Cura
A cura é promessa e poder de Deus. Jesus curou toda enfermidade e todo mal. As Escrituras declaram que pelas suas pisaduras fomos sarados — cura do corpo, da alma e do espírito.
Pelas suas pisaduras
Ele foi ferido pelas nossas transgressões e moído pelas nossas iniquidades. Pelas suas pisaduras fomos sarados.
ମଃତର୍ ସେ ଅଃମାର୍ ଅଃଦଃର୍ମ୍ ଗିନେ କଃଣ୍ଡିଆ କାବ୍ରା ଅୟ୍ଲା, ଅଃମିମଃନାର୍ ହାହାର୍ ଗିନେ କଃଣ୍ଡ୍ କଃଣ୍ଡ୍ ଅୟ୍ଲା; ଅଃମିମଃନାର୍ ସାନ୍ତି ହାଉତା ଦଃଣ୍ଡ୍ ତାର୍ ଉହ୍ରେ ହଃଳ୍ଲି ଆର୍ ତାକେ ମାଡ୍ ଅୟ୍ଲାକେ ଅଃମି ସୁସ୍ତ୍ ଅୟ୍ଲୁ।
ମଃତର୍ ସେ ଅଃମାର୍ ଅଃଦଃର୍ମ୍ ଗିନେ କଃଣ୍ଡିଆ କାବ୍ରା ଅୟ୍ଲା, ଅଃମିମଃନାର୍ ହାହାର୍ ଗିନେ କଃଣ୍ଡ୍ କଃଣ୍ଡ୍ ଅୟ୍ଲା; ଅଃମିମଃନାର୍ ସାନ୍ତି ହାଉତା ଦଃଣ୍ଡ୍ ତାର୍ ଉହ୍ରେ ହଃଳ୍ଲି ଆର୍ ତାକେ ମାଡ୍ ଅୟ୍ଲାକେ ଅଃମି ସୁସ୍ତ୍ ଅୟ୍ଲୁ।
ବାୟ୍ଦ୍ରେ ସେ ଅଃମିମଃନାର୍ କଃସ୍ଟ ହାୟ୍ଁ ଆଚେ ଆର୍ ଅଃମିମଃନାର୍ ଦୁକା ସଃବୁ ବୟ୍ ଆଚେ। ଅୟିଲେକ୍ ହେଁ ଅଃମିମଃନ୍ ତାକେ ମାଡ୍ ଅୟ୍ଲାର୍ ଇସ୍ୱର୍ ତାକେ ମାର୍ଲାର୍ ଆର୍ ଦୁକ୍ ହାୟ୍ଲାର୍ ବଃଲି ବୁଜ୍ଲୁ। ମଃତର୍ ସେ ଅଃମାର୍ ଅଃଦଃର୍ମ୍ ଗିନେ କଃଣ୍ଡିଆ କାବ୍ରା ଅୟ୍ଲା, ଅଃମିମଃନାର୍ ହାହାର୍ ଗିନେ କଃଣ୍ଡ୍ କଃଣ୍ଡ୍ ଅୟ୍ଲା; ଅଃମିମଃନାର୍ ସାନ୍ତି ହାଉତା ଦଃଣ୍ଡ୍ ତାର୍ ଉହ୍ରେ ହଃଳ୍ଲି ଆର୍ ତାକେ ମାଡ୍ ଅୟ୍ଲାକେ ଅଃମି ସୁସ୍ତ୍ ଅୟ୍ଲୁ।
ଅଃମିମଃନ୍ ଜଃନ୍କଃରି ହାହାର୍ ଗିନେ ମଃରିକଃରି ଦଃର୍ମି ଅଃଉଁକେ ଜିବନ୍ କାଟୁନ୍ଦ୍, ଇତାର୍ ଗିନେ ସେ ଅଃହ୍ଣାକ୍ କ୍ରୁସ୍ ଉହ୍ରେ ନିଜାର୍ ଗଃଗାଳେ ଅଃମିମଃନାର୍ ସଃବୁ ହାହ୍ ବୟ୍ଲା; ତାକେ ମାଡ୍ ହଃଳ୍ଲାକେ ତୁମିମଃନ୍ ଉଜ୍ ଅୟି ଆଚାସ୍ ।
ଅଃମିମଃନ୍ ଜଃନ୍କଃରି ହାହାର୍ ଗିନେ ମଃରିକଃରି ଦଃର୍ମି ଅଃଉଁକେ ଜିବନ୍ କାଟୁନ୍ଦ୍, ଇତାର୍ ଗିନେ ସେ ଅଃହ୍ଣାକ୍ କ୍ରୁସ୍ ଉହ୍ରେ ନିଜାର୍ ଗଃଗାଳେ ଅଃମିମଃନାର୍ ସଃବୁ ହାହ୍ ବୟ୍ଲା; ତାକେ ମାଡ୍ ହଃଳ୍ଲାକେ ତୁମିମଃନ୍ ଉଜ୍ ଅୟି ଆଚାସ୍ ।
Jesus, o curador
Jesus percorreu cidades e aldeias curando toda doença. Ele deu autoridade aos discípulos para curar enfermos.
