Filho do homem
Filho do Homem é o título que Jesus mais usou para si mesmo. Ele conecta sua humanidade plena com a visão profética de Daniel sobre o Messias glorioso que receberá domínio eterno.
A profecia de Daniel
Daniel viu alguém como o Filho do Homem vindo com as nuvens do céu. Foi-lhe dado domínio, glória e reino eterno.
ମୁଇ ରାତିର୍ ସପନ୍ ଲଗେ ଦେକ୍ଲି, ଆକାସର୍ ମେଗେ ଅନି ଗଟେକ୍ ଲକ୍ ଉତ୍ରି ଆଇବାଟା ଦେକ୍ଲି ସେ ନର୍ ପିଲା ପାରା ଡିସ୍ତେ ରଇଲା; ସେ ବେସି ଦିନର୍ ଗଟେକ୍ ଡକ୍ରା ଲକର୍ ଲଗେ ଗାଲାକେ, ସେମନ୍ ତାକେ ତାର୍ ଲଗେ ଆନ୍ଲାଇ ।
ଆରି, ସର୍ତେ କୁଲ୍, ଦେସର୍ ଲକ୍ ଆରି ବିନ୍ବିନ୍ ବାସାର୍ ଲକ୍ ଜେନ୍ତାର୍ କି ତାର୍ ସେବା କର୍ବାଇ, ସେଟାର୍ ପାଇ ତାକେ ସାସନ୍, ମଇମା ଆରି ରାଇଜ ଦିଆ ଅଇଲା; ତାର୍ ସାସନ୍ ସାରାସାରି ଜାକ କର୍ସି, ସେଟା ନ ସାରେ, ଆରିତାର୍ ରାଇଜ୍ ନସ୍ଟ ନଅଏ ।
ତାର୍ ମଜାଇ ନର୍ ପାରା ଡିସ୍ତେରଇବା ଗଟେକ୍ ଲକ୍କେ ଦେକ୍ଲି । ତାର୍ ପାଦ୍ଜାକ ଅଇବା ଗଟେକ୍ ଡେଙ୍ଗ୍ ଲୁଗା ପିନ୍ଦିରଇଲା । ତାର୍ ବୁକ୍ତଲେ ଗଟେକ୍ ସୁନାର୍ ବେଲ୍ଟୁ ବାନ୍ଦି ରଇଲା ।
ପସଲ୍ ପାଚ୍ଲା
ତାର୍ପଚେ ମୁଇ ଦେକ୍ଲି, ଏଦେ ଦେକା ! ଗଟେକ୍ ଦବ୍ ବାଦଲ୍ ଡିସ୍ଲା । ଆରି ଗଟେକ୍ ନର୍ପାରା ଡିସ୍ବା ବାଦଲ୍ ଉପ୍ରେ ବସିରଇଲା । ତାର୍ ମୁଣ୍ଡେ ସୁନାର୍ ମୁକୁଟ୍ ଆରି ଆତେ ଗଟେକ୍ ଗଜିଆ ଇଲା ଦାରିରଇଲା ।
ତିପାନ୍ କଇଲା, "ଏଦେ ଦେକା ! ସରଗ୍ ଉଗାଡି ଅଇବାଟା ଆରି ନର୍ପିଲା ପର୍ମେସରର୍ ଉଜାବାଟେ ଟିଆ ଅଇରଇବାଟା ଦେକ୍ଲିନି ।"
Jesus, o Filho do Homem
O Filho do Homem veio buscar e salvar o que se havia perdido. Ele tem autoridade para perdoar pecados e julgar.
କାଇକେ ବଇଲେ ବାଟ୍ ବାନା ଅଇଲା ଲକ୍ମନ୍କେ କଜି ରକିଆ କର୍ବାକେ ନର୍ପିଲା ମୁଇ ଆଇଲିଆଚି ।
ଜିସୁ କଇଲା, "ଜନ୍ ଲକ୍ ନିକ ବିଅନ୍ ବୁନ୍ଲା, ସେ ନର୍ପିଲା ମୁଇ ।
"ଜୁନସ୍ ଜେନ୍ତି ମାଚ୍ ପେଟେ ତିନ୍ ଦିନ୍ ତିନ୍ ରାତି ରଇଲା, ସେନ୍ତି ନର୍ପିଲା ମୁଇ ମିସା ମାଟି ତଲେ ତିନ୍ ଦିନ୍ ତିନ୍ ରାତି କାଟାଇବି ।
ସିସ୍ମନ୍ ଗାଲିଲିତେଇ ରୁଣ୍ଡ୍ଲା ପଚେ ଜିସୁ ସେମନ୍କେ କଇଲା, "ନର୍ପିଲା ମୁଇ ଲକ୍ମନ୍କେ ସର୍ପି ଅଇବାର୍ ଗାଲିନି ।
ତମେ ମିସା ସବୁବେଲେ ଜାଗ୍ରତ୍ ରଇକରି ତିଆର୍ ଅଇ ରୁଆ । କାଇକେ ବଇଲେ ତମେ ଜାଗି ନ ରଇଲା ବେଲେସେ ନର୍ପିଲା ମୁଇ ଉଟିଆଇବି ।
ସାରାସାରିର୍ ବିଚାର୍
