Dia dos pais
O Dia dos Pais celebra o amor e o sacrifício paterno. A Bíblia honra os pais como provedores, protetores e guias espirituais que moldam as próximas gerações.
O pai que educa
Instrui a criança no caminho em que deve andar. O pai justo educa com amor, firmeza e o exemplo de uma vida íntegra.
ତୁମାର୍ ହିଲାକେ ଟିକ୍ ରଃସ୍ତାୟି ଜଃଉଁକେ ସିକ୍ୟା ଦିଆସ୍ ; ତଃବେ ସେ ବୁଡା ଅୟିଲେକ୍ ହେଁ ବଃଲ୍ ବାଟ୍ ଜାୟିଦ୍।
ଜେ ନିଜାର୍ ହଅ କେ ଡଃଣ୍ଡ୍ ନଃଦେୟି, ସେ ନିଜାର୍ ହଅକେ ଗୁର୍ନା କଃରେଦ୍; ଆରେକ୍ ଜେ ତାକେ ଡଃଣ୍ଡ୍ ଦଃୟିଦ୍ ସେ ତାର୍ ହାୟ୍ଁ ଟିକ୍।
ଜୁୟି ଦଃର୍ମିଲକ୍ ନିଜାର୍ ନିର୍ମଃୟା ସଃଙ୍ଗ୍ ବେବାର୍ କଃରେଦ୍, ତାର୍ ହଃଚେ ତାର୍ ହିଲାମଃନ୍ ଆସିର୍ବାଦ୍ ହାଉତି।
ଦଃର୍ମିର୍ ଉବାସି ଅଃଦିକ୍ ସଃର୍ଦା କଃରେଦ୍,ଗିଆନି ହିଲା ଜଃଲମ୍କଃଲା ଉବାସି ସେ ହିଲାର୍ ଗିନେ ସଃର୍ଦାଅୟ୍ ଗଃର୍ବ୍ କଃରେଦ୍।
ଇସ୍ୱର୍କେ ଡିର୍ତାର୍ ବିସ୍ୱାସ୍କେ ଅଃଟୁଆ କଃରେଦ୍; ଆର୍ ତାର୍ ହିଲାମଃନ୍ ରେଉଁକେ ବିପଦ୍ନୟିଲା ଜଃଗା ହାଉତି।
Honra e alegria
Honra a teu pai e tua mãe. Os filhos são herança do Senhor, e a família que serve a Deus junta é inabalável.
ତୁମି ନିଜାର୍ ଉବା ଆର୍ ଆୟାକେ ମାୟିନ୍ କଃରା; ତଃବେ ତୁମର୍ ମାପୁର୍ ଇସ୍ୱର୍ ତୁମିକ୍ ଜୁୟି ଦେସ୍ ଦଃୟ୍ଦ୍, ସେ ଦେସେ ତୁମି ବୁତେକ୍ ଦିନ୍ ହଃତେକ୍ ବାଚୁ ହାରାସ୍,
ତୁମିମଃନ୍କେ ଜଃଗ୍ରାତ୍ ରଃୟ୍ ବିସ୍ୱାସେ ତିର୍ ଅୟ୍ରିଆ, ସାସ୍ ଦଃରି ବଃଳ୍ ହାଉଆ ।
ସେ ଉଟି ତାର୍ ଉବାସିର୍ ହାକ୍ ଗଃଲା, ମଃତର୍ ସେ ଦୁରିକ୍ ରିଲା ବଃଳ୍ ତାର୍ ଉବାସି ତାକ୍ ଦଃକି ଦଃୟା ଦଃକାୟ୍ଲା, ଆର୍ ଦଃବ୍ଳିଜାୟ୍ ତାକେ ହଃଟଳି କଃରି ଲଃବଦେ ଚୁମ୍ଲା । ହୟିସି ତାକ୍ କୟ୍ଲା, ‘ଉବା, ସଃର୍ଗାର୍ ମାପୁରାର୍ ବିରୁଦେ ଆର୍ ତର୍ ବିରୁଦେ ମୁୟ୍ଁ ହାହ୍ କଃରିଆଚି, ଅଃବେ ଆର୍ ତର୍ ହଅ ବଃଲି କଃଉଆୟ୍ ଅଃଉତାର୍ ମୁଁୟ୍ ଜୟ୍ଗ୍ ନାୟ୍ ।’ ମଃତର୍ ଉବାସି ତାର୍ ଗତିଦଃଙ୍ଗ୍ଳାମଃନ୍କ୍ କୟ୍ଲା, ସଃବ୍କେ ନିକ ବଃସ୍ତର୍ ବେଗି ଆଣି ଆକ୍ ହିନ୍ଦାଉଆ, ତାର୍ ଆତେ ହାଜେର୍ ଆର୍ ତାର୍ ହାଦେ ହାଣ୍ଡାୟ୍ ହିନ୍ଦାଉଆ । ଆରେକ୍ ଗଟେକ୍ ଦୁମା ମେଣ୍ଡା ମାରା; ଆସା ଅଃମିମଃନ୍ ବଜି କଃରି ସଃର୍ଦା କଃରୁଆଁ ।