା ପାଲନ୍ କର୍ବାଇ । ତର୍ ଆରି ତମର୍ ଆଗ୍କେ ଅଇବା ବଁସର୍ ସଙ୍ଗେ କଲା ଆମର୍ ଜନ୍ ନିଅମ୍ ତମେ ପାଲନ୍ କର୍ସା ସେଟା ଏଟା ତମର୍ ସବୁ ମୁନୁସ୍ ପିଲା ସୁନତ୍ ଅଇସା । ତୁମେ ନିଜର୍ ନିଜର୍ ଲିଙ୍ଗର୍ ଟିପର୍ ଚାମ୍ କାଟ୍ସା, ଆରି ସେଟା ତର୍ ସଙ୍ଗେ ମର୍ ନିଅମର୍ ଚିନ୍ ଅଇସି ।
ତାର୍ପଚେ ଚଉଦ ବରସେ କଦର୍ଲାୟମର୍ ରାଜା ଆରି ତାକର୍ ସଙ୍ଗର୍ ରାଜାମନ୍ ଆସି ଅସ୍ଟରତ୍ କର୍ନ୍ୟିମ ତେଇ ରପାଇଅ ଲକ୍ମନ୍କେ ଆରି ଆମର୍ ସୁସିଅ ଲକ୍ମନ୍କେ ସାବିକିରିଅ ତମିଅ ତେଇ ଏମିୟ ଲକ୍ମନ୍କେ ,
ଏବେ ଜଦି ଆମର୍ କାତାକେ ମନ୍ ଦେଇସା ବଇଲେ ଆରି ଆମର୍ ନିଅମ୍ ପାଲନ୍ କର୍ସା, ବଇଲେ ଆମର୍ ନିଜେ ଅରଜ୍ଲା ଦନ୍ ପାଇସା, ପୁର୍ତିବି ଜାକର୍ ଦନ୍ ଆମର୍ଟା ।
ଆରି ତମେ ସୁପ୍ ସାଗର୍ ତେଇ ଅନି ପଲେସ୍ଟିଅ ମନର୍ ଗାଡେ ଜାକ ଆରି ମରୁବାଲି ଅନି ପରାତ୍ ଗାଡ୍ ଜାକ ତମର୍ ସନ୍ଦି କର୍ବି, କାଇକେବଇଲେ ଦେସେ ବାସା ଅଇଲା ଲକ୍ମନ୍କେ ତମର୍ ଲଗେ ସର୍ପି ଦେବି, ତମେ ତମର୍ ମୁଆଟେ ସେମନ୍କେ କେଦ୍ସା । ତମେ ସେମନର୍ ସଙ୍ଗ୍ କି ସେମନର୍ ଦେବ୍ତା ସଙ୍ଗ୍ କାଇ ନିଅମ୍ ନ କରାସ୍ ।
ସବୁବେଲର୍ ମାପ୍ରୁ ମସାକେ କଇଲା, ସୁନ୍, ମୁଇ ଗଟେକ୍ ନିଅମ୍ କର୍, ପୁର୍ତିବିରେ କି କନ୍ ବଁସ୍ କୁଲେ କେବେ ମିସା ନ ଅଇରଏ, ସେନ୍ତାରି ସର୍ତେ ଲକର୍ ମୁଆଟେ କାବା ଅଇଜିବା କାମ୍ କର୍ବି, ତୁଇ ଜନ୍ ଲକର୍ ଲଗେ ଆଚୁସ୍, ସେ ଲକ୍ମନ୍ ଦେକ୍ବାଇ, କାଇକେବଇଲେ ତମର୍ ମୁଆଟେ ଜାଇଟା କର୍ବି, ସେଟା ବେସି ବପୁଟା।
ସେବେଲାଇ ମସା ସବୁବେଲର୍ ମାପ୍ରୁର୍ ଡଙ୍ଗର୍ ଉପ୍ରେ ଚାଲିସ୍ ଦିନ୍ ଚାଲିସ୍ ରାତି ରଇଲା, ସେ କାଏ ନାଇକି, ପାନି ମିସା ଡୁକେ ନାଇ, ସେ ଦୁଇଟା ପାକ୍ନା ଲଗେ ନିଅମ୍ କାତା, ଦସ୍ଟା ଆଦେସ୍ ଲେକିଲେକି ରଇଲା ।
ସେବେଲାଇ ମସା ସବୁବେଲର୍ ମାପ୍ରୁର୍ ଡଙ୍ଗର୍ ଉପ୍ରେ ଚାଲିସ୍ ଦିନ୍ ଚାଲିସ୍ ରାତି ରଇଲା, ସେ କାଏ ନାଇକି, ପାନି ମିସା ଡୁକେ ନାଇ, ସେ ଦୁଇଟା ପାକ୍ନା ଲଗେ ନିଅମ୍ କାତା, ଦସ୍ଟା ଆଦେସ୍ ଲେକିଲେକି ରଇଲା ।
Alianças renovadas
O povo renovava a aliança diante do Senhor. A fidelidade de Deus permanece mesmo quando o povo falha.
