Bem
Fazer o bem é mandamento de Deus e expressão prática do amor cristão. A Bíblia convida a praticar o bem a todos, com alegria, sem se cansar — porque colheremos no tempo próprio.
ସେତାକ୍ ତୁମି ଦଃର୍ମି, ବଃଲ୍ବିଚାର୍, ନ୍ୟାୟ୍ ଆର୍ ବଃଲାର୍ ସଃବୁ ବାଟ୍ ବୁଜୁକେ।
ମାନାୟିର୍ ଇଚା ତାର୍ ଦଃୟାର୍ ବିସୟ୍ ଆର୍ ମିଚୁଆ ବାଦୁଲେ ଇନସ୍ତା ଲକ୍ ବଃଲ୍।
ମଃତର୍ ଆତ୍ମାର୍ ହଳ୍ ଲାଡ୍, ସଃର୍ଦା, ସୁସ୍ତା, ଦୁକ୍ସଃମ୍ବାଳାତା, ଲକାର୍ ଦଃୟା କଃର୍ତାର୍, ଦଃର୍ମି, ସଃତେ ରେତାର୍, ସୁସାର୍ ଆର୍ ନିଜ୍କେ ସଃମ୍ବାଳ୍ତାର୍ ଇ ସଃବୁ ବିରୁଦେ କାୟିହେଁ ମସାର୍ ବିଦି ନାୟ୍ ।
ବଃଲେକ୍ ଅଃମିମଃନ୍ ସୁବିଦା ହଃର୍କାରେ ସଃବ୍କାର୍ ବଃଲେକ୍ ଗଟ୍ କୁଟୁମ୍ ଅୟ୍ଲା ବିସ୍ୱାସି ସଃବ୍କାର୍ ନିକ କଃରୁଆଁ ।
ତୁମାର୍ ଟଣ୍ଡେ ହୁଣି କଃରାପ୍ କଃତା ନଃବାରାଅ । ତୁମାର୍ କଃତା ବଃଡେ ନିକ, ଉହ୍କାର୍ ଆର୍ ଲାବ୍ ଦେତାରି ଅଃଉଅ । ତଃବେ ଜୁୟି ମଃନ୍ ତୁମାର୍ କଃତା ସୁଣ୍ତି, ସେମଃନାର୍ ଗିନେ ସେରି ଦଃୟାର୍ ବିସୟ୍ ଅୟ୍ଦ୍ ।
ଆର୍ ସଃବୁର୍ ହାଁୟ୍ ଦଃୟାକାରି ଅଃଉଆ, ଆର୍ କଃଉଁଣା ମଃନ୍ ଅଃଉଅ ଆର୍ କ୍ରିସ୍ଟର୍ ଗିନେ ଇସ୍ୱର୍ ତୁମିମଃନ୍କେ ଜଃନ୍କଃରି ଅଃଡେକ୍ ନିକ କେମା କଃରି ଆଚେ ତୁମିମଃନ୍ହେଁ ସେନ୍କଃରି ସଃବ୍କେ କେମା କଃରା ।
ଲାଡ୍ ମଃନ୍ ବିତ୍ରାର୍ ଅଃଉଅ ଜାୟ୍ରି ମଃନ୍ଦ୍ ସେତାକ୍ ଗିଣ୍ କଃରା; ଜୁୟ୍ରି ନିକ ସେତି ମଃନ୍ ଦିଆସ୍ ।
କଃରାପ୍ କାମେ ଆରି ନଃକେରି, ନିକକାମେ କଃରାପ୍ କାମ୍କେ ଆରାଉଆ ।
ସେମଃନ୍ କଃଉଁଲାୟ୍ ସଃବୁ କଃରୁକେ ଅଃମାର୍ ଅଃଦିକାର୍ ଆଚେ, ମଃତର୍ ସଃବୁ ହେଁ ଉହ୍କାର୍ ନାୟ୍ । ସଃବୁ କଃରୁକେ ଅଃଦିକାର୍ ଆଚେ, ମଃତର୍ ସଃବୁ କଃତାୟ୍ ନିକ ଜାତ୍ ନାୟ୍
ମଃତର୍ ତୁମିମଃନ୍ ବୁଲ୍କା ନାୟ୍, ନିକ ଚାଲାଚାଲ୍ତି କଃରାପ୍ ଚାଲ୍ଚାଲ୍ତି ନଃସ୍ଟ୍ କଃରେଦ୍ ।
