Espírito
O espírito humano é a parte mais profunda do nosso ser — onde Deus habita, onde a fé se ancora e de onde brota a verdadeira adoração. A Bíblia nos chama a viver pelo Espírito.
A natureza do espírito
O espírito está pronto, mas a carne é fraca. A batalha entre carne e espírito é constante e exige vigilância.
ତୁମିମଃନ୍ ହାନ୍ଦାୟ୍ ଜଃନ୍କଃରି ନଃହେଳାସ୍, ଇତାର୍ ଗିନେ ଜାଗି ରଃୟ୍ ପାର୍ତ୍ନା କଃରା; ତୁମାର୍ ଆତ୍ମାର୍ ଇଚା ସଃତ୍, ମଃତର୍ ଗଃଗାଳ୍ ଦୁର୍ବୁଳ୍ ।"
"ଜୁୟି ଲକ୍ମଃନ୍ ଇସ୍ୱରାର୍ ଆତ୍ମା ଉହ୍ରେ ବଃର୍ସା କଃର୍ତି, ସେମଃନାର୍ ବାୟ୍ଗ୍;
କାୟିତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ସେମଃନ୍କାର !
କାୟିତାକ୍ବଃଲେକ୍ ଗଃଗାଳାର୍ ଇଚା ପବିତ୍ର ଆତ୍ମାର୍ ବିରଦ୍ ସେରଃକମ୍ ପବିତ୍ର ଆତ୍ମାର୍ ଇଚା ଗଃଗାଳାର୍ ଇଚାର୍ ବିରଦି ବଃଲେକ୍ ଇ ଜଳେକ୍ ନିଜାର୍ ନିଜାର୍ ସଃତ୍ରୁ, ତଃବେ ତୁମିମଃନ୍ ଜାୟ୍ଜାୟ୍ରି ଇଚା କଃରାସ୍, ସେସଃବୁ କଃରୁ ନଃହାରାସ୍ ।
ମର୍ ମଃନ୍ ଇରି ପବିତ୍ର ଆତ୍ମା ତଃୟ୍ହୁଣି ଚାଲ୍ଚାଲ୍ତି କଃରା, ସେନ୍ ଅୟିଲେକ୍ ତୁମିମଃନ୍ ଗଃଗାଳାର୍ ଇଚା ହୁରୁଣ୍ ନଃକେରାସ୍ ?
ମଃତର୍ ଆତ୍ମାର୍ ହଳ୍ ଲାଡ୍, ସଃର୍ଦା, ସୁସ୍ତା, ଦୁକ୍ସଃମ୍ବାଳାତା, ଲକାର୍ ଦଃୟା କଃର୍ତାର୍, ଦଃର୍ମି, ସଃତେ ରେତାର୍, ସୁସାର୍ ଆର୍ ନିଜ୍କେ ସଃମ୍ବାଳ୍ତାର୍ ଇ ସଃବୁ ବିରୁଦେ କାୟିହେଁ ମସାର୍ ବିଦି ନାୟ୍ ।
ଜଦି ଅଃମିମଃନ୍ ପବିତ୍ର ଆତ୍ମା ତଃୟ୍ହୁଣି ଜିବନ୍ ହାୟ୍ଆଚୁ, ତଃବେ ପବିତ୍ର ଆତ୍ମା ଜିବନ୍କେ ହେଁ ଚାଲାଅ ।
କାୟିତାକ୍ବଃଲେକ୍ ଗଃଗାଳାର୍ ବାବ୍ନା ମଃର୍ନ୍ ଦଃୟ୍ଦ୍, ମଃତର୍ ଆତ୍ମାର୍ ଗୁଣ୍ ଜିବନ୍ ଆର୍ ସୁସ୍ତାର୍ ।
O Espírito de Deus em nós
Vosso corpo é templo do Espírito Santo. Deus fortalece com poder no homem interior pelo seu Espírito.
