A carne
A carne representa a natureza pecaminosa que milita contra o Espírito. A Bíblia ensina que os que pertencem a Cristo crucificaram a carne com suas paixões e desejos.
Carne versus Espírito
Os que são segundo a carne inclinam-se para as coisas da carne. O nascido da carne é carne; o nascido do Espírito é Espírito.
କାୟିତାକ୍ବଃଲେକ୍ ଜୁୟି ଲକ୍ମଃନ୍ ଜଃଗତାର୍ ସେମଃନ୍ ଗଃଗାଳାର୍ ବିସୟେ ମଃନ୍ ଦେତି, ମଃତର୍ ଜୁୟି ଲକ୍ମଃନ୍ ଆତ୍ମାର୍ ମଃନାର୍ ଲକ୍, ସେମଃନ୍ ଆତ୍ମାର୍ କଃତାୟ୍ ମଃନ୍ ଦେତି । କାୟିତାକ୍ବଃଲେକ୍ ଗଃଗାଳାର୍ ବାବ୍ନା ମଃର୍ନ୍ ଦଃୟ୍ଦ୍, ମଃତର୍ ଆତ୍ମାର୍ ଗୁଣ୍ ଜିବନ୍ ଆର୍ ସୁସ୍ତାର୍ । ଜଃନ୍ ଗଃଗାଳାର୍ ବାବ୍ ଇସ୍ୱରାର୍ ବିରୁଦେ ସଃତ୍ରୁ, ବଃଲେକ୍ ସେରି ଇସ୍ୱରାର୍ ବିଦିର୍ ତଃଳିଆ, ଆରେକ୍ ତଃଳିଆ ଅଃଉଁକେ ନାହାରେ । ଜୁୟି ଲକ୍ମଃନ୍ ଗଃଗାଳାର୍ ତଃଳେ ଆଚ୍ତି, ସେମଃନ୍ ଇସ୍ୱରାର୍ ସଃନ୍ମତ୍ ଅଃଉଁକେ ନଃହାର୍ତି ।
ମଃତର୍ ଇସ୍ୱରାର୍ ଆତ୍ମା ଜଦି ତୁମିମଃନାର୍ ତଃୟ୍ ବାସା କଃରେଦ୍, ସେରି ଅୟିଲେକ୍ ତୁମିମଃନ୍ ଗଃଗାଳାର୍ ତଃଳେ ନାୟ୍ । ମଃତର୍ ଆତ୍ମାର୍ ତଃଳେ ଆଚାସ୍ । ଜଦି କେଏ କ୍ରିସ୍ଟର୍ ଆତ୍ମା ହାୟ୍ଁ ନଃରେୟ୍, ତଃବେ ସେ ତାର୍ ନାୟ୍ ।
