Coração quebrantado
Deus está perto dos que têm o coração quebrantado. A Bíblia consola os aflitos: o sacrifício que Deus aceita é o espírito quebrantado e um coração contrito — jamais desprezará.
ଜେ ଜୁଗ୍ଜୁଗାର୍ ଇସ୍ୱର୍ ଜାର୍ନାଉ ଦଃର୍ମି, ସେ ଉଚ୍ ଆର୍ ସଃବ୍କେ ଉଟ୍ୟା ପୁରୁସ୍ ଇକଃତା କଃଉଁଲା; ମୁଁୟ୍ ଉହ୍ରେ ଜାର୍ ନିର୍ମୁଳ୍ ଟାଣେ ବାସାକଃରିନ୍ଦ୍, ଆର୍ ମାଇନ୍କାରି ଲକାର୍ ଜିବନ୍କେ ଜିବନ୍ ଆର୍ ବାଙ୍ଗିଗଃଲା ମଃନାର୍ ଲକ୍କେ ଜିବନ୍ ଦେଉଁକେ ସେ ମାୟ୍ନ୍କାରି ସଃଙ୍ଗ୍ ବାସ୍କଃରିନ୍ଦ୍।
କାୟିତାକ୍ବଃଲେକ୍ ମର୍ ଆତ୍ ଇରିମଃନ୍ ତିଆର୍ କଃରିଆଚେ, ଆର୍ ଇତାର୍ ଗିନେ ଇରିମଃନ୍ ଉବ୍ଜାଣ୍ ଅୟ୍ଲି, ଇରି ଇସ୍ୱର୍ କଃଉଁଲା; ମଃତର୍ ଇ ଲକେ, ବଃଲେକ୍ ଜୁୟି ଦୁକି ଆର୍ ଦୁକି ଲକ୍ ଜେ ମର୍କଃତା ମାନି ବାଉଡ଼ି ଆସେଦ୍ ତାକେ ମୁଁ ଜଃଗ୍ରାତ୍ କଃରିନ୍ଦ୍।
ମାରୁ ଇସ୍ୱରାର୍ ଆତ୍ମା ମର୍ ଉହ୍ରେ ଆସ୍ଲି; କାୟିତାକ୍ବଃଲେକ୍ ଇନସ୍ତା ଲକ୍ମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରୁକେ ଇସ୍ୱର୍ ମକେ ଅବିସେକ୍ କଃରି ଆଚେ; ସେମଃନ୍ ବାଙ୍ଗିଜାୟିରିଲା ଲକ୍ମଃନାର୍ ଗାଉ ବାନ୍ଦୁକେ, କଃୟ୍ଦି ଲକମଃନ୍କେ ମୁକ୍ତି ଆର୍ ବନ୍ଦି ଲକ୍ମଃନ୍କେ ବନ୍ଦି ତଃୟ୍ ହୁଣି ମୁକ୍ଳାଉଁକେ ପର୍ଚାର୍ କଃରୁକେ; ସେ ସଃମୟ୍ ଆସି ଆଚେ ବଃଲି ପର୍ଚାର୍ କଃରୁକେ ସେମକେ ହଃଟାୟ୍ ଆଚେ; ଅଃମିମଃନାର୍ ଇସ୍ୱର୍ ସେ ତାର୍ ସଃତ୍ରୁମଃନ୍କେ ଆରାୟ୍ଦ୍ ଆର୍ ତାର୍ ଲକ୍ମଃନ୍କେ ରଃକ୍ୟା କଃରେଦ୍ ସେ ଜୁୟ୍ମଃନ୍ ରଃଦନ୍ କଃରୁଲାୟ୍ ସେମଃନ୍କେ ବୁଜାଉଁକେ ସେ ମକେ ହଃଟାୟ୍ ଆଚେ। ସିୟନାର୍ ରଃଦନ୍ କଃର୍ତା ଲକ୍ମଃନାର୍ ଗିନେ ଟିକ୍ କଃରୁକେ, ବଃଲେକ୍ ଚାର୍ ବାଦୁଲେ, ଦୁକାର୍ ବାଦୁଲେ ସୁକ୍ ନିରାସ୍ ଆତ୍ମା ବାଦୁଲେ ସଃର୍ଦାର୍ ବଃସ୍ତର୍ ଦେଉଁକେ ସେ ମକେ ହଃଟାୟ୍ଆଚେ; ଇସ୍ୱର୍ ଜଃନ୍କଃରି ଜଃଜ୍ମାନ୍ ହାୟ୍ଦ୍ ଇତାର୍ଗିନେ ସେମଃନ୍ ଦାର୍ମିକ୍ ରୁହାର୍ ଗଃଚ୍ ଆର୍ ତାର୍ ବଗିଚା ବଃଲି ଡାକ୍ହୁଟ୍ତି।
"ଜୁୟି ଲକ୍ମଃନ୍ ଇସ୍ୱରାର୍ ଆତ୍ମା ଉହ୍ରେ ବଃର୍ସା କଃର୍ତି, ସେମଃନାର୍ ବାୟ୍ଗ୍;
କାୟିତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ସେମଃନ୍କାର !