ତୁମିମଃନ୍କାର୍ ଗଃଗାଳ୍ ଜେ ଇସ୍ୱରାର୍ ତଃୟ୍ ହୁଣି ହାୟ୍ଲା ତୁମିମଃନ୍କାର୍ ବିତ୍ରେ ବାସାକଃର୍ତା ପବିତ୍ର ଆତ୍ମାର୍ ମନ୍ଦିର୍, ଇରି କାୟି ନଃଜାଣାସ୍ ? ଆର୍ ତୁମିମଃନ୍ ନିଜେ ନିଜାର୍ ନାୟ୍, ମଃତର୍ ଇସ୍ୱରାର୍ । କାୟିତାକ୍ବଃଲେକ୍ ତୁମିମଃନ୍ ବଃଡେ ମଲେ ଗେନ୍ଲାର୍; ଇତାର୍ ଗିନେ ତୁମିମଃନ୍କାର୍ ଗଃଗାଳ୍ ଇସ୍ୱରାର୍ ଜଃଜ୍ମାନ୍ ଗିନେ ବେବାର୍ କଃରା ।
ମଃତର୍ ଜେ ମାପୁର୍ ସଃଙ୍ଗ୍ ମିସେଦ୍, ସେ ତାର୍ସଃଙ୍ଗ୍ ଆତ୍ମାୟ୍ ଗଟେକ୍ ଅୟ୍ଦ୍ ।
ମାନାୟ୍ର୍ କଃତାମଃନ୍ ମାନାୟ୍ର୍ ବିତ୍ରେ ରିଲା ଆତ୍ମା ଜାଣେଦ୍ । ସେରଃକମ୍ ଇସ୍ୱରାର୍ କଃତାମଃନ୍ ଇସ୍ୱରାର୍ ଆତ୍ମାକେ ଚାଡି ଆରେକ୍ କେହେଁ ନଃଜାଣେ ।
ତଃବେ କଃର୍ତାର୍ କାୟିରି ? ମୁୟ୍ଁ ମର୍ ଆତ୍ମା ତଃୟ୍ ପାର୍ତ୍ନା କଃରିନ୍ଦ୍; ଆରେକ୍ ବୁଦିର୍ ସଃଙ୍ଗ୍ ପାର୍ତ୍ନା କଃରିନ୍ଦ୍, ମର୍ ଆତ୍ମାୟ୍ ମାପୁରାର୍ ଗିତ୍ କୟ୍ଦ୍, ଆରେକ୍ ବୁଦିର୍ ସଃଙ୍ଗ୍ ହେଁ ମାପୁରାର୍ ଗିତ୍ କୟ୍ଦ୍ ।
ଜଃନ୍କଃରି ସେ ନିଜାର୍ ଜଃଜ୍ମାନାର୍ ଦଃନ୍ ହର୍ ନିଜାର୍ ଆତ୍ମାର୍ ଦଃୟି ତୁମିମଃନ୍କେ ଆତ୍ମାର୍ ଜିବନ୍ ସଃକ୍ତି ହାୟ୍ଁ ବପୁକାରି ଅଃଉଁକେ ଦଃୟ୍ଦ୍ । ମୁୟ୍ଁ ପାର୍ତ୍ନା କଃରୁଲେ ଜଃନ୍କଃରି ତୁମିମଃନାର୍ ବିସ୍ୱାସ୍ ବଃଳେ କ୍ରିସ୍ଟ ତୁମିମଃନାର୍ ମଃନ୍ବିତ୍ରେ ବାସା କଃରେଦ୍ । ମୁୟ୍ଁ ପାର୍ତ୍ନା କଃରୁଲେ, ଜଃନ୍କଃରି ତମାର୍ ମୁଳ୍ ଲାଡେ ତାହୁନ୍ ଅୟ୍ଦ୍ ଆର୍ ଅଃଟୁଆ ଅୟ୍ଦ୍ ।
ଜଃନ୍କଃରି ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ଇସ୍ୱର୍ ଜଃଜ୍ମାନାର୍ ଉବା, ବିସୟେ ହୁରା ଗିଆନ୍ ହାଉଁକେ ତୁମିମଃନାର୍ ଗିଆନ୍ ଦେଉଁକେ ଆତ୍ମାକେ ଦଃୟ୍ଦ୍, ତଃନ୍ ଅଲେ ତାକେ ସଃବୁଲକ୍ ଜାଣାସ୍ ।