Nova Aliança
Eis que dias vêm em que farei nova aliança. Jesus é mediador de uma aliança superior, fundamentada em melhores promessas.
ଏଟାର୍ପାଇ କିରିସ୍ଟସେ ନୁଆ ନିୟମ୍ ସାଦନ୍ କଲାଆଚେ । ଜେନ୍ତାରି କି, ଜେତ୍କି ଲକ୍ମନ୍କେ ପରମେସର୍ ଡାକିଆଚେ, ସେମନ୍ ପରମେସର୍ ସପତ୍ କରି କଇରଇବା ନ ସାର୍ବା ଆସିର୍ବାଦ୍ ପାଇବାଇ । କିରିସ୍ଟ ମଲାର୍ପାଇ ଆଗର୍ ରାଜିନାମାତେଇ କରିରଇବା ସବୁ ପାପେଅନି ସେମନ୍ ମୁକଲ୍ଲାଇ ।
ଏଟାର୍ପାଇ କିରିସ୍ଟସେ ନୁଆ ନିୟମ୍ ସାଦନ୍ କଲାଆଚେ । ଜେନ୍ତାରି କି, ଜେତ୍କି ଲକ୍ମନ୍କେ ପରମେସର୍ ଡାକିଆଚେ, ସେମନ୍ ପରମେସର୍ ସପତ୍ କରି କଇରଇବା ନ ସାର୍ବା ଆସିର୍ବାଦ୍ ପାଇବାଇ । କିରିସ୍ଟ ମଲାର୍ପାଇ ଆଗର୍ ରାଜିନାମାତେଇ କରିରଇବା ସବୁ ପାପେଅନି ସେମନ୍ ମୁକଲ୍ଲାଇ ।
ଏ ଜଗତର୍ ପୁଜାରିମନର୍ କାମ୍ତେଇଅନି ଜନ୍ କାମ୍ ପର୍ମେସର୍ ଜିସୁକେ ସର୍ପିଦେଲା, ସେ କାମ୍ ଅଦିକ୍ ଗୁର୍ତୁ ରଇବାଟା । ସେନ୍ତାରିସେ ଜନ୍ ନୁଆ ରାଜିନାମାସଙ୍ଗ୍ ସେ ପର୍ମେସର୍ ଆରି ମନୁସ୍ଜାତିକେ ଆରିତରେକ୍ ମିସାଇଲା, ସେଟା ପୁର୍ନା ରାଜିନାମାତେଇ ଅନି ନିକ । କାଇକେବଇଲେ, ନୁଆ ରାଜିନାମାତେଇ ରଇବା ପର୍ମେସରର୍ ସପତ୍ ସବୁ ବେସି ନିକ ଆଚେ ।
ଆମର୍ ମାପ୍ରୁ ଜିସୁକେ ପର୍ମେସର୍ ମଲାତେଇଅନି ଉଟାଇଲା । ସେ ଗଟେକ୍ ଗଉଡ୍ପାରା ଆମ୍କେ ଜାଗିରଇସି । ଆମେ ପର୍ମେସର୍ ସଙ୍ଗ୍ ସବୁଦିନର୍ପାଇ ଗଟେକ୍ ଅଇବାଟାକେ ତାର୍ ବନି ଜରାଇଲା । ଜିସୁକିରିସ୍ଟର୍ ଲାଗି ସାନ୍ତି ଦେବା ପର୍ମେସର୍ ତମ୍କେ ସବୁ ରକାମର୍ ସାଇଜ ଦେଅ । ଜେନ୍ତାରି କି ସେ ମନ୍ କଲାଟା ତମେ ପୁରାପୁରୁନ୍ କର୍ସା । ଆମେ କର୍ବା କାମ୍ ତାକେ ସାର୍ଦା ଦେଅ । ଜିସୁକିରିସ୍ଟକେ ଆମେ ନ ସାର୍ବା ଦିନ୍ଜାକ ଡାକ୍ପୁଟା ଦେଉଁ ।