କାନ୍ଦ୍ତା ଲକ୍ମଃନାର୍ ବାୟ୍ଗ୍;
ସେମଃନ୍ ଦୁକ୍ ବଃଳ୍ ସାସ୍ ହାଉଁ ହାର୍ତି !
ମାୟଃନ୍କାରି ଲକ୍ମଃନାର୍ ବାୟ୍ଗ୍;
କାୟିତାକ୍ବଃଲେକ୍ ଇସ୍ୱର୍ ବୁୟ୍ଁ ଦେଉଁକେ ସଃୟ୍ତ୍ କଃରି ଆଚେ, ସେରି ସେମଃନ୍ ହାଉତି !
କାୟିତାକ୍ବଃଲେକ୍ ଇସ୍ୱରାର୍ ଇଚା ହଃର୍କାରେ ଜୁୟି ଦୁକ୍, ସେରି ମୁକ୍ଳାଉତା ଗିନେ ଇବାନ୍ୟା ମଃନ୍ ବାଦ୍ଲାଉତାର୍ ଆଣେଦ୍, ଜୁୟ୍ତାର୍ ଗିନେ ମଃନ୍ ଦୁକ୍ନାୟ୍; ମଃତର୍ ଜଃଗତାର୍ ଦୁକ୍ ମଃର୍ନ୍ ଆଣେଦ୍ । ଦଃକା ଜୁୟ୍ତାର୍ ଗିନେ, ଇସ୍ୱରାର୍ ଇଚା ହଃର୍କାରେ ତୁମିମଃନ୍ ଇ ଦୁକ୍ ହାୟ୍ଲାସ୍, ସେରି ତୁମିମଃନାର୍ ତଃୟ୍ କଃତେକ୍ ସଃର୍ଦାର୍ କଃତା, କଃତେକ୍ ବିରୁଦେ କୟ୍ ବାଙ୍ଗାଉତାର୍, କଃତେକ୍ ରିସାକଃତା, କଃତେକ୍ ଡିର୍, କଃତେକ୍ ଇଚା, କଃତେକ୍ ଉଦ୍ଜଗି, କଃତେକ୍ ବାଦୁଲ୍ତାର୍ ଆଣିଆଚେ । ଇ ବିସୟେ ତୁମିମଃନ୍ ହୁରାହୁରି ନିର୍ଦସି ବଃଲି ଟିକ୍ ହଃର୍ମାଣ୍ ଦଃୟି ଆଚାସ୍ ।
ଆର୍ ସେ ମକ୍ କୟ୍ଆଚେ, ମର୍ ଦଃୟା ତୁମାର୍ ଗିନେ ସଃରି, କାୟିତାକ୍ବଃଲେକ୍ ଦୁର୍ବୁଳ୍ ତଃୟ୍ ମର୍ ସଃକ୍ତି ହୁରୁଣ୍ ଅୟ୍ଦ୍ । ତଃବେ, ଜଃନ୍କଃରି କ୍ରିସ୍ଟର୍ ସଃକ୍ତି ମର୍ ଉହ୍ରେ ଆସେଦ୍, ଇତାର୍ ଗିନେ ମୁୟ୍ଁ ବଃଡେ ସଃର୍ଦାୟ୍ ମଃତର୍ ମର୍ ଦୁର୍ବୁଳ୍ ତଃୟ୍ ଗଃର୍ବ୍ କଃରିନ୍ଦ୍ ।