ଜୁୟି ଲକ୍ମଃନ୍ କ୍ରିସ୍ଟ ଜିସୁର୍ ସଃଙ୍ଗ୍ ଜିବନ୍ କାଟୁଲାୟ୍, ସେମଃନାର୍ ଗିନେ ଅଃବେ କାୟି ଡଃଣ୍ଡ୍ ନାୟ୍ । ପବିତ୍ର ଆତ୍ମା ଜୁୟି ବିଦି ଦଃୟି ଅଃମିକ୍ କ୍ରିସ୍ଟ ଜିସୁର୍ ସଃଙ୍ଗ୍ ମିସାୟ୍ କଃରି ଜିବନ୍ ଦଃୟ୍ଆଚେ, ସେତାର୍ ଗିନେ ଅଃମିମଃନ୍ ହାହ୍ ଆର୍ ମଃର୍ନାର୍ ବିଦି ତଃୟ୍ହୁଣି ମୁକ୍ଳି ଆଚୁ । ମାନାୟ୍ର୍ ଦୁର୍ବଳାର୍ ଗିନେ ମସା ଦିଲା ବିଦି ଜାୟ୍ରି ସାଦୁନ୍ କଃରୁକେ ନାହାର୍ଲି, ଇସ୍ୱର୍ ସେରି କଃରି ଆଚେ । ନଃର୍ ଜିବନେ ହାହ୍କେ ନାସ୍ କଃର୍ତା ହାୟ୍ଁ ସେ ନିଜାର୍ ହୟ୍ସିକେ ହାହି ମାନାୟ୍ ହର୍ କଃରି ହଃଟାୟ୍ଲା ଆର୍ କ୍ରିସ୍ଟ ଜିସୁ ହାହାର୍ ସଃକ୍ତି ନାସ୍ କଃରି ଆଚେ । ଜଃନ୍କଃରି ଗଃଗାଳାର୍ ବାବ୍ନା ହଃର୍କାରେ ଚାଲାଚାଲ୍ତି ନଃକେରି ଆତ୍ମାର୍ ଗିଣେ ଚାଲାଚାଲ୍ତି କଃରି ରେଉଁନ୍ଦ୍ ଜେ ଅଃମିମଃନ୍, ଅଃମିମଃନାର୍ ତଃୟ୍ ବିଦିର୍ ଦଃର୍ମ୍ବିଦି ହୁରା ଅୟ୍ଦ୍ ।
କାୟିତାକ୍ବଃଲେକ୍ ଜଦି ଗଃଗାଳାର୍ ବାବ୍ ହଃର୍କାରେ ଜିବନ୍ କାଟାସ୍, ତଃବେ ବାୟ୍ଦ୍ରେ ମଃରାସ୍, ମଃତର୍ ଜଦି ଆତ୍ମାୟ୍ ତୁମିମଃନ୍ ଗଃଗାଳାର୍ କାମ୍ ସଃବୁ ନାସ୍ କଃରାସ୍ ତଃବେ ବଚାସ୍ । ସେତାକ୍ ଜଃତେକ୍ ଲକ୍ ଇସ୍ୱରାର୍ ଆତ୍ମାୟ୍ ଚାଲ୍ତି ସେମଃନ୍ ଇସ୍ୱରାର୍ ହିଲାମଃନ୍ ।
ଇରି ମର୍ ବିତ୍ରେ କାମ୍ କଃରୁଲା ଗଟେକ୍ ବିଦି, ମୁୟ୍ଁ ଦଃକୁଲେ, ଜଃଡେବଃଳ୍ ନିକ କାମ୍ କଃରୁକେ ମଃନ୍ କଃରୁଲେ, ସେରି ନଃକେରି ଜୁୟ୍ରି କଃରାବ୍ରି ସେରି ହଃକା କଃରୁଲେ । ଇସ୍ୱରାର୍ ବିଦି ମାନୁକେ ମର୍ ମଃନ୍ । ମଃତର୍ ମୁୟ୍ଁ ମର୍ ଗଃଗାଳେ ଗଟେକ୍ ବିନ୍ ବିଦି ଦଃକୁଲେ, ସେରି ମର୍ ମଃନାର୍ ବିଦି ବିରୁଦେ ଜୁଜ୍ କଃରେଦ୍ ଆର୍ ମର୍ ସଃବୁ ଗଃଗାଳେ ଜୁୟି ହାହାର୍ ବିଦି ଆଚେ ମକେ ସେତି ବାନ୍ଦେଦ୍ ।
