Legalidades
A Bíblia reconhece a necessidade de leis e governo civil. Os cristãos são chamados a obedecer às autoridades estabelecidas por Deus, enquanto mantêm a lealdade suprema a Cristo.
Submissão às autoridades
Toda autoridade é instituída por Deus. O cristão é chamado a respeitar as leis, pagar tributos e honrar quem governa.
ସାସନ୍ କରୁମନ୍କେ ନାମ୍ବାଟା
ସାସନ୍କାରିଆମନର୍ କାତା ସବୁ ଲକ୍ ମାନ୍ବାକେ ବାଦିଅ, କାଇକେବଇଲେ ପରମେସର୍ ଆଦେସ୍ ନ ଦେଲେ କେ ମିସା ସାସନ୍ କର୍ବାକେ ଅଦିକାର୍ ନ ପାଏ । ଗାଦିଟାନେ ରଇଲା ସାସନ୍କାରିଆମନ୍କେ ପରମେସର୍ ବସାଇଲା ଆଚେ । ସେଟାର୍ ପାଇ ଜେ ଗାଦିତେଇ ବସ୍ଲା ସାସନ୍କାରିଆମନ୍କେ ବିରଦ୍ କର୍ସି, ସେ ପରମେସର୍ ତିଆର୍କଲା ଗାଦିର ବିରଦ୍ କଲାନି । ଜେ ଏଟା କର୍ସି ସେ ପର୍ମେସରର୍ ବିଚାର୍ନା ଜାଗାଇ ଟିଆଅଇସି । ଆମର୍ ଚଲାଚଲ୍ତି ସତ୍ ରଇଲେ ସାସନ୍କାରିଆକେ ଡର୍ବାର୍ ଦର୍କାର୍ ନାଇ । କାରାପ୍ ରଇଲେ ଡର୍ବାର୍ ଆଚେ । ସାସନ୍କାରିଆମନ୍କେ ତମେ ଡର୍ବାକେ ମନ୍ କରାସ୍ ନାଇ, ସେନ୍ତାର୍ଆଲେ ନିକ କାମ୍ କରା ଆରି ସେମନ୍ ତମ୍କେ ନାମ୍ବାଇ । ସେମନ୍ ପର୍ମେସରର୍ ଗତିଦାଙ୍ଗ୍ଡାମନ୍ ଆରି ତମର୍ ନିକପାଇସେ କାମ୍ କଲାଇନି । ତମେ ଜଦି କାରାପ୍ କାମ୍ କର୍ତେରଇସା, ତେବେ ସେମନ୍କେ ଡର୍ବାର୍ ଆଚେ । କାଇକେବଇଲେ ତମ୍କେ ଡଣ୍ଡ୍ ଦେବାକେ ତାକର୍ ଅଦିକାର୍ ଆଚେ । ସେମନ୍ ପର୍ମେସରର୍ ଗତିଦାଙ୍ଗ୍ଡା ଆରି ଜେତ୍କି ଲକ୍ କାରାପ୍ କାମ୍ କର୍ତେରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେବାଇ । ସେଟାର୍ପାଇଁ ତମେ ସାସନ୍କାରିଆମନର୍ କାତା ମାନ୍ବାର୍ ଆଚେ । ଉଜେ ପରମେସରର୍ ଡଣ୍ଡ୍ ଡରିକରି ନାଇ, ମାତର୍ ନିଜର୍ ବୁଦିସଙ୍ଗ୍ ଏଟା ଟିକ୍ କାମ୍ ବଲି ଜାନିକରି ମିସା ଏଟା କର୍ବାର୍ ଆଚେ ।
