Comunhão com Deus
A comunhão com Deus é o propósito supremo da existência humana. Fomos criados para viver em intimidade com o Criador — e em Cristo, esse acesso é plenamente restaurado.
Em comunhão com Deus
Deus é fiel, pelo qual fostes chamados à comunhão de seu Filho. A comunhão com Deus é dom da graça e fruto da redenção.
ଜୁୟି ଇସ୍ୱର୍ ତାର୍ ହୟିସି ଜିସୁ କ୍ରିସ୍ଟର୍ ସଃଙ୍ଗ୍ ରେତାର୍ ଗିନେ ତୁମିମଃନ୍କେ କୁଦିଆଚେ ସେ ସଃବୁବଃଡ୍, ସଃତ୍ ।
ତୁମିମଃନ୍ କାୟି ନଃଜାଣାସ୍ ? ତୁମିମଃନ୍ ଇସ୍ୱରାର୍ ମନ୍ଦିର୍, ଆର୍ ଇସ୍ୱରାର୍ ଆତ୍ମା ତୁମିମଃନ୍କାର୍ ବିତ୍ରେ ବାସା କଃରେଦ୍ ।
ଜଃନ୍କଃରି ଗଃଗାଳ୍ ଗଟେକ୍, ଆର୍ ସେତିର୍ ଅଃଙ୍ଗ୍ମଃନ୍ ଗାଦା, ମଃତର୍ ଗଃଗାଳାର୍ ସଃବୁ ଅଃଙ୍ଗ୍ମଃନ୍ ଗାଦା ଅୟିଲେକ୍ ହେଁ, ଗଟେକ୍ ଗଃଗାଳ୍, ସେରଃକମ୍ କ୍ରିସ୍ଟ ହେଁ ଗଟେକ୍ ।
ଆର୍ ପବିତ୍ର ଆତ୍ମାର୍ ମିସାଣ୍ ତୁମି ସଃବୁଲକାର୍ ଉହ୍ରେ ଅଃଉଆ ।
ମୁର୍ତି ସଃଙ୍ଗ୍ ଇସ୍ୱରାର୍ ମନ୍ଦିରାର୍ କାୟି ମିସାଣ୍ ଆଚେ ? କାୟିତାକ୍ବଃଲେକ୍ ଆମିମଃନ୍ ଜିବନ୍ ଇସ୍ୱରାର୍ ମନ୍ଦିର୍,
ଜଃନ୍କଃରି ଇସ୍ୱର୍ କୟ୍ଆଚେ, "ମୁୟ୍ଁ ସେମଃନାର୍ ବିତ୍ରେ ବାସା କଃରିନ୍ଦ୍,
ଆର୍ ସେମଃନାର୍ ବିତ୍ରେ ଚାଲାବୁଲା କଃରିନ୍ଦ୍;
ମୁୟ୍ଁ ସେମଃନାର୍ ଇସ୍ୱର୍ ଅୟ୍ନ୍ଦ୍,
ଆର୍ ସେମଃନ୍ ମର୍ ଲକ୍ ଅଃଉତି ।"
ଇତାର୍ ଗିନେ ଜେ କ୍ରିସ୍ଟର୍ ତଃୟ୍ ଆଚେ, ତଃବେ ସେ ନଃଉଆଁ କଃରି ଜଃଲମ୍ ଅୟିଆଚେ; ହଃର୍ନା କଃତା ସଃବୁ ନଃସ୍ଟ୍ ଅୟିଆଚେ, ଦଃକ୍, ସଃବୁ କଃତା ନଃଉଆଁ ଅୟିଆଚେ । ମଃତର୍ ସଃବୁ କଃତା ଇସ୍ୱର୍ ତଃୟ୍ହୁଣି ଅୟିଆଚେ; ସେ କ୍ରିସ୍ଟର୍ ତଃୟ୍ ଅଃହ୍ଣାର୍ ସଃଙ୍ଗ୍ ଅଃମିମଃନ୍ ମିସାୟ୍ ଆଚେ ଆର୍ ସେ ମିସାୟ୍ଲା ତଃୟ୍ ସେବା କଃର୍ତା ହଃଦ୍ ଅଃମିମଃନ୍କେ ଦଃୟ୍ଆଚେ । ସେ ମିସ୍ଲା ତଃୟ୍ର୍ କବୁର୍ ଇରି, ଇସ୍ୱର୍ କ୍ରିସ୍ଟର୍ ତଃୟ୍ ଜଃଗତ୍କେ ଅଃହ୍ଣାର୍ ସଃଙ୍ଗ୍ ମାପ୍ରୁସାଦ୍ କଃଲା; ସେ ଜଃଗତେ ବାସାକଃର୍ତା ଲକାର୍ ହାହ୍ କାମ୍ ନଃଗେଣି ସେ ମିସ୍ଲା ତଃୟ୍ର୍ କବୁର୍ ଅଃମିମଃନାର୍ ଚଃମେ ସଃହ୍ରି ଦଃୟ୍ଆଚେ ।
Presença divina
Eis que estou à porta e bato. O Senhor fez sua morada entre nós — e toda a criação é convidada à comunhão eterna.
