Irmãos
A comunhão entre irmãos é marca da igreja verdadeira. A Bíblia nos chama a amar uns aos outros como Cristo nos amou — com perdão, encorajamento e cuidado mútuo.
Amor fraternal
Um novo mandamento vos dou: que vos ameis uns aos outros. Nisto conhecerão que sois meus discípulos — pelo amor entre vós.
ତୁମିମଃନ୍ ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା, ଇ ନଃଉଆଁ ବିଦି ମୁୟ୍ ତୁମିମଃନ୍କେ ଦେଉଁଲେ, ମୁୟ୍ ଜଃନ୍କଃରି ତୁମିମଃନ୍କେ ଲାଡ୍ କଃରିଆଚି, ତୁମିମଃନ୍ ହେଁ ସେନ୍କଃରି ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା । ଜଦି ତୁମାର୍ ତୁମାର୍ ବିତ୍ରେ ଲାଡ୍ ରଃୟ୍ଦ୍, ତଃବେ ତୁମିମଃନ୍ ଜେ ମର୍ ଚେଲା ଇରି ସଃବୁ ଲକ୍ମଃନ୍ ଜାଣ୍ତି ।"
ଏ ଲାଡାର୍ ବାୟ୍ବେଣିମଃନ୍ ଆସା ଅଃମିମଃନ୍ ଏକ୍ଆରେକ୍ ଲାଡ୍ କଃରୁଆଁ, ବଃଲେକ୍ ଲାଡ୍ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍, ଆର୍ ଜୁୟ୍ଲକ୍ ଲାଡ୍ କଃରେଦ୍, ସେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍ ଆର୍ ସେ ଇସ୍ୱର୍କେ ଜାଣେଦ୍ ।
ଇସ୍ୱର୍କେ ଲାଡ୍ କଃରୁଲେ ବଃଲି କୟ୍କଃରି ଜଦି କେଏ ବିସ୍ୱାସି ବାୟ୍ବେଣିକେ ଗିଣ୍ କଃରେଦ୍ ତଃନ୍ଅଲେ ସେ ମିଚୁଆ, ତଃବେ ଜୁୟି ବାୟ୍କ୍ ଦଃକୁଲା, ଜଦି ତାକେ ଲାଡ୍ ନଃକେରେ, ତଃବେ ଜୁୟି ଇସ୍ୱର୍କେ ସେ ନଃଦେକେ, ତାକ୍ ଲାଡ୍ କଃରୁ ନାହାରେ ।
ଜେ ଅଃହ୍ଣାର୍ ବାୟ୍ବେଣିକେ ଲାଡ୍ କଃରେଦ୍ ସେ ଉଜାଳେ ରଃୟ୍ଦ୍, ଆରେକ୍ ସେ କଃନ୍କଃରିହେଁ ଜଟ୍ୟାୟ୍ ନୟ୍ ।
ଜେ ଜିସୁକେ କ୍ରିସ୍ଟ ବଃଲି ବିସ୍ୱାସ୍ କଃରେଦ୍ ସେ ଇସ୍ୱରାର୍ ତଃୟ୍ହୁଣି ଜଃଲମ୍, ଆର୍ ଜେ ଜଃଲମ୍ ଦେଉଁକେ ଲାଡ୍ କଃରେଦ୍ ସେ ତାର୍ ତଃୟ୍ହୁଣି ଜଃଲମ୍ ଅୟ୍ରିଲା ହିଲାମଃନ୍କେ ହେଁ ଲାଡ୍ କଃରେଦ୍
ଅଃବେ ତୁମିମଃନ୍ ସେତାର୍ ହଃଚେ ଜାତା ଲକ୍ ଅୟ୍ରିଲାକ୍, ନିଜ୍ ନିଜ୍କେ ନିର୍ମୁଳ୍ କଃରି ଆଚାସ୍, ତୁମିମଃନ୍ ସଃତ୍ ମାନିକଃରି ହେଟ୍କପଟିଆ ନଃୟ୍କଃରି ବାୟ୍ମଃନ୍କେ ଲାଡ୍ କଃର୍ତାର୍ ଗିନେ ଅଃହ୍ଣା ଅଃହ୍ଣାର୍ ଆତ୍ମାକେ ନିର୍ମୁଳ୍ କଃରି ରିଲାକେ ମଃନ୍ ଦେୟ୍କଃରି ଏକ୍ମଃନେ ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା ।
Comunhão e edificação
Não abandoneis a congregação. Encorajem-se mutuamente, cantem juntos e instruam-se na Palavra de Cristo.
