Corpo é o templo de Deus
O corpo do cristão é templo de Deus. Ele habita em nós pelo Espírito Santo, fazendo do crente morada viva e sagrada do Altíssimo.
Templo do Deus vivo
Vós sois o templo do Deus vivo. Deus disse: habitarei neles e entre eles andarei. O criador mora em sua criação redimida.
ତୁମିମଃନ୍ କାୟି ନଃଜାଣାସ୍ ? ତୁମିମଃନ୍ ଇସ୍ୱରାର୍ ମନ୍ଦିର୍, ଆର୍ ଇସ୍ୱରାର୍ ଆତ୍ମା ତୁମିମଃନ୍କାର୍ ବିତ୍ରେ ବାସା କଃରେଦ୍ । ଜଦି କୁୟି ଲକ୍ ଇସ୍ୱରାର୍ ମନ୍ଦିର୍କେ ନଃସ୍ଟ୍ କଃରେଦ୍, ତବେ ଇସ୍ୱର୍ ତାକେ ନଃସ୍ଟ୍ କଃରେଦ୍; କାୟିତାକ୍ବଃଲେକ୍ ଇସ୍ୱରାର୍ ମନ୍ଦିର୍ ପବିତ୍ର, ସେ ମନ୍ଦିର୍ ତୁମିମଃନ୍ ।
ତୁମିମଃନ୍କାର୍ ଗଃଗାଳ୍ ଜେ ଇସ୍ୱରାର୍ ତଃୟ୍ ହୁଣି ହାୟ୍ଲା ତୁମିମଃନ୍କାର୍ ବିତ୍ରେ ବାସାକଃର୍ତା ପବିତ୍ର ଆତ୍ମାର୍ ମନ୍ଦିର୍, ଇରି କାୟି ନଃଜାଣାସ୍ ? ଆର୍ ତୁମିମଃନ୍ ନିଜେ ନିଜାର୍ ନାୟ୍, ମଃତର୍ ଇସ୍ୱରାର୍ । କାୟିତାକ୍ବଃଲେକ୍ ତୁମିମଃନ୍ ବଃଡେ ମଲେ ଗେନ୍ଲାର୍; ଇତାର୍ ଗିନେ ତୁମିମଃନ୍କାର୍ ଗଃଗାଳ୍ ଇସ୍ୱରାର୍ ଜଃଜ୍ମାନ୍ ଗିନେ ବେବାର୍ କଃରା ।
ମୁର୍ତି ସଃଙ୍ଗ୍ ଇସ୍ୱରାର୍ ମନ୍ଦିରାର୍ କାୟି ମିସାଣ୍ ଆଚେ ? କାୟିତାକ୍ବଃଲେକ୍ ଆମିମଃନ୍ ଜିବନ୍ ଇସ୍ୱରାର୍ ମନ୍ଦିର୍,
ଜଃନ୍କଃରି ଇସ୍ୱର୍ କୟ୍ଆଚେ, "ମୁୟ୍ଁ ସେମଃନାର୍ ବିତ୍ରେ ବାସା କଃରିନ୍ଦ୍,
ଆର୍ ସେମଃନାର୍ ବିତ୍ରେ ଚାଲାବୁଲା କଃରିନ୍ଦ୍;
ମୁୟ୍ଁ ସେମଃନାର୍ ଇସ୍ୱର୍ ଅୟ୍ନ୍ଦ୍,
ଆର୍ ସେମଃନ୍ ମର୍ ଲକ୍ ଅଃଉତି ।"
