Legalidades
A Bíblia reconhece a necessidade de leis e governo civil. Os cristãos são chamados a obedecer às autoridades estabelecidas por Deus, enquanto mantêm a lealdade suprema a Cristo.
Submissão às autoridades
Toda autoridade é instituída por Deus. O cristão é chamado a respeitar as leis, pagar tributos e honrar quem governa.
ଅଃଦିକାରି ମଃନ୍କେ ମାନ୍ତାର୍
ସଃବୁଲକ୍ ଅଃଦିକାର୍ ହାୟ୍ଲା ସାସନ୍କଃର୍ତାର୍ ଲକ୍ମଃନାର୍ କଃତା ମାନା, ବଃଲେକ୍ ଅଃଦିକାର୍ ଇସ୍ୱରାର୍ ତଃୟ୍ ହୁଣି ଆସେଦ୍, ଆରେକ୍ ଜୁୟ୍ସଃବୁ ଅଃଦିକାର୍ ହାୟ୍ରେତା ସାସନ୍କଃର୍ତା ଆଚ୍ତି; ଇସ୍ୱର୍ ସେମଃନ୍କେ ବାଚିଆଚେ । ତଃବେ ଜେ ଅଃଦିକାର୍କେ ବିରଦ୍ କଃରେଦ୍, ସେ ଇସ୍ୱରାର୍ ବିଦିର୍ ବିରଦ୍ କଃରେଦ୍; ଆରେକ୍ ଜୁୟି ଲକ୍ମଃନ୍ କଃର୍ତି ସେମଃନ୍ ଅଃହ୍ଣା ଅଃହ୍ଣାର୍ ଉହ୍ରେ ଡଃଣ୍ଡ୍ ଆଣ୍ତି । ବଃଲେକ୍ ନିକ କାମ୍ କଃର୍ତା ଲକ୍ମଃନ୍ ମୁଳିକା ଲକ୍ମଃନ୍କେ ନଃଡିର୍ତି, ମଃତର୍ ଜୁୟି ଲଃକ୍ମଃନ୍ କଃରାପ୍ କାମ୍ କଃର୍ତି ସେମଃନ୍ ଡିର୍ତି । ତୁମି କି ଅଃଦିକାର୍ ହାୟ୍ଲା ସାସନ୍ କଃରୁର୍ ଚଃମେ ନଃଡିରୁକ୍ ଇଚା କଃରୁଲାସ୍ ? ତଃବେ ନିକା କାମ୍ କଃରା, ତଃବେ ତାର୍ ତଃୟ୍ହୁଣି ପ୍ରସଂସା ହାଉଆସ୍ । ତୁମାର୍ ନିକ ହାୟ୍ଁ ସେ ଇସ୍ୱରାର୍ ତଃୟ୍ ହୁଣି ଅଃଦିକାର୍ ହାୟ୍ଁ ଆଚେ । ମଃତର୍ ତୁମି ଜଦି କଃରାପ୍ କାମ୍ କଃରୁଲାସ୍, ତଃବେ ତୁମି ସାସନ୍କଃର୍ତା ଲକେ ଡିରା, ବଃଲେକ୍ ତୁମିକେ ଦଃଣ୍ଡ୍ ଦେତା ହାୟ୍ଁ ସଃତ୍କଃରି ତାର୍ ଅଃଦିକାର୍ ଆଚେ । ସେ ଇସ୍ୱରାର୍ ତଃୟ୍ ହୁଣି ବାଚ୍ଲା ଚାକର୍ । କଃରାପ୍ କାମ୍ କଃରୁମଃନ୍କେ ଦଃଣ୍ଡ୍ ଦେତା ହାୟ୍ଁ ସେ ଇସ୍ୱରାର୍ ଆଦେସ୍ ମାନେଦ୍ । ତଃବେ ତୁମିମଃନ୍ ସାସନ୍ କଃରୁମଃନାର୍ କଃତା ମାନ୍ତା ଦଃର୍କାର୍ ଇସ୍ୱରାର୍ ଦଃଣ୍ଡ୍କେ ଡିରିକଃରି ନୟ୍, ମଃତର୍ ତୁମାର୍ ନିଜାର୍ ମଃନ୍ ଜୁୟ୍ରି ବଃଲ୍ବଃଲି କଃଉଁଲି ସେତାର୍ ଗିନେ ।
ଇତାର୍ ଗିନେ ତୁମିମଃନ୍ ସିସ୍ଟୁ ହେଁ ଦେଉଁଲାସ୍, ବଃଲେକ୍ ସେମଃନ୍ ଇସ୍ୱରାର୍ ସେବାକାରି ହର୍ ଇ କାମେ ଲାଗି ରେଉଁଲାୟ୍ । ଜାର୍ ଜାୟ୍ରି ହାଉତାର୍ ତାକେ ସେରି ଦିଆସ୍; ଜାକେ ସିସ୍ଟୁ ଦେଉଁକ୍ ଅୟ୍ଦ୍, ତାକେ ସିସ୍ଟୁ ଦିଆସ୍; ଜାକେ ଡିରୁକ୍ ଅୟ୍ଦ୍, ତାକେ ଡିରା; ଜାକେ ମାନ୍ତି କଃରୁକେ ଅୟ୍ଦ୍, ତାକେ ମାୟଃନ୍ କଃରା ।
ଏକ୍ ଆରେକ୍ କେଏ ଲାଡ୍
ସଃବ୍କେ ଲାଡ୍ କଃର୍ତା ରିଣେ ରିଣ୍ୟା ଅଃଉଆ ଆର୍ ବିନ୍ ବିସୟେ କାର୍ ତଃୟ୍ ହେଁ ରିଣ୍ୟା ଅଃଉଆ ନାୟ୍; ବଃଲେକ୍ ଜେ ସଃବ୍କେ ଲାଡ୍ କଃରେଦ୍ ସେ ବିଦି ମାନି ଆଚେ ।
ତୁମିମଃନ୍ ଅଜିଉଦିମଃନାର୍ ତଃୟ୍ ବଲ୍ ଜିବନ୍ କାଟା, ଜଃନ୍କଃରି ସେମଃନ୍ ଜୁୟ୍ତାର୍ ଗିନେ ତୁମିମଃନ୍କେ ଦୁସ୍ଟ୍କାମ୍ କଃରୁମଃନ୍ ବଃଲି ଲିନ୍ଦା କଃର୍ତି, ତୁମିମଃନାର୍ ନିକ କାମ୍ ଦଃକି ସେ ବିସୟେ କ୍ରିସ୍ଟ ଆସ୍ତା ଦିନ୍ ଇସ୍ୱରାର୍ ଗୁଣ୍ ଗାଉତି ।
ମାପୁରାର୍ ଗିନେ ଗଃଉଆରି କଃରୁଲେ ସଃବୁଲକ୍ ରଃଜାମଃନାର୍ କଃତା ମାନା । ସଃବ୍କେ ବଃଡ୍ ରଃଜା ଅଃଉଅ କି ଦୁସ୍ଟ୍ କାମ୍ କଃରୁ ମଃନ୍କେ ଟିକ୍ ଡଃଣ୍ଡ୍ ଦେଉଁକେ ଆର୍ ସଃତ୍ କାମ୍ କଃରୁମଃନ୍କେ ଦନ୍ୟବାଦ୍ ଦେତା ଗିନେ ସେମଃନାର୍ ତଃୟ୍ ହୁଣି ଆୟ୍ଲାର୍ ଚାଲାଉତା ଲକ୍ ଅଃଉଅତ୍, ସେମଃନାର୍ ତଃଳେ ଚାଲା ।
ତଃବେ ଅଃମିକ୍ କଃଉ, ରମ୍ ଦେସାର୍ ରଃଜା କାଇସର୍କେ ଅଃମି ସିସ୍ଟୁ ଦେତାର୍ ବିଦି କି ନାୟ୍ ?"
