1 ଇତାର୍ହଃଚ ଇଲିୟାସିବ୍ ବଃଡ୍ଜାଜକ୍ ଆର୍ ତାର୍ ଜାଜକ୍ ବାୟ୍ମଃନ୍ ଅଃଟାବିଳା ବାନ୍ଦିକଃରି ମେଣ୍ଡା ଦୁଆର୍ ଗଃଳ୍ଲାୟ୍; ସେମଃନ୍ ସେରି ପବିତ୍ର କଃରି ସେତିର୍ କାହାଟ୍ ସଃବୁ ବଃସାୟ୍ଲାୟ୍; ହମେୟା ଗଃଳ୍ ଆର୍ ହନନେଲ୍ ଗଃଳ୍ ହଃତେକ୍ ସେମଃନ୍ ପବିତ୍ର କଃଲାୟି। 2 ସେମଃନାର୍ ହଃଚେ ଜିରିହର୍ ଲଃକ୍ମଃନ୍ ଗଃଳ୍ଲାୟ୍, ଆର୍ ଇମ୍ରିର୍ ହୟିସି ସକକୁର୍ ଜିରିହର୍ ଲକ୍ମଃନାର୍ ହଃଚେ ଗଃଳ୍ଲା।
3 ହସନାୟାର୍ ହିଲାମଃନ୍ ମାଚ୍ ଦୁଆର୍ ଗଃଳ୍ଲାୟ୍; ସେମଃନ୍ ତାର୍ କଡ଼ି ବସାୟ୍ଲାୟ୍ ଆର୍ ତାର୍ କଃହାଟ୍ ଆର୍ କିଳ୍ନି ଆର୍ ଗାଳା ସଃବୁ ଲାଗାୟ୍ଲାୟ୍। 4 ଆରେକ୍, ସେମଃନାର୍ ହଃଚେ ହକସର୍ ନାତିସି ଉରିୟର୍ ହୟିସି ମରେମତ୍ ଗଃଳ୍ଲା। ଆରେକ୍, ସେମଃନାର୍ ହଃଚେ ମସେସବେଲାର୍ ନାତିସି ବେରିକିୟର୍ ହୟିସି ମସୁଲମ୍ ଗଃଳ୍ଲା। ଆରେକ୍, ସେମଃନାର୍ ହଃଚେ ବାନାର୍ ହୟିସି ସାଦକ୍ ଗଃଳ୍ଲା।
5 ଆରେକ୍, ସେମଃନାର୍ ହଃଚେ ତକୟ ଲଃକ୍ମଃନ୍ ଗଃଳ୍ତା କାମ୍ କଃଲାୟି; ମଃତର୍ ସେମଃନାର୍ ଦଃଳାର୍ ମୁକିଆମଃନ୍ ତାକାର୍ ମାଲିକାର୍ କାମ୍ କଃରୁକେ ରାଜି ନଃୟ୍ଲାୟ୍। 6 ଆରେକ୍, ପାସେହରାର୍ ହୟିସି ଜିହୟାଦା ଆର୍ ବିସଦିଆ ହୟିସି ମସୁଲମ୍ ହଃର୍ନା ଦୁଆର୍ ଗଃଳ୍ଲାୟ୍; ସେମଃନ୍ ତାର୍ ହାୟ୍ଁ ଗାଳା ହାଜ୍ଲାୟ୍ ତାର୍ କଃହାଟ୍, କାବ୍ଜା ଆର୍ ଗାଳା ସଃବୁ ଲାଗାୟ୍ଲାୟ୍। 7 ଆରେକ୍, ସେମଃନ୍ ହଃଚେ ଗିବିୟନିୟ ମଲାଟିୟ ଆର୍ ମେରଣତିୟ ଜାଦନ୍ ଲଃକ୍ମଃନ୍ ଗଃଳ୍ଲାୟ୍, ସେମଃନ୍ ଗିବିୟନ ଆର୍ ମିସ୍ପାର୍ ରିଲାୟ୍, ସେମଃନ୍ ବଃଡ୍ଗାଡ୍ ସେହାଟିର୍ ମିସ୍ପାର୍ ଗନରାର୍ ଆୟ୍ତେ ରିଲାୟ୍। 