ଇତାର୍ହଃଚ ଜିସୁ ସଃବୁ ଗଃଳେ, ଆରେକ୍ ଗାଉଁମଃନ୍କେ ବୁଲୁକ୍ ଦଃର୍ଲା । ଆର୍ ସେମଃନାର୍ ପାର୍ତ୍ନା ଗଃରେ ସିକ୍ୟାଦଃୟ୍ ସଃର୍ଗ୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃରି ସଃବୁ ରଃକମାର୍ ରଗ୍ ଆର୍ ସଃବୁ ରଃକମାର୍ ମଃଳୁହଃଳ୍ଲାର୍ ଲକ୍ମଃନ୍କେ ଉଜ୍ କଃଲା ।
ମଃଳୁହଃଳ୍ଲା ଲକ୍ମଃନ୍କେ ଉଜ୍ କଃରା, ମଃଲା ଲକ୍କେ ଉଟାଉଆ, ବଃଡ୍ ରଗିମଃନ୍କେ ଉଜ୍ କଃରା, ବୁତ୍ମଃନ୍କେ ବାର୍କଃରା ତୁମିମଃନ୍ ତଃନେ ହାୟ୍ଁ ଆଚାସ୍, ତଃନେ ଦିଆସ୍ ।
ମଃଳୁହଃଳ୍ଲା ଲକ୍ମଃନ୍କେ ଉଜ୍ କଃରା, ମଃଲା ଲକ୍କେ ଉଟାଉଆ, ବଃଡ୍ ରଗିମଃନ୍କେ ଉଜ୍ କଃରା, ବୁତ୍ମଃନ୍କେ ବାର୍କଃରା ତୁମିମଃନ୍ ତଃନେ ହାୟ୍ଁ ଆଚାସ୍, ତଃନେ ଦିଆସ୍ ।
ଜିସୁ ଅଃହ୍ଣାର୍ ଚେଲାମଃନ୍କେ ଚଃମେ କୁଦି ସେମଃନ୍କେ ବିଟାଳ୍ ବୁତ୍ମଃନ୍କେ ଚାଡାଉଁକେ ସେମଃନାର୍ ଉହ୍ରେ ଅଃଦିକାର୍ ଦିଲା; ଆର୍ ସଃବୁ ରଃକମାର୍ ରଗ୍ ଆର୍ ଦୁକା ଉଜ୍ କଃରୁକେ ଅଃଦିକାର୍ ଦିଲା ।
ମଃତର୍ ଜିସୁ ସେରି ସୁଣି କୟ୍ଲା, "ଉଜ୍ ଲକାର୍ ଗିନେ ବୟ୍ଦ୍କାରି ଲଳା ନାୟ୍, ମଃତର୍ ମଃଳୁ ହଃଳ୍ଲା ଲକାର୍ ଗିନେ ଲଳା ଆଚେ ।
ତାର୍ହଃଚେ ଜିସୁ ସେମଃନାର୍ ପାର୍ତ୍ନା ଗଃରେମଃନ୍ ସିକ୍ୟା ଦଃୟି ସଃର୍ଗ୍ ରାଇଜାର୍ ନିକ କବୁର୍ ପର୍ଚାର୍ କଃଲା ଆର୍ ସଃବୁ ରଃକମାର୍ ରଗିକ୍ ଉଜ୍ କଃରିକଃରି ଗାଲିଲିର୍ ସଃବୁ ହାକ୍ ବୁଲୁକ୍ ଦଃର୍ଲା ।
ସେତି ରିଲା ଜଃର୍ଦୁକା ଲକ୍ମଃନ୍କେ ଉଜ୍ କଃରା ଆର୍ ସେମଃନ୍କେ କଃଉଆ ଇସ୍ୱରାର୍ ରାଇଜ୍ ତୁମାର୍ ଚଃମେ ଅୟ୍ଲି ।
"ମାପୁରାର୍ ଆତ୍ମା ମର୍ ଉହ୍ରେ ଆଚେ,
ଜଃନ୍କଃରି, ଦୁକି ଦିନାରିମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରୁକେ ସେ ମକ୍ ଅବିସେକ୍ କଃରି ଆଚେ,
