Jejum e oração
Jejum e oração são disciplinas espirituais que andam juntas. Jesus jejuou, os apóstolos jejuaram, e a Bíblia ensina que o jejum fortalece a oração e nos aproxima do coração de Deus.
O exemplo de Jesus
Jesus jejuou quarenta dias no deserto antes de iniciar seu ministério. Ele ensinou que certas coisas só acontecem com oração e jejum.
ସଇତାନ୍ ଜିସୁକେ ପରିକା କର୍ବାଟା
ତାର୍ପଚେ ସୁକଲ୍ଆତ୍ମା ଜିସୁକେ ମରୁବାଲି ବୁଏଁ ଡାକିନେଲା । ତେଇ ସଇତାନ୍ ତାକେ ପରିକା କଲା । ଜିସୁ ଚାଲିସ୍ ଦିନ୍ ଚାଲିସ୍ ରାତି ଉପାସ୍ ରଇକରି ବିତାଇଲା ପଚେ, ତାକେ ବେସି ବୁକ୍ କଲା ।
ଜିସୁ ସେମନ୍କେ କଇଲା, "ତମର୍ ବିସ୍ବାସ୍ ବେସି ଦୁର୍ବଲ୍ । ମୁଇ ତମ୍କେ ସତ୍ କଇଲିନି, ଜଦି ଗଟେକ୍ ସର୍ସୁ ମୁଞ୍ଜି ଏତ୍କି ତମର୍ ବିସ୍ବାସ୍ ରଇଲେ, ଏ ଡଙ୍ଗର୍, ଇତିଅନି ତେଇ ଗୁଚି ଜିବାକେ କଇଲେ, ସେଟା ଗୁଚି ଜାଇସି । ବିସ୍ବାସର୍ ଲାଗି ତମେ ସବୁ ବିସଇ କରିପାରାସ୍ ।"
ଜିସୁ ନିଜର୍ ମରନ୍ ବିସଇ ଆରି ତରେକ୍ କଇଲା
ମାତର୍ ଉପାସ୍ ରଇକରି ପାର୍ତନା ନ କଲେ, କାଇ ବିନ୍ ଉପାଇ ନେଇ ମିସା ଏନ୍ତାରି ଡୁମା ବାରଇ ନ ଜାଏ ।
ଉପାସ୍ ରଇବା ବିସଇ ନେଇ ସିକିଆ
"ଉପାସ୍ କର୍ବା ବେଲେ ଦରମ୍ ବଲି ଦେକାଇଅଇଲା ଲକର୍ ପାରା ବାଇରେ ସପାସୁତର୍ ଅଇବାଟା ଚାଡିଦେବାର୍ ନାଇ । ସେମନ୍ ଉପାସ୍ କଲୁନି ବଲି ଲକର୍ ଲଗେ ଦେକାଇ ଅଇବାକେ ସେନ୍ତାରି କର୍ବାଇ । ମୁଇ ତମ୍କେ ସତ୍ କଇଲିନି, ସେମନ୍ ଏନ୍ତି କର୍ବାର୍ ଲାଗି ନିଜର୍ ପୁରୁସ୍କାର୍ ସବୁ ପାଇଲାଇବେ । ମାତର୍ ତମେ ଉପାସ୍ କର୍ବା ବେଲେ, ମୁଣ୍ଡେ ଚିକନ୍ଲାଗାଇ ଅଇ ସପା ସୁତ୍ରା ରୁଆ । ଜେନ୍ତିକି ଉପାସ୍ କଲାସ୍ନି ବଲି ବିନ୍ ଲକ୍ମନ୍ ନାଜାନତ୍ । ମାତର୍ ତମର୍ ନ ଡିସ୍ବା ବାବା ସବୁ କାତା ଜାନେ । ତମେ ଲୁଚ୍ତେ ଜାଇଟା କର୍ସା, ସେଟା ଦେକି ତମ୍କେ ପୁରୁସ୍କାର୍ ଦେଇସି ।"
କରିରଇବା କାମ୍
।
ଉପାସ୍ ରଇବା ବିସଇ ନେଇ ସିକିଆ