ଏଟାର୍ପାଇ ତମେ ସିସ୍ତୁ ମିସା ଦେଲାସ୍ନି, କାଇକେବଇଲେ ସାସନ୍କାରିଆମନ୍ ଟିକ୍ସଙ୍ଗ୍ କାମ୍ କଲାବେଲେ ପରମେସରର୍ ସେବା କର୍ତେ ରଇବାଇ । ସେଟାର୍ ପାଇ ସେମନ୍ ଜେତ୍କି ପାଇବାର୍ ଆଚେ ସେଟା ସେମନ୍କେ ଦେଇଦିଆସ୍ । ତମେ ସିସ୍ତୁ କି ଅଡି ଜାଇଟା ଦେବାର୍ ଆଚେ, ସେଟା ବାନ୍ଦିଦିଆସ୍ ଆରି ସେମନ୍କେ ନାମିକରି ସନ୍ମାନ୍ କରା ।
ନିଜର୍ ନିଜର୍ ବିତ୍ରେ ଆଲାଦ୍
ନିଜର୍ ନିଜର୍ ବିତ୍ରେ ଆଲାଦ୍ କରାକରି ଅଇବାଟା ଚାଡି ଆରି କାଇ ବିସଇ କାର୍ ଲଗେ ମିସା ଉଦାର୍ ଉଆ ନାଇ । ଜେ ଏଟା ବିନ୍ ଲକର୍ପାଇ କର୍ସି, ସେ ନିୟମ୍ ମାନ୍ସି ।
ତମର୍ ନଅରେ ରଇବା ବିସ୍ବାସ୍ ନ କର୍ବା ଲକ୍ମନ୍ ଦେକ୍ବା ଇସାବେ ତମର୍ ଚଲାଚଲ୍ତି ନିକ ରଇବାର୍ଆଚେ । ସେନ୍ତାରି ରଇଲେ ସେମନ୍ ତମର୍ ବିରୁଦେ ନିନ୍ଦା କାତା କଇଲେ ମିସା, ତମେ କରିରଇବା ନିକ କାମ୍ ଦେକିକରି ପର୍ମେସର୍ ବାଉଡିଆଇବା ଦିନେ ତାକେ ଡାକ୍ପୁଟା କର୍ବାଇ ।
ତମର୍ ଉପ୍ରେ ଅଦିକାର୍ କର୍ବା ଲକ୍ମନ୍କେ ଆମର୍ ମାପ୍ରୁର୍ ଲାଗି ମାନିକରି ରୁଆ । ସବୁର୍ଟାନେଅନି ଅଦିକାର୍ ରଇବା ସାସନ୍କାରିଆକେ ମିସା ମାନିକରି ରୁଆ । ସବୁର୍ଟାନେଅନି ବଡ୍ ସାସନ୍କାରିଆ, ଜେ କି କାରାପ୍ କାମ୍ କର୍ବା ଲକ୍ମନ୍କେ ଡଣ୍ଡ୍ ଦେବାକେ ଆରି ନିକ କାମ୍ କର୍ବା ଲକ୍ମନ୍କେ ଡାକ୍ପୁଟା କର୍ବାକେ ପାଟାଇଆଚେ, ତାକେ ମିସା ମାନିକରି ରୁଆ ।
ତେବେ କଇଦେକା ପନି, ଏ ବିସଇ ତମେ କାଇବଲି କଇଲାସ୍ନି ? ରମିୟ ସର୍କାର୍କେ ସିସ୍ତୁ ଦେବାଟା ଆମର୍ ଦରମ୍ ସାସ୍ତରର୍ ଇସାବେ ଟିକ୍ କି ନାଇ ?"
ମାତର୍ ଜିସୁ ସେମନର୍ କୁଟ୍କାତା ଜାନି କରି କଇଲା, "ଏ କୁଟିଆଲ୍ମନ୍, କାଇକେ ମକେ ପାନ୍ଦେ ପାକାଇବାକେ ଚେସ୍ଟା କଲାସ୍ନି ? ଜନ୍ ଅଦ୍ଲି ଡାବୁ ସିସ୍ତୁ ଦେଲାସ୍ନି, ତେଇଅନି ଗଟେକ୍ ଆନିକରି ମକେ ଦେକାଆ ।" ସେମନ୍ ଗଟେକ୍ ଅଦ୍ଲି ଆନି ତାକେ ଦେଲାଇ ।
ଜିସୁ ସେମନ୍କେ ପାଚାର୍ଲା "ଏ ଅଦ୍ଲି ଡାବୁଟାନେ କାର୍ ମୁଉ ଆରି ନାଉଁ ଆଚେ ?"
