1 ଇସ୍ରାଏଲ୍ ଲକ୍ମଃନାର୍ ନେତାମଃନ୍ ଜିରୁସାଲେମେ ବାସ୍କଃଲାୟ୍; ଆର୍ ହେଁ ବାକି ଲଃକ୍ମଃନ୍ ପବିତ୍ର ଗଃଳ୍ ଜିରୁସାଲମେ ବାସା କଃରୁକେ ହଃତି ଦଃସ୍ ଲକାର୍ ବିତ୍ରାର୍ ଏକ୍ଲାକେ ସେଟାଣେ ଆଣୁକେ ଆର୍ ବିନ୍ ନଅ ଲକ୍ମଃନ୍କେ ବିନ୍ବିନ୍ ଗଃଳେ ବାସା କଃରାଉଁକେ କେଳି ହୁଟାୟ୍ଲାୟ୍। 2 ଆରେକ୍, ଜୁୟ୍ଲକ୍ମଃନ୍ ନିଜାର୍ ଇଚାୟ୍ ଜିରୁସାଲମେ ବାସାକଃରୁକେ ମଃନ୍କଃଲାୟ୍, ଲଃକ୍ମଃନ୍ ସେମଃନ୍କେ ଦନ୍ୟବାଦ୍ ଦିଲାୟ୍। 3 ରାଇଜାର୍ ଇ ମୁଳିକା ଲକ୍ ଜିରୁସାଲମେ ବାସା କଃଲାୟି: ମଃତର୍ ଜିଉଦାର୍ ଆର୍ ଇସ୍ରାଏଲାର୍ ନାନା ଗଃଳେ ଲଃକ୍ମଃନ୍, ଜାଜକ୍ମଃନ୍, ଲେବିୟମଃନ୍ ଆର୍ ମନ୍ଦିର୍ ସେବାକାରି ଆର୍ ସଲମଃନାର୍ ଦାସ୍ମଃନାର୍ ହିଲାମଃନ୍ ହିତିୟଲକ୍ ନିଜାର୍ ନିଜାର୍ ଗଃଳେ ବାସାକଃଲାୟ୍।
4 ଆରେକ୍, ଜିଉଦାର୍ ହିଲାମଃନାର୍ ବିତ୍ରାର୍ ଆର୍ ବିନ୍ୟାମିନାର୍ ହିଲାମଃନାର୍ ବିତ୍ରାର୍ କଃତେକ୍ ଲକ୍ ଜିରୁସାଲମେ ବାସା କଃଲାୟି। ଜିଉଦାର୍ ହିଲାମଃନାର୍ ବିତ୍ରାର୍ ଉସିୟର୍ ହଃୟ୍ସି ଅତାୟ, ସେ ଉସିୟ ଜିକରିୟର୍ ହୟିସି, ଜିକରିୟ ଅମରିୟର୍ ହୟିସି, ଅମରିୟ ସପଟିୟର୍ ହୟିସି, ସପଟିୟ ମହଲଲେଲାର୍ ହୟିସି, ମହଲଲେଲ୍ ପେରସ୍ ହିଲାମଃନାର୍ ବିତ୍ରାର୍ ଏକ୍ଲା;
5 ଆର୍, ବାରୁକାର୍ ହୟିସି ମାସେୟା, ସେ ବାରୁକ୍ କଲ୍ହସିର୍ ହୟିସି, କଲ୍ହସି ହସାୟର୍ ହୟିସି, ହସାୟ ଅଦାୟାର୍ ହୟିସି, ଅଦାୟା ଜୟାରିବ୍ର ହୟିସି, ଜୟାରିବ୍ ଜିକରିୟର୍ ହୟିସି, ଜିକରିୟ ସିଲନିର୍ ହୟିସି।
6 ପେରସର୍ ହିଲାମଃନ୍ ସଃବୁ ୪୬୮ ଲକ୍ ବିରମଃନ୍ ଜିରୁସାଲମେ ବାସାକଃଲାୟ୍।