"ଉପାସ୍ କର୍ବା ବେଲେ ଦରମ୍ ବଲି ଦେକାଇଅଇଲା ଲକର୍ ପାରା ବାଇରେ ସପାସୁତର୍ ଅଇବାଟା ଚାଡିଦେବାର୍ ନାଇ । ସେମନ୍ ଉପାସ୍ କଲୁନି ବଲି ଲକର୍ ଲଗେ ଦେକାଇ ଅଇବାକେ ସେନ୍ତାରି କର୍ବାଇ । ମୁଇ ତମ୍କେ ସତ୍ କଇଲିନି, ସେମନ୍ ଏନ୍ତି କର୍ବାର୍ ଲାଗି ନିଜର୍ ପୁରୁସ୍କାର୍ ସବୁ ପାଇଲାଇବେ ।
ମାତର୍ ତମେ ଉପାସ୍ କର୍ବା ବେଲେ, ମୁଣ୍ଡେ ଚିକନ୍ଲାଗାଇ ଅଇ ସପା ସୁତ୍ରା ରୁଆ । ଜେନ୍ତିକି ଉପାସ୍ କଲାସ୍ନି ବଲି ବିନ୍ ଲକ୍ମନ୍ ନାଜାନତ୍ । ମାତର୍ ତମର୍ ନ ଡିସ୍ବା ବାବା ସବୁ କାତା ଜାନେ । ତମେ ଲୁଚ୍ତେ ଜାଇଟା କର୍ସା, ସେଟା ଦେକି ତମ୍କେ ପୁରୁସ୍କାର୍ ଦେଇସି ।"
କରିରଇବା କାମ୍
।
ସର୍ତେ ଦିନ୍ ସାର୍ଲା ପଚେ ସେ ବୁକ୍କେ ବାୟାଚୁରା ଅଇଗାଲା ।
O jejum nas Escrituras
Ao longo da Bíblia, grandes homens e mulheres de fé jejuaram em momentos decisivos — buscando a Deus com urgência e devoção.
ସେବେଲାଇ ମସା ସବୁବେଲର୍ ମାପ୍ରୁର୍ ଡଙ୍ଗର୍ ଉପ୍ରେ ଚାଲିସ୍ ଦିନ୍ ଚାଲିସ୍ ରାତି ରଇଲା, ସେ କାଏ ନାଇକି, ପାନି ମିସା ଡୁକେ ନାଇ, ସେ ଦୁଇଟା ପାକ୍ନା ଲଗେ ନିଅମ୍ କାତା, ଦସ୍ଟା ଆଦେସ୍ ଲେକିଲେକି ରଇଲା ।
ଏଟାର୍ ପାଇଁ ମୁଇ, ସବୁବେଲର୍ ମାପ୍ରୁ ପର୍ମେସର୍ ବାଟେ ଜିବାକେ ତାର୍ ବାଟେ ଦିଆନ୍ ଦେଲି ଆରି ଉପାସ୍, ବାସ୍ତା ପିନ୍ଦ୍ଲି ଆରି ଚାର୍ ଗାଦି ବସି ପାର୍ତନା କଲି ଆରି ଗୁଆରି କଲି ।
ତିନ୍ ଆଟ୍ ସାର୍ବା ଜାକ ମୁଇ କାଇ ସୁଆଦ୍ କାଦି କାଇ ନାଇ, କି ମାଉସ୍ କି ଅଙ୍ଗୁର୍ ରସ୍ ମର୍ ଟଣ୍ଡେ ନେଇ ନାଇ, କି ମୁଇ କାଇ ଚିକନ୍ ଲାଗାଇ ଅଇନାଇ ।
ତିନ୍ ଆଟ୍ ସାର୍ବା ଜାକ ମୁଇ କାଇ ସୁଆଦ୍ କାଦି କାଇ ନାଇ, କି ମାଉସ୍ କି ଅଙ୍ଗୁର୍ ରସ୍ ମର୍ ଟଣ୍ଡେ ନେଇ ନାଇ, କି ମୁଇ କାଇ ଚିକନ୍ ଲାଗାଇ ଅଇନାଇ ।
ନିଇମିଆର୍ ପାର୍ତନା
ତାର୍ପଚେ ମୁଇ ଏ କାତା ସୁନି, ବେସି କାନ୍ଦି ପାକାଇଲି ଆରି କେତେକ୍ ଦିନ୍ ଜାକ ବେସିମନ୍ଦୁକ୍ କରି ରଇଲି; ଆରି ତାର୍ପଚେ ସର୍ଗର୍ ପର୍ମେସରର୍ ଲଗେ ଉପାସ୍ ରଇ ପାର୍ତନା କରି କଇଲି,