କାୟିତାକ୍ବଃଲେକ୍ ଜଃଡେବଃଳ୍ ଅଃମିମଃନ୍ ଗଃଗାଳାର୍ ତଃଳେ ରିଲୁ ସଃଡେବଃଳ୍ ବିଦି ତଃୟ୍ ହାହ୍ ଇଚା ସଃବୁ ଅଃମିମଃନାର୍ ସଃର୍ନେ ଗଃଗାଳ୍ ବିତ୍ରେ ମଃର୍ନାର୍ ଗିନେ ହଃଳ୍ ଉବ୍ଜାଉଁକ୍ କାମ୍ କଃର୍ତି ରିଲୁ ।
ଗଃଗାଳେ ହୁଣି ଜାୟ୍ରି ଜଃଲମ୍ ସେରି ଗଃଗାଳ୍ ଆରେକ୍, ଆତ୍ମା ତଃୟ୍ହୁଣି ଜାୟ୍ରି ଜଃଲମ୍, ସେରି ଆତ୍ମା ।
ଇସ୍ୱରାର୍ ଆତ୍ମା ହଃକା ଜିବନ୍ ଦେଉଁ ହାରେ । ନଃରାର୍ ଗଃଗାଳ୍ ତଃୟ୍ର୍ ସଃକ୍ତି କାୟିରି ହେଁ କଃରୁ ନାହାରେ । ଇସ୍ୱରାର୍ ସେ ଜିବନ୍ ଦେତା ଆତ୍ମାକେ ତୁମିମଃନ୍ ଜଃନ୍କଃରି ଜାଣୁ ହାରାସ୍, ସେତାର୍ ଗିନେ ମୁୟ୍ ଇ ସଃବୁ କଃତା କୟିଲେ ।
Vencer a carne
Andai no Espírito e não cumprireis os desejos da carne. Os que são de Cristo crucificaram a carne com suas paixões.
ମର୍ ମଃନ୍ ଇରି ପବିତ୍ର ଆତ୍ମା ତଃୟ୍ହୁଣି ଚାଲ୍ଚାଲ୍ତି କଃରା, ସେନ୍ ଅୟିଲେକ୍ ତୁମିମଃନ୍ ଗଃଗାଳାର୍ ଇଚା ହୁରୁଣ୍ ନଃକେରାସ୍ ?
ଗଃଗାଳାର୍ କାମ୍ ସଃବୁତ ନିକକଃରି ଜାଣାସ୍ ଦାରି, ବିଟାଳ୍, ମୁର୍ତିହୁଜା, ଗୁଣ୍ୟାକାମ୍, ବିରଦ୍, ଡାରା, ରିସା, ଲାଗାଲାଗି, ଅଃକାର୍, ଗିଣ୍, ରିସା, ଅଃହାତାଣ୍, ଦଃଳ୍ବାଗ୍, ଡାରା, ମାତ୍ଉଆଳି, ରଃଙ୍ଗ୍ ରଃସିଆ, ଅଃନ୍କାର୍ କାମ୍ମଃନ୍ ମୁୟ୍ଁ ହୁର୍ବେ ଜଃନ୍କଃରି ତୁମିମଃନ୍କେ କୟ୍ରିଲେ, ଅଃବେ ହେଁ କଃଉଁଲେ, ଜୁୟି ଲକ୍ମଃନ୍ ଇ ସଃବୁ ହଃର୍କାର୍ କାମ୍ କଃର୍ତି, ସେମଃନ୍ ଇସ୍ୱରାର୍ ରାଇଜାର୍ ଅଃଦିକାରି ନଃଉଁତି ।
ଜୁୟି ଲକ୍ମଃନ୍ କ୍ରିସ୍ଟ ଜିସୁର୍ ତଃୟ୍ ସେମଃନ୍ ଗଃଗାଳ୍କେ ସେତିର୍ ଦାରି କାମ୍ ଆର୍ ଇଚାକ୍ କ୍ରୁସେ ମଃରାୟ୍ ଆଚ୍ତି ।
