Consequências dos nossos atos
Toda ação tem consequências. A Bíblia ensina que colhemos o que semeamos — para o bem e para o mal. Deus pesará cada palavra e ato no dia do juízo.
Colher o que semear
Cada um prestará contas de si mesmo a Deus. O Senhor julgará as obras e os segredos dos homens com justiça perfeita.
ସେବେଲେ ଆମେ ସବୁ ଲକ୍ ପରମେସରର୍ ଲଗେ ଟିଆଅଇ ଆମେ କରିରଇବା କାମର୍ ଇସାବ୍ ଦେବାକେ ପଡ୍ସି ।
କାଇକେବଇଲେ ପରମେସର୍ ସେ ଦିନେ ତାର୍ କରମ୍ ଇସାବେ ସବୁକେ ପୁରୁସ୍କାର୍ ଦେଇସି । ଜନ୍ ଲକ୍ମନ୍ ଡାକ୍ପୁଟା, ସନ୍ମାନ୍ ଆରି ଅମର୍ ଅଇବା ଆସାଇ ମୁର୍ଚିକରି ସତ୍କାମ୍ କରିଜିବାଇ, ସେମନ୍କେ ପରମେସର୍ ନ ସାର୍ବା ଜିବନ୍ ଦେଇସି । ମାତର୍ ଜନ୍ ଲକ୍ମନ୍ ନିଜର୍ ଲାବ୍ ଆରି ସତ୍ ରଇବା ବିସଇ ନ ମାନି, ମିଚ୍କାତା ମାନ୍ବାଇ, ସେମନର୍ ଉପ୍ରେ ବଡ୍ ରିସା ଆଇସି । ଜନ୍ ଲକ୍ମନ୍ କାରାପ୍ କାମେ ବୁଡି ଆଚତ୍, ସେମନର୍ ପାଇ କସ୍ଟ ଆରି ଦୁକର୍ ଦିନ୍ ଆଇଲାନି । ସବୁକେ ଆଗ୍ତୁ ଜିଉଦିକେ ଆରି ତାର୍ ପଚେ ଜିଉଦି ନଇଲା ଲକ୍ମନର୍ ପାଇ । ମାତର୍ ଜନ୍ ଲକ୍ମନ୍ ସତ୍ ଇସାବେ କାମ୍ କଲାଇନି, ସେମନ୍ ଜିଉଦି ଅଅତ୍ କି ଜିଉଦି ନଇଲା ଲକ୍ ଅଅତ୍, ସେମନ୍କେ ପରମେସର୍ ଡାକ୍ପୁଟାକରି ସନ୍ମାନ୍ ଆରି ସାନ୍ତି ଦେଇସି । କାଇକେ ବଇଲେ ପରମେସର୍ ଗଟେକ୍ ତୁଲାଇସେ ସବୁର୍ ବିଚାର୍ କର୍ସି ।
ସେ ଗଟେକ୍ ପାପ୍ କାମ୍ ଅଇଲା ପଚେ ସବୁ ମୁନୁସ୍ ଜାତି ବିଚାର୍ନା ଜାଗାଇ ଟିଆଅଇ ଦସି ବଲାଇ ଅଇଲାଇ । ମାତର୍ ଏବେ ଜବର୍ ଲକର୍ ପାପର୍ ଲାଗି ଲକ୍ମନର୍ ଆସା ନ ରଇଲେ ମିସା, ପର୍ମେସର୍ ଦାନ୍ କଲାକେ ଦସି ନାଇ ବଲି ଏଜାଇଅଇଲାଇ । ଏଲେମିସା ଗଟେକ୍ ମୁନୁସର୍ ପାପର୍ ପାଇ ସବୁ ଲକ୍କେ ମରନର୍ ଡଣ୍ଡ୍ ଆଇଲା । ମାତର୍ ସେ ଗଟେକ୍ ମୁନୁସ୍ ଜନ୍ଟାକି କିରିସ୍ଟ, ଜାଇଟା କଲାଆଚେ ସେଟା କେଡେକ୍ ବଡ୍ ବିସଇ ! ଜେତେକ୍ ଲକ୍ ପରମେସର୍ ବଡ୍ ଜିବନ୍ଦୁକାଇଲାଟା ଜବର୍ ଅଇତେ ଇନାମେ ମିଲାଇଆଚତ୍, ସେମନ୍ ଜିସୁକିରିସ୍ଟର୍ ବାଟେଅନି ସବୁ ଲକ୍ ତାର୍ଟାନେ ଦରମ୍ ବଲାଇ ଅଇବାଇ । ସେମନ୍ କିରିସ୍ଟର୍ ସଙ୍ଗ୍ ଜିତି କରି ଜିଉନା କାଉନା କରି ସାସନ୍ କର୍ବାଇ ।
