Generosidade
A generosidade é marca do caráter de Deus e vocação do cristão. Deus ama ao que dá com alegria. Quem semeia generosamente, generosamente colherá.
Dar com alegria
Deus ama ao que dá com alegria. Cada um contribua segundo propôs no coração — não com tristeza ou por necessidade.
ହଃତି ଲକ୍ ଅଃହ୍ଣାର୍ ମଃନେ ଜଃନ୍କଃରି ଲାଡ୍ କଃରିଆଚେ, ସେବାନ୍ୟା କଃର୍, ଅଃଳ୍ସିଆ ବାବେ ନାୟ୍ କି ବଃଳ୍ମାଡାର୍ ଗିନେ ନାୟ୍, କାୟିତାକ୍ବଃଲେକ୍ ଇସ୍ୱର୍ ସଃର୍ଦାମଃନେ ଦାନ୍ଦେତା ଲକ୍କେ ନିକ ହାୟ୍ଦ୍ ।
ମଃତର୍ ଇରି ସଃତ୍, ଜେ ଅଃଳକ୍ ବୁଣେଦ୍, ସେ ହେଁ ଅଃଳକ୍ କାଟେଦ୍; ଆର୍ ଜେ ବୁତେକ୍ ବୁଣେଦ୍, ସେ ହେଁ ବୁତେକ୍ କାଟେଦ୍ । ହଃତି ଲକ୍ ଅଃହ୍ଣାର୍ ମଃନେ ଜଃନ୍କଃରି ଲାଡ୍ କଃରିଆଚେ, ସେବାନ୍ୟା କଃର୍, ଅଃଳ୍ସିଆ ବାବେ ନାୟ୍ କି ବଃଳ୍ମାଡାର୍ ଗିନେ ନାୟ୍, କାୟିତାକ୍ବଃଲେକ୍ ଇସ୍ୱର୍ ସଃର୍ଦାମଃନେ ଦାନ୍ଦେତା ଲକ୍କେ ନିକ ହାୟ୍ଦ୍ । ଆର୍ ସଃବୁ କଃତାୟ୍ ସଃବୁବଃଳ୍ ହୁରାହୁରି ବାବେ ହାୟ୍ଁ ତୁମିମଃନ୍କେ ଜଃନ୍କଃରି ସଃବୁ ନିକ କାମ୍ ଗିନେ ଅଃଦିକ୍ ହୁଣି ଅଦିକ୍ତର୍ ଦାନ୍ କଃରୁ ହାରାସ୍, ଇତାର୍ ଗିନେ ଇସ୍ୱର୍ ତୁମିମଃନ୍କେ ସଃବୁ ରଃକମେ ଦଃୟା ଗାଦେକ୍ କଃରି ଦେଉଁକ୍ ଜୟ୍ଗ୍ । ଜଃନ୍କଃରି ସାସ୍ତରେ ଲେକା ଆଚେ,
"ସେ ମେଲା ଆତେ ବାଟା କଃରିଆଚେ, ସେ ଗଃରିବ୍ମଃନ୍କେ ଦାନ୍ ଦଃୟି ଆଚେ,
ତାର୍ ଦଃର୍ମ୍କାମ୍ ଜୁଗେଜୁଗେ ରଃୟ୍ଦ୍ ।"
ଆର୍, ଜେ ମୁଞ୍ଜି ବୁଣ୍ତା ଲକ୍କେ ମୁଞ୍ଜି ଆର୍ କାଉଁକେ କାଦି ଜାଗାୟ୍ଦ୍, ସେ ବୁଣୁକ୍ ତୁମିମଃନାର୍ ଗିନେ ମୁଞ୍ଜି ଜାଗାୟ୍ ଦଃୟ୍ଦ୍ ଆର୍ ବାଡାୟ୍ଦ୍, ଆରେକ୍ ତୁମିମଃନାର୍ ଦଃର୍ମ୍କାମ୍ ଜାତ୍ ଅୟ୍ଦ୍ । ଇବାନ୍ୟା ତୁମିମଃନ୍କେ ସଃବୁ କଃତାୟ୍ ମାଜନ୍ ଅୟି ସଃବୁ ରଃକମାର୍ ଦାନ୍ କଃରୁ ହାରାସ୍, ଇତାର୍ ଗିନେ ସଃବୁ କଃତାୟ୍ ଇସ୍ୱର୍ ଦାନ୍କଃରେଦ୍ ଆର୍ ଗାଦେକ୍ ଲକ୍ ତାକେ ଦନ୍ୟବାଦ୍ ଦେତି । ବଃଲେକ୍ ଇ ଦାନ୍ ହର୍ ସେବା ଅଃବ୍କା ଇସ୍ୱରାର୍ ଲକ୍ମଃନାର୍ ଅକେଟ୍ ହୁରୁଣ୍ କଃରୁଲି, ସେରି ନାୟ୍, ମଃତର୍ ସେତାର୍ଗିନେ ଇସ୍ୱରାର୍ ଇଚାୟ୍ ହେଁ ଗାଦେକ୍ ଦନ୍ୟବାଦ୍ ଉଚ୍ଳି ଜଃଉଁଲି,