ଉପବାସ୍ ଆରି ପାର୍ତନା
ତାର୍ପଚେ ଆମର୍ ପାଇ ଆରି ଆମର୍ ପିଲାଟକି ଆରି ସବୁ ଦନ୍ସପତି ପାଇ ଗଟେକ୍ ଦରମ୍ ବାଟ୍ ପାର୍ତନା କର୍ବାକେ ସେଟାର୍ ପାଇ ଆମର୍ ପର୍ମେସରର୍ ଲଗେ ନିଜ୍କେ ନିମାନ୍ ଲକ୍ ଅଇବାକେ ଆମେ ଅବା ଗାଡ୍ ଲଗେ ଉପାସ୍ ବିସଇ ପର୍ଚାର୍ କଲୁ ।
ସେଟାର୍ ପାଇ ଆମେ ଉପାସ୍କଲୁ ଆରି ସେଟାର୍ ପାଇ ଆମର୍ ପର୍ମେସରର୍ ଲଗେ ବାବୁଜିଆ କରି ପାର୍ତନା କଲୁ, ତାର୍ପଚେ ସେ ଆମର୍ କାତା ସୁନ୍ଲା ।
ସେଟାର୍ ପାଇ ଆମେ ଉପାସ୍କଲୁ ଆରି ସେଟାର୍ ପାଇ ଆମର୍ ପର୍ମେସରର୍ ଲଗେ ବାବୁଜିଆ କରି ପାର୍ତନା କଲୁ, ତାର୍ପଚେ ସେ ଆମର୍ କାତା ସୁନ୍ଲା ।
O jejum que Deus escolheu
Isaías revela o jejum que agrada a Deus: soltar as cadeias da injustiça, libertar os oprimidos e repartir o pão com o faminto.
ସେମନ୍ କଇବାଇ, ଆମେ କାଇକେ ଉପାସ୍ କଲୁନି ଆରି ତମେ କାଇକେ ଦେକାସ୍ ନାଇଁ ? ଆମେ କାଇକେ ଆମର୍ ନିଜର୍ ନିଜର୍ ଜିବନ୍କେ ଦୁକ୍ଦେଲୁନି ଆରି ତମେ କାଇକେ ମନ୍ ଦିଆସ୍ ନାଇ ? ଦେକା, ତମେମନ୍ ଉପାସ୍ ଦିନ୍ ନିଜର୍ ସୁକ୍ ପାଇବାକେ ଚେସ୍ଟା କଲାସ୍ନି ଆରି ବପୁରେ ସବୁ କସ୍ଟ କାମ୍ କଲାସ୍ନି । ଦେକା, ତମେ ଲାଗାଜଡା ଆରି ମାଡ୍ଗଲର୍ ପାଇଁ, ଆରି କାରାପ୍ କାମ୍ କରୁର୍ ବିଦା ସଙ୍ଗେ ମାର୍ବାକେ ଉପାସ୍ କଲାସ୍ନି ; ତମର୍ ଆଉଲି ଅଇବାଟା ସରଗ୍ ଉପ୍ରେ ଜେନ୍ତିକି ସୁନା ଜାଇସି, ଏ ରକାମ୍ ଉପାସ୍ ରଇବାଟା ଆଜି ତମେ କରାସ୍ ନାଇଁ । ଏ ରକାମ୍ ଉପାସ୍ , ନର୍ଜାତିର୍ ଜିବନ୍କେ କସ୍ଟ ଦେବାକେ ଏ ରକାମ୍ ଦିନ୍ , ଆମେ କାଇ ବାଚ୍ଲୁ ଆଚୁ ? ନାଲ୍ଲଗେ ରଇଲା ଗଚ୍ ପାରା ମୁଣ୍ଡକେ ନୁଆଁଇବାଟା , ସାନ୍ ବାସ୍ତା ଆରି ଚାର୍କେ ତଲେ ଅଚାଇ ଲାସ୍ନି ଏଟାକେ ତମେ ଉପାସ୍ ଆରି ସବୁବେଲର୍ ମାପ୍ରୁର୍ ଉଦେସେ କାଇ ନିମାନ୍ ଦିନ୍ ବଲିକରି କଇସା ? ଆମେ ଜନ୍ ଉପାସ୍ କଲୁନି ସେଟା କାଇ ଏଟା ନଏଁ, କାରାପ୍ ବନ୍ଦନ୍କେ କୁସ୍ଲାଇ ଦେବାଟା ଆରି ଜୁଆଡିର୍ ଡର୍କେ କୁସ୍ଲାଇବାଟା ଆରି ଚରାଇବା ଲକ୍ମନ୍କେ ମୁକ୍ତି କରି ଚାଡି ଦେବାଟା , ଆରି ସବୁଜାକ ଜୁଆଡିକେ ବାଙ୍ଗାଇ ଦେବାଟା,