ମଃତର୍ ଜିସୁ ସେମଃନାର୍ କୁଟ୍ ଜାଣି କୟ୍ଲା, "ରେ ହେଟ୍କପଟ୍ୟାମଃନ୍, କାୟିତାକ୍ ତୁମିମଃନ୍ ମକ୍ ହାନ୍ଦାୟ୍ ହଃକାଉଁକ୍ ଉପାୟ୍ କଃରୁଲାସ୍ ? ସେ ସିସ୍ଟୁ ଦେତା ଡାବୁ ମକ୍ ଦଃକାଉଆ ।"
ତଃବେ ସେମଃନ୍ ଗଟ୍ କାସୁ ତାକ୍ ଦିଲାୟ୍ । ଜିସୁ ସେମଃନ୍କେ ହଃଚାର୍ଲା, "ଇ ମୁର୍ତି ଆର୍ ନାଉ କାର୍ ?"
ସେମଃନ୍ କୟ୍ଲାୟ୍, "ରମ୍ ରାଜିର୍ ରଃଜା କାଇସରାର୍ ।"
ତଃବେ ଜିସୁ ସେମଃନ୍କେ କୟ୍ଲା, "ତଃବେ ଜୁୟ୍ରି କାଇସରାର୍, ସେରି କାଇସର୍କେ ଦିଆସ୍; ଆର୍ ଜୁୟ୍ରି ଇସ୍ୱରାର୍ ସେରି ଇସ୍ୱର୍କେ ଦିଆସ୍ ।"
Obrigações legais
Jesus cumpriu obrigações legais, pagou impostos e orientou seus seguidores a obedecer à lei sem comprometer a fé.
ଜିସୁ ମନ୍ଦିର୍ ସିସ୍ଟୁ ବାନ୍ଦ୍ଲା
ଜିସୁ ଆର୍ ତାର୍ ଚେଲାମଃନ୍ କପୁର୍ନାହୁମ୍ ଆୟ୍ଲା ହଃଚେ, ମନ୍ଦିର୍ ସିସ୍ଟୁ ନେତା ଲକ୍ ପିତର୍ ଚଃମେ ଆସି ହଃଚାର୍ଲା, "ତୁମାର୍ ଗୁରୁ କାୟି ମନ୍ଦିରାର୍ ସିସ୍ଟୁ ନଃଦେୟ୍ ?"
ପିତର୍ କୟ୍ଲା, "ହେଁ, ଦଃୟ୍ଦ୍ ।"
ପିତର୍ ଗଃରେ ଆୟ୍ଲା ହଃଚେ, ଜିସୁ ଆଗ୍ତୁ ତାକ୍ କୟ୍ଲା, "ସିମନ୍ ତୁୟ୍ କାୟିରି ବାବୁଲିସ୍ ? ହୁର୍ତିବିର୍ ରଃଜାମଃନ୍ କାର୍ ତଃୟ୍ହୁଣି ସିସ୍ଟୁ କି ରଃଜାର୍ ବାଗ୍ ନେତି ? ନିଜାର୍ ଦେସାର୍ ଲକ୍ମଃନାର୍ ତଃୟ୍ହୁଣି କି, ବିନ୍ ଦେସାର୍ ଲକ୍ ତଃୟ୍ହୁଣି ?"