7 ବିନ୍ୟାମିନ୍ ବଃଉଁସାର୍ ଲଃକ୍ମଃନ୍, ମସୁଲମର୍ ହୟିସି ସାଲୁ, ସେ ମସୁଲମ୍ ଜୟେଦାର୍ ହୟିସି, ଜୟେଦ୍ ପଦାୟର୍ ହୟିସି, ପଦାୟ୍ କଲାୟାର୍ ହୟିସି, କଲାୟା, ମାସେୟାର୍ ହୟିସି, ମାସେୟ ଇତିଏଲାର୍ ହୟିସି, ଇତିଏଲ୍ ଜିସାୟାହର୍ ହୟିସି ରିଲା।
8 ଆରେକ୍, ତାକାର୍ ବାୟ୍ମଃନାର୍ ସଃଙ୍ଗ୍ ଗବୟ, ସଲୟ ଏମଃନ୍ ୯୨୮ ଲକ୍ ରିଲାୟ୍। 9 ଆରେକ୍, ସିକ୍ରିର୍ ହୟିସି ଜୟେଲ୍ ସେମଃନାର୍ ମୁଳିକା ରିଲା ଆର୍ ହସନୟାର୍ ହୟିସି ଜିଉଦା ଗଃଳାର୍ ଦୁୟ୍ ଲଃମ୍ବର୍ ସାସନ୍କାରି ରିଲା।
10 ଜାଜକ୍ମଃନାର୍ ବିତ୍ରାର୍, ଜୟାରିବର୍ ହୟିସି ଜିଦଇୟ, ଜାକିନ୍,
11 ହିଲ୍କିୟର୍ ହୟିସି ସରାୟ, ସେ ହିଲ୍କିୟ ମସୁଲମାର୍ ହୟିସି, ମସୁଲମ୍ ସାଦକାର୍ ହୟିସି, ସାଦକ୍ ମରାୟତର୍ ହୟିସି, ମରାୟତ୍ ଅହିଟୁବର୍ ହୟିସି, ଅହିଟୁବ ଇସ୍ୱରାର୍ ଗଃରାର୍ ମୁଳିକା ରିଲା। 12 ମନ୍ଦିରାର୍ ସେବାକାରି ସେମଃନାର୍ ବାୟ୍ମଃନ୍ ସଃବୁ ୮୨୨ ଲକ୍ ରିଲାୟ୍; ଆରେକ୍, ଜିରହମାର୍ ହୟିସି ଅଦାୟା, ସେ ଜିର୍ହମ୍ ପଲଲିୟର୍ ହୟିସି, ପଲଲିୟ ଅମ୍ସିର୍ ହୟିସି, ଅମ୍ସି ଜିକରିୟର୍ ହୟିସି, ଜିକରିୟ ପସ୍ହୁରାର୍ ହୟିସି, ପସ୍ହୁର୍ ମଲ୍କିଏଲାର୍ ହୟିସି ରିଲା, 13 ଆରେକ୍, ଅଦାୟାର୍ ବାୟ୍ମଃନ୍ ୨୪୨ ଲକ୍ ମୁଳିକା ରିଲାୟ୍; ଅସରେଲାର୍ ହୟିସି ଅମସୟ, ସେ ଅସରେଲ୍ ଅହସୟର୍ ହୟିସି, ଅହସୟ ମସିଲେମତାର୍ ହୟିସି, ମସିଲେମତ୍ ଇମେରାର୍ ହୟିସି ରିଲା, 14 ଆରେକ୍, ସେମଃନାର୍ ବାୟ୍ମଃନ୍ ୧୨୮ ଲକ୍ ଜୁଜ୍କାରି ରିଲାୟ୍ ଆର୍ ହଗ୍ଦଲିମାର୍ ହୟିସି ସବ୍ଦିଏଲ୍ ସେମଃନାର୍ ମୁଳିକା ରିଲା।