ଆମେ ଜନ୍ ଉପାସ୍ କଲୁନି ସେଟା କାଇ ଏଟା ନଏଁ, କାରାପ୍ ବନ୍ଦନ୍କେ କୁସ୍ଲାଇ ଦେବାଟା ଆରି ଜୁଆଡିର୍ ଡର୍କେ କୁସ୍ଲାଇବାଟା ଆରି ଚରାଇବା ଲକ୍ମନ୍କେ ମୁକ୍ତି କରି ଚାଡି ଦେବାଟା , ଆରି ସବୁଜାକ ଜୁଆଡିକେ ବାଙ୍ଗାଇ ଦେବାଟା,
A igreja primitiva
Os apóstolos jejuavam antes de decisões importantes. O jejum acompanhava a consagração de líderes e o envio de missionários.
ସେମନ୍ ମାପ୍ରୁର୍ ସେବା ଆରି ଉପାସ୍ କଲାବେଲେ, ସୁକଲ୍ ଆତ୍ମା ସେମନ୍କେ କଇଲା, "ମୁଇ ଜନ୍ କାମ୍ପାଇ ସାଉଲ୍ ଆରି ବର୍ନବାକେ ଡାକ୍ଲି ଆଚି, ସେଟାର୍ ପାଇ ସେମନ୍କେ ଅଲ୍ଗା କରା ।"
ସେମନ୍ ମାପ୍ରୁର୍ ସେବା ଆରି ଉପାସ୍ କଲାବେଲେ, ସୁକଲ୍ ଆତ୍ମା ସେମନ୍କେ କଇଲା, "ମୁଇ ଜନ୍ କାମ୍ପାଇ ସାଉଲ୍ ଆରି ବର୍ନବାକେ ଡାକ୍ଲି ଆଚି, ସେଟାର୍ ପାଇ ସେମନ୍କେ ଅଲ୍ଗା କରା ।"
ସେମନ୍ ମାପ୍ରୁର୍ ସେବା ଆରି ଉପାସ୍ କଲାବେଲେ, ସୁକଲ୍ ଆତ୍ମା ସେମନ୍କେ କଇଲା, "ମୁଇ ଜନ୍ କାମ୍ପାଇ ସାଉଲ୍ ଆରି ବର୍ନବାକେ ଡାକ୍ଲି ଆଚି, ସେଟାର୍ ପାଇ ସେମନ୍କେ ଅଲ୍ଗା କରା ।"
ସେଟାର୍ପାଇଁ ସେମନ୍ ଉପାସ୍ କଲାଇ ଆରି ପାର୍ତନା କରି ତାକର୍ ଉପ୍ରେ ଆତ୍ ସଙ୍ଗଇ ସେମନ୍କେ କବର୍ କଇବା କାମେ ପାଟାଇଲାଇ ।
ସେଟାର୍ପାଇଁ ସେମନ୍ ଉପାସ୍ କଲାଇ ଆରି ପାର୍ତନା କରି ତାକର୍ ଉପ୍ରେ ଆତ୍ ସଙ୍ଗଇ ସେମନ୍କେ କବର୍ କଇବା କାମେ ପାଟାଇଲାଇ ।
ସେଟାର୍ପାଇଁ ସେମନ୍ ଉପାସ୍ କଲାଇ ଆରି ପାର୍ତନା କରି ତାକର୍ ଉପ୍ରେ ଆତ୍ ସଙ୍ଗଇ ସେମନ୍କେ କବର୍ କଇବା କାମେ ପାଟାଇଲାଇ ।
ସବୁ ମଣ୍ଡଲିର୍ ପାର୍ଚିନ୍ମନ୍କେ ବାଚ୍ଲାଇ ଆରି ଜନ୍ ମାପ୍ରୁର୍ତେଇ ସେମନ୍ ବିସ୍ବାସ୍ କରି ରଇଲାଇ, ସେମନ୍କେ ପାର୍ତନା ଆରି ଉପାସ୍ ସଙ୍ଗ୍ ସର୍ପାଇଲାଇ ।
Praticando o jejum
Quando jejuares, unge a cabeça e lava o rosto. O jejum é entre você e Deus — não para impressionar os homens, mas para buscar ao Senhor.