ଆର୍ କେକେ ଜଃନ୍କଃରି ମଣ୍ଡ୍ଳିର୍ ପାର୍ତ୍ନା ଚାଡି ରେତି, ଅଃମିମଃନ୍ ସେବାନ୍ୟା କଃରୁ ନଃଚୁଆଁ, ମଃତର୍ ଏକ୍ଆରେକ୍କେ ସାସ୍ ଦେଉଁଆ, ମୁଳ୍କଃରି ଜଃଡେବଃଳ୍ ତୁମିମଃନ୍ ମାପୁରାର୍ ଦିନ୍ ଚଃମେ ଅୟି ଆସୁଲି ବଃଲି ଦଃକୁଲାସ୍ ।
କ୍ରିସ୍ଟର୍ କଃତା ତୁମିମଃନାର୍ ମଃନେ ଜଃବର୍ ବାସାକଃର; ତୁମିମଃନ୍ ହଃତିଲକ୍ ହୁର୍ନ୍ ବୁଦିର୍ ସଃଙ୍ଗ୍ ସିକାଉଆ ଆର୍ ଚେତାଉଆ, ଆରେକ୍ ଇସ୍ୱରାର୍ ଗିନେ ଗିତ୍ ପ୍ରସଂସା, ଦଃର୍ମ୍ ଗିଆନେ ମଃନ୍ସଃହ୍ରି ଗିତ୍ କଃଉଆ ।
ବଜନ୍ ଗିତ୍, ତୁତିଗାନ୍ ଆର୍ ବକ୍ତି ଗିତ୍ କୟ୍ ସଃବ୍କେ ସଃର୍ଦା କଃରାଉଆ । ତୁମାର୍ ମଃନ୍ ବିତ୍ରେ ହୁଣି ମାପୁରାର୍ ଗିନେ ବଜନ୍ ଆର୍ ପବିତ୍ର ଗିତ୍ କଃଉଆ ।
ଜଃନ୍କଃରି ଲଃଉଆ ଲଃଉଆକେ ଦାର୍ କଃରେଦ୍, ସେନ୍ ମାନାୟ୍ ଏକ୍ ଆରେକାର୍ ହଃର୍ଚାଳ୍ କଃରାୟିଦ୍।
ସଃଙ୍ଗାର୍ ଲକ୍ ସଃବୁବଃଳ୍ ଲାଡ୍ କଃରେଦ୍ , ଆର୍ ବାୟି ବିବ୍ତି କାଳାର୍ ଗିନେ ଜାତ୍।
ଜେ ଅଃନେକ୍ ମିତ୍ର କଃରେଦ୍ ସେ ନିଜାର୍ ନାସ୍ କଃରୁକେ ସେରି କଃରେଦ୍; ମଃତର୍ ଗଟେକ୍ ଲାଡ୍କାରି ଆଚେ ଜେ ବାଇ ତଃୟିହୁଣି ଅଃଦିକ୍ ଲଃଗେ ଲାଗିକଃରି ରଃୟିଦ୍।
ନିଜାର୍ ମିତ୍ର ଆର୍ ବାପାର୍ ମିତ୍ରକେ ଚାଡାନାୟି ; ଆର୍ ତୁମାର୍ ବିବ୍ତି ଦିନେ ନିଜାର୍ ବାଇର୍ ଗଃରେ ଜଃହାନାୟି; ଦୁରିରିଲା ବାଇତଃୟିହୁଣି ଲଃଗେ ରିଲା ହଃଳ୍ସା ଲକ୍ ନିକ।
Perdão e reconciliação
Se o teu irmão pecar contra ti, vai e repreende-o a sós. O perdão e a reconciliação preservam a unidade do corpo de Cristo.