15 ଲେବିୟମଃନାର୍ ବିତ୍ରାର୍, ହସୁବାର୍ ହୟିସି ସମଇୟ, ସେ ହସୁବ୍ ଅସ୍ରିକାମର୍ ହୟିସି, ଅସ୍ରିକାମ୍ ହସବିୟର୍ ହୟିସି, ହସବିୟ ବୁନିର୍ ହୟିସି ରିଲା;
16 ଆରେକ୍, ଲେବିୟ- ମୁଳିକାମଃନାର୍ ବିତ୍ରାର୍ ସବତୟ ଆର୍ ଜସାବଦ୍ ଇସ୍ୱରାର୍ ମନ୍ଦିରାର୍ ହଃଦାବାଟାର୍ କାମାର୍ ଅଃଦିକାରି ରିଲାୟ୍। 17 ଆରେକ୍, ଆସପାର୍ ବଃଉଁସେ ଜାତ୍ ସବ୍ଦିର୍ ନାତି ମିକାର୍ ହୟିସି ମତନିୟ ପାର୍ତ୍ନା କଃର୍ତା ବଃଳ୍ ଦନ୍ୟବାଦ୍ ଆରୁମ୍ କଃରୁକେ ମୁଳିକା ରିଲା ଆର୍ ତାର୍ ବାୟ୍ମଃନାର୍ ବିତ୍ରାର୍ ବକ୍ବୁକିୟ ଦୁୟ୍ ଲମ୍ବର୍ ରିଲା; ଆରେକ୍ ଜିଦୁତୁନ୍-ବଃଉଁସେ ଜାତ୍ ଗାଲଲର୍ ନାତି ସମୁୟର୍ ହୟିସି ଅବ୍ଦ।
18 ପବିତ୍ର ଗଃଳେ ଜିରୁସାଲେମେ ଲେବିୟମଃନ୍ ସଃବୁ ମିସାୟ୍କଃରି ୨୮୪ ଲକ୍ ରିଲାୟ୍।
19 ଆରେକ୍, ମନ୍ଦିର୍ ଜାଗୁଆଳିମଃନ୍ ଅକୁବ, ଟଲ୍ମନ୍ ଆର୍ ଗଳ୍-ଦୁଆର୍ ଜଗୁଆଳି ସେମଃନାର୍ ବାୟ୍ମଃନ୍ ୧୭୨ ଲକ୍ ରିଲାୟ୍।
20 ଆରେକ୍, ଇସ୍ରାଏଲାର୍, ଜାଜକ୍ମଃନାର୍, ଲେବିୟମଃନାର୍ ବାକି ଲଃକ୍ମଃନ୍ ଜିଉଦାର୍ ସଃର୍ନେ ଗଃଳେ ହଃତି ଲକ୍ ନିଜାର୍ ନିଜାର୍ ଜଃଗାୟ୍ ରିଲାୟ୍। 21 ମନ୍ଦିରେ ସେବା କଃର୍ତା ଲଃକ୍ମଃନ୍ ଅପଲ୍ ହଃର୍ବାତେ ବାସ୍ କଃଲାୟି; ଆରେକ୍, ସିହା ଆର୍ ଗିସ୍ପ ମଃନ୍ଦିର୍ ସେବାକାରିମଃନାର୍ ମୁଳିକା ରିଲାୟ୍। 22 ଆସପ ବଃଉଁସାର୍ ଗିତ୍କୁଳିଆମଃନାର୍ ବିତ୍ରାର୍ ମିକାର୍ ନାତି, ମର୍ତନିୟର୍ ନାତି, ହସବିୟର୍ ନାତି, ବାନିର୍ ହୟିସି ଉସି ଜିରୁସାଲମେ ଲେବିୟମଃନାର୍ ଗୁମୁସ୍ତା ରିଲା ସେ ହେଁ ଇସ୍ୱରାର୍ ମନ୍ଦିର୍ କାମାର୍ ଦଃକାସୁଣା କଃଲା। 