ସେ ଦେଉଲେଅନି କେନେ ନ ଜାଇ, ଉପାସ୍ ରଇକରି ଦିନ୍ ରାତି ମାପ୍ରୁର୍ ଉପାସନା କର୍ତେରଇଲା ।
ଉପାସ୍ ବିସଇନେଇ ସିକିଆ
କେତେକ୍ ଲକ୍ ଜିସୁକେ ପାଚାର୍ଲାଇ, "ଡୁବନ୍ ଦେଉ ଜଅନର୍ ସିସ୍ମନ୍ ତର୍କେତର୍ ଉପାସ୍ କରି ପାର୍ତନା କର୍ବାଇ । ପାରୁସିମନର୍ ସିସ୍ମନ୍ ମିସା ସେନ୍ତାରି ସେ କର୍ବାଇ । ମାତର୍ ତମର୍ ସିସ୍ମନ୍ କିଆ ପିଆ କର୍ବାଇ ।"
ଜିସୁ ସେମନ୍କେ କଇଲା, "ବର୍ବାଟର୍ ଲକ୍ମନର୍ସଙ୍ଗ୍ ବର୍ ରଇଲାବେଲେ, ତମେ କାଇ ସେମନ୍କେ ଉପାସ୍ କରାଇପାରାସ୍ ? ନାଇ, ନାପାରାସ୍ । ମାତର୍ ବେଲା ଆଇସି, ଜେଡେବେଲେ ତାକର୍ଟାନେଅନି ବର୍କେ ଡାକିଦାରିଜିବାଇ, ସେଡ୍କିବେଲେ ସେମନ୍ ଉପାସ୍ କଇବାଇ ।"
ଜିସୁ ଆରି ତାର୍ ସିସ୍ମନ୍ ଗଟେକ୍ ଗର୍ ବିତ୍ରେ ଗାଲାପଚେ, ଲକ୍ମନ୍ କେ ନଇଲାବେଲେ ତାକେ ପାଚାର୍ଲାଇ, "ଆମେ କାଇକେ ସେ କାରାପ୍ ଆତ୍ମାକେ କେଦି ନାପାର୍ଲୁ ?"
ଏ କାତା ସୁନି ଜିସୁ ସେମନ୍କେ କଇଲା, "ଏନ୍ତାରି କାରାପ୍ ଆତ୍ମା ପର୍ମେସର୍କେ ପାର୍ତନା କରିସେ କେଦ୍ବାର୍ ଅଇସି, ଆରି କାଇ ବାଟ୍ ନାଇ ।"
ଏ କାତା ସୁନି ଜିସୁ ସେମନ୍କେ କଇଲା, "ଏନ୍ତାରି କାରାପ୍ ଆତ୍ମା ପର୍ମେସର୍କେ ପାର୍ତନା କରିସେ କେଦ୍ବାର୍ ଅଇସି, ଆରି କାଇ ବାଟ୍ ନାଇ ।"
ମର୍ କାମ୍ ଆବଡ୍ କାମ୍ ଆରି ମୁଇ ସବୁବେଲେ ଆବଡ୍ କାମ୍ କଲିଆଚି । ବେସି ତର୍ ରାତିଆ ସଇ ନାପାର୍ଲି, ବୁକେ ସସେ ରଇଆଚି, ବେସି ତର୍ ମକେ କାଦି କେଟେ ନାଇ, ପିନ୍ଦ୍ବାକେ ବସ୍ତର୍ ନାଇ, କି ରଇବାକେ ଗର୍ ନ ରଇଲା ।