Anjos
Os anjos são seres celestiais criados por Deus para servir, adorar e executar seus propósitos. A Bíblia revela anjos mensageiros, guerreiros e protetores ao longo de toda a história redentora.
ମଃତର୍ ସେ ଇରି ମଃନେ ହାଚ୍ଲା ହଃଚେ, ଦଃକା, ମାପୁରାର୍ ଗଟେକ୍ ଦୁତ୍ ତାକ୍ ଚଃହ୍ନେ ଦଃକାୟ୍ ଅୟି କୟ୍ଲା, "ଏ ଦାଉଦ୍ ବଃଉଁସାର୍ ଜସେପ୍ ! ମରିୟମ୍କେ ବିବା ଅଃଉଁକେ ଡିର୍ନାୟ୍, କାୟିତାକ୍ବଃଲେକ୍ ସେ ପବିତ୍ର ଆତ୍ମାୟ୍ ଆଙ୍ଗେ ଅୟିଆଚେ ।
ମଃତର୍ ସଃର୍ଗ୍ ଦୁତ୍ ସେ ମାୟ୍ଜିମଃନ୍କେ କୟ୍ଲା, "ତୁମିମଃନ୍ ଡିରା ନାୟ୍, ବଃଲେକ୍ ତୁମିମଃନ୍ ଜେ କ୍ରୁସ୍ ଉହ୍ରେ ମଃଲା ଜିସୁକେ ଲଳୁଲାସ୍, ମୁଁୟ୍ ସେରି ଜାଣି । ସେ ଇତି ନାୟ୍, ମଃତର୍ ସେ ଜଃନ୍କଃରି କୟ୍ରିଲା, ତଃନ୍କଃରି ସେ ଉଟି ଆଚେ, ଆସା ଜୁୟ୍ତି ତାର୍ ମଃଲା ଗଃଗାଳ୍ ସଃଙ୍ଗା ଜାୟ୍ରିଲି, ସେ ଟାଣ୍ ଦଃକା ।
ଆରେକ୍ ତୁମିମଃନ୍ କାୟିରି ମଃନେ ବାବୁଲାସ୍, ମୁଁୟ୍ ଜଦି ମର୍ ଉହ୍କାର୍ ଗିନେ ମର୍ ଉବାକ୍ ଗଃଉଆରି କଃଲେକ୍ ସେ ଅଃବେ ସଃଙ୍ଗେ ସଃଙ୍ଗେ ମର୍ ଗିନେ ବାରଗଟ୍ ନିଜାର୍ ଦଃଳ୍ ତଃୟ୍ହୁଣି ଅଃଦିକ୍ ସଃର୍ଗ୍ ଦୁତ୍କେ ହଃଟାୟ୍ଦ୍ ।
ସେତାର୍ ଗିନେ ଦୁତ୍ ତାକ୍ କୟ୍ଲା, "ଏ ମରିୟମ୍, ଡିର୍ ନାୟ୍, କାୟିତାକ୍ବଃଲେକ୍ ଇସ୍ୱର୍ ତକେ ଦଃୟା କଃରି ଆଚେ । ଆର୍ ଦଃକ୍, ତୁୟ୍ ଆଙ୍ଗେ ଅୟ୍କଃରି ଗଟେକ୍ ହିଲା ଜଃଲମ୍ କଃର୍ସି, ଆର୍ ତାର୍ ନାଉ ଜିସୁ ବଃଲି ଦିଆସ୍ ।
ସେତାକ୍ ଦୁତ୍ ସେମଃନ୍କେ କୟ୍ଲା, "ଡିରି ଜାହାନାୟ୍; ଦଃକା, ମୁଁୟ୍ ସଃବୁଲକାର୍ ବଃଡେ ସଃର୍ଦାର୍ ନିକ କବୁର୍ ତୁମିମଃନ୍କେ ପର୍ଚାର୍ କଃରୁଲେ,