8 ତାର୍ହଃଚେ ସନାରିମଃନ୍ ହରୟର୍ ହୟିସି ଉସିୟେଲ୍ ଗଃଳ୍ଲା। ଆରେକ୍, ତାର୍ହଃଚେ ବାସ୍ନା ଜିନିସ୍ ବେବାରିମଃନାର୍ ବିତ୍ରାର୍ ହନାନିୟ ଗଃଳ୍ଲା, ଆରେକ୍ ସେମଃନ୍ ଅଃସାର୍ ବାରିକଃତି ହଃତେକ୍ ଜିରୁସାଲେମ୍କେ ମଃଜ୍ବୁତ୍ କଃଲାୟି। 9 ସେମଃନାର୍ ହଃଚେ ଜିରୁସାଲେମ୍ ଅଦା ଜିଲାର୍ ସାସନ୍କାରିର୍ ହୁରାର୍ ହୟିସି ରପାୟ ଗଃଳ୍ଲା। 10 ଆରେକ୍, ସେମଃନାର୍ ହଃଚେ ହରୁମପର୍ ହୟିସି ଜିଦାୟ ତାର୍ ଗଃର୍ ସାମ୍ନାୟ୍ ଗଃଳ୍ଲା। ତାର୍ ତାର୍ ସଃଙ୍ଗ୍ ହସ୍ବନିୟାର୍ ହୟିସି ହଟୁସ୍ ଆରେକ୍ ତିଆର୍ କଃଲା। 11 ହାରିମର୍ ହୟିସି ମଲ୍କିୟ ଆର୍ ପହତ୍-ମୟାବାର୍ ହୟିସି ହସୁବ୍ ବିନ୍ ଗଟ୍ ବାଗ୍ ଆର୍ ଚୁଲି ଆରେକ୍ ହାଜ୍ଲା। 12 ତାର୍ ସଃଙ୍ଗ୍ ଜିରୁସାଲମାର୍ ଅଦା ଜିଲାର୍ ସାସନ୍କାରି ହଲହେସରାର୍ ହୟିସି ସଲୁମ୍ ଆର୍ ତାର୍ ଜିସିମଃନ୍ ଆରେକ୍ ହାଜ୍ଲା। 13 ହାନୁନ୍ ଆର୍ ସାନହନାର୍ ଲଃକ୍ମଃନ୍ ଦରାଣ୍ ଦୁଆର୍ ଆରେକ୍ ହାଜ୍ଲାୟ୍; ସେମଃନ୍ ସେରି ଗଃଳ୍ଲାୟ୍ ଆର୍ ତାର୍ କଃହାଟ୍, କିଳ୍ନି ଆର୍ ଗାଳା ସଃବୁ ଲାଗାୟ୍ଲାୟ୍, ଆର୍ କାତ୍ ଦୁଆର୍ ହଃତେକ୍ ବାରିକଃତିର୍ ହଃନ୍ଦ୍ରସଆତ୍ ମଃଜ୍ବୁତ୍ କଃଲାୟି। 14 ଆରେକ୍, ବେଇତ୍-ହକ୍କେରମ୍ ଜିଲାର୍ ସାସନ୍କାରି ରେକବାର୍ ହୟିସି ମଲ୍କିୟ କାତ୍ ଦୁଆରାର୍ କାମ୍ କଃଲା; ସେ ସେରି ହାଜି କଃରି ଆର୍ ତାର୍ କଃହାଟ୍, କିଳ୍ନି ଆର୍ ଗାଳା ସଃବୁ ଲାଗାୟ୍ଲା। 15 ଆରେକ୍, ମିସ୍ପା ରାଇଜାର୍ ସାସନ୍କାରି କଲ୍ହଜେର୍ ହୟିସି ସଲୁନ୍ ଜଃର୍ନ୍ହାଣି ଦୁଆର୍ କାମ୍ କଃଲା; ସେ ସେରି ଗଃଳି ଡାହ୍ଲା ଆର୍ ତାର୍ କଃହାଟ୍, କିଳ୍ନି ଆର୍ ଅର୍ଗଳ ସଃବୁ ଲାଗାୟ୍ଲା, ଆର୍ ଦାଉଦ୍ ଗଃଳେହୁଣି ତଃଳ୍ବାଟ୍ ଜାତା ହାଉଜ୍ ହଃତେକ୍ ରଃଜାର୍ ବଗିଚା ଚଃମାର୍ ସେଲା କୁଣ୍ଡ୍ ବାରିକଃତି ଗଃଳ୍ଲା। 