Intimidade com Deus
A intimidade com Deus é o maior privilégio do cristão. Ele nos convida a nos aproximar, a conhecê-lo profundamente e a desfrutar de comunhão diária com o Criador do universo.
Aproximar-se de Deus
Chegai-vos a Deus e Ele se chegará a vós. Deus deseja intimidade, não religiosidade. Ele busca os que o buscam de todo coração.
ପର୍ମେସରର୍ ଲଗେ ଆସା, ତେବେ ସେ ମିସା ତମର୍ ଲଗେ ଲଗେ ରଇସି । ଏ ପାପିମନ୍, କାରାପ୍ କାମ୍କର୍ବାଟା ଚାଡିଦିଆସ୍ । ଆରି ଏ ଦୁଇବାଟେ ମନ୍କରୁମନ୍ ତମର୍ ମନ୍ ନିର୍ମଲ୍ କରା ।
ଏ ସସ୍ ଲାଗ୍ବା ଲକ୍ମନ୍, ତମେ ପାନି ଲଗେ ଆସା, ଆରି ଜାକେ ମୁଲ୍କେ ଡାବୁନାଇଁ, ସେ ଆସ; ତମେ ଆସା, ଗେନା ଆରି କାଆ; ଉଁ, ଆସା, ଡାବୁକାସୁ ନଇଁତେ ଅଙ୍ଗୁର୍ ରସ୍ ଆରି ଦୁଦ୍ ଗେନା । ନ କାଇବା ଜିନିସର୍ ପାଇଁ କାଇକେ ଡାବୁ କର୍ଚ କଲାସ୍ନି ? ଆରି ଜାଇଟା ମନ୍ ପୁରେନାଇଁ, ସେଟାର୍ପାଇଁ କାଇକେ ତମେ କସ୍ଟ ସଙ୍ଗ୍ କାମ୍ କଲାସ୍ନି? ମନ୍ଦେଇ କରି ଆମର୍ କାତା ସୁନା ଆରି ନିମାନ୍ ଜିନିସ୍ କାଆ ଆରି ଗାଗଡ୍ ଅଇବା କାଦି କାଇ ତମର୍ ଜିବନ୍କେ ସାନ୍ତି ଅଇବାକେ ଦିଆସ୍ । କାନ୍ ଡେରା ଆରି ଆମର୍ ଲଗେ ଆସା; ସୁନା, ତାର୍ପଚେ ତମର୍ ଜିବନ୍ ବଁଚ୍ସି; ଅରି, ଆମେ ତମର୍ ସଙ୍ଗ୍ ଗଟେକ୍ ସବୁବେଲେ ରଇବା ନିଅମ୍, ଆରି, ଦାଉଦର୍ ପାଇଁ ସତ୍ସଙ୍ଗ୍ ଦୟା ବିଚାର୍ କର୍ସି । ଦେକା, ଆମେ ତାକେ ଗସ୍ଟିମନର୍ ସାକି ରକାମ୍, ଗସ୍ଟିର୍ ମୁକିଆ ଆରି ଆଦେସ୍ଦେଉ ରକାମ୍ ବାଚିଆଚୁ । ଦେକା, ଜନ୍ ଗସ୍ଟିକେ ତମେ ନାଜାନାସ୍, ତାକେ ତମେ ଡାକ୍ସା ଆରି ଜନ୍ ଗସ୍ଟି ତମ୍କେ ନାଜାନେ, ସେ ତମର୍ ଲଗେ ପାଲାଇ ଆଇସି, ସବୁବେଲର୍ ମାପ୍ରୁ ତମର୍ ପର୍ମେସରର୍ ଆରି ଇସ୍ରାଏଲର୍ ଦରମ୍ ରକାମର୍ ପାଇଁ ଏଟା ଗଟ୍ସି; କାଇକେ ବଇଲେ ସେ ତମ୍କେ ମଇମା କରିଆଚେ । ଜନ୍ଜାକ ସବୁବେଲର୍ ମାପ୍ରୁର୍ ଚିନ୍ ମିଲ୍ସି ସେତ୍କି ଜାକ ତମେ ତାକେ କଜା, ଜନ୍ଜାକ ସେ ଲଗେଆଚେ, ସେ ଜାକ ତାର୍ ଲଗେ ପାର୍ତନା କରା ।
ଆରି, ଏଟା ଗଟ୍ସି ଜେ, ସେମନ୍ ଡାକ୍ବା ଆଗେ ମୁଇଁ ଉତର୍ ଦେବି ଆରି ସେମନ୍ କାତା କଉଁ କଉଁ ମୁଇ ସୁନ୍ବି ।
Sede de Deus
Como a corça deseja as correntes de água, assim a minha alma suspira por ti, ó Deus. A intimidade nasce do desejo profundo.
Unidade com o Pai
Jesus orou pela unidade dos seus com o Pai. A intimidade com Deus inclui confissão, perdão e alegria na comunhão.
ଜେନ୍ତି ତମର୍ ଡାକ୍ପୁଟା ମକେ ଦେଇଆଚାସ୍, ସେନ୍ତି ସେଟା ମୁଇ ସେମନ୍କେ ଦେଇଆଚି । ତେବେ ଆମେ ଗଟେକ୍ ଅଇରଇଲାପାରା, ସେମନ୍ମିସା ସେମନର୍ ବିତ୍ରେ ଗଟେକ୍ ଅଇରଇବାଇ । ତମେ ଜେନ୍ତି ମର୍ଟାନେ ଆଚାସ୍, ସେନ୍ତି ମୁଇ ମିସା ତାକର୍ ଟାନେ ରଇବି । ସେନ୍ତି ରଇଲେ ଆକା ସେମନ୍ ପୁରାପୁରୁନ୍ ଗଟେକ୍ ଅଇ ରଇବାଇ । ଏନ୍ତି ଅଇଲେ ଦୁନିଆ ଜାନ୍ସି ଜେ, ତମେ ମକେ ପାଟାଇ ଆଚାସ୍, ଆରି ମକେ ଜେନ୍ତି ଆଲାଦ୍ କଲାସ୍ନି, ସେମନ୍କେ ମିସା ସେନ୍ତିସେ ଆଲାଦ୍ କଲାସ୍ନି ।"
ଜଦି ଆମେ ବୁଲ୍ କରିଆଚୁ ବଲି ପର୍ମେସର୍କେ ନ ଲୁଚାଇତେ କଇଲେ, ସେ ଆମର୍ ସବୁ ପାପ୍ କେମା କର୍ସି । ଆରି ସବୁ କାରାପ୍ କାମେଅନି ଆମ୍କେ ସୁକଲ୍ କର୍ସି ।