O que é bom
O que é bom vem de Deus. A Bíblia celebra a bondade divina e nos convida a discernir, praticar e desfrutar tudo o que é bom — porque toda boa dádiva vem do Pai das luzes.
ଇସ୍ୱର୍ ଅଃହ୍ଣା ହାଜ୍ଲା ହଃତି ଜିନିସ୍ ଉହ୍ରେ ଦଃକ୍ଲା, ସେ ସଃବୁ ବଃଡେ ନିକ ଡିସ୍ଲି। ତଃବେ ସଃଞ୍ଜ୍ ଆର୍ ସଃକାଳ୍ ହାୟ୍ଁ ଚଅ ଦିନ୍ ଅୟ୍ଲି।
କାୟିତାକ୍ବଃଲେକ୍ ମୁୟ୍ ତୁମିମଃନ୍କେ ବଃଲ୍ ସିକ୍ୟା ଦେଉଁଲେ, ମର୍ ଆଦେସ୍କେ ହାସ୍ରାନାୟ୍।
ନିଜାର୍ ଟଣ୍ଡାର୍ ଉତୁର୍ ହାୟ୍ଁ ମାନାୟ୍ ସଃର୍ଦା ଅୟିଦ୍, ଆର୍ ସଃମାନ୍ ବେଳାୟ୍ ଉତୁର୍ ଦିଲେକ୍ ତାର୍ କଃତେକ୍ ବଃଲ୍!
୨୬
ଏ ମର୍ ହ, ତୁୟି ମଃଉ କା, ବଃଲେକ୍ ସେରି ନିକ ; ଆର୍ ମଃଉଁ ଚିକଣ୍ କାଆ, ବଃଲେକ୍ ସେରି ତର୍ ଟଣ୍ଡ୍କେ ସୁଆଦ୍ ଲାଗେଦ୍। ଗିଆନ୍ ତର୍ ଜିବନାର୍ ଗିନେ ସେରଃକମ୍ ବଃଲି ତୁୟ୍ ଜାଣ୍ସି ; ତୁୟ୍ ସେରି ହାୟିଲେକ୍,ପୁରିସ୍କାର୍ ରିଲାକେ ତର୍ ଆସା ନଃସ୍ଟ୍ ନୟି।
ଗିଆନ୍ ଦାଦିବାବୁର୍ ସଂମ୍ପତି ହର୍ ବଃଲ୍ ଆଚେ; ଆରେକ୍ ବାଚିରିଲା ଲକ୍ମଃନ୍କାର୍ ଗିନେ ସେରି ଅଃଦିକ୍ ବଃଲ୍।
ମସାର୍ ବିଦି ପବିତ୍ର; ତାର୍ ବଲ୍ ସଃବୁ ପବିତ୍ର, ଟିକ୍ ଆର୍ ନିକ ।
ତୁମିମଃନ୍ ଇ ଜଃଗତାର୍ ରିତି ହଃର୍କାରେ ଜିବନ୍ କାଟା ନାୟ୍ । ଇସ୍ୱର୍ ତୁମିମଃନାର୍ ମଃନ୍ବାବ୍କେ ବାଦ୍ଲାଅ ଆର୍ ତୁମାର୍ ମଃନ୍ ହୁରାହୁରି ବାବେ ବାଦ୍ଲ । ତଃନ୍ଅୟ୍ଲେକ୍, ଇସ୍ୱରାର୍ ଇଚା କାୟିରି, ତାର୍ ଆକାୟ୍ କୁୟି ସଃବୁ ବିସୟ୍ ସଃତ୍, ମଃନ୍କେ ଗଃଲାର୍ ଆର୍ ସିଦ୍, ଇରି ତୁମିମଃନ୍ ଜାଣୁକେ ହାରାସ୍ ।
ତୁମି ଜାୟ୍ରି ନିକ ବଃଲି ବାବୁଲାସ୍, ସେ କାମ୍କେ ବିନ୍ ଲକ୍ମଃନ୍ ଲିନ୍ଦା ନଃକେରତ୍ ।
ମଣ୍ଡ୍ଳିର୍ ପାର୍ତ୍ନା ନିୟମ୍
ମୁୟ୍ଁ ହଃର୍ତୁ ଗଃଉଆରି କଃରୁଲେ ପାର୍ତ୍ନା କଃର୍ତା ବଃଳ୍ ସବୁ ଲକାର୍ ହାୟ୍ଁ ପାର୍ତ୍ନା କଃରା, ଇସ୍ୱରାର୍ ତଃୟ୍ ପାର୍ତ୍ନା ଗଃଉଆରି ଆର୍ ଦନ୍ୟବାଦ୍ ଜାଣାଉଆ, ଇତାର୍ ଗିନେ ସଃବୁଲକାର୍ ଜିବନେ ରଃଜା ଆର୍ ସାସନ୍ କଃରୁମଃନାର୍ ଗିନେ ଗଃଉଆରି, ପାର୍ତନା, ବିନ୍ତି ଆର୍ ଦନ୍ୟବାଦ୍ ଦେଉଁକେ ମୁୟ୍ଁ ହଃର୍ତୁ ଗଃଉଆରି କଃରୁଲେ । ଇରଃକମ୍ ପାର୍ତ୍ନା ଅଃମିମଃନାର୍ ମୁକ୍ଳାଉତା ଇସ୍ୱରାର୍ ଆକାୟ୍ ନିକ ଆର୍ ମଃନ୍କେ ଗଃଲାର୍ ।
କାୟିତାକ୍ବଃଲେକ୍ ଇସ୍ୱର୍ ଉବ୍ଜାୟ୍ଲାର୍ ସଃବୁ ନିକ, ଆର୍ ଦନ୍ୟବାଦ୍ ଦଃୟି କାୟ୍ଲେକ୍ କାୟିରିହେଁ ଚାଡ୍ତାର୍ ନାୟ୍ । ବଲେକ୍, ଇସ୍ୱରାର୍ ବାକ୍ୟୟ୍ ଆର୍ ପାର୍ତ୍ନାୟ୍ ସେରି ନିର୍ମୁଳ୍ କଃରା ଅୟ୍ଦ୍ ।
ସଃବୁ ନିକ ଦାନ୍ ଆର୍ ସଃବୁ ନିକ ବର୍ ସଃର୍ଗାର୍ ଉବାର୍ ତଃୟ୍ହୁଣି ଆସେଦ୍, ସେ ଅଃଗାସାର୍ ସଃବୁ ଉଜାଳ୍ମଃନ୍ ବେଳ୍, ଜଃନ୍, ତାରାମଃନ୍କେ ହାଜିଆଚେ ସେ ସଃବୁବଃଳ୍ ସଃମାନ୍ ରଃୟ୍ଦ୍ ।
"ନଣ୍ ବଃଡେ ନିକ, ମଃତର୍ ନଣ୍ ଜଦି ଅଃଲଣା ଅୟ୍ଦ୍, ତଃବେ ତାକ୍ କଃନ୍କଃରି ଆରେକ୍ ସୁଆଦ୍ କଃରୁକେ ଅୟ୍ଦ୍ ?"
"ତୁମିମଃନ୍ ନଣ୍ ହର୍ ନିକ ଗୁଣ୍ ଦଃରି ରିଆ, ଆର୍ ତୁମାର୍ ବିତ୍ରେ ମିସିବିଳିକଃରି ସୁସ୍ତାୟ୍ ରିଆ ।"
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.