Coração
O coração é o centro do ser humano — sede dos pensamentos, emoções e decisões. A Bíblia ensina a guardar, purificar e render o coração a Deus como oferta viva.
Guardar o coração
Sobre tudo o que se deve guardar, guarda o teu coração, porque dele procedem as fontes da vida e de toda decisão.
ତମର୍ ମନ୍କେ ବେସି ଜତନ୍ କରି ସଙ୍ଗଆ; କାଇକେବଇଲେ ଇତିଅନି ଜିବନର୍ ମୁଲ୍ ।
ତମର୍ ମନ୍କେ ବେସି ଜତନ୍ କରି ସଙ୍ଗଆ; କାଇକେବଇଲେ ଇତିଅନି ଜିବନର୍ ମୁଲ୍ ।
ତମେ ମନ୍ପରାନ୍ ଦେଇ ସବୁବେଲର୍ ମାପ୍ରୁର୍ ଲଗେ ବିସ୍ବାସ୍ କରା ଆରି ନିଜର୍ ବୁଦି ସଙ୍ଗ୍ କରା ନାଇଁ ।
ତମେ ମନ୍ପରାନ୍ ଦେଇ ସବୁବେଲର୍ ମାପ୍ରୁର୍ ଲଗେ ବିସ୍ବାସ୍ କରା ଆରି ନିଜର୍ ବୁଦି ସଙ୍ଗ୍ କରା ନାଇଁ । ତମେ ଜେନେ ଗାଲେ ମିସା ତାକେ ମନେ ଏତାଆ; ତାର୍ପଚେ ସେ ତମର୍ ଇଣ୍ଡ୍ବା ବାଟ୍ ସଲକ୍ କର୍ସି ।
ଏ ମର୍ ପିଲା, ତୁଇ ମର୍ ସିକିଆକେ ପାସର୍ ନାଇଁ; ମାତର୍ ତମର୍ ମନ୍ ମର୍ ଆଦେସ୍ ସବୁ ପାଲନ୍ କର । କାଇକେବଇଲେ ସେ ଅନୁସାରେ ଆୟୁସ୍ ବଡ୍ସି ଆରି ସବୁ ଦିନର୍ ପାଇଁ ଜିବନର୍ ସାନ୍ତି ବଡ୍ସି ।
ଦୟା ଆରି ସତ୍ ତମ୍କେ ଚାଡି ନ ଦେଅ; ନିଜର୍ କଁଟେ ମିସ୍ତେ ବାନ୍ଦା ଆରି ନିଜର୍ ମନର୍ ପାଟା ଲଗେ ଲେକା । ସେନ୍ତି କଲେ, ତମେ ପର୍ମେସରର୍ ଆରି ନର୍ଲକର୍ ଆଁକି ଲଗେ ଅନି ଆସିର୍ବାଦ୍ ପାଇସା ଆରି ନିମାନ୍ ବିଚାର୍ କର୍ସା ।
ସାନ୍ତିରେ ରଇବା ଲକର୍ ଗାଗଡର୍ ଜିବନ୍ ରକାମ୍; ଆରି, ଇର୍ସା କୁଇଲା ଆଡ୍ ରକାମ୍ ।
ଜାର୍ ମନ୍ ବିତ୍ରେ ଗିଆନି ଆଚେ, ସେ କାତା ମାନ୍ସି; ମାତର୍ ବୁଦି ନ ରଇଲା ଲକ୍ କୁରୁପ୍ନାସ୍ ଅଇବାଇ ।
Coração puro
Cria em mim um coração puro, ó Deus. Ensina-me a contar meus dias para que tenha um coração sábio.
Buscar a Deus de coração
Amarás ao Senhor teu Deus de todo o coração. A busca sincera leva ao encontro; o coração dividido leva à ruína.
ଜିସୁ ତାକେ କଇଲା, "ତମର୍ ମାପ୍ରୁ, ପରମେସର୍କେ ପୁରାପୁରୁନ୍ ମନ୍ଦେଇ, ପୁରାପୁରୁନ୍ ଜିବନ୍ ଦେଇ, ପୁରାପୁରୁନ୍ ଚିନ୍ତା ସଙ୍ଗ୍ ତାକେ ମାନା ଆରି ଆଲାଦ୍ କରା ।
ଜିସୁ ତାକେ କଇଲା, "ତମର୍ ମାପ୍ରୁ, ପରମେସର୍କେ ପୁରାପୁରୁନ୍ ମନ୍ଦେଇ, ପୁରାପୁରୁନ୍ ଜିବନ୍ ଦେଇ, ପୁରାପୁରୁନ୍ ଚିନ୍ତା ସଙ୍ଗ୍ ତାକେ ମାନା ଆରି ଆଲାଦ୍ କରା ।
କାଇକେବଇଲେ ଜନ୍ଟାନେ ତମର୍ ଦନ୍, ତେଇସେ ତମର୍ ମନ୍ ।"
ମୁଇ ତମ୍କେ ସତ୍ କାତା କଇଲିନି, ଜେ ନିଜର୍ ମନେ ଅଇସି କି ନଏ ବଲିକରି ଏନେ ତେନେ ନ ଅଇ, ସେ କଇବା କାତାଇ ବିସ୍ବାସ୍ କରି, ‘ଏ ଡଙ୍ଗର୍ ଉଲ୍ଟିକରି ସମ୍ଦୁରେ ଜାଇ ଅଦର୍ ।’ ବଲି କଇଲେ ସେଟା ସେନ୍ତାରି ଅଇସି ।
Conhecer o coração
O homem olha para a aparência, mas o Senhor olha para o coração. Deus conhece os segredos mais profundos.