"ସଃର୍ଗ୍ ଉହ୍ରାର୍ ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ,
ଆରେକ୍ ହୁର୍ତିବି ବିତ୍ରେ ତାର୍ ସଃନ୍ମତ୍ ଲକ୍ମଃନାର୍ ଉହ୍ରେ ସୁସ୍ତା ଅଃଉଅ ।"
ମୁୟ୍ଁ ତୁମିମଃନ୍କେ କଃଉଁଲେ, ସେରଃକମ୍ ଜେ ହାହ୍ଚାଡେଦ୍, ଇରଃକମ୍ ଗଟେକ୍ ହାହିର୍ ଗିନେ ଇସ୍ୱରାର୍ ଦୁତ୍ମଃନାର୍ ଚଃମେ ସଃର୍ଦା ଅୟ୍ଦ୍ ।"
ଜିସୁ ଜଃଉଁଜଃଉଁ ଚେଲାମଃନ୍ ଅଃଗାସ୍କେ ଦଃକୁଲାୟ୍, ଅଃନ୍କା ବେଳାୟ୍ ଦବ୍ ବଃସ୍ତର୍ ହିନ୍ଦ୍ଲା ଦୁୟ୍ ଲକ୍ ସେମଃନାର୍ ଚଃମେ ଆୟ୍ଲାୟ୍ । ଆରେକ୍ ସେମଃନ୍ କୟ୍ଲାୟ୍, "ଏ ଗାଲିଲିର୍ ଲକ୍ କାୟିତାକ୍ ତୁମିମଃନ୍ ଅଃଗାସ୍କେ ଦଃକି ଟିଆ ଅୟି ଆଚାସ୍ ? ଇ ଜୁୟି ଜିସୁ ତୁମାର୍ ଚଃମେ ହୁଣି ସଃର୍ଗେ ନିଆ ଅୟ୍ଲା ତାକେ ତୁମିମଃନ୍ ଜୁୟି ରଃକମ୍ ସଃର୍ଗେ ଜାତାର୍ ଦଃକ୍ଲାସ୍, ସେ ସେରଃକମ୍ ସଃର୍ଗେହୁଣି ବାଉଳି ଆସେଦ୍ ।"
କ୍ରିସ୍ଟ ବିସ୍ୱାସି ବାୟ୍ବେଣି ହର୍ ନିଜାର୍ ନିଜାର୍ ବିତ୍ରେ ଲାଡ୍ କଃର୍ତି ରିଆ । ଆୟ୍ଲା ଗତ୍କେ ସେବା କଃର୍ତାର୍ ହାସ୍ରା ନାୟ୍, ସେତାର୍ ଗିନେ କୁୟି କୁୟି ଲଃକ୍ମଃନ୍ ଲୁକ୍ଣେ ଦୁତ୍ମଃନ୍କେ ଗଃରେ ସେବାକଃରି ଆଚ୍ତି ।
ଜଦି ମୁୟ୍ଁ ମାନାୟ୍ମଃନାର୍ ଆର୍ ଦୁତ୍ମଃନାର୍ ବାସାୟ୍ କଃତା କୟ୍ନ୍ଦ୍, ମଃତର୍ ମର୍ ଲାଡ୍ ନରେୟ୍, ତଃବେ ମୁଁୟ୍ ଗଃର୍ଜ୍ତା ଗଃଟା ନୟ୍ଲେକ୍ ଜଃମ୍ଜଃମ୍ ବାଜ୍ତା ବଃଡ୍ ଗିନି ହର୍ ଅୟି ଆଚି ।
ଇସ୍ୱର୍ ମାନ୍ତିର୍ ଗୁପ୍ତ ଗ୍ୟାନ୍ ଜେ ବଃଡ୍କଃତା, ଇରି ସଃବୁ ଲକ୍ ମାନ୍ତି । ସେରି ଇରି,
କ୍ରିସ୍ଟ ଗଃଗାଳ୍ ଦଃରି ଦଃକାୟ୍ ଅୟ୍ଲା,