ସେ ତା ଆମ୍କେ ବପୁ ଦେଲାଆଚେ, ଜେନ୍ତିକି ଆମେ ତାର୍ ନୁଆ ରାଜିନାମା କଲାଟା ସବୁକେ ଜାନାଇ ପାର୍ବୁ । ସେଟା ଲେକ୍ଲା ନିୟମ୍ ନଏଁ, ମାତର୍ ତାର୍ ଆତ୍ମାଇ ଅନି ଅଇଲାଟା । ଲେକ୍ଲା ନିୟମ୍ ମରନ୍ ଆନ୍ସି, ମାତର୍ ପର୍ମେସରର୍ ଆତ୍ମା ନ ସାର୍ବା ଜିବନ୍ ଦେଇସି ।
ଏ କାତା ଗଟେକ୍ ଜଟ୍କା ଇସାବେ ଆଚେ । କାଇକେବଇଲେ ଦୁଇଟା ମାଇଜି ଦୁଇଟା ରାଜିନାମା ପାରା । ଗଟେକ୍ ରାଜିନାମା ଆରାବ୍ ଦେସେ ରଇବା ସିନଅ ପର୍ବତ୍ ଉପ୍ରେ ପର୍ମେସର୍ ମସାକେ ଦେଇରଇବା ନିୟମ୍ । ଏ ରାଜିନାମା ଆଗାର୍କେ ସମାନ୍ କରି ଅଇସି । କାଇକେବଇଲେ ଆଗାର୍ ଆରି ତାର୍ ପିଲାମନ୍ ଗତି ଅଇରଇଲାଇ । ସମାନ୍ ସେନ୍ତାରିସେ ଏ ରାଜିନାମାର୍ ପିଲାମନ୍ ସବୁଲକ୍ ଗତିଦାଙ୍ଗ୍ଡା । ଆଗାର୍କେ ଆରବର୍ ସିନଅ ପର୍ବତ୍ ସଙ୍ଗ୍ ସମାନ୍ କରିଅଇସି, କନ୍ତିଅନି ନିୟମ୍ ଆଇଲାଆଚେ । ତାକେ ଏବର୍ ଜିରୁସାଲାମ୍ ସଅର୍କେ ମିସା ସମାନ୍ କରିଅଇସି । କାଇକେବଇଲେ, ଜିରୁସାଲାମେ ରଇବା ଜିଉଦିମନ୍ ମସାର୍ ନିୟମ୍ ବିସ୍ବାସ୍ କଲାଇନି । ସେ ନିୟମ୍ ବିସ୍ବାସ୍ କରି ନିୟମର୍ ଗତିଦାଙ୍ଗ୍ଡା ଅଇଆଚତ୍ ।
ମାତର୍ ଅବ୍ରାଆମର୍ ବିବାଇ ମାଇଜି ଜେ କି ଗତିଦାଙ୍ଗ୍ଡା ନଏଁ, ତାକେ ସରଗର୍ ଜିରୁସାଲାମ୍କେ ସମାନ୍ କରିଅଇସି । ସେ ଆମେ ବିସ୍ବାସ୍ କର୍ବା ସବୁ ଲକର୍ ମାଆ ।
Fidelidade da aliança
A aliança de Deus é eterna. Ele não quebra seu pacto nem altera o que saiu dos seus lábios.