ବିନ୍ ଲକ୍କେ ଦସ୍ ଦାର୍ବାଟା
ବିନ୍ ଲକର୍ ଦସ୍ କଜି ବୁଲାନାଇ । ତାକର୍ ବିଚାରର୍ ଦସ୍ ନ ଦାର୍ଲେ, ପର୍ମେସର୍ ତମର୍ ଦସ୍ ନ ଦାରେ । କାଇକେବଇଲେ ତମେ ବିନ୍ ଲକର୍ ଦସ୍ ଜେନ୍ତି ବିଚାର୍ କର୍ତେରଇସା, ସେନ୍ତାରିସେ ପର୍ମେସର୍ ତମର୍ ବିଚାର୍ କର୍ସି । ତମେ ବିନ୍ ଲକ୍ମନ୍କେ ଜନ୍ ନିୟମ୍ କର୍ସା, ପର୍ମେସର୍ ତମ୍କେ ସେ ନିୟମ୍ କର୍ସି ।
"ତମେ କଇରଇଲା କାଇ ଲଡାକେ ନଇବା ସବୁ କାତା, ବିଚାର୍ନା ଦିନେ ତମ୍କେ ଇସାବ୍ ଦେବାକେ ଅଇସି ।
ପର୍ମେସରର୍ ବାକିଅ ଜିବନ୍ରଇବାଟା ଆରି ବେସି ବପୁରଇ ଦୁଇବାଟେ ଦାର୍ରଇବା ଗଟେକ୍ ଲାଗନ୍ କାଣ୍ଡା ପାରା । ସେଟା ଆଡର୍ ଗଁଟି ଆରି ଆଡ୍ ବିତ୍ରେ ରଇବାଟା କାଟ୍ସି । ଗଟେକ୍ ଲକର୍ ମନ୍ ବିତ୍ରେ ରଇବା ସବୁ ବିସଇ ବିଚାର୍ କରିପାର୍ସି । ମନ୍ ବିତ୍ରେ ଲୁଚିରଇବା ସବୁ ବିସଇ ମିସା । ପର୍ମେସର୍ଟାନେ କାଇ ବିସଇ ମିସା ଲୁଚିକରି ନ ରଏ । ତାର୍ ଆଁକିଟାନେ ସବୁ ବିସଇ ଉଗାଡି ଅଇରଇଲାପାରା ଆଚେ । କାଇକେବଇଲେ ସେ ସବୁ ବିସଇ, ଗଟେକ୍ ନ ଚାଡିକରି, ସବୁ ଜାନେ । ଆରି ତାର୍ ଲଗେ ଆମେ ଆମର୍ ନିଜର୍ ବିସଇର୍ ଇସାବ୍ ଦେବାର୍ ଆଚେ ।
Responsabilidade pessoal
Quem é sábio prevê o perigo e se esconde. A Palavra examina os pensamentos e intenções do coração.
ଚତୁର୍ ଲକ୍ ବିପଦ୍ ଆଇଲେ ସରି ଲୁଚି ଦେବାଇ; ମାତର୍ ମୁର୍କ ଲକ୍ ଆଗ୍ତୁ ଜାଇ କସ୍ଟ ପାଇବାଇ ।
ତମେ ଗିଆନି ଅଇଲେ, ନିଜର୍ ପାଇଁ ଗିଆନି ଅଇସା; ଜଦି ବିନ୍ ଲକ୍କେ ନିନ୍ଦା କର୍ସା, ତେବେ ନିଜେ ସେଟା ଚାପାଇ ଅଇସା ।
ଏଟା ସୁକଲ୍ ବଲିକରି ଦାପ୍ରେ ବାବ୍ବାଟା ଆରି ମାନତ୍ କଲା ପଚେ ବିଚାର୍ କର୍ବା ଲକ୍ମନର୍ ପାଇଁ ଚାରିବେଟ୍ତି ପାନ୍ଦ୍ ପାରା ।
Consequências inevitáveis
A terra deu seu fruto conforme as obras dos que nela habitam. Ninguém escapa do juízo — Deus pesa cada ação.
ଆରି ଆମେ ତମର୍ ଜିବନର୍ ବନିର୍ ବାଦ୍ଲା ନେବାଟା ନେବୁ ଆକା, ସବୁ ଜିବ୍ଜନ୍ତୁ ଲଗେ ଅନି ଅଅକି ନର୍ଲକର୍ ତେଇ ଅନି ଅଅ, ତାର୍ ବାଦ୍ଲା ନେବୁ, ଆମେ ସବୁ ନର୍ଲକର୍ ବାଇର୍ ତି ଅନି ନର୍ଲକର୍ ଜିବନର୍ ବାଦ୍ଲା ନେବି ।