ଜଃଇଲେ ରିଲା ଲକ୍ମଃନ୍କେ ମୁକ୍ଳାଉଁକେ
ଆର୍ କାଣାମଃନାର୍ ତଃୟ୍ ଆକି ଦଃକ୍ତାର୍ କଃତା ପର୍ଚାର୍ କଃରୁକେ,
ଆରେକ୍ ଅଃତ୍ୟାଚାର୍ ହାଉତା ଲକ୍ମଃନ୍କେ ମୁକ୍ଳାଉଁକେ,
ଆରେକ୍ ଜିସୁ ସେମଃନ୍କେ ଦଃକି କଃରି କୟ୍ଲା, "ତୁମିମଃନ୍ ଜାୟ୍ ନିଜ୍ ନିଜ୍କେ ଜାଜକ୍ମଃନ୍କେ ଦଃକାଉଆ ।" ଆର୍ ସେମଃନ୍ ଜଃଉଁ ଜଃଉଁ ବାଟେ ଉଜ୍ ଅୟ୍ଲାୟ୍ ।
ଗଟ୍ତର୍ ଜିସୁ ବିସାଉଁଣିବାର୍ ଦିନ୍ ଗଟେକ୍ ପାର୍ତ୍ନା ଗଃରେ ସିକ୍ୟା ଦେତିରିଲା । ଆର୍ ଦଃକା ସେତି ଗଟେକ୍ ଦୁସ୍ଟ୍ ଆତ୍ମା ଡଃସିରିଲା ମାୟ୍ଜି ରିଲି, ସେ ଅଃଟ୍ର ବଃର୍ସ୍ ହଃତେକ୍ କୁବ୍ଳି ଅୟ୍ରିଲି, ସେ ସଃଳ୍କେ ଅୟି ଟିଆ ଅଃଉଁକେ ନଃହାର୍ତିରିଲି । ଜିସୁ ତାକ୍ ଦଃକି ଲଃଗେ କୁଦି କୟ୍ଲା, "ଏ ଆୟା, ତୁୟ୍ ନିକ ଅୟ୍ଲିସ୍ !" ଆର୍ ଜିସୁ ତାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲା, ଆର୍ ସେଦାହ୍ରେ ସେ ସଃଳ୍କ୍ ଅୟି ଟିଆ ଅୟ୍ଲି, ଆର୍ ସେ ଇସ୍ୱରାର୍ ଗୁଣ୍ଗାଉଁକେ ଦଃର୍ଲି ।
ମଃତର୍ ଜିସୁ ବିସାଉଁଣିବାର୍ ଦିନ୍ ଉଜ୍ କଃଲାକ୍ ପାର୍ତ୍ନାଗଃରାର୍ ମୁଳିକା ରିସା ଅୟ୍କଃରି ଲକ୍ମଃନ୍କେ କୟ୍ଲା, "କାମ୍ କଃରୁକେ ଚଅ ଦିନ୍ ଆଚେ, ତଃବେ ସେସଃବୁ ଦିନ୍ ଆସିକଃରି ନିକ ଅଃଉଆ, ମଃତର୍ ବିସାଉଣିବାରେ ନିକ ଅଃଉଁକେ ଆସା ନାୟ୍ ।"
ମଃତର୍ ମାପୁର୍ ତାକେ କୟ୍ଲା, "ରେ ହେଟ୍କପଟ୍ୟା, ତୁମିମଃନ୍ ସଃବୁଲକ୍ କାୟିରି ବିସାଉଁଣି ଦିନ୍ ତୁମାର୍ ବଃଇଲ୍ କି ଗଃଦ ସାଳେହୁଣି ମେଲି ନଃୟ୍ କାୟି ହାଣି ନଃକାଳାଉଆସ୍ ? ତଃବେ ଦଃକା ଅଃଟ୍ର ବଃର୍ସ୍ ହଃତେକ୍ ସୟ୍ତାନ୍ ତଃୟ୍ହୁଣି କୁବ୍ଳି ଅୟ୍ରିଲି ଅବ୍ରାହାମାର୍ ବଃଉଁସାର୍ ଇ ମାୟ୍ଜିଟକି କାୟି ବିସାଉଁଣିବାରେ ନିଜାର୍ ବାନ୍ଦୁଣ୍ ତଃୟ୍ହୁଣି ମୁକୁଳ୍ତାର୍ ଦଃର୍କାର୍ ନଃରିଲି ?" ଆର୍ ଜିସୁ ଇ କଃତାସଃବୁ କୟ୍ଲାକ୍, ତାର୍ ବିରଦିସଃବୁ ଲାଜ୍ ହାୟ୍ଲାୟ୍, ମଃତର୍ ଲକ୍ମଃନ୍ଦା ସେ କଃରିରିଲା ସଃବୁ କାବା କାମ୍ ଗିନେ ସଃର୍ଦା କଃରୁକେ ଦଃର୍ଲାୟ୍ ।
ମଃତର୍ ଜିସୁ ଇରି ସୁଣି ଜାଇରସ୍କେ କୟ୍ଲା, "ଡିରା ନାୟ୍, ମଃତର୍ ବିସ୍ୱାସ୍ କଃର୍ ଆର୍ ସେ ବଚେଦ୍ ।"
ଜିସୁ ତାକ୍ କୟ୍ଲା, "ଏ ମର୍ ଜିଇ ତର୍ ବିସ୍ୱାସ୍ ତକେ ଉଜ୍ କଃରିଆଚେ, ସୁସ୍ତାୟ୍ ଜାଆ ଆର୍ ତର୍ ରଗେ ହୁଣି ଉଜ୍ ଅୟ୍ରେ ।"
ଜିସୁ ତାକ୍ କୟ୍ଲା, "କାୟିରି କଃଉଁଲିସ୍ ? ଜଦି କଃରୁ ହାର୍ସି ! ବିସ୍ୱାସ୍ କଃର୍ତା ଲକାର୍ ଗିନେ ସଃବୁ ଅଃଉଁ ହାରେ ।"
ଜିସୁ କୟ୍ଲା, "ଜାଆ, ତର୍ ବିସ୍ୱାସ୍ ତକେ ଉଜ୍ କଃଲି ।"
ତଃତ୍କାଣ୍ ସେ କାଣା ମାନାୟ୍ ଦଃକୁ ହାର୍ଲା ଆର୍ ବାଟେବାଟେ ଜିସୁର୍ ହଃଚେ ଜଃଉଁକେ ଦଃର୍ଲା ।
ସଃତ୍ ବିସ୍ୱାସିମଃନାର୍ ଇ ସଃବୁ ଚିନା ଅୟ୍ଦ୍, ସେମଃନ୍ ମର୍ ନାଉଁଏ ବୁତ୍ ଚାଡାଉତି ଆର୍ ନଃଉଆଁ ନଃଉଆଁ ବାସାୟ୍ କଃତା କଃଉତି । ସେମଃନ୍ ଆତେ ସାହ୍ ଦଃର୍ତି, ଆର୍ ବିସ୍ ମିସ୍ଲାର୍ କାୟିରି କାୟ୍ଲେକ୍ ହେଁ ସେମଃନାର୍ କାୟି ହେଁ ନୟ୍; ସେମଃନ୍ ଜଃର୍ ଦୁକାର୍ ଲକ୍ମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲେକ୍, ସେମଃନ୍ ନିକ ଅଃଉତି ।"
ପିତର୍ ତାକେ କୟ୍ଲା, "ଏନିୟ ଜିସୁ କ୍ରିସ୍ଟ୍ ତକ୍ ଉଜ୍ କଃରୁକେ ମଃନ୍କଃରୁଲା, ଉଟ୍ ଆର୍ ତର୍ ଟାଟି ଉଟାଉ" ସେତାକ୍ ସେ ତଃତ୍କାଣ୍ ଉଟ୍ଲା ।
Eu sou o Senhor que te sara
Eu sou o Senhor que te sara. Ele perdoa todas as iniquidades e sara todas as enfermidades — com bondade e misericórdia.