ପିତର୍ କୟ୍ଲା, "ବିନ୍ ଦେସାର୍ ଲକାର୍ ତଃୟ୍ହୁଣି ।" ତଃବେ ଜିସୁ ତାକ୍ କୟ୍ଲା, "ତଃବେ ତ ନିଜାର୍ ଦେସାର୍ ଲକ୍ମଃନ୍ ଚାଡ୍ ହାଉତି । ମଃତର୍ ଅଃମିମଃନ୍ ସେମଃନାର୍ ବାଦା ନଃଦେଉଁଆ, ଇତାର୍ ଗିନେ ସଃମ୍ନ୍ଦେ ଜାଆ ଆର୍ ବଃଳ୍ସି ହଃକାଉ, ଆର୍ ହଃର୍ତୁ ଜୁୟି ମାଚ୍ ଲାଗେଦ୍, ତାକେ ଦଃରି ତାର୍ ଟଣ୍ଡ୍ ମେଲା କଃଲେକ୍ ଗଟେକ୍ ରୁହା ଅଦ୍ଲି ହାଉସି, ସେରି ଆଣି ମର୍ ଗିନେ ଆର୍ ତୁମାର୍ ଗିନେ ସେମଃନ୍କେ ସିସ୍ଟୁ ଦେସ୍ ।"
"ତୁମାର୍ ବିରଦି ସଃଙ୍ଗ୍ ବାଟେ ରିଲାବଃଳ୍ ବେଗି ତାର୍ ସଃଙ୍ଗ୍ ମିସାବିଳା ବାବ୍ ଦଃକାଉଆ, ନୟ୍ଲେକ୍ ବିରଦି ତୁମିକେ ବିଚାର୍ କଃର୍ତା ଲକାର୍ ଆତେ ସଃହ୍ରି ଦଃୟଃଦ୍, ଆରେକ୍ ବିଚାର୍କଃରୁ ତୁମିକେ ଜାଗୁଆଳି ଆତେ ସଃହ୍ରି ଦଃୟ୍ଦ୍, ଆର୍ ତୁମି ଜଃଇଲେ ହୁରାସ୍ । ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମି ସଃରା ସଃରି ଗଟେକ୍ କାସୁ ହେଁ ନଃସୁଜ୍ତା ହଃତେକ୍ ସେ ଜଃଗାୟ୍ ହୁଣି କଃନ୍କଃରି ହେଁ ମୁକ୍ଳି ଆସୁ ନଃହାରାସ୍ ।"
ଆର୍ ତୁମିମଃନ୍କେ ମର୍ ଗିନେ ସଃର୍କାର୍ ଅଃଦିକାରି ଆର୍ ରଃଜାମଃନାର୍ ହାକ୍ ନେତି, ସେରି ସେମଃନାର୍ ଆର୍ ଅଜିଉଦି ଲକାର୍ ତଃୟ୍ ସାକି ହର୍ ଅୟ୍ଦ୍ । ମଃତର୍ ଜଃଡେବଃଳ୍ ତୁମିକେ ସଃହ୍ରି ଦେତି ସଃଡେବଃଳ୍ ତୁମିମଃନ୍ କଃନ୍କଃରି କାୟି କଃତା କଃଉଆସ୍; ସେତାର୍ ଗିନେ ଚିତା କଃରାନାୟ୍, ବଃଲେକ୍ କାୟିରି କଃଉଆସ୍ ସେରି ସେଦାହ୍ରେ ତୁମିମଃନ୍କେ ଦିଆ ଅୟ୍ଦ୍ ।
ଜିସୁର୍ ଜଃଲମ୍
ସଃଡେବଃଳ୍ ରମିୟ ଦେସ୍ ବିତ୍ରାର୍ ଚଃକର୍ବତି ଅଗସ୍ଟ କାଇସର୍ ତଃୟ୍ହୁଣି ଦେସାର୍ ସଃବୁ ଲକ୍ମଃନାର୍ ନାଉ ଲେକାଉଁକ୍ ଆଦେସ୍ ଆୟ୍ଲି । ସୁରିଆର୍ ଗର୍ନର୍ କୁରିଣିୟର୍ ବଃଳ୍ ହଃର୍ତୁମ୍ ତର୍ ଇ ଲକ୍ ଗଃଣ୍ତି ଆରୁମ୍ ଅୟ୍ରିଲି । ସେତାର୍ ଗିନେ ସଃବୁ ଲକ୍ମଃନ୍ ନାଉ ଲେକାଉଁକ୍ ଅଃହ୍ଣା ଅଃହ୍ଣାର୍ ଗଃଳେ ଜାତିରିଲାୟ୍ ।