ଆର୍, ଜେ ମୁଞ୍ଜି ବୁଣ୍ତା ଲକ୍କେ ମୁଞ୍ଜି ଆର୍ କାଉଁକେ କାଦି ଜାଗାୟ୍ଦ୍, ସେ ବୁଣୁକ୍ ତୁମିମଃନାର୍ ଗିନେ ମୁଞ୍ଜି ଜାଗାୟ୍ ଦଃୟ୍ଦ୍ ଆର୍ ବାଡାୟ୍ଦ୍, ଆରେକ୍ ତୁମିମଃନାର୍ ଦଃର୍ମ୍କାମ୍ ଜାତ୍ ଅୟ୍ଦ୍ ।
ଇବାନ୍ୟା ତୁମିମଃନ୍କେ ସଃବୁ କଃତାୟ୍ ମାଜନ୍ ଅୟି ସଃବୁ ରଃକମାର୍ ଦାନ୍ କଃରୁ ହାରାସ୍, ଇତାର୍ ଗିନେ ସଃବୁ କଃତାୟ୍ ଇସ୍ୱର୍ ଦାନ୍କଃରେଦ୍ ଆର୍ ଗାଦେକ୍ ଲକ୍ ତାକେ ଦନ୍ୟବାଦ୍ ଦେତି ।
କାୟିତାକ୍ବଃଲେକ୍ ଜଦି ଦାନ୍କଃର୍ତାର୍ ମଃନ୍ବାବ୍ ରଃୟ୍ଦ୍, ତଃବେ ସେରି ଗଟେକ୍ ଲକାର୍ ନୟ୍ଲା ହଃର୍କାରେ ନିଆନାଁୟ୍, ମଃତର୍ ତାର୍ ଜାୟ୍ରି ଆଚେ, ସେ ହଃର୍କାରେ ନିଆ ଅୟ୍ଦ୍ ।
Partilhar e abençoar
Quem dá aos pobres empresta ao Senhor. A generosidade abre portas de bênção sobre quem dá e sobre quem recebe.
ଦାନ୍ ଦେତାଲକ୍ ଆସିର୍ବାଦ୍ ହାୟିଦ୍, ଆର୍ ଜେ ହାଣି ଚିଚେଦ୍ ସେ ନିଜେହେଁ ଚିଚିଅୟିଦ୍।
କଃତିଲକ୍ ଦାନ୍ ଦଃୟିକଃରି ଅଃଦିକ୍ ଦଃନ୍ ବାଡାଉତି, ଆରେକ୍ କଃତେକ୍ ଲଃବି ଅୟିହେଁ ସେମଃନ୍କାର୍ ଅବାବ୍ ଅୟିଦ୍।
ଦାନ୍ ଦେତାଲକ୍ ଆସିର୍ବାଦ୍ ହାୟିଦ୍, ଆର୍ ଜେ ହାଣି ଚିଚେଦ୍ ସେ ନିଜେହେଁ ଚିଚିଅୟିଦ୍।
ତୁମି ତୁମାର୍ ଦଃନ୍ ଆର୍ ସଃବୁ କାମାଉଣିର୍ ହଃର୍ତୁ ମଃଞ୍ଜି ଇସ୍ୱର୍କେ ଦଃୟି ମାୟିନ୍କଃରା। ତଃବାର୍ଗିନେ ହାଲାର୍ ଦଃନ୍ ବୁତେକ୍ ଅୟିଦ୍ ଆର୍ ଗୁନାର୍ ଅଙ୍ଗୁର୍ରଃସ୍ ଉଚ୍ଳି ଜାୟିଦ୍।
ଉହ୍କାର୍ କଃର୍ତା ସଃକ୍ତି ତୁମାର୍ ଆତେ ରିଲେକ୍, ଟିକ୍ ଦାନ୍ଦେତା ତଃୟ୍ ମଃନା କଃରାନାୟ୍।
ଜୁୟିଲକ୍ ଇନସ୍ତାର୍ ଡାକ୍ ନଃସୁଣେ, ସେହେଁ ଆରେକ୍ କୁଦେଦ୍, ତାର୍ ଲଳାର୍ବଃଳ୍ ହେଁ ସୁଣାନଃଜାୟି।
O ensino de Jesus
Dai e dar-se-vos-á. A quem te pedir, dá. O que fizestes a um destes mais pequeninos, a mim o fizestes.