ଦଃକା, ମୁୟ୍ଁ ଦୁଆର୍ ଲଃଗେ ଟିଆ ଅୟି କାହାଟେ ମାରୁଲେ; ଜଦି କେଏ ମର୍ ଟଣ୍ଡ୍ ସୁଣି କାହାଟ୍ ଉଗାଳେଦ୍, ତଃନ୍ଅୟ୍ଲେକ୍ ମୁୟ୍ଁ ଗଃରେ ହୁରି ତାର୍ ଲଃଗେ ଜାୟ୍ନ୍ଦ୍, ଆରେକ୍ ମୁଁୟ୍ ତାର୍ ସଃଙ୍ଗ୍ କାୟ୍ନ୍ଦ୍ ଆର୍ ସେ ମର୍ ସଃଙ୍ଗ୍ କାୟ୍ଦ୍ ।
ଆରେକ୍ ସଃର୍ଗାର୍ ସିଙ୍ଗାସଣେ ହୁଣି ଗଟେକ୍ ସଃବ୍ଦ୍ ଆୟ୍ଲି, "ଅଃବେ ଇସ୍ୱରାର୍ ବାସା କଃର୍ତା ଟାଣ୍ ମାନାୟ୍ମଃନାର୍ ତଃୟ୍ ଆଚେ, ସେ ସେମଃନାର୍ ସଃଙ୍ଗ୍ ବାସା କଃରେଦ୍ ଆର୍ ସେମଃନ୍ ତାର୍ ନିଜାର୍ ଲକ୍ ଅଃଉତି । ଇସ୍ୱର୍ ନିଜେ ସେମଃନାର୍ ସଃଙ୍ଗ୍ ବାସା କଃରେଦ୍ ଆର୍ ସେ ସେମଃନାର୍ ଇସ୍ୱର୍ ଅୟ୍ଦ୍ ।
ମୁୟ୍ ଇସ୍ରାଏଲ୍-ଲକ୍ମଃନାର୍ ବିତ୍ରେ ବାସା କଃରି ସେମଃନାର୍ ମାପୁର୍ ଅୟ୍ନ୍ଦ୍।
କାୟିତାକ୍ବଃଲେକ୍ ଜୁୟି ଟାଣେ ଦୁୟ୍ କି ତିନିଲକ୍ ମର୍ ନାଉଁଏ ଗଟେତଃୟ୍ଁ ରୁଣ୍ଡ୍ତି, ସେ ଟାଣେ ମୁଁୟ୍ ସେମଃନାର୍ ତଃୟ୍ ରଃୟ୍ନ୍ଦ୍ ।"
ମୁୟ୍ ଅଃବ୍କା ଇମଃନାର୍ ଗିନେ ପାର୍ତ୍ନା ନଃକେରି, ମଃତର୍ ଇମଃନାର୍ ବଃଚନ୍ ସଃଙ୍ଗ୍ ଜୁୟି ଲକ୍ମଃନ୍ ମର୍ ଲଃଗେ ବିସ୍ୱାସ୍ କଃର୍ତି, ସେମଃନାର୍ ଗିନେ ହେଁ ପାର୍ତ୍ନା କଃରୁଲେ । ଜଃନ୍କଃରି ସେମଃନ୍ ସଃବୁ ଲକ୍ ଗଟେକ୍ ଅଃଉତି ଇରି ମର୍ ପାର୍ତ୍ନା; ଏ ଉବା, ତୁୟ୍ ଜଃନ୍କଃରି ମର୍ ଲଃଗେ ଆଚ୍ସି ଆର୍ ମୁୟ୍ ତର୍ ଲଃଗେ ଆଚି, ସେମଃନ୍ ହେଁ ସେବାନ୍ୟା ଅଃମାର୍ ଲଃଗେ ରେଅତ୍, ଜଃନ୍କଃରି ତୁୟ୍ ମକ୍ ହଃଟାୟ୍ଲିସ୍ ବଃଲି ଜଃଗତ୍ ବିସ୍ୱାସ୍ କଃରେଦ୍ । ଆର୍, ତୁୟ୍ ମକ୍ ଜୁୟି ଜଃଜ୍ମାନ୍ ଦଃୟି ଆଚ୍ସି, ମୁୟ୍ ସେମଃନ୍କେ ସେରି ଦଃୟି ଆଚି, ଜଃନ୍କଃରି ତୁୟ୍ ଆର୍ ମୁୟ୍ ଗଟେକ୍, ସେମଃନ୍ ସେବାନ୍ୟା ଗଟେକ୍ ଅଃଉତି; ମୁୟ୍ ସେମଃନାର୍ ଲଃଗେ, ଆର୍ ତୁୟ୍ ମର୍ ଲଃଗେ, ଜଃନ୍କଃରି ସେମଃନ୍ ମିସି ଗଟେକ୍ ଅଃଉତି, ତଃବେ ଜଃଗତ୍ ବୁଜେଦ୍ ଜେ ତୁୟ୍ ମକ୍ ହଃଟାୟ୍ଲିସ୍, ଆରେକ୍ ମକ୍ ଜଃନ୍କାର୍ ଲାଡ୍ କଃଲିସ୍, ସେମଃନ୍କେ ସେବାନ୍ୟା ଲାଡ୍ କଃରୁଲିସ୍ ।"
Viver na comunhão
Quem permanece nele e ele no Senhor, esse dá muito fruto. A comunhão com Deus produz transformação e alegria.
ଜେ ତାର୍ ବିଦି ମାନେଦ୍, ସେ ତାର୍ ତଃୟ୍ ରଃୟ୍ଦ୍, ଆର୍ ଇସ୍ୱର୍ ସେ ଲକାର୍ ତଃୟ୍ ରଃୟ୍ଦ୍; ଆର୍ ସେ ଜେ, ଅଃମାର୍ ତଃୟ୍ ରଃୟ୍ଦ୍ ଇରି ଅଃମିମଃନ୍ ସେ ଦିଲା ପବିତ୍ର ଆତ୍ମା ଇରି ଅଃମିମଃନ୍କେ ଜାଣାଉଁଲି ।
ଆରେକ୍ ହେଁ ଅଃମିମଃନ୍ ଜାଣୁ ଜେ, ଇସ୍ୱରାର୍ ହୟିସି ଆସି ଆଚେ ଆର୍ ସଃତ୍ ଇସ୍ୱର୍ ତାକେ ଜାଣୁକେ ଅଃମିମଃନ୍କେ ଗିଆନ୍ ଦଃୟି ଆଚେ; ଆରେକ୍ ଅଃମିମଃନ୍ ସେ ସଃତ୍ ତଃୟ୍ ବଃଲେକ୍ ତାର୍ ହୟିସି ଜିସୁ କ୍ରିସ୍ଟର୍ ତଃୟ୍ ରେଉଁଆ । ସେ ସଃତ୍ ଇସ୍ୱର୍ ଆର୍ ସେ ହଃକା ଅଃମ୍ବର୍ ଜିବନ୍ ।
ଅଃମିମଃନ୍ ଜେ, ତାର୍ ତୟ୍ ଆଚୁ ଆର୍ ସେ ଅଃମାର୍ ତଃୟ୍ ଆଚେ, ଇରି ଅଃମିମଃନ୍ ଜାଣୁଲୁ, କାୟିତାକ୍ବଃଲେକ୍ ଇସ୍ୱରାର୍ ଅଃମିମଃନ୍କେ ଅଃହ୍ଣାର୍ ପବିତ୍ର ଆତ୍ମାକେ ଦିଲା ଆଚେ ।
ଏ ଲାଡାର୍ ବାୟ୍ବେଣିମଃନ୍ ଆସା ଅଃମିମଃନ୍ ଏକ୍ଆରେକ୍ ଲାଡ୍ କଃରୁଆଁ, ବଃଲେକ୍ ଲାଡ୍ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍, ଆର୍ ଜୁୟ୍ଲକ୍ ଲାଡ୍ କଃରେଦ୍, ସେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍ ଆର୍ ସେ ଇସ୍ୱର୍କେ ଜାଣେଦ୍ ।