ବଃଲେକ୍ ତୁମିମଃନ୍ ଆର୍ ବିନ୍ଦେସାର୍ କି ହଃର୍ବାସି ନାୟ୍, ମଃତର୍ ସାଦୁମଃନାର୍ ସଃଙ୍ଗ୍ ରେତାର୍ ତାର୍ ରାଇଜାର୍ ଆର୍ ଇସ୍ୱରାର୍ ଗଃର୍ କୁଟୁମାର୍ । ତୁମିମଃନ୍ ପେରିତ୍ ଆର୍ ବାବ୍ବାଦି ମଃନାର୍ କୁନାଦି ଉହ୍ରେ ତିଆର୍ ଅୟି ଆଚାସ୍, କ୍ରିସ୍ଟ ଜିସୁ ସେତିର୍ ମୁଳ୍ଟେଳା । ତାର୍ ତଃୟ୍ ସଃବୁ ଗଃର୍ ଗଟ୍ତଃୟ୍ ଜଳି ଅୟ୍କଃରି ମାପୁର୍ ତଃୟ୍ ଗଟେକ୍ ପବିତ୍ର ମନ୍ଦିର୍ ହର୍ ବାଡାୟ୍ଦ୍ । ତାର୍ ତଃୟ୍ ତୁମିମଃନ୍ ହେଁ ଇସ୍ୱରାର୍ ଆତ୍ମାର୍ ବାସା କଃର୍ତାର୍ ଗିନେ ଗଟେକ୍ ତଃୟ୍ ହାଜି ଅୟି ଆଚାସ୍ ।
ଜଃନ୍କାର୍ କି ହଃତି ଗଃର୍ କୁୟି ନୟ୍ଲେକ୍ କୁୟି ଲକ୍ ତିଆର୍ କଃଲାର୍, ମଃତର୍ ସଃବୁ ବିସୟାର୍ ଜେ ତିଆର୍ କଃର୍ତା ଲକ୍, ସେ ଇସ୍ୱର୍ । ଗଟ୍ ଦଃଙ୍ଗ୍ଳା ବାବେ ମସା ଇସ୍ୱରାର୍ ଗଃରେ ମାୟ୍ନ୍କାରି ବିସ୍ୱାସି ଲକ୍ରିଲା, ଆର୍ ତାର୍ କାମ୍ ଇସ୍ୱର୍ ଆଗେ ଜାଣାଉତାର୍ ବିସୟ୍ ହର୍ ରିଲା । ମଃତର୍ କ୍ରିସ୍ଟ ତାର୍ ହୟିସି ଇସାବେ ଇସ୍ୱରାର୍ ହୁରୁଣ୍ ଗଃରାର୍ ହର୍; ଜଦି ଅଃମିମଃନାର୍ ସାସ୍ ଆଚେ ତଃବେ ଗଃର୍ବାର୍ କଃତା ଜେ ଅଃମିମଃନାର୍ ବଃର୍ସା, ଅଃଟୁଆ ଆଚେ, ତଃବେ ଅଃମିମଃନ୍ ତ ତାର୍ ଗଃର୍ ।
ଗଟ୍ ଦଃଙ୍ଗ୍ଳା ବାବେ ମସା ଇସ୍ୱରାର୍ ଗଃରେ ମାୟ୍ନ୍କାରି ବିସ୍ୱାସି ଲକ୍ରିଲା, ଆର୍ ତାର୍ କାମ୍ ଇସ୍ୱର୍ ଆଗେ ଜାଣାଉତାର୍ ବିସୟ୍ ହର୍ ରିଲା । ମଃତର୍ କ୍ରିସ୍ଟ ତାର୍ ହୟିସି ଇସାବେ ଇସ୍ୱରାର୍ ହୁରୁଣ୍ ଗଃରାର୍ ହର୍; ଜଦି ଅଃମିମଃନାର୍ ସାସ୍ ଆଚେ ତଃବେ ଗଃର୍ବାର୍ କଃତା ଜେ ଅଃମିମଃନାର୍ ବଃର୍ସା, ଅଃଟୁଆ ଆଚେ, ତଃବେ ଅଃମିମଃନ୍ ତ ତାର୍ ଗଃର୍ ।
Cristo em nós
Já não sou eu quem vive, mas Cristo vive em mim. A presença de Deus no crente é privilégio e responsabilidade sagrada.