ତାର୍ହଃଚେ ସେ କୟ୍ଲା, "ତୁମି ଜଦି ଅଃହ୍ଣାର୍ ମାପୁର୍ ଇସ୍ୱରାର୍ କଃତାୟ୍ ମଃନ୍ଦିଆନ୍ କଃରାସ୍, ଆର୍ ତାର୍ ଆକାୟ୍ ଜାୟ୍ରି ନିକ ସେରି କଃରାସ୍, ତାର୍ ବଲ୍ ମାନାସ୍ ଆର୍ ତାର୍ ବିଦି ସଃବୁ ମାନାସ୍, ତଃବେ ମୁୟ୍ ମିସରାର୍ ଲକ୍ମଃନ୍କେ ଜୁୟି ସଃବୁ ରଗ୍ ବଗ୍ କଃରାୟ୍ଲୁ, ସେରି ସଃବୁ ତୁମିମଃନ୍ ବଗ୍ ନଃକେରାସ୍; ବଃଲେକ୍ ମୁୟ୍ ତୁମାର୍ ସୁସ୍ତ୍କାରି ମାପୁର୍।"

ତୁମିମଃନ୍ ତୁମାର୍ ମାପୁରାର୍ ସେବା କଃରାସ୍; ତଃବେ ସେ ତୁମାର୍ ଅଃର୍ନ୍ ଜାଣାୟି ଆସିର୍ବାଦ୍ କଃରେଦ୍, ଆରେକ୍, ମୁୟ୍ ତୁମାର୍ ତଃୟ୍ହୁଣି ରଗ୍ ଦୁର୍ କଃରିନ୍ଦ୍।
Cura e restauração
Eu te restaurarei e sararei as tuas feridas, diz o Senhor. A oração da fé salvará o enfermo e o Senhor o levantará.
ତୁମିମଃନାର୍ ବିତ୍ରେ କେଏ କାୟି ମଃଳୁ ହଃଳି ଆଚେ ? ସେ ମଣ୍ଡ୍ଳିର୍ ପାରାଚିନ୍ମଃନ୍କେ କୁଦାଅ ସେମଃନ୍ ମାପୁରାର୍ ନାଉଁଏ ଚିକଣ୍ ଲାଗାୟ୍ ତାର୍ ଗିନେ ପାର୍ତ୍ନା କଃରତ୍ । ବିସ୍ୱାସାର୍ ପାର୍ତନା ସେ ରଗିକେ ଉଜ୍ କଃରେଦ୍, ଆରେକ୍ ମାପୁର୍ ତାକ୍ ଉଟାୟିଦ୍ ଆର୍ ଜଦି ସେ ହାହ୍ କଃରି ରଃୟ୍ଦ୍, ତଃବେ ତାକ୍ କେମା କଃରେଦ୍ ।

ତୁମିମଃନାର୍ ବିତ୍ରେ କେଏ କାୟି ମଃଳୁ ହଃଳି ଆଚେ ? ସେ ମଣ୍ଡ୍ଳିର୍ ପାରାଚିନ୍ମଃନ୍କେ କୁଦାଅ ସେମଃନ୍ ମାପୁରାର୍ ନାଉଁଏ ଚିକଣ୍ ଲାଗାୟ୍ ତାର୍ ଗିନେ ପାର୍ତ୍ନା କଃରତ୍ । ବିସ୍ୱାସାର୍ ପାର୍ତନା ସେ ରଗିକେ ଉଜ୍ କଃରେଦ୍, ଆରେକ୍ ମାପୁର୍ ତାକ୍ ଉଟାୟିଦ୍ ଆର୍ ଜଦି ସେ ହାହ୍ କଃରି ରଃୟ୍ଦ୍, ତଃବେ ତାକ୍ କେମା କଃରେଦ୍ । ତଃବେ, ଏକ୍ ଆରେକାର୍ ଚଃମେ ଅଃହ୍ଣା ଅଃହ୍ଣାର୍ ହାହ୍ ମାନିଜଃହା, ଆରେକ୍ ଉଜ୍ ଅଃଉଁକେ ଏକ୍ଆରେକାର୍ ଗିନେ ପାର୍ତନା କଃରା । ଦଃର୍ମି ଲକାର୍ ପାର୍ତ୍ନା ଗାଦେକ୍ କାମ୍ ସାଦୁନ୍ କଃରୁ ହାରେ ।