16 ତାର୍ ସଃଙ୍ଗ୍ ବେଇତ୍ସୁର୍ ଜିଲାର୍ ଅଦାବାଗାର୍ ସାସନ୍କାରି ଅସ୍ବୁକରାର୍ ହୟିସି ନିହିମିୟା ଦାଉଦାର୍ ମଃସୁଣ୍ ମୁଆଟି ହଃତେକ୍ ଆର୍ ମାନାୟ୍ ତିଆର୍କଃଲା କୁଣ୍ଡ୍ ହଃତେକ୍ ଆର୍ ବିରମଃନାର୍ ଗଃର୍ ହଃତେକ୍ ହାଜ୍ଲା।
17 ତାର୍ ସଃଙ୍ଗ୍ ଲେବିୟମଃନ୍, ବଃଲେକ୍, ବାନିର୍ ହୟିସି ରହୁମ୍ ହାଜ୍ଲା ତାର୍ ଲଃଗାର୍ କିଇଲା ଜିଲାର୍ ଅଦାବାଗ୍ ସାସନ୍କାରି ହସବିୟ ନିଜାର୍ ଜିଲା ହାଁୟ୍ ଗଃଳ୍ଲା। 18 ତାର୍ ଲଃଗାର୍ ସେମଃନାର୍ ବାୟ୍ମଃନ୍, ବଃଲେକ୍, କିଇଲା ଜିଲାର୍ ଆଦାବାଗାର୍ ସାସନ୍କାରି ହନାନଦର୍ ହୟିସି ବବୟ ଗଃଳ୍ଲା। 19 ତାର୍ ଲଃଗାର୍ ମିସ୍ପାର୍ ସାସନ୍କାରି ଜେସୁୟର୍ ହୟିସି ଏସର୍ ବାରିକଃତିର୍ ବୁଲାଣିର୍ ଅଃସ୍ତର୍ ସଃଙ୍ଗାଉତା ଗାଟି ରଃସ୍ତାର୍ ବାଟ୍ ଗଟେକ୍ ବାଗ୍ ହାଜ୍ଲା। 20 ତାର୍ ଲଃଗାର୍ ସବୟର୍ ହୟିସି ବାରୁକ୍ ଜଃତୁନ୍କଃରି ବାରିକଃତିର୍ ବୁଲାଣି ହୁଣି ଇଲିୟାସିବ୍ ବଃଡ୍ଜାଜକାର୍ ଗଃର୍ ଦୁଆର୍ ହଃତେକ୍ ବିନ୍ ଗଟେବାଗ୍ ଗଃଳ୍ଲା। 21 ତାର୍ହଃଚେ ହକକସାର୍ ନାତି ଉରିୟର୍ ହୟିସି ମରେମତ୍ ଇଲିୟାସିବର୍ ଦୁଆରେ ହୁଣି ଇଲିୟାସିବର୍ ଗଃର୍ ସେସ୍ ହଃତେକ୍ ବିନ୍ ଗଟେ ବାଗ୍ ହାଜ୍ଲା।
22 ତାର୍ହଃଚେ ଜିରୁସାଲେମ୍ ଚାରିବାଟ୍ ବାସାକାରି ଜାଜକ୍ମଃନ୍ ହାଜ୍ଲାୟ୍। 23 ସେମଃନାର୍ ଲଃଗେ ବିନ୍ୟାମିନ୍ ଆର୍ ହସୁବ୍ ସେମଃନାର୍ ଗଃର୍ ମୁଆଟିର୍ ଗଃଳ୍ଲାୟ୍। ସେମଃନାର୍ ଲଃଗେ ଅନନିୟର୍ ନାତି ମାସେୟାର୍ ହଃୟ୍ସି ଅସରିୟ ତାର୍ ଗଃର୍ ଚଃମେ ହାଜ୍ଲା। 