ମୁୟ୍ଁ ଆର୍ ଜିବନେ ନାୟ୍, ମଃତର୍ କ୍ରିସ୍ଟ ମର୍ ତଃୟ୍ ଜିବନ୍ଆଚେ; ଆରେକ୍ ମୁୟ୍ଁ ଗଃଗାଳେ ରଃୟ୍ ଅଃବେ ଜୁୟି ଜିବନ୍ ଚାଲ୍ଚାଲ୍ତି, ସେରି ବିସ୍ୱାସେ ଇସ୍ୱରାର୍ ଜୁୟି ହୟିସି ମକେ ଲାଡ୍କଃରି ମର୍ ଗିନେ ଅଃହ୍ଣାକ୍ ହୁଜା ଦିଲା, ତାର୍ ତଃୟ୍ ବିସ୍ୱାସ୍ କଃରି ବଚୁଲେ ।
ଜିସୁ ତାକ୍ କୟ୍ଲା, "ଜଦି କେଏ ମକ୍ ଲାଡ୍ କଃରେଦ୍, ତଃନ୍ଅୟ୍ଲେକ୍ ସେ ମର୍ କଃତା ମାନେଦ୍, ଆରେକ୍ ମର୍ ଉବା ତାକ୍ ଲାଡ୍ କଃରେଦ୍, ଆରେକ୍ ଉବା ଆର୍ ମୁୟ୍ ଆସି ତାର୍ତଃୟ୍ ବାସା କଃରୁନ୍ଦ୍ ।
ତଃବେ ଏ ବାୟ୍ବେଣିମଃନ୍, ଜିସୁର୍ ମଃର୍ନ୍ ଲାଗି ଅଃମିମଃନ୍ ବଃଡେ ପବିତ୍ର ଜଃଗାୟ୍ ହୁରୁକେ ଅଃଦିକାର୍ ହାୟ୍ଁ ଆଚୁ । ସେ ତାର୍ ଗଃଗାଳ୍ ହର୍ ପର୍ଦା ବାଟ୍ ଦଃୟି ଅଃମିମଃନାର୍ ଗିନେ ଗଟେକ୍ ନଃଉଆଁ ଜିବନ୍ ବାଟ୍ ଉଗାଳି ଆଚେ । ଆରେକ୍ ଇସ୍ୱରାର୍ ଗଃର୍ ଅଃବେ ଅଃମିମଃନାର୍ ଗଟେକ୍ ବଃଡ୍ ଜାଜକ୍ ଆତେ ଆଚେ । ଆସା, ଅଃମିମଃନ୍ କ୍ରିସ୍ଟର୍ ବଃନିସଃଙ୍ଗ୍ ଦୟ୍କଃରି ବିଟାଳ୍ ବାବ୍ନା ନିର୍ମୁଳ୍ କଃରୁଆଁ ଆର୍ ନିର୍ମୁଳ୍ ଜାଣାୟି ଗଃଗାଳ୍ ଦୟ୍କଃରି ଦିର୍ ମଃନେ ହୁର୍ନ୍ ବିସ୍ୱାସେ ଇସ୍ୱରାର୍ ଚଃମେ ଅଃଉଁଆ;
ମଃତର୍ ଜେ, ତୁମିମଃନ୍କେ ଅଃନ୍ଦାରେ ହୁଣି ନିଜାର୍ କାବାଅଃଉତା ଉଜାଳ୍ ଲଃଗେ କୁଦି ଆଚେ, ତୁମିମଃନ୍ ଜଃନ୍କଃରି ତାର୍ ଗୁଣ୍ କିର୍ତନ୍ କଃରାସ୍, ଇତାର୍ ଗିନେ ତୁମିମଃନ୍ ଗଟ୍ ବାଚ୍ଲାର୍ ବଃଉଁସ୍ ରଃଜାର୍ ଜାଜକ୍ମଃନ୍ ପବିତ୍ର ଜାତି ଆର୍ ଇସ୍ୱରାର୍ ନିଜାର୍ ଲକ୍ ଅୟି ଆଚାସ୍ ।