କାୟିତାକ୍ବଃଲେକ୍ ଇସ୍ୱର୍ ଦିଲା ସେ ଆତ୍ମା ତୁମିମଃନ୍କେ ଗତି ତଃୟ୍ ହୁଣି ମୁକ୍ତି କଃରିଆଚେ, ତୁମି ଆରେକ୍ ଡିର୍ତା ଲଳାନାୟ୍ । ମଃତର୍ ପବିତ୍ର ଆତ୍ମା ତୁମିମଃନ୍କେ ଇସ୍ୱରାର୍ ହିଲା ଅଃଉତାର୍ ଅଃଦିକାର୍ ଦଃୟି ଆଚେ । ସେତାର୍ ଗିନେ ଅଃମି ଅଃବେ ଇସ୍ୱର୍କେ "ଉବା" ବଃଲି କଃଉଁଲୁ । ଅଃମିମଃନ୍ ଇସ୍ୱରାର୍ ହୟିସି ବଃଲି ସେ ଆତ୍ମା ନିଜେ ଅଃମିମଃନାର୍ ଆତ୍ମା ସଃଙ୍ଗ୍ ସାକି ଦେଉଁଲି ।
ଅଃମିମଃନ୍ ଇସ୍ୱରାର୍ ହୟିସି ବଃଲି ସେ ଆତ୍ମା ନିଜେ ଅଃମିମଃନାର୍ ଆତ୍ମା ସଃଙ୍ଗ୍ ସାକି ଦେଉଁଲି ।
କାୟିତାକ୍ବଃଲେକ୍ ଇସ୍ୱର୍ ଦିଲା ସେ ଆତ୍ମା ତୁମିମଃନ୍କେ ଗତି ତଃୟ୍ ହୁଣି ମୁକ୍ତି କଃରିଆଚେ, ତୁମି ଆରେକ୍ ଡିର୍ତା ଲଳାନାୟ୍ । ମଃତର୍ ପବିତ୍ର ଆତ୍ମା ତୁମିମଃନ୍କେ ଇସ୍ୱରାର୍ ହିଲା ଅଃଉତାର୍ ଅଃଦିକାର୍ ଦଃୟି ଆଚେ । ସେତାର୍ ଗିନେ ଅଃମି ଅଃବେ ଇସ୍ୱର୍କେ "ଉବା" ବଃଲି କଃଉଁଲୁ ।
ମଃତର୍ ଜଦି କ୍ରିସ୍ଟ ତୁମିମଃନାର୍ ତଃୟ୍ ବାସାକଃରୁଲା, ତୁମାର୍ ଗଃଗାଳ୍ ହାହେ ନଃସ୍ଟ୍ ଅଃଉଁକେ ଜାତି ରିଲେକ୍, ପବିତ୍ର ଆତ୍ମା ତୁମିକେ ଜିବନ୍ ଦଃୟ୍ଦ୍, ବଃଲେକ୍ ଇସ୍ୱରାର୍ ଆକାୟ୍ ତୁମିମଃନ୍ ଦଃର୍ମିବଃଲି ଗଃଣ୍ତି ଅୟି ଆଚାସ୍ ।
ସେତାକ୍ ଜଃତେକ୍ ଲକ୍ ଇସ୍ୱରାର୍ ଆତ୍ମାୟ୍ ଚାଲ୍ତି ସେମଃନ୍ ଇସ୍ୱରାର୍ ହିଲାମଃନ୍ ।
ଆର୍ ସେ ହଃର୍କାରେ ଆତ୍ମା ହେଁ ଅଃମିମଃନାର୍ ଦୁର୍ବୁଳେ ଉହ୍କାର୍ କଃରେଦ୍, କାୟିତାକ୍ବଃଲେକ୍ କାୟିରି ପାର୍ତ୍ନା କଃର୍ତା ଲଳା, ସେରି ଅଃମିମଃନ୍ ନଃଜାଣୁ, ସେତାର୍ଗିନେ ଆତ୍ମା ନିଜେ କୟ୍ ନଃଉତା ବାସାୟ୍ ଅଃମାର୍ ଗିନେ ସଃବୁବଃଳ୍ ଗଃଉଆରି କଃରେଦ୍ ।