"ଜଃଡେବଃଳ୍ ତୁମାର୍ ବାୟ୍ ତୁମାର୍ ବିରୁଦେ ହାହ୍ କଃରେଦ୍, ତଃବେ ତୁମାର୍ ଦୁୟ୍ ଲକାର୍ ବିତ୍ରେ ତାକେ ତାର୍ ଦସ୍ ଦଃକାଉଆ । ଜଦି ସେ ତୁମାର୍ କଃତା ସୁଣେଦ୍, ତଃବେ ତୁମି ଅଃହ୍ଣାର୍ ବାୟ୍କ୍ ହାୟ୍ଲାସ୍ । ମଃତର୍ ସେ ଜଦି ତୁମାର୍ କଃତା ନଃସୁଣେ, ତଃବେ ତୁମାର୍ ସଃଙ୍ଗ୍ ଆରେକ୍ ଗଟ୍ ଲକ୍କେ ନୟ୍ଲେକ୍ ଦୁୟ୍ ଲକ୍କେ ନଃୟ୍ ତାର୍ ଲଃଗେ ଜାହା । ଜଃନ୍କଃରି ଅଃମାର୍ ସାସ୍ତର୍ ହଃର୍କାରେ ‘ଦୁୟ୍ କି ତିନି ସାକିର୍ ମୁଏଁ ସଃବୁ କଃତା ତିର୍ ଅୟ୍ଦ୍ ।’
"ଜଃଡେବଃଳ୍ ତୁମାର୍ ବାୟ୍ ତୁମାର୍ ବିରୁଦେ ହାହ୍ କଃରେଦ୍, ତଃବେ ତୁମାର୍ ଦୁୟ୍ ଲକାର୍ ବିତ୍ରେ ତାକେ ତାର୍ ଦସ୍ ଦଃକାଉଆ । ଜଦି ସେ ତୁମାର୍ କଃତା ସୁଣେଦ୍, ତଃବେ ତୁମି ଅଃହ୍ଣାର୍ ବାୟ୍କ୍ ହାୟ୍ଲାସ୍ । ମଃତର୍ ସେ ଜଦି ତୁମାର୍ କଃତା ନଃସୁଣେ, ତଃବେ ତୁମାର୍ ସଃଙ୍ଗ୍ ଆରେକ୍ ଗଟ୍ ଲକ୍କେ ନୟ୍ଲେକ୍ ଦୁୟ୍ ଲକ୍କେ ନଃୟ୍ ତାର୍ ଲଃଗେ ଜାହା । ଜଃନ୍କଃରି ଅଃମାର୍ ସାସ୍ତର୍ ହଃର୍କାରେ ‘ଦୁୟ୍ କି ତିନି ସାକିର୍ ମୁଏଁ ସଃବୁ କଃତା ତିର୍ ଅୟ୍ଦ୍ ।’ ସେ ଜଦି ସେମଃନାର୍ କଃତା ହେଁ ନଃମାନେ, ତଃବେ ମଣ୍ଡ୍ଳିକେ କଃଉଆ ଆର୍ ଜଦି ସେ ମଣ୍ଡ୍ଳିର୍ କଃତା ହେଁ ନଃମାନେ, ତଃବେ ସେ ତୁମାର୍ ଆକାୟ୍ ଅଜିଉଦି ଆର୍ ରିବ୍ନି ହର୍ ଅଃଉଅ, ଆର୍ ତାର୍ ସଃଙ୍ଗ୍ ମିଳାମିସା କଃରାନାୟ୍ ।"
"ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମିମଃନ୍ ହୁର୍ତିବିଏ ଜାୟ୍ରି ସଃବୁ ବଃନ୍ଦ୍ କଃରାସ୍, ସଃର୍ଗେ ସେରି ସଃବୁ ବଃନ୍ଦ୍ କଃରା ଅୟ୍ଦ୍, ଆରେକ୍ ସଃଙ୍ଗ୍ସାରେ ଜାୟ୍ରି ସଃବୁ ଉଗାଳାସ୍, ସଃର୍ଗେ ହେଁ ସେରି ସଃବୁ ଉଗାଳା ଅୟ୍ଦ୍ ।"