ଦାନ୍ ଦିଆସ୍, ତଃବେ ଇସ୍ୱର୍ ତୁମିକେ ହେଁ ଦାନ୍ ଦଃୟ୍ଦ୍ ଲକ୍ମଃନ୍ ମାଣ୍କ୍ ହୁରାକଃରି ତାକ୍ ଚାହି ଜଲାୟ୍ ଉଚ୍ଳାୟ୍କଃରି ତୁମିମଃନାର୍ ଆଚଳେ ଦେତି; କାୟିତାକ୍ବଃଲେକ୍ ଜୁୟି ମାଣେ ନାହି ଦିଆସ୍, ସେ ମାଣେ ତୁମିମଃନ୍ ଆରେକ୍ ହାଉଆସ୍ ।"
ଦାନ୍ ଦିଆସ୍, ତଃବେ ଇସ୍ୱର୍ ତୁମିକେ ହେଁ ଦାନ୍ ଦଃୟ୍ଦ୍ ଲକ୍ମଃନ୍ ମାଣ୍କ୍ ହୁରାକଃରି ତାକ୍ ଚାହି ଜଲାୟ୍ ଉଚ୍ଳାୟ୍କଃରି ତୁମିମଃନାର୍ ଆଚଳେ ଦେତି; କାୟିତାକ୍ବଃଲେକ୍ ଜୁୟି ମାଣେ ନାହି ଦିଆସ୍, ସେ ମାଣେ ତୁମିମଃନ୍ ଆରେକ୍ ହାଉଆସ୍ ।"
ଜୁୟି ଲକ୍ ତୁମିକେ ମାଗେଦ୍, ତାକ୍ ଦିଆସ୍; ଆର୍ ଜେ ତୁମାର୍ ଦଃନ୍ବିତ୍ ନଃୟ୍ ଜାୟ୍ଦ୍, ତାର୍ ତଃୟ୍ହୁଣି ସେରି ଆରେକ୍ ମାଗା ନାୟ୍ ।
ଇତାକ୍ ତୁମିମଃନ୍ କଃରାପ୍ ଅୟିଲେକ୍ ହେଁ, ଜଃବେ ଅଃହ୍ଣା ଅଃହ୍ଣାର୍ ହିଲାମଃନ୍କେ ନିକ ନିକ ଦାନ୍ ଦେଉଁକେ ଜାଣାସ୍, ତଃବେ ଜୁୟି ଉବା ସଃର୍ଗେହୁଣି ଦାନ୍ କଃରେଦ୍, ସେ ତାର୍ ଚଃମେ ମାଗ୍ତା ଲକ୍ମଃନ୍କେ କଃତେକ୍ ଅଃଦିକ୍ ପବିତ୍ର ଆତ୍ମା ନଃଦେୟ୍ ।"
କେଏ ଜଦି ତୁମିକେ କାୟିରି ମାଗେଦ୍, ତାକ୍ ଦିଆସ୍; ଆର୍ କେଏ ଜଦି ତୁମାର୍ ତଃୟ୍ହୁଣି ରିଣ୍ ନେଉଁକେ ମଃନ୍ କଃରେଦ୍, ତାକ୍ ଦିଆସ୍ ।"
"ଇତାକ୍ ଦାନ୍ କଃର୍ତାବଃଳ୍ ହେଟ୍କପଟ୍ୟାମଃନାର୍ ହର୍ ଅଃହ୍ଣାର୍ ମୁଏଁ ତୁରି ହୁକା ନାୟ୍; ସେମଃନ୍ ଲକ୍ମଃନାର୍ ତଃୟ୍ହୁଣି ଜଃଜ୍ମାନ୍ ହାଉଁକ୍ ପାର୍ତ୍ନା ଗଃରେ ଆର୍ ସାୟ୍ ମଃଜାୟ୍ ସେବାନ୍ୟା କଃର୍ତି । ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସେମଃନ୍ ଅଃହ୍ଣା ଅଃହ୍ଣା କଃଲା କାମାର୍ ପୁରିସ୍କାର୍ ହାୟ୍ଲାୟ୍ ଆଚ୍ତି । ମଃତର୍ ତୁମିମଃନ୍ ଦାନ୍ କଃର୍ତାବଃଳ୍ ତୁମାର୍ କାତା ଆତ୍ କାୟି କଃରୁଲି, ସେରି ଡେବ୍ରି ଆତ୍ ନଃଜାଣ, ଜଃନ୍କଃରି ତୁମାର୍ ଇ ଦାନ୍ ଲୁକ୍ଣେ ଅୟ୍ଦ୍ ଆର୍ ତୁମାର୍ ଉବାଦି ଜେ ଲୁକ୍ଣେ ଦଃକେଦ୍, ସେ ତୁମିକେ ହଃଳ୍ ଦଃୟଃଦ୍ ।"
ସଃଡେବଃଳ୍ ରଃଜା ସେମଃନ୍କେ କୟ୍ଦ୍, ‘ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମିମଃନ୍ ଜଃଡେବଃଳ୍ ମର୍ ଇ ଇନସ୍ତା ବାୟ୍ମଃନାର୍ ବିତ୍ରେ ଗଟେକ୍ ନିଗାଳ୍ ଲକ୍କେ ଇ ସଃବୁ କଃରି ରିଲାସ୍ ବଃଲି ସେରି ସଃବୁ ତୁମିମଃନ୍ ମକେ କଃରିଆଚାସ୍ ।’"
Generosidade de Deus
Se Deus dá sabedoria generosamente a quem pede, quanto mais nos dará Ele forças e suprimento em toda necessidade?
ମଃତର୍ ତୁମିମଃନାର୍ ବିତ୍ରେ ଜଦି କାର୍ ଗ୍ୟାନ୍ ଉଣା ରଃୟ୍ଦ୍, ତଃବେ ଜୁୟି ଇସ୍ୱର୍ ଦଃସ୍ ନଃଦେରି ମେଲା ଆତେ ସଃବ୍କେ ଦାନ୍ କଃରେଦ୍, ତାର୍ ଚଃମେ ସେ ପାର୍ତ୍ନା କଃର, ତଃବେ ତାକ୍ ଦିଆ ଅୟ୍ଦ୍ ।
ଜଦି ଗଟେକ୍ ବାୟ୍ କି ବେଣିର୍ ବଃସ୍ତର୍ କି ହଃତି ଦିନାର୍ ହଃଳିବାତ୍ୟା ନଃରେୟ୍, ଆର୍ ତୁମିମଃନାର୍ ବିତ୍ରେ କେଏ ତାର୍ ଗଃଗାଳାର୍ ଗିନେ ଲଳାରିଲା କାୟିରି ହେଁ ନଃଦେୟ୍ କୟ୍ଦ୍, "ଇସ୍ୱର୍ ତକେ ଆସିର୍ବାଦ୍ କଃର, ସୁସ୍ତା ଆର୍ ମଃନ୍ହୁର୍ତି ଅୟି ସଃର୍ଦାୟ୍ ଜାଆ !" ତଃବେ ସେତିର୍ କାୟି ଲାବ୍ ? ବିସ୍ୱାସ୍ ହେଁ ସେରଃକମ୍, କାମ୍ ନୟ୍ଲା ବିସ୍ୱାସ୍ ନିଜେ ମଃଲାର୍ ।
ସେ ତାକ୍ଲା ଲକେ ସଃକ୍ତି ଦଃୟ୍ଦ୍ ଆର୍ ବଃଳ୍ନୟ୍ଲା ଲକେ ବଃଳ୍ ଜାଗାୟ୍ଦ୍।