ଆର୍ ସଃବୁ କଃତାୟ୍ ସଃବୁବଃଳ୍ ହୁରାହୁରି ବାବେ ହାୟ୍ଁ ତୁମିମଃନ୍କେ ଜଃନ୍କଃରି ସଃବୁ ନିକ କାମ୍ ଗିନେ ଅଃଦିକ୍ ହୁଣି ଅଦିକ୍ତର୍ ଦାନ୍ କଃରୁ ହାରାସ୍, ଇତାର୍ ଗିନେ ଇସ୍ୱର୍ ତୁମିମଃନ୍କେ ସଃବୁ ରଃକମେ ଦଃୟା ଗାଦେକ୍ କଃରି ଦେଉଁକ୍ ଜୟ୍ଗ୍ ।
ମାୟ୍ଜିମଃନ୍କେ ହେଁ ମର୍ ଗଃଉଆରି ସେମଃନ୍ ବେସି ମଲାର୍ ଚଃଉଁରିକସା ଆର୍ ସନାମାଳି ଆର୍ ହିରା ହିନ୍ଦି ନିଜଃକେ ସୁନ୍ଦୁର୍ ନଃକେରି ନିକ କାମେ ଦଃର୍ମି ବାବେ ଜାଣା ହଃଳତ୍ । ଦଃର୍ମି ମାୟ୍ଜିମଃନ୍ ତାକାର୍ ଲଳା ହଃର୍କାରେ ନିକ କାମ୍ ସଃଙ୍ଗ୍ ଅଃହ୍ଣା ଅଃହ୍ଣାକ୍ ଜଃଗ୍ରାତ୍ କଃରତ୍ ।
ସେ ଜିସୁ କ୍ରିସ୍ଟ ଅଃମିମଃନ୍କେ ସବୁ ହାହେ ହୁଣି ମୁକ୍ଳାଉଁକେ ଆର୍ ଅଃହ୍ଣାର୍ ଗିନେ ସଃତ୍କାମେ କାମିକା ନିଜାର୍ ଲକ୍ହର୍ ନିର୍ମୁଳ୍ କଃରୁକେ ଅଃମିମଃନାର୍ ହାଁୟ୍ ଅଃହ୍ଣାକ୍ ଦିଲା ।
ହେଁ ଇତାର୍ ଗିନେ ତୁମିମଃନ୍ ବଃଡେ ଜଃତୁନାର୍ ସଃଙ୍ଗ୍ ବିସ୍ୱାସ୍ ସଃଙ୍ଗ୍ ସଃତ୍ଗୁଣ୍, ସଃତ୍ଗୁଣ୍ ସଃଙ୍ଗ୍ ଗିଆନ୍, ଗିଆନାର୍ ସଃଙ୍ଗ୍ ନିଜ୍କେ ସଃମ୍ୱାଳ୍ତାର୍, ସଃମ୍ୱାଳ୍ତା ସଃଙ୍ଗ୍ ସାସ୍, ସାସ୍ ସଃଙ୍ଗ୍ ଦଃର୍ମି ଜିବନ୍, ଦଃର୍ମିଜିବନ୍ ସଃଙ୍ଗ୍ ବାୟ୍ ଲାଡ୍, ଆରେକ୍ ବାୟ୍ ଲାଡ୍ ସଃଙ୍ଗ୍ ଲାଡ୍ ମିସାଉଆ ।
ଆର୍ ତୁମିମଃନ୍ ଜଦି ନିକ ବିସୟେ ତିକ୍ତିକା ଅଃଉଅାସ୍ ତଃବେ କେଏ ତୁମିମଃନାର୍ ନଃସ୍ଟ୍ କଃରେଦ୍ ?
ଆର୍ ଲକ୍ମଃନ୍ କୁପି ଲାଗାୟ୍ ମାଣ୍ ତଃଳେ ନଃସେଙ୍ଗାଉତି, ମଃତର୍ ଦିହ୍ରୁକା ଉହ୍ରେ ସଃଙ୍ଗାଉତି, ସେତାକ୍ ସେରି ଗଃରେ ରିଲା ସଃବୁ ଲକ୍କେ ଉଜାଳ୍ ଦଃୟ୍ଦ୍ । ସେନ୍କାର୍ ତୁମିମଃନାର୍ ଉଜାଳ୍ ଲକ୍ମଃନାର୍ ଆଗେ ଡିସ, ଜଃନ୍କଃରି ସେମଃନ୍ ତୁମିମଃନାର୍ ସଃତ୍କାମ୍ ଦଃକି ତୁମିମଃନାର୍ ସଃର୍ଗ୍ ଉହ୍ରେ ରିଲା ଉବାଦିର୍ ଜଃଜ୍ମାନ୍ କଃର୍ତି ।"
ତୁମାର୍ ସଃର୍ଗାର୍ ଉବାଦି ଜଃନ୍ କଃରି ଦଃୟାକାରି, ତୁମିମଃନ୍ ହେଁ ସେବାନ୍ୟା ଦଃର୍ମି ଅଃଉଆ ।"