24 ହେନାଦଦାର୍ ହୟିସି ବିନୁଇ ଅସରିୟର୍ ଗଃରେହୁଣି ବାରିକଃତିର୍ ବୁଲାଣି ଆର୍ କନ୍ ହଃତେକ୍ ବିନ୍ ଗଟେ ବାଗ୍ ହାଜ୍ଲା। 25 ଉସୟର୍ ହୟିସି ପାଲାଲ୍ ବାରିକଃତିର୍ କନ୍ ମୁଆଟିଏ ଜାଗୁଆଳି ଗଃର୍ ଲଃଗେ ରିଲା ରଃଜା ଗଃର୍ ଲଃଗେ ହଃଦାର୍ ଗଃଳ୍ ଲଃଗେ ହାଜ୍ଲା। ତାର୍ ଚଃମେ ପରିସୟର୍ ହୟିସି ପଦାୟ୍ ହାଜ୍ଲା। 26 ଅଃଡେବଃଳ୍ ନତିନିୟମଃନ୍ ହାଣି ଦୁଆର୍ ଉଦ୍ତି ଦିଗାର୍ ମୁଆଟି ହଃତେକ୍ ଆର୍ ହାଦାର୍ ସଃୟ୍ନ୍ ଦଃଳ୍ ରେତା ଟାଣ୍ ଟାଣୁ ଅପଲିୟ୍ମଃନ୍ ବାସାକଃର୍ତିରିଲାୟ୍।
27 ତାର୍ହଃଚେ ତକୟମଃନ୍ ହଃଦାବାଟାର୍ ବଃଡ୍ କଃତି ମୁଆଟି ହୁଣି ଅପଲାର୍ ବାରି କଃତି ହଃତେକ୍ ବିନ୍ ଗଟେକ୍ ବାଗ୍ ଗଃଳ୍ଲାୟ୍। 28 ଜାଜକ୍ମଃନ୍ ନିଜାର୍ ନିଜାର୍ ଗଃର୍ ମୁଆଟିର୍ ଗଃଳ୍ ଗଡ଼ା ଦୁଆରାର୍ ଉହ୍ରିବାଟ୍ୟାର୍ ବାଗ୍ ଗଃଳ୍ଲାୟ୍। 29 ସେମଃନାର୍ ଲଃଗେ ଇମେରାର୍ ହୟିସି ସାଦକ୍ ନିଜାର୍ ଗଃର୍ ମୁଆଟି ଗଃଳ୍ଲା। ଆରେକ୍, ତାର୍ ହଃଚେ ହୁର୍ବ୍ଦିଗାର୍ ଦୁଆର୍ ଜାଗୁ ସିକନିୟର୍ ହୟିସି ସମଇୟ ଆରେକ୍ ଗଃଳ୍ଲା। 30 ତାର୍ହଃଚେ ସେଲିମିୟର୍ ହୟିସି ହନାନିୟ ଆର୍ ସାଲ୍ପୁର୍ ଚଅ ଲଃମ୍ବର୍ ହୟିସି ହାନୁନ୍ ବିନ୍ ଗଟେକ୍ ବାଗ୍ ଗଃଳ୍ଲା। ତାର୍ ହଃଚେ ବେରିକିୟର୍ ହୟିସି ମସୁଲମ୍ ନିଜାର୍ ଗଃର୍ ମୁଆଟି ଗଃଳ୍ଲା। 31 ତାର୍ ହଃଚେ ମଲକିୟ ନାଉଁଆର୍ ଗଟ୍ ସନାରି ହମିପ୍କଦଦ୍ ଦୁଆରାର୍ ମୁଆଟିର୍ ନତିନିୟମଃନାର୍ ବେପାରିମଃନାର୍ ଗଃର୍ ହଃତେକ୍, ଆରେକ୍ କନାର୍ ଉଟାଣି ହଃତେକ୍ ହାଜ୍ଲା। 32 ଆରେକ୍, କନାର୍ ଉଟାଣି ଆର୍ ମେଣ୍ଡା ଦୁଆର୍ ମଃଜିର୍ ସନାରି ଆର୍ ବେପାରିମଃନ୍ ହାଜ୍ଲାୟ୍।