ନିଜର୍ ବିସଇରେ ସବୁବେଲର୍ ମାପ୍ରୁ କଇଲାନି, ସେମନର୍ ସଙ୍ଗ୍ ଆମର୍ ରାଜିନାମା ଅଇଲାନି ଏଟା, ମର୍ ଜନ୍ ଆତ୍ମା ତମର୍ ଉପ୍ରେ ବାସା ଅଇସି ଆରି ମର୍ ଜନ୍ ସବୁ ବାକିଅ ମୁଇଁ ତମର୍ ମୁଆଟେ ସଙ୍ଗଇ ଆଚି, ସେଟା ତମର୍ ମୁଆଟେ ଅନି ଆରି ତମର୍ ବଁସର୍ ମୁଆଟେ ଅନି ଆରି ତମର୍ ବଁସର୍ ଜନମ୍ ଜାତ୍ ଅଇଲା ଲକ୍ମନର୍ ଲଗେ ଅନି ସବୁଦିନର୍ ପାଇଁ ରଇସି କେବେ ଦୁର୍ କରି ନ ଦେଏ, ଏନ୍ତାର୍ ବଲିକରି ସବୁବେଲର୍ ମାପ୍ରୁ କଇଲନି ।
ଆରି , ସେ ଆଟ୍ଦିନ୍ ଜାକ କାର୍କାର୍ ସଙ୍ଗେ ବେସି ନିଅମ୍ କର୍ସି ଆରି ଆଟ୍ଦିନର୍ ମଜାଇ ସାର୍ବା ଜଗିଅ ଆରି ନଇବେଦିଅ କୁରାଇସି; ଆରି ଗିନ୍କର୍ବା ସର୍ତେ ଜିନିସ୍ମନର୍ ଉପ୍ରେ ବିନାସ୍ କର୍ବାକେ ଗଟେକ୍ ଲକ୍ ଆଇସି; ଆରି, ସତ୍ ନିଅମ୍ କର୍ବା ଜାକ ନସ୍ଟ କର୍ବା ଲକର୍ ଉପ୍ରେ ବେସି ରିସା ଅଇ ରଇସି।
ଆରି, ଦକିନ୍ ଦେସର୍ ମିସରର୍ ରାଜା ବପୁ ଅଇସି ମାତର୍ ତାର୍ ମୁକିଆ ମନର୍ ବିତ୍ରେ ଅନି ଗଟେକ୍ ଲକ୍ ବେସି ବପୁ ଅଇ ସାସନ୍ କର୍ସି; ତାର୍ ରାଇଜ୍ ବେସି ବଡ୍ ରାଇଜ୍ ଅଇସି । ମାତର୍ କେତେ ବରସ୍ ଗାଲାପଚେ ସେ ଲକ୍ ମିସି ଜିବାଇ ଆରି ଦକିନ୍ ଦିଗର୍ ମିସର୍ ଦେସର୍ ରାଜାର୍ ଟକିର୍ ନିଅମ୍ କର୍ବାକେ ସିରିଆ ଦେସର୍ ରାଜାର୍ ଲଗେ ଆଇବାଇ; ମାତର୍ ଟକି ତାର୍ ନିଜ୍କେ ମିସା ରକିଆ କରି ନାପାରେ; କି ରାଜା ଆରି ତାର୍ ବପୁ ସବୁବେଲେ ନ ରଏ; ମାତର୍ ସେ ଟକି ଆରି ଜନ୍ ଲକ୍ ତାକେ ଆନ୍ଲେ ଆରି ଜେ ତାକେ ଜନମ୍ ଦେଲା, ଆରି ସେ ବେଲାଇ ଜେ ତାକେ ବପୁ ଦେଲା, ସର୍ତେ ଲକ୍ ସରପ୍ମାନ୍ ଅଇବାଇ ।
ମାତର୍ ଜେ ତାର୍ ବିରୁଦେ ଆଇସି, ସେ ତାର୍ ଇଚା ସଙ୍ଗେ କାମ୍ କର୍ସି ଆରି ତାକେ କାଇଟା ଅଇଲେ କେ ମିସା ସାଇଜ ନ କରତ୍; ଆରି, ସେ ରମିଅର୍ ଇସ୍ରାଏଲ୍ ଦେସର୍ ବିରୁଦେ ଟିଆ ଅଇସି ଆରି ସେ ଦେସର୍ ରାଜାର୍ ଆତେ ସେ ମର୍ସି ।
ଆରି, ସେ ତାର୍ ନିଜର୍ ସବୁ ଦେସର୍ ବପୁ ସଙ୍ଗେ ଆଇବାକେ ସେମନ୍ କର୍ସି ଆରି ଦରମ୍ ଲକ୍ମନ୍ ତାର୍ ସଙ୍ଗେ ଆଇବାଇ; ସେ ତାର୍ ନିଜର୍ ଇଚା ସଙ୍ଗେ କମ୍ କର୍ସି; ସେ ନସ୍ଟ କର୍ବାକେ ଟକି ମନ୍କେ ବିବା କର୍ବାକେ ଦେଇସି; ମାତର୍ ସେ ଟକିମନ୍ ତେଇ କଟି ରଇ ନାପାରତ୍, କି ତାର୍ ପାଇ କାଇଟା ନ ଅଏ ।
ଆରି, ଜନ୍ ମାଇଁଜି ସୁଆଦ୍ ମୁଦୁର୍ କାତା କଇସି, ଜନ୍ ମାଇଁଜି ନିଜର୍ ମୁନୁସ୍କେ ଚାଡିକରି ପର୍ମେସରର୍ ନିୟମ୍କେ ପାସ୍ରି କରି ଅଲ୍ଗା ମୁନୁସ୍ ମନର୍ ସଙ୍ଗେ ବୁଲ୍ସି ��:�� ତାର୍ ଗର୍ କୁରୁପ୍ନାସ୍ ଅଇ ଜାଇସି