A comunhão
A comunhão cristã é dom e mandamento. Juntos somos mais fortes. A Bíblia celebra a unidade dos crentes em Cristo como antecipação do céu na terra.
ମୁୟ୍ ସେମଃନାର୍ ଲଃଗେ, ଆର୍ ତୁୟ୍ ମର୍ ଲଃଗେ, ଜଃନ୍କଃରି ସେମଃନ୍ ମିସି ଗଟେକ୍ ଅଃଉତି, ତଃବେ ଜଃଗତ୍ ବୁଜେଦ୍ ଜେ ତୁୟ୍ ମକ୍ ହଃଟାୟ୍ଲିସ୍, ଆରେକ୍ ମକ୍ ଜଃନ୍କାର୍ ଲାଡ୍ କଃଲିସ୍, ସେମଃନ୍କେ ସେବାନ୍ୟା ଲାଡ୍ କଃରୁଲିସ୍ ।"
ତୁମିମଃନ୍ ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା, ଇ ନଃଉଆଁ ବିଦି ମୁୟ୍ ତୁମିମଃନ୍କେ ଦେଉଁଲେ, ମୁୟ୍ ଜଃନ୍କଃରି ତୁମିମଃନ୍କେ ଲାଡ୍ କଃରିଆଚି, ତୁମିମଃନ୍ ହେଁ ସେନ୍କଃରି ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା । ଜଦି ତୁମାର୍ ତୁମାର୍ ବିତ୍ରେ ଲାଡ୍ ରଃୟ୍ଦ୍, ତଃବେ ତୁମିମଃନ୍ ଜେ ମର୍ ଚେଲା ଇରି ସଃବୁ ଲକ୍ମଃନ୍ ଜାଣ୍ତି ।"
ମଃତର୍ ଜୁୟି ଲକ୍ମଃନ୍ ବିସ୍ୱାସ୍ କଃଲାୟି ସେମଃନ୍ ସଃବୁ ଗଟେକ୍ ଟାଣେ ରୁଣ୍ଡି ସଃବୁ ରଃକମାର୍ ଦଃନ୍ବିତ୍ ସଃବାର୍ ବଃଲି ବାବ୍ତି ରିଲାୟ୍ । ଆରେକ୍ ସେମଃନ୍ ଅଃହ୍ଣା ଅଃହ୍ଣାର୍ ସଃବୁ ରଃକମାର୍ ଦଃନ୍ସଃପତି ବିକିକଃରି ଜାର୍ ଜଃତେକ୍ ଲଳା ସଃବ୍କେ ବାଟାକଃରୁକ୍ ଦଃର୍ଲାୟ୍ । ଆର୍ ସେମଃନ୍ ଏକ୍ ମଃନ୍ ଅୟି ସଃବୁ ବିନ୍ ମନ୍ଦିରେ ରୁଣ୍ଡିରେତି ରିଲାୟ୍ ଆର୍ ଗଃରେ ଗଃରେ ରୁଟି ବାଙ୍ଗି କଃରି ସଃର୍ଦାୟ୍ ଆର୍ ସୁସାର୍ ମଃନେ କାଉଆ ହିଉଆ କଃର୍ତି ରିଲାୟ୍ ।
ଆର୍ ସେମଃନ୍ ଇସ୍ୱରାର୍ ଦଃୟାର୍ ଜଃଜ୍ମାନ୍ କଃର୍ତି ରିଲାୟ୍ ଆର୍ ସଃବୁ ଲକାର୍ ଗଃର୍ ମଃନ୍କେ ଜାତି ରିଲାୟ୍, ଆରେକ୍ ମାପୁର୍ ହାହେ ହୁଣି ମୁକ୍ତି ହାୟ୍ଲା ଲକ୍ମଃନ୍କେ ହଃତିଦିନ୍ ସେମଃନାର୍ ଦଃଳେ ମିସାଉତି ରିଲାୟ୍ ।