ଜାୟ୍ରି ଅଃମିମଃନ୍ ଦଃକି ଆଚୁ ଆର୍ ସୁଣି ଆଚୁ ସେରି ତୁମିମଃନ୍କେ ହେଁ ଜାଣାଉଁଲୁ, ଜଃନ୍କଃରି ତୁମିମଃନ୍ ହେଁ ଅଃମିମଃନାର୍ ସଃଙ୍ଗ୍ ମିସାବିଳା କଃରୁ ହାରାସ୍, ଅଃମିମଃନାର୍ ଉବା ଆର୍ ତାର୍ ହୟିସି ଜିସୁ କ୍ରିସ୍ଟର୍ ସଃଙ୍ଗ୍ ଆଚେ ।
ତଃବେ ଏ ହିଲାମଃନ୍ କ୍ରିସ୍ଟର୍ ତଃୟ୍ ମିସିରିଆ, ତଃବେ ସେ ଜଃଡେବଃଳ୍ ଆସେଦ୍, ତାର୍ ଆସ୍ତା ବଃଳ୍ ତାର୍ ମୁଏଁ ଅଃମିମଃନ୍ ଲାଜ୍ ନଃହାୟ୍ ସାସ୍ ସଃଙ୍ଗ୍ ବେଟ୍ ଅଃଉଁନ୍ଦ୍ ।
ଅଃବେ ବିସ୍ୱାସାର୍ ଗିନେ ଅଃମି ଇସ୍ୱରାର୍ ଆକାୟ୍ ଦଃର୍ମି ଗଃଣା ଅୟି ଆଚୁ ଆର୍ ଅଃମାର୍ ମାପୁର୍ ଜିସୁ କ୍ରିସ୍ଟର୍ ହାୟ୍ଁ ଇସ୍ୱରାର୍ ସଃଙ୍ଗ୍ ସୁସ୍ତାୟ୍ ଆଚୁ; ସେ ଜିସୁ ଅଃମାର୍ ବିସ୍ୱାସାର୍ ଗିନେ ଅଃବେ ଅଃମାର୍ ଜିବନେ ଇସ୍ୱରାର୍ ଦଃୟା ଦାନ୍ ହାୟ୍ଲାର୍ ଦଃୟ୍ଆଚେ । ସେତାକ୍ ଇସ୍ୱରାର୍ ଜଃଜ୍ମାନେ ବାଗିଦାର୍ ଅଃଉତା ବଃର୍ସା ଅଃମିମଃନ୍କେ ସଃର୍ଦା କଃରି ରଃକି ଆଚେ ।
ଆସା, ଅଃମିମଃନ୍ କ୍ରିସ୍ଟର୍ ବଃନିସଃଙ୍ଗ୍ ଦୟ୍କଃରି ବିଟାଳ୍ ବାବ୍ନା ନିର୍ମୁଳ୍ କଃରୁଆଁ ଆର୍ ନିର୍ମୁଳ୍ ଜାଣାୟି ଗଃଗାଳ୍ ଦୟ୍କଃରି ଦିର୍ ମଃନେ ହୁର୍ନ୍ ବିସ୍ୱାସେ ଇସ୍ୱରାର୍ ଚଃମେ ଅଃଉଁଆ;
ତଃବେ ତୁମିମଃନ୍ ଇସ୍ୱରାର୍ ତଃଳେ ନିଜ୍କେ ସଃହ୍ରି ଦିଆସ୍, ସୟ୍ତାନ୍କେ ଟାଣ୍ ଦିଆସ୍ ନାୟ୍, ତଃନ୍ଅୟ୍ଲେକ୍ ସେ ତୁମାର୍ ତଃୟ୍ହୁଣି ହଃଳାୟ୍ ଜାୟ୍ଦ୍ । ଇସ୍ୱରାର୍ ଚଃମେ ଆସା, ତଃବେ ସେ ତୁମିମଃନାର୍ ଚଃମେ ଅୟ୍ଦ୍ । ଏ ହାହିମଃନ୍, ତୁମିମଃନାର୍ ଆତ୍ ନିର୍ମୁଳ୍ କଃରା, ଆରେକ୍ ଏ ଦୁୟ୍ ମଃନ୍ୟାମଃନ୍, ତୁମିମଃନାର୍ ମଃନ୍ ନିର୍ମୁଳ୍ କଃରା ।