ସେମନ୍ କଇଲାଇ, "ରମିୟ ରାଜାର୍ ମୁଉ ଆରି ନାଉଁ ଆଚେ ।" ଜିସୁ ସେମନ୍କେ କଇଲା, "ତେବେ ଜନ୍ଟା ରମିୟ ରାଜାର୍ଟା, ସେଟା ତାକେ ଦିଆସ୍ ଆରି ଜନ୍ଟା ପରମେସରର୍ଟା, ସେଟା ପରମେସର୍କେ ଦିଆସ୍ ।"
Obrigações legais
Jesus cumpriu obrigações legais, pagou impostos e orientou seus seguidores a obedecer à lei sem comprometer a fé.
ଜିସୁ ମନ୍ଦିରର୍ ସିସ୍ତୁମାଙ୍ଗୁମନ୍କେ ଦେଲା
ଜିସୁ ଆରି ତାର୍ ସିସ୍ମନ୍ କପର୍ନାଉମେ କେଟ୍ଲା ପଚେ ମନ୍ଦିର୍ ପାଇ ସିସ୍ତୁମାଙ୍ଗୁମନ୍ ପିତର୍କେ ପାଚାର୍ଲାଇ, "ତମର୍ ଗୁରୁ ମନ୍ଦିରର୍ ପାଇ ସିସ୍ତୁ ଦେଇସି କି ନାଇ ?"
ପିତର୍ କଇଲା, "ଦେଇସି ।" ପିତର୍ ଗର୍ ବିତ୍ରେ ପୁରୁପୁରୁ ଜିସୁ ତାକେ ପାଚାର୍ଲା, "ସିମନ୍, ତମେ କାଇଟା ବାବ୍ଲାସ୍ନି ? ଏ ଜଗତର୍ ରାଜାମନ୍ କାର୍ଟାନେଅନି ସିସ୍ତୁ ନେବାଇ ? ତାକର୍ ନିଜର୍ ଦେସର୍ ଲକ୍ମନର୍ଟାନେଅନି କି ବିନ୍ ଦେସର୍ ଲକ୍ମନର୍ଟାନେଅନି ?"
ପିତର୍ କଇଲା, "ବିନ୍ ଦେସର୍ ଲକ୍ମନର୍ତେଇଅନି ।" ଜିସୁ କଇଲା, "ସେନ୍ତି ବଇଲେ ରାଇଜର୍ ଲକ୍ମନ୍ ସିସ୍ତୁ ନ ଦେଅତ୍ ? ମାତର୍ ଆମେ ଏବେ ସେମନ୍କେ ଇନ୍ କର୍ବାକେ ମନ୍ କରୁ ନାଇ । ତୁଇ ଗାଡେ ଜାଇ ବଡ୍ସି ପାକାଆ ଆରି ଜନ୍ ମାଚ୍ ପର୍ତୁମ୍ ଲାଗ୍ସି, ତାର୍ ଟଣ୍ଡେଅନି ଗଟେକ୍ ଅଦ୍ଲି ମିଲାଇସୁ । ସେଟା ନେଇ ମର୍ ପାଇ ଆରି ତମର୍ ପାଇ ମନ୍ଦିରର୍ ସିସ୍ତୁମାଙ୍ଗୁମନ୍କେ ଦେଇଦେସ୍ ।"