ଅଃଳ୍ସିଆ ନଃୟ୍ ମାପୁରାର୍ କାମେ କଃବାଳି ଅଃଉଆ, ଆତ୍ମାୟ୍ ହୁରୁଣ୍ ଅଃଉଆ; ମଃନ୍ ହଃରାଣେ ମାପୁରାର୍ ସେବା କଃରା ।
ସଃବୁ ବଃର୍ସାର୍ ଇସ୍ୱର୍ ତୁମିମଃନାର୍ ବିସ୍ୱାସ୍ ଗିନେ ତୁମିମଃନ୍କେ ସଃର୍ଦା ଆର୍ ସୁସ୍ତାୟ୍ ହୁର୍ନ୍ କଃର୍ । ପବିତ୍ର ଆତ୍ମାର୍ ସଃକ୍ତିୟେ ତୁମିମଃନାର୍ ବଃର୍ସା ବୁତେକ୍ ଅଃଉଅ ।
Vida no Espírito
Deus é Espírito e importa que os que o adoram o adorem em espírito e em verdade. O Espírito vivifica e transforma.
ଇସ୍ୱର୍ ଆତ୍ମା । ଆର୍ ଜୁୟି ଲକ୍ମଃନ୍ ଇସ୍ୱରାର୍ ସେବା କଃର୍ତି, ସେମଃନ୍ ସଃତ୍ ଆର୍ ଆତ୍ମାୟ୍ ହୁର୍ନ୍ ଅୟି ହୁଜା କଃର୍ତା ବିଦି ।"
ମଃତର୍ ଜୁୟି ଦିନ୍ ସଃତ୍ ସେବାକଃର୍ତା ଲକ୍ମଃନ୍ ଆତ୍ମାୟ୍ ଆର୍ ସଃତ୍ୟା କଃରି ଉବାର୍ ହୁଜା କଃର୍ତି, ସେନ୍କାର୍ ଦିନ୍ ଆସୁଲି, ଆରେକ୍, ଅଃବେ ହେଁ ଆୟ୍ଲିନି, କାୟିତାକ୍ବଃଲେକ୍ ଉବା ଅଃନ୍କାର୍ ହୁଜାକଃର୍ତା ଲକ୍ମଃନ୍କେ ମଃନ୍ କଃରେଦ୍ । ଇସ୍ୱର୍ ଆତ୍ମା । ଆର୍ ଜୁୟି ଲକ୍ମଃନ୍ ଇସ୍ୱରାର୍ ସେବା କଃର୍ତି, ସେମଃନ୍ ସଃତ୍ ଆର୍ ଆତ୍ମାୟ୍ ହୁର୍ନ୍ ଅୟି ହୁଜା କଃର୍ତା ବିଦି ।"
ମଃତର୍ ଅଃମିମଃନ୍ ସଃବୁ ଲକ୍ ଅଡ୍ଣା ଡାହି ନଃଉତା ମୁଏଁ ଅଃବେ ତଃରାସ୍ ହାୟ୍ଁ ଦଃର୍ହାଣେ ଦଃକ୍ଲା ହର୍ ମାପୁରାର୍ ଜଃଜ୍ମାନ୍ ଦଃକି ଦଃକି ଜଃଜ୍ମାନ୍ ଅବୁସ୍ତାୟ୍ ହୁଣି ଅଃଦିକ୍ ଜଃଜ୍ମାନ୍ ହାୟ୍ଁ ତାର୍ ସେ ମୁର୍ତି ଅୟି ବାଦ୍ଲି ଆଚୁ । ଜୁୟ୍ତାର୍ ଗିନେ ମାପୁର୍ ଜେ କି ଆତ୍ମା, ତାର୍ ତଃୟ୍ହୁଣି ଇ ସଃବୁ ଅଃଉଁଲି ।