ତଃବେ, ଏକ୍ ଆରେକାର୍ ଚଃମେ ଅଃହ୍ଣା ଅଃହ୍ଣାର୍ ହାହ୍ ମାନିଜଃହା, ଆରେକ୍ ଉଜ୍ ଅଃଉଁକେ ଏକ୍ଆରେକାର୍ ଗିନେ ପାର୍ତନା କଃରା । ଦଃର୍ମି ଲକାର୍ ପାର୍ତ୍ନା ଗାଦେକ୍ କାମ୍ ସାଦୁନ୍ କଃରୁ ହାରେ ।
ମୁୟ୍ଁ ଜଃନ୍କଃରି ଅଃଦିକ୍ ଗଃର୍ବି ନଃୟ୍, ଇତାର୍ ଗିନେ ମର୍ ଗଃଗାଳେ ଗଟେକ୍ କାଟା ଦିଆଗଃଲି, ମକ୍ ମାରୁକେ ସୟ୍ତାନ୍ ଦୁତ୍କେ ହଃଟାୟ୍ଲି, ହେଁ, ଜଃନ୍କଃରି ମୁୟ୍ଁ ଅଃଦିକ୍ ଗଃର୍ବି ନାୟ୍ । ଜଃନ୍କଃରି ସେରି ମର୍ ତଃୟ୍ହୁଣି ଦୁରିକ୍ ଅୟ୍ଦ୍, ଇତାର୍ ଗିନେ ମୁୟ୍ଁ ମାପୁର୍କେ ସେ ବିସୟେ ତିନିତର୍ ଗଃଉଆରି କଃଲେ । ଆର୍ ସେ ମକ୍ କୟ୍ଆଚେ, ମର୍ ଦଃୟା ତୁମାର୍ ଗିନେ ସଃରି, କାୟିତାକ୍ବଃଲେକ୍ ଦୁର୍ବୁଳ୍ ତଃୟ୍ ମର୍ ସଃକ୍ତି ହୁରୁଣ୍ ଅୟ୍ଦ୍ । ତଃବେ, ଜଃନ୍କଃରି କ୍ରିସ୍ଟର୍ ସଃକ୍ତି ମର୍ ଉହ୍ରେ ଆସେଦ୍, ଇତାର୍ ଗିନେ ମୁୟ୍ଁ ବଃଡେ ସଃର୍ଦାୟ୍ ମଃତର୍ ମର୍ ଦୁର୍ବୁଳ୍ ତଃୟ୍ ଗଃର୍ବ୍ କଃରିନ୍ଦ୍ ।
Promessas e esperança
O Senhor dá forças aos cansados. O sol da justiça se levantará com salvação nas suas asas.
ସେ ତାକ୍ଲା ଲକେ ସଃକ୍ତି ଦଃୟ୍ଦ୍ ଆର୍ ବଃଳ୍ନୟ୍ଲା ଲକେ ବଃଳ୍ ଜାଗାୟ୍ଦ୍।
ସଃର୍ଦାମଃନ୍ ନିକା ଅଃସ, ମଃତର୍ ବାଙ୍ଗାମଃନ୍ ଆଡ୍ମଃନ୍ ସୁକାୟିଦଃୟିଦ୍।
ଆରେକ୍ ସଃଳ୍କ୍ ବାଟେ ଇଣ୍ଡାବୁଲା କଃରା, ଜଃନ୍କଃରି ଚଟା ଗଡ୍ ଅଃଦିକ୍ ମଃଳୁ ନଃହେଳି ଉଜ୍ ଅୟ୍ଦ୍ ।