ଜେନ୍ତିକି ନିର୍ମଲ୍ ପାନି ଟାନେ ନିଜର୍ ଚାଇଁ ଡିସ୍ସି, ସେ ରକାମ୍ ନିଜର୍ ଗାଗଡ୍ ଆକା ନିଜର୍ ଗାଗଡର୍ ଗୁନ୍ଚଲନ୍ ଜାନି ପାର୍ସି ।
ସାର୍ଦାର୍ ରଇଲା ମନ୍ ନିମାନ୍ ଅସ; ମାତର୍ ବାଙ୍ଗି ଜାଇ ରଇବା ଆତ୍ମା ଆଡ୍ମନ୍କେ ସବୁ ସୁକାଇ ପାକାଇସି ।
ସବୁବେଲର୍ ମାପ୍ରୁକେ ତମର୍ କାମ୍ ସର୍ପି ଦିଆସ୍, ତାର୍ପଚେ ତମର୍ ସବୁ ଜଜ୍ନାକେ ସପଲ୍ କର୍ସି ।
ବିନ୍ ମାଇଜିମନ୍ ଜେନ୍ତାରିକି, ପିନ୍ଦାଅଡା ଅଇକରି, ସୁନାବାନା ପିନ୍ଦିକରି, ଚେଣ୍ଡି ସାଜାଡିକରି, ନିଜେ ସୁନ୍ଦର୍ ଅଇବାଇ, ତମେ ସେନ୍ତାରି ଉଆନାଇ । ମାତର୍ ମନ୍ବିତ୍ରେ ସୁଆଲେ ରଇକରି ଆତ୍ମାଇ ସୁସାରେ ରଇବା ଗଟେକ୍ ମାଇଜି ପର୍ମେସର୍ ଦେକ୍ବା ଇସାବେ ସୁନ୍ଦର୍ । ସେନ୍ତାରି ସୁନ୍ଦର୍ ରଇବାଟା ବେସି ମୁଲିଅ ଆରି ସବୁଦିନର୍ପାଇ ରଇସି ।
ଦାନ୍ ଦେବାକେ ତମେ ଜେନ୍ତି କାତାବାର୍ତା ଅଇଆଚାସ୍, ସେନ୍ତାରି ଦେବାର୍ଆଚେ । ଦୁକ୍ ଅଇକରି ନାଇ କି କେ ବାଇଦ କଲାର୍ପାଇ ନାଇ । କାଇକେବଇଲେ ତମେ ସାର୍ଦା ସଙ୍ଗ୍ ଦେଲେ ପର୍ମେସର୍ ସେଟା ମନ୍ କର୍ସି ।
ମୁଇ ପରମେସର୍କେ ଦନିଅବାଦ୍ କଲିନି, ତମେ ଗଟେକ୍ ବେଲାଇ ପାପର୍ ଗତିଦାଙ୍ଗ୍ଡା ଅଇରଇଲାସ୍ ମିସା, ଏବେ ଜନ୍ ସିକିଆ ଟାନେ ପାଇରଇବା ସତ୍, ପୁରାପୁରୁନ୍ ମନ୍ଦେଇକରି ନାମ୍ଲାସ୍ନି ।
ମାପ୍ରୁ ଏନ୍ତାରି ତମ୍କେ ତବିର୍ କରାଅ । ଜେଡେବେଲେ ଆମର୍ ମାପ୍ରୁ ଜିସୁ ତାର୍ ନିଜର୍ ସୁକଲ୍ ଲକ୍ମନର୍ ସଙ୍ଗ୍ ଆଇବା ବେଲେ, ତମେ କାଇ ଦସ୍ ନ ଅଇତେ ଆରି ସୁକଲ୍ ଅଇ, ବାବା ପର୍ମେସରର୍ ମୁଆଟେ ଟିଆଅଇସା ।
ଜେନ୍ତାର୍, ମରୁବାଲି ବୁଏଁ ତମର୍ ଆନିଦାଦିମନ୍ ମାପ୍ରୁକେ ପରିକା କଲାଇ
ଆରି ତାର୍ ବିରଦେ ଟିଆ ଅଇଲାଇ,
ସେ ରକାମ୍ ତମେ ନିଜର୍ ମନ୍ ଆଁଟ୍ କରାନାଇ ।"