ତଃବେ, ଏ ଲାଡାର୍ମଃନ୍, ଇ ସଃବୁ ସଃୟ୍ତ୍ ଅଃମିକ୍ ସଃୟ୍ତ୍ କଃରା ଅୟିଆଚେ, ଗଃଗାଳ୍ ଆର୍ ଆତ୍ମାର୍ ସଃବୁ ବିଟାଳ୍ ତଃୟ୍ହୁଣି ଅଃହ୍ଣା ଅଃହ୍ଣାକ୍ ନିର୍ମୁଳ୍ କଃରୁଆଁ, ଆରେକ୍ ଇସ୍ୱର୍କେ ଡିରିକଃରି ପବିତ୍ର ତଃୟ୍ ସିଦ୍ ଅଃଉଁଆ ।
କାୟିତାକ୍ବଃଲେକ୍ ଇସ୍ୱର୍ ଅଃମିକ୍ ଡିର୍ତା ଆତ୍ମା ନଃଦ୍ୟ୍, ମଃତର୍ ସଃକ୍ତି, ଲାଡ୍ ଆର୍ ନିକ ବୁଦିର୍ ଆତ୍ମା ଦଃୟି ଆଚେ ।
କାୟିତାକ୍ବଃଲେକ୍ ଇସ୍ୱର୍ ଅଃମିକ୍ ଡିର୍ତା ଆତ୍ମା ନଃଦ୍ୟ୍, ମଃତର୍ ସଃକ୍ତି, ଲାଡ୍ ଆର୍ ନିକ ବୁଦିର୍ ଆତ୍ମା ଦଃୟି ଆଚେ ।
କାୟିତାକ୍ବଃଲେକ୍ ମୁୟ୍ଁ ଜାଣି, ତୁମିମଃନାର୍ ପାର୍ତନା ଆର୍ ଜିସୁ କ୍ରିସ୍ଟର୍ ଆତ୍ମାର୍ ଉହ୍କାରେ ଇ ସଃବୁ ମର୍ ମୁକ୍ତିର୍ ହାଁୟ୍ ନିକ ଅୟ୍ଦ୍ ।
ମାପୁର୍ ଜିସୁ କ୍ରିସ୍ଟର୍ ଦଃୟା ତୁମିମଃନାର୍ ସଃବ୍କାର୍ ଆତ୍ମାର୍ ସଃଙ୍ଗ୍ ରେଉଅ ।
Promessas do Espírito
Derramarei o meu Espírito sobre toda a carne. O Espírito revela, guia e capacita os filhos de Deus.
ମର୍ବାଟ୍କେ ବାଉଳା ; ଦଃକା ମୁୟ୍ ତୁମିମଃନାର୍ ଉହ୍ରେ ମର ଆତ୍ମା ଡାଳି ଦଃୟିନ୍ଦ୍, ମୁୟ୍ ମର୍ ବାକ୍ୟ ସଃବୁ ତୁମିମଃନ୍କେ ଜାଣାୟିନ୍ଦ୍।
ଗଟେକ୍ ମାନାୟ୍ ଜୁୟ୍ରି କଃରେଦ୍ ସେରି ଟିକ୍ ବଃଲି ବାବେଦ୍; ମଃତର୍ ଇସ୍ୱର୍ ଅଃମିକେ ବିଚାର୍ କଃରେଦ୍।
ଅଃକାର୍ ଗୁଣ୍ ନାସ୍ଅଃଉତାର୍ ଆଗ୍ତୁ ଗଃର୍ବ୍ ଆର୍ ଗଃର୍ବି ମଃନ୍ ମୁୟେଁ ରଃୟିଦ୍।
ଅଃକାରି ମଃନ୍କାର୍ ସଃଙ୍ଗ୍ ମିସି ଚରିକଃଲା ବାଟାକଃର୍ତା ଟାଣୁ ଗଃରିବ୍ ଲକାର୍ ସଃଙ୍ଗ୍ ସିଦ୍ବାବେ ସଃଙ୍ଗ୍ ରେତାର୍ ବଃଲ୍।
ଜେ ରିସାନୟ୍ , ସେ ସଃକ୍ତିମାନାର୍ ତଃୟ୍ହୁଣି ବଃଡ୍, ଆରେକ୍ ମଃନ୍କେ ସାନ୍ତି ରଃକେଦ୍ ସେ ନିଜାର୍ ଜିତ୍ଲା ଲକାର୍ ତଃୟ୍ହୁଣି ବଃଡ୍।