କାୟିତାକ୍ବଃଲେକ୍ ଏ ବାୟ୍ବେଣିମଃନ୍ ତୁମିମଃନ୍ ମୁକ୍ଳୁକ୍ କୁଦା ଅୟି ଆଚାସ୍, ମଃତର୍ ଜଃଗ୍ରାତ୍, ଅଃବ୍କା ତୁମାର୍ ମୁକୁଳ୍ତା ଗିନେ କେଏ ଗଃଗାଳାର୍ ଇଚା ହୁରୁଣ୍ କଃର୍ତାର୍ ଗିନେ ଚାଲ୍ଚାଲ୍ତି ନଃକେର; ମଃତର୍ ଲାଡେ ତୁମାର୍ ବିତ୍ରେ ଏକ୍ ଆରେକ୍ ସେବାକଃର ।
ବଃଲେକ୍ ଜେ ଅଃହ୍ଣାର୍ ଗଃଗାଳ୍ ଗିନେ ବୁଣେଦ୍ ସେ ଗଃଗାଳେ ହୁଣି ଉବୁଜ୍ଲା ନଃସ୍ଟ୍ଅଃଉତା ତାସ୍ କାଟେଦ୍ ମଃତର୍ ଜେ ଆତ୍ମାର୍ ଗିନେ ବୁଣେଦ୍ ସେ ଆତ୍ମାର୍ ତଃୟ୍ ହୁଣି ଉବୁଜ୍ଲା ଅଃମ୍ବର୍ ଜିବନାର୍ ତାସ୍ କାଟେଦ୍ ।
ବଃଲେକ୍ ଗଃଗାଳାର୍ ଇଚା ଆକିର୍ ଇଚା ଆର୍ ଅଃମାର୍ ଜାୟ୍ ଦଃନ୍ ଆଚେ ସେତାର୍ ଗିନେ ଜଃଗତାର୍ ଗଃର୍ବ୍ କଃର୍ତାର୍, ଜଃଗତେ ରିଲା ଇ ସଃବୁ ବିସୟ୍ ଉବାର୍ ତଃୟ୍ ହୁଣି ନାୟ୍, ମଃତର୍ ସଃଙ୍ଗ୍ସାରେ ହୁଣି ଆସିଆଚେ ।
ଆରେକ୍ ହେଁ ଗଃଗାଳାର୍ ମଃନ୍ବାବ୍ ଚାଡିକଃରି ତୁମିମଃନ୍ କ୍ରିସ୍ଟର୍ ସଃଙ୍ଗ୍ ମିସିକଃରି ମାନାୟ୍ର୍ କଃର୍ତା ସୁନତ୍ ନଃୟ୍କଃରି କ୍ରିସ୍ଟର୍ ସୁନତ୍ ତଃୟ୍ ସୁନତ୍ ଅୟି ଆଚାସ୍ । ସେରି ମାନାୟ୍ର୍ ହାହ୍ କଃଲା ଗଃଗାଳାର୍ ସଃବୁ ସଃକ୍ତି ତଃୟ୍ ହୁଣି ମୁକ୍ଳାୟ୍ଦ୍ ।
ତୁମିମଃନ୍ ହାନ୍ଦାୟ୍ ଜଃନ୍କଃରି ନଃହେଳାସ୍, ଇତାର୍ ଗିନେ ଜାଗି ରଃୟ୍ ପାର୍ତ୍ନା କଃରା; ତୁମାର୍ ଆତ୍ମାର୍ ଇଚା ସଃତ୍, ମଃତର୍ ଗଃଗାଳ୍ ଦୁର୍ବୁଳ୍ ।"
ଏ ବାୟ୍ ଆର୍ ବେଣିମଃନ୍, ମୁୟ୍ଁ ଇରି କଃଉଁଲେ, ମାସ୍ ଆର୍ ବଃନିର୍ ଗଃଗାଳ୍ ଇସ୍ୱରାର୍ ରାଇଜ୍କେ ଅଃଦିକାର୍ କଃରୁ ନାହାରେ, କି ନଃସ୍ଟ୍ ଅଃଉତାର୍ ନଃସ୍ଟ୍ ନଃଉତାରିକ୍ ଅଃଦିକାର୍ କଃରୁ ନାହାରେ ।