ସେତାର୍ ଗିନେ ଜସେପ୍ ହେଁ ନାଉ ଲେକାଉଁକ୍ ମରିୟମ୍ ସଃଙ୍ଗ୍ ଗାଲିଲି ରାଜିର୍ ନାଜରିତ୍ ଗଃଳେହୁଣି ଜିଉଦା ରାଜିର୍ ବେତ୍ଲିହିମ୍ ନାଉଁଆର୍ ଦାଉଦାର୍ ଗଃଳେ ଗଃଳାୟ୍, କାୟିତାକ୍ବଃଲେକ୍ ସେ ଦାଉଦାର୍ ବଃଉଁସାର୍ ଲକ୍ ରିଲା । ତାର୍ ସଃଙ୍ଗ୍ ମରିୟମ୍କ୍ ବିବା ଅଃଉଁକେ ମାଗ୍ଣି ଅୟ୍ରିଲି ଆର୍ ମରିୟମ୍ ଆଙ୍ଗେ ରିଲି । ସେତାର୍ ଗିନେ ସେ ମରିୟମ୍ ସଃଙ୍ଗ୍ ନାଉ ଲେକାଉଁକ୍ ଗଃଲା ।
Perspectiva divina
As nações são como uma gota no balde diante de Deus. Ele abre portas que nenhuma lei pode fechar.
ଦଃକା ଗସ୍ଟିମଃନ୍ ଡକାର୍ ହାଣି ତିହ୍ଡ଼ା ହର୍ ଆର୍ ନିକ୍ତିର୍ ଦୁଳିହର୍ ଗଃଣିତା ଅଃଉତି; ଦଃକା ସେ ଟାପୁମଃନ୍କେ ବେସି ସାନ୍ ଜିନିସ୍ ହର୍ ଟେକେଦ୍। ସଃବୁ ଦେସ୍ବାସି ତାର୍ ତଃୟ୍ ମଃଲ୍ନାୟ୍ଲାର୍; ସେମଃନ୍ ତର୍ ତଃୟ୍ କିଚିନାୟ୍।
କାୟିତାକ୍ବଃଲେକ୍ ମର୍ ବିରଦି ମଃନ୍ ଗାଦେକ୍ ରିଲେକ୍ ହେଁ, ହଃଳ୍ ହାଉତା କାମ୍ କଃରୁକେ, ମର୍ଗିନେ ଅଃସାର୍ ଦୁଆର୍ ଉଗାଳା ଅୟିଆଚେ ।
ସେତାକ୍ ପିଲାତ ତାକ୍ କୟ୍ଲା, "ମର୍ ସଃଙ୍ଗ୍ କଃତା ନଃଉସି ? ତୁୟ୍ ଜାଣ୍, ତକ୍ ମୁକ୍ଳାଉଁକେ ମର୍ ଅଃଦିକାର୍ ଆଚେ ଆର୍ ତକ୍ କ୍ରୁସ୍ ଉହ୍ରେ ଚଃଗାଉଁକ୍ ହେଁ ମର୍ ଅଃଦିକାର୍ ଆଚେ, ଇରି କାୟି ତୁୟ୍ ନଃଜାଣ୍ସି ?"
ଜିସୁ କୟ୍ଲା, "ଜଦି ଇସ୍ୱର୍ ତଃୟ୍ହୁଣି ତକ୍ ଅଃଦିକାର୍ ଦିଆଅୟ୍ ନଃରିଲେକ୍, ସେବାନ୍ୟା ଅୟିଲେକ୍ ମର୍ ବିରୁଦେ ତର୍ କାୟିରି ହେଁ ଅଃଦିକାର୍ ନଃରିଲିହୁଣି; ତଃବେ ଜେ ମକ୍ ତର୍ ଆତେ ସଃହ୍ରି ଦଃୟ୍ଆଚେ, ତାର୍ ହାହ୍ ଅଃନାୟ୍ ବଃଡ୍ ।"
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.