ମାନାୟ୍ର୍ ଆତ୍ମା ଇସ୍ୱରାର୍ କୁପି, ସେରି ମଃନ୍ବିତ୍ରେରିଲା ସଃବୁ ବିସୟ୍ ଦଃକେଦ୍।
ମାରୁ ଇସ୍ୱରାର୍ ଆତ୍ମା ମର୍ ଉହ୍ରେ ଆସ୍ଲି; କାୟିତାକ୍ବଃଲେକ୍ ଇନସ୍ତା ଲକ୍ମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରୁକେ ଇସ୍ୱର୍ ମକେ ଅବିସେକ୍ କଃରି ଆଚେ; ସେମଃନ୍ ବାଙ୍ଗିଜାୟିରିଲା ଲକ୍ମଃନାର୍ ଗାଉ ବାନ୍ଦୁକେ, କଃୟ୍ଦି ଲକମଃନ୍କେ ମୁକ୍ତି ଆର୍ ବନ୍ଦି ଲକ୍ମଃନ୍କେ ବନ୍ଦି ତଃୟ୍ ହୁଣି ମୁକ୍ଳାଉଁକେ ପର୍ଚାର୍ କଃରୁକେ;
Cuidar do espírito
Cria em mim um coração puro e renova dentro de mim um espírito reto. O espírito quebrantado Deus não rejeita.
କାୟିତାକ୍ବଃଲେକ୍ ଇସ୍ୱରାର୍ କଃତା ଜିବନ୍ ଆର୍ କାମ୍ ହୁରା କଃର୍ତାର୍, ଆରେକ୍ ଦୁୟ୍ବାଟ୍ ଦାର୍ ରେତା କଃଣ୍ଡା ତଃୟ୍ହୁଣି ଅଃଦିକ୍ ଲାଗୁଣ୍, ଆର୍ ଜିବନ୍ ଆର୍ ଆତ୍ମା, ଗଃଟି ଆର୍ ଆଡ୍ ବିତ୍ରେ ରିଲା ସୁଇଁ ହଃତେକ୍ ବେଦି ଜାୟ୍ଦ୍ ଆରେକ୍ ମଃନାର୍ ଚିତା ଆର୍ ବାବାର୍ ନିକ ବିଚାର୍ କଃରେଦ୍ ।
କାୟିତାକ୍ବଃଲେକ୍ ଆତ୍ମା ନୟ୍ଲେକ୍ ଗଃଗାଳ୍ ଜେ ମଃଲାର୍, ସେରଃକମ୍ କାମ୍ ନୟ୍ଲା ବିସ୍ୱାସ୍ ହେଁ ମଃଲାର୍ ।
ଏ ଲାଡାର୍ ବାୟ୍ମଃନ୍ ସଃବୁ ଆତ୍ମାକେ ବିସ୍ୱାସ୍ କଃରାନାୟ୍ ମଃତର୍ ଆତ୍ମାମଃନ୍ ଇସ୍ୱରାର୍ ତଃୟ୍ହୁଣି ଆସି ଆଚ୍ତି କି ନାୟ୍ ଇରି ସେମଃନ୍କେ ପରିକ୍ୟା କଃରି ଦଃକା କାୟିତାକ୍ବଃଲେକ୍ ଜଃଗତେ ଅଃନେକ୍ ମିଚ୍ ବାବ୍ବାଦି ବାରାୟ୍ ଆଚ୍ତି ।
ଅଃମିମଃନ୍ ଜେ, ତାର୍ ତୟ୍ ଆଚୁ ଆର୍ ସେ ଅଃମାର୍ ତଃୟ୍ ଆଚେ, ଇରି ଅଃମିମଃନ୍ ଜାଣୁଲୁ, କାୟିତାକ୍ବଃଲେକ୍ ଇସ୍ୱରାର୍ ଅଃମିମଃନ୍କେ ଅଃହ୍ଣାର୍ ପବିତ୍ର ଆତ୍ମାକେ ଦିଲା ଆଚେ ।