23 ବଃଲେକ୍ ସେମଃନାର୍ ବିସୟେ ରଃଜାର୍ ଆଦେସ୍ ରିଲି ଆର୍ ହଃତି ଦିନାର୍ ଦଃର୍କାର୍ ହଃର୍କାରେ ଗିତ୍ କଃଉତା ଲକେ କାୟି ଗିତ୍ କଃଉତି ସେ ହଃର୍କାରେ ନିୟମ୍ ଦିଆ ଅୟ୍ଲି। 24 ଆରେକ୍, ଜିଉଦାର୍ ହୟିସି ସେରହର ବଃଉଁସେ ଜାତ୍ ମସେସବେଲାର୍ ହୟିସି ପତାହୟ ଲକ୍ମଃନାର୍ ସଃର୍ନେ କାମ୍ ବିସୟେ ରଃଜାର୍ ଲଃଗେ ରିଲା।
25 ଆରେକ୍, ଜିଉଦା ବଃଉଁସାର୍ ଲକ୍ମଃନାର୍ ବିତ୍ରାର୍ କଃତେକ୍ ନାନା ଗାଉଁ ଆର୍ ସେତିର୍ ଜଃମି ଲଃଗେ, ବଃଲେକ୍, କିରିୟତ୍-ଅର୍ବ୍ ଆର୍ ସେତିର୍ ଗାଉଁୟେ, ଦିବନ୍ ଆର୍ ସେତିର୍ ଗାଉଁୟେ, ଜିକବ୍ସେଲ୍ ଆର୍ ତାର୍ ଗାଉଁୟେ। 26 ଆର୍ ଜେସୁୟେ, ମଲାଦାୟ୍ ଆର୍ ବେତ୍ପେଲଟେ; 27 ଆର୍ ହତ୍ସର୍-ସୁୟାଲେ, ବେର୍ସେବା ଆର୍ ତାର୍ ବଃସ୍ତି; 28 ଆର୍ ସିକ୍ଲଗ, ମକନା ଆର୍ ସେତିର୍ ଗାଉଁ; 29 ଆର୍ ଏନ୍ରିମନେ ସରାୟତଃୟ୍ ଆର୍ ଜର୍ମୁତେ; 30 ସାନହ, ଅଦୁଲମ୍ ଆର୍ ସେତିର୍ ଗାଉଁୟେ, ଲାକିସ୍ ଆର୍ ସେତିର୍ ଜଃମାୟ୍, ଅସେକା ଆର୍ ସେତିର୍ ଗାଉଁୟେ ବାସାକଃଲାୟ୍ ଇ ହଃର୍କାରେ ସେମଃନ୍ ବେର୍ସେବା ହୁଣି ହିନ୍ନମ୍ ଦରାଣ୍ ହଃତେସକ୍ ତୁମ୍ ବାନ୍ଦ୍ଲାୟ୍। 31 ବିନ୍ୟାମିନ୍ ବଃଉଁସ୍ ହେଁ ଗେବା ତଃୟ୍ହୁଣି ମିକ୍ମସ୍ ଆର୍ ଅୟାୟ୍, ବେତେଲ୍ ଆର୍ ସେତିର୍ ଗାଉଁଏ; 32 ଅନାତତ୍, ନବ ଆର୍ ଅନନିୟା; 33 ହାତ୍ସର୍, ରାମା, ଗିତୟମୟ; 34 ହାଦିନ୍, ସବୟ୍ମ୍, ନବଲାଟେ; 35 ଲଦ ଆର୍ ଅନ, ବାଡାୟ୍ମଃନ୍ ରେତା ଦରାଣେ ବାସା କଃଲାୟି। 36 କଃତେକ୍ ଲେବିୟ୍ ଦଃଳାର୍ ଲଃକ୍ମଃନ୍ ଜିଉଦାୟ୍ ବାସ୍ କଃର୍ତିରିଲାୟ୍ ସେମଃନ୍ ବେନ୍ୟାବିନ୍ମଃନାର୍ ସଃଙ୍ଗ୍ ବାସ୍ କଃରୁକ୍ ସଃନ୍ଦି କଃଲାୟି।