ଜଦି କେ ତମର୍ ବିରଦେ ତମ୍କେ ବିଚାର୍ କର୍ବା ଜାଗାଇ ଜିବାକେ ବାଦିଅ କର୍ସି ବଇଲେ, ବିଚାର୍ ଜାଗାଇ ଜିବା ଆଗ୍ତୁ, ବେଲ୍ ରଇତେସେ ତାର୍ ସଙ୍ଗ୍ ରାଜି ଅ । ନଇଲେ ବିଚାର୍ କର୍ବା ଜାଗାଇ କେଟିଗାଲେ, ସେ ତମ୍କେ ବିଚାର୍କରୁକେ ସର୍ପି ଦେଇସି ଆରି ଅଇପାରେ ବିଚାର୍ କରୁ ତମ୍କେ ବନ୍ଦି ଗରେ ନେବାକେ ଜମାନ୍କେ ସର୍ପି ଦେଇସି ।
ମୁଇ ତମ୍କେ ସତ୍ କଇଲିନି, ତମର୍ ଉପ୍ରେ ଟିକ୍ ଅଇଲା ଜରିମନାର୍ ସାରାସାରି ଅଣା ମିସା ନ ଦେବା ଜାକ, ତେଇଅନି କୁଲାସ୍ ନ ଉଆସ୍ ।
ଆରି ତମେ ମର୍ ସିସ୍ ଅଇଲାର୍ ଲାଗି, ରାଜା ଆରି ସାସନ୍ କର୍ବା ଲକ୍ମନର୍ ଲଗେ ନିଆଅଇ ବିଚାର୍ କରାଇଅଇସା । ଇତିଅନି ସେମନ୍କେ ଆରି ଜିଉଦି ନଇଲା ଲକ୍ମନର୍ ତେଇ ମର୍ ବିସଇନେଇ କଇବାକେ ତମେ ବେଲା ପାଇସା । ତମର୍ ବିଚାର୍ନା ଅଇବାବେଲେ ‘କାଇଟା କଇବି, କେନ୍ତି କଇବି’ ବଲି ଚିନ୍ତା କରି ତେରେପେତେ ନ ଉଆ । ଟିକ୍ ସେବେଲାଇ ସେଟା ତମ୍କେ ଜାନାଇ ଦିଆଅଇସି ।
ଜିସୁର୍ ଜନମ୍
ସେବେଲେ ରମିୟ ରାଇଜର୍ ବଡ୍ ସାସନ୍ କାରିଆ ଅଗସ୍ଟ କାଇସରର୍ ଆଦେସ୍ ଇସାବେ ସବୁଲକ୍କେ ନାଉଁ ଲେକାଇବାର୍ ଅଇଲା । କିରିଣିୟ ନାଉଁର୍ ସାସନ୍ କାରିଆ ସିରିଆ ରାଇଜ୍ ସାସନ୍ କର୍ବା ବେଲେ ପର୍ତୁମ୍ ତର୍ ଏନ୍ତାରି ନାଉଁ ଲେକା ଅଇରଇଲା । ସେଟାର୍ପାଇଁ ବଲି ସବୁଲକ୍ ନାଉଁ ଲେକାଇବାକେ ନିଜର୍ ନିଜର୍ ନଅରେ ଗାଲାଇ ।
ଆରି ଜସେପ୍ ମିସା ନାଉଁ ଲେକାଇବାକେ ମରିୟମର୍ ସଙ୍ଗ୍ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ଗଟେକ୍ ନଅରେ ଅନି ଜିଉଦା ରାଇଜର୍ ବେତ୍ଲିଇମ୍ ବଲି ଦାଉଦ୍ ରାଜାର୍ ଜନମ୍ ନଅରେ ଗାଲାଇ । କାଇକେବଇଲେ, ଜସେପ୍ ଦାଉଦ୍ ବଁସର୍ ଆରି ସେ କୁଟୁମର୍ ଲକ୍ ରଇଲା । ତାର୍ସଙ୍ଗ