ଇତାକ୍ ତୁମିମଃନ୍ କଃରାପ୍ ଅୟିଲେକ୍ ହେଁ, ଜଃବେ ଅଃହ୍ଣା ଅଃହ୍ଣାର୍ ହିଲାମଃନ୍କେ ନିକ ନିକ ଦାନ୍ ଦେଉଁକେ ଜାଣାସ୍, ତଃବେ ଜୁୟି ଉବା ସଃର୍ଗେହୁଣି ଦାନ୍ କଃରେଦ୍, ସେ ତାର୍ ଚଃମେ ମାଗ୍ତା ଲକ୍ମଃନ୍କେ କଃତେକ୍ ଅଃଦିକ୍ ପବିତ୍ର ଆତ୍ମା ନଃଦେୟ୍ ।"
ଆର୍ ଜୟ୍ ହର୍ ଜିବ୍ମଃନ୍ ସେମଃନ୍କେ ଦଃକାୟ୍ ଅୟ୍ଲି, ଆର୍ ଗଟେକ୍ ଗଟେକ୍ ଲକେ ସେମଃନାର୍ ସଃବ୍କାର୍ ଉହ୍ରେ ଉତୁର୍ଲି । ସେତାକ୍ ସଃବୁ ଲକ୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅୟ୍ଲାୟ୍ ଆରେକ୍ ଆତ୍ମା ସେମ୍ନଃକେ ଜଃନ୍କଃରି କଃଉଁକେ ଦିଲି, ସେନ୍କଃରି ସେମଃନ୍ ବିନ୍ ବିନ୍ ବାସାୟ୍ କଃତା କାଉଁକେ ଦଃର୍ଲାୟ୍ ।
ଆରୁମେ ଇସ୍ୱର୍ ସଃର୍ଗ୍ ଆର୍ ହୁର୍ତିବି ଉବ୍ଜାଣ୍ କଃଲା। ହୁର୍ତିବିୟେ ଲକ୍ ନଃରିଲାୟ୍, ଆର୍ କାୟିରି ହେଁ ନଃରିଲି, ଆରେକ୍ ଗବିର୍ ହାଣି ଉହ୍ରେ ଅଃନ୍ଦାର୍ ରିଲି; ଇସ୍ୱରାର୍ ଆତ୍ମା ହାଣି ଉହ୍ରେ ବୁଲ୍ତି ରିଲି।
ସେ ସଃମୟେ ରୁହାର୍ ମାଳି କଃଣ୍ଡ୍ କଃଣ୍ଡ୍ ଅୟିଦ୍, ସନାର୍ କପା ବାଙ୍ଗି ଜାୟିଦ୍, ମାଟିର୍ କପା ହାଣିଜାତା ଚଃମେ ଗୁଣ୍ଡ୍ ଅୟିଦ୍ ଆର୍ କୁୟାଁର୍ ଚକ୍ ବାଙ୍ଗିଜାୟିଦ୍; ଆରେକ୍, ଦୁଳି ଆଗାର୍ ହର୍ ମାଟିୟେ ମିସି ଜାୟିଦ୍, ଆର୍ ଆତ୍ମା ମାପୁରାର୍ ଟାଣେ ବାଉଳି ଜାୟିଦ୍।
ସଃବ୍କେ ବଃଡ୍ ମାପୁର୍ ମକେ ଜୁଣ୍ ଜୁଣ୍ ଚିନା ଆର୍ କାବା ଅଃଉତା କାମ୍ କଃରିଆଚେ, ସେରି ସଃବୁ ସୁଣା। ତାର୍ ଚିନା ସଃବୁ କଃନ୍କଃରି ବଃଡ୍ ଆର୍ ତାର୍ କାବାଅଃଉତା କାମ୍ ସଃବୁ ସଃକ୍ତିର୍ କାମ୍। ତାର୍ ରାଇଜ୍ ଆର୍ ତାର୍ ସାସନ୍ ଜୁଗ୍ଜୁଗ୍ ହଃତେକ୍ ରଃୟ୍ଦ୍।