ଜାୟ୍ରି ଅଃମିମଃନ୍ ଦଃକି ଆଚୁ ଆର୍ ସୁଣି ଆଚୁ ସେରି ତୁମିମଃନ୍କେ ହେଁ ଜାଣାଉଁଲୁ, ଜଃନ୍କଃରି ତୁମିମଃନ୍ ହେଁ ଅଃମିମଃନାର୍ ସଃଙ୍ଗ୍ ମିସାବିଳା କଃରୁ ହାରାସ୍, ଅଃମିମଃନାର୍ ଉବା ଆର୍ ତାର୍ ହୟିସି ଜିସୁ କ୍ରିସ୍ଟର୍ ସଃଙ୍ଗ୍ ଆଚେ ।
ଜିସୁକ୍ରିସ୍ଟ ଅଃମାର୍ ଗିନେ ଜିବନ୍ ଦିଲାକ୍, ଅଃମିମଃନ୍ ଲାଡ୍ କାୟିରି ଜାଣି ଆଚୁ; ଆରେକ୍ ବାୟ୍ ବେଣିମଃନାର୍ ଗିନେ ହେଁ ଅଃମାର୍ ଜିବନ୍ ଦେତାର୍ ଲଳା ।
ଇତାର୍ ଗିନେ ଅଃବେ ଜଃନ୍କଃରି କଃରୁଲାସ୍, ସେବାନ୍ୟା ଗଟ୍ ଲକ୍ ଆରେକ୍ ଗଟ୍ ଲକ୍କେ ଦୁକ୍ ହାସ୍ରାଉଆ ଆର୍ ଉହ୍କାର୍ କଃର୍ତି ରିଆ ।
ଇତାର୍ ଗିନେ ଅଃମି ଏକ୍ଆରେକାର୍ ବିସ୍ୱାସ୍କେ ଅଃଟୁଆ କଃରୁ ହାରୁଆଁ ।
ଆର୍ କେକେ ଜଃନ୍କଃରି ମଣ୍ଡ୍ଳିର୍ ପାର୍ତ୍ନା ଚାଡି ରେତି, ଅଃମିମଃନ୍ ସେବାନ୍ୟା କଃରୁ ନଃଚୁଆଁ, ମଃତର୍ ଏକ୍ଆରେକ୍କେ ସାସ୍ ଦେଉଁଆ, ମୁଳ୍କଃରି ଜଃଡେବଃଳ୍ ତୁମିମଃନ୍ ମାପୁରାର୍ ଦିନ୍ ଚଃମେ ଅୟି ଆସୁଲି ବଃଲି ଦଃକୁଲାସ୍ ।
ଜଃନ୍କଃରି ଲଃଉଆ ଲଃଉଆକେ ଦାର୍ କଃରେଦ୍, ସେନ୍ ମାନାୟ୍ ଏକ୍ ଆରେକାର୍ ହଃର୍ଚାଳ୍ କଃରାୟିଦ୍।
ନିଜାର୍ ନିଜାର୍ ବିତ୍ରାର୍ ବଜ୍ ବଃଉଆ; ଇ ହଃର୍କାରେ ତୁମିମଃନ୍ କ୍ରିସ୍ଟର୍ ବିଦି ହୁର୍ଣ୍ଣ୍ କଃରାସ୍ ।
ବଃଲେକ୍ ଅଃମିମଃନ୍ ସୁବିଦା ହଃର୍କାରେ ସଃବ୍କାର୍ ବଃଲେକ୍ ଗଟ୍ କୁଟୁମ୍ ଅୟ୍ଲା ବିସ୍ୱାସି ସଃବ୍କାର୍ ନିକ କଃରୁଆଁ ।
ଏକ୍ଲା ଟାଣୁ ଦୁୟ୍ଲକ୍, ନିକା କାୟତାକ୍ବଃଲେକ୍ ସେମଃନ୍ ନିଜାର୍ କଃସ୍ଟାର୍ ବଃଲ୍ ହଃଳ୍ ହାଉତି। ସେମଃନ୍ ଅଦୁର୍ଲେକ୍, ଗଟେଲକ୍ ତାର୍ ସଃଙ୍ଗୁଆଡ଼ିକେ ଉଟାୟିଦ୍; ମଃତର୍ ଜେ ଅଦୁର୍ତାବଃଳ୍ ଗଟେଲକ୍ ହଃକା ରଃୟିଦ୍ ଆର୍ ତାକେ ଉଟାଉଁକ୍ କେଏ ନରେତି, ସେ ଦଃଣ୍ଡାର୍ ଜୟିଗ୍। ଆରେକ୍ ଦୁୟ୍ଲକ୍ ଗଟେ ଟାଣେ ସୟିଲେକ୍ ଉସୁମ୍ ଅଃଉତି; ମଃତର୍ ଏକ୍ଲାଲକ୍ କଃନ୍କଃରି ଉସୁମ୍ ଅଃଉଁହାରେ? ଜଃବେ କେଏ ଏକ୍ଲା ରେତାଲକେ ଆରାୟିଦ୍, ତଃବେ ଦୁୟ୍ ଲକ୍ ତାକେ ବିରଦ୍ କଃର୍ତି; ଆରେକ୍, ତିନିଗୁଣ୍ ଡର୍ ବେଗି ଚିଡି ନଃକେରେ।