ଜେଡେବେଲା ନର୍ପିଲା ମୁଇ ରାଜାଅଇ ମର୍ ସରଗର୍ ଦୁତ୍ମନର୍ ସଙ୍ଗ୍ ଆଇବି, ଆରି ମର୍ ଡାକ୍ପୁଟା ବସ୍ବା ଜାଗାଇ ବସ୍ବି,
କାଇକେବଇଲେ ସେ ତାର୍ ସିସ୍ମନ୍କେ ସିକାଇ ଦେବାକେ ମନ୍ କର୍ତେରଇଲା । ଜିସୁ ତାର୍ ସିସ୍ମନ୍କେ କଇଲା, "ସତ୍ ପର୍ମେସରର୍ ଟାନେଅନି ଆସିରଇବା ନର୍ପିଲା ମକେ, ଲକ୍ମନର୍ ଆତେ ସର୍ପି ଦେବାଇ ଆରି ସେମନ୍ ମକେ ମରାଇଦେବାଇ । ମାତର୍ ମୁଇ ମରିକରି ତିନ୍ଦିନ୍ ଗାଲାପଚେ ଆରି ତରେକ୍ ମଲାଟାନେଅନି ଜିବନ୍ ଅଇ ଉଟ୍ବି ।"
କାଇକେ ବଇଲେ ପର୍ମେସର୍ଟାନେଅନି ଆସିରଇବା ନର୍ପିଲା ମୁଇ, ବିନ୍ ଲକ୍ମନର୍ଟାନେଅନି ମକେ ସେବା ମିଲ ବଲି ଆସି ନାଇ, ମାତର୍ ସେବା କର୍ବାକେ ଆସି ଆଚି । ଆରି ମୁଇ ଜିବନ୍ ଦେବାର୍ ଲାଗି, ବେସି ଲକ୍ ଦସି ବଲି ଏଜାଇ ନ ଅଇ, ପାପେଅନି ରକିଆ ପାଇବାଇ ।"
ମାତର୍ ପୁର୍ତିବିର୍ ସବୁ ପାପ୍ କେମା କର୍ବାକେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମର୍ ଅଦିକାର୍ଆଚେ ।" ଏଟା ତମେ ଜେନ୍ତି ଜାନିପାରାସ୍ । ଏଟାର୍ପାଇ ଜିସୁ ଚେରେଙ୍ଗ୍ବାତ୍ ଦାର୍ଲା ରଗିକେ କଇଲା, "ମୁଇ ତକେ କଇଲିନି, ଉଟ୍ ନିଜର୍ ବିଚ୍ନା ଦାରି ଗରେ ଜା ।"
ଜିସୁ ତାକେ କଇଲା, "କକପାନ୍ଦିର୍ ପାଆର୍ ଆଚେ, ଚଡଇମନ୍କେ ଗୁଡା ଆଚେ, ମାତର୍ ମାପ୍ରୁ ପାଟାଇରଇବା ନର୍ପିଲା ମକେ ବସ୍ବାକେ ନିଜର୍ ଗର୍ ନାଇ ।"
କାଇକେବଇଲେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା ମୁଇ, ବାଉଡ୍ବାଟା ତମେ ଦେକ୍ସା । ସେଟା କେନ୍ତାର୍ ବଇଲେ, ଆକାସେ ଜେନ୍ତି ଗଟେକ୍ ବାଟେଅନି ଆରି ଗଟେକ୍ ବାଟେ ବିଜ୍ଲି ମାରିକରି ଗୁଲାଇ ଆକାସ୍ ଉଜଲ୍ ଅଇସି, ସେନ୍ତାରିସେ ସବୁ ଲକ୍ମନ୍ ଦେକିଅଇସି ।
Glória e autoridade
Quando o Filho do Homem for levantado, atrairá todos a si. Ele é plenamente humano e plenamente divino.
ସେଟାର୍ପାଇଁ ସେ ସେମନ୍କେ କଇଲା, "ତମେ ନର୍ପିଲା ମକେ କୁର୍ସେ କୁଟି ମାରି ଉଟାଇଲାବେଲେ ଜାନ୍ସା, ସେ ନିଜେ ମୁଇ ସେ । ମୁଇ ନିଜର୍ ଅଦିକାରେ କାଇଟା କରି ନାପାରି, ମର୍ ବାବାର୍ ଟାନେଅନି ଜାଇଟା ସିକ୍ଲି ଆଚି, ସେଟାସେ କଇଲିନି, ସେଟା ତମେ ବୁଜ୍ସା ।
ଜିସୁ ଆରି ତରେକ୍ କଇଲା, "ମୁଇ ତକେ ସତ୍କାତା କଇଲିନି, ସରଗ୍ ଉଗାଡି ଅଇଜାଇ ନର୍ପିଲା ମର୍ ଉପ୍ରେ, ପର୍ମେସରର୍ ଦୁତ୍ମନ୍ ଚଗି ଜିବାଟା ଆରି ଉତ୍ରି ଆଇବାଟା ତମେ ଦେକ୍ସା ।"
କାଇକେ ବଇଲେ ଦରମ୍ସାସ୍ତରେ ଏନ୍ତି ଲେକାଅଇଆଚେ,
"ଏ ପର୍ମେସର୍, ମୁନୁସ୍ କେ ଜେ
ତମେ ତାର୍ପାଇ ଚିନ୍ତା କଲାସ୍ନି ?
ଆରି ମୁନୁସ୍ ଏତେକ୍ ଇନ୍ ଅଇଲେ ମିସା
ତାକେ ଜତନ୍ କଲାସ୍ନି ।