ଆତ୍ମାୟ୍ ଦଃର୍ମି ବଃଲି ସଃତ୍ ବଃଲାୟ୍ ଅୟ୍ଲା,
ଦୁତ୍ମଃନାର୍ ତଃୟ୍ ଦଃକାୟ୍ ଅୟ୍ଲା,
ସଃବୁ ବାସାର୍ ଲକ୍ମଃନାର୍ ତଃୟ୍ ପର୍ଚାର୍ ଅୟ୍ଲା,
ଜଃଗତେ ତାକ୍ ସଃତ୍ କଃଲାୟି,
ଜଃଜ୍ମାନେ ସଃର୍ଗେ ଗଃଲା ।
କାୟିତାକ୍ବଃଲେକ୍ ମାପୁର୍ ନିଜେ ଆଦେସ୍ ଦଃୟି ବଃଡ୍ ଦୁତାର୍ କଃଟ୍ ଆର୍ ଇସ୍ୱରାର୍ ତୁରିବାଜା ସଃଙ୍ଗ୍ ସଃର୍ଗେ ହୁଣି ଉତ୍ରି ଆସେଦ୍, ସେତାକ୍ ଜୁୟି ଲକ୍ମଃନ୍ କ୍ରିସ୍ଟକେ ବିସ୍ୱାସ୍ କଃରି ମଃରି ଆଚ୍ତି, ସେମଃନ୍ ଆଗ୍ତୁ ଉଟ୍ତି । ହଃଚେ ଅଃମିମଃନ୍ ଜଃତେକ୍ ଲକ୍ ଜିବନ୍ ରଃୟ୍ ଉବ୍ରି ରେଉଁନ୍ଦ୍, ମାପୁରାର୍ ସଃଙ୍ଗ୍ ବେଟ୍ ଅଃଉଁକେ ଅଃମିମଃନ୍ ସେମଃନାର୍ ସଃଙ୍ଗ୍ ମଃଜି ଅଃଗାସେ ଜିସୁର୍ ବେଟ୍ ଅଃଉଁକେ ମେଗ୍ମାଳେ ଜଃଉନ୍ଦ୍; ଆର୍ ଇରଃକମ୍ ଅଃମିମଃନ୍ ସଃବୁବଃଳ୍ ମାପୁରାର୍ ସଃଙ୍ଗ୍ ରେଉଁନ୍ଦ୍ ।
ଜୁୟ୍ଲକ୍ ଜିଣେଦ୍, ସେ ଇବାନ୍ୟା ଦବ୍ ବଃସ୍ତର୍ ହିନ୍ଦେଦ୍, ଆର୍ ମୁଁୟ୍ ଜିବନାର୍ ସାସ୍ତର୍ ତଃୟ୍ହୁଣି ତାର୍ ନାଉଁକ୍ କଃନ୍କଃରି ହେଁ ନଃଲିବାୟ୍ ଅଃମାର୍ ଉବା ଆର୍ ତାର୍ ଦୁତ୍ମଃନାର୍ ମୁଏଁ ସେମଃନ୍କେ ମର୍ ଲକ୍ ବଃଲି କୟ୍ନ୍ଦ୍ ।"
ମୁୟ୍ଁ ବାୟ୍ଦ୍ରେ ଜାଣି ତାର୍ ଲାଡେ ହୁଣି ଅଃମି କଃବେ ହେଁ ଦୁରି ଅଃଉଁ ନଃହାରୁ । ମଃର୍ନ୍ କି ଜିବନ୍, ସଃର୍ଗ୍ ଦୁତ୍ କି ଅଃଗାସ୍ ମଃଣ୍ଡଳାର୍ କୁୟି ଅଃଦିକାରି ହେଁ କି ସଃକ୍ତି, ଅଃବେ କି ହଃଚେ, ଉହ୍ରାର୍ କି ତଃଳାର୍, କାୟି ବିସୟ୍ ସଃବୁ ଜଃଗତାର୍ ଇରଃକମ୍ କାୟି ବିସୟ୍ ନାୟ୍ ଜୁୟ୍ରି ପର୍ବୁ ଜିସୁ କ୍ରିସ୍ଟର୍ ଦଃୟ୍କଃରି ଜାଣାହଃଳ୍ତାର୍ ଇସ୍ୱରାର୍ ସେ ଲାଡେ ହୁଣି ଆମିମଃନ୍କେ ଦୁର୍ କଃରୁ ହାରେଦ୍ ।