"ଆର୍ ମୁଁୟ୍ ତୁମିକେ ସଃତ୍ କଃତା କଃଉଁଲେ, ହୁର୍ତିବିଏ ତୁମାର୍ ବିତ୍ରେ ଦୁୟ୍ ଲକ୍ ଜୁୟି ବିସୟ୍ ହେଁ ଗଟେକ୍ ମଃନେ ଜାୟ୍ରି ହେଁ ମାଗାସ୍, ମର୍ ସଃର୍ଗାର୍ ଉବାର୍ ଆତେ ସେ ଅଃଦିକାର୍ ଆଚେ, ସେରି ତୁମାର୍ ଗିନେ ଅୟ୍ଦ୍ । କାୟିତାକ୍ବଃଲେକ୍ ଜୁୟି ଟାଣେ ଦୁୟ୍ କି ତିନିଲକ୍ ମର୍ ନାଉଁଏ ଗଟେତଃୟ୍ଁ ରୁଣ୍ଡ୍ତି, ସେ ଟାଣେ ମୁଁୟ୍ ସେମଃନାର୍ ତଃୟ୍ ରଃୟ୍ନ୍ଦ୍ ।"
ଜିସୁ କଃତା କୟ୍ସଃରାୟ୍ କୟ୍ଲା, "ତୁମିମଃନ୍ ହଃତି ଲକ୍ ଜଦି ମଃନ୍ ବିତ୍ରେହୁଣି ସଃର୍ଦା ମଃନେ ଅଃହ୍ଣା ଅଃହ୍ଣାର୍ ବାୟ୍ମଃନ୍କେ କେମା ନଃକେରାସ୍, ତଃବେ ମର୍ ସଃର୍ଗାର୍ ଉବା ହେଁ ତୁମିମଃନ୍କେ ସେନ୍କଃରି କେମା ନଃକେରେ ।"
ସଃଡେବଃଳ୍ ରଃଜା ସେମଃନ୍କେ କୟ୍ଦ୍, ‘ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମିମଃନ୍ ଜଃଡେବଃଳ୍ ମର୍ ଇ ଇନସ୍ତା ବାୟ୍ମଃନାର୍ ବିତ୍ରେ ଗଟେକ୍ ନିଗାଳ୍ ଲକ୍କେ ଇ ସଃବୁ କଃରି ରିଲାସ୍ ବଃଲି ସେରି ସଃବୁ ତୁମିମଃନ୍ ମକେ କଃରିଆଚାସ୍ ।’"
ଜୁୟ୍ଲକ୍ ଇସ୍ୱରାର୍ ଇଚା ହୁରୁଣ୍ କଃରେଦ୍ ସେ ଲକ୍ ମର୍ ବାୟ୍, ବେଣି ଆର୍ ଆୟା ।"
ତୁଇ ବୁଡାବୁଡିମଃନ୍କ୍ ଇନସ୍ତା କଃର୍ ନାୟ୍, ମଃତର୍ ଉବା ହର୍ ମାନ୍ତି କଃରା, ଆର୍ ଦଃଙ୍ଗ୍ଳାମଃନ୍କେ ବାୟ୍ ହର୍, ବୁଡାବୁଡିମଃନ୍କ୍ ଉବାଆୟା ହର୍ ଆର୍ ଦଃଙ୍ଗ୍ଳିମଃନ୍କେ ନିର୍ମୁଳ୍ ମଃନେ ବେଣି ହର୍ ବାବି କଃରି ସେରଃକମ୍ କଃର୍ ।
ମଃତର୍ ଜଦି କେଏ ଅଃହ୍ଣାର୍ ଗଃରାର୍ ନିଜାର୍ ଗଃର୍ କୁଟୁମାର୍ ଜଃତୁନ୍ ନଃନେୟ୍, ସେ ବିସ୍ୱାସାର୍ କଃତା ନଃମାନି ଆଚେ, ଆର୍ ସେ ଅବିସ୍ୱାସି ତଃୟ୍ହୁଣି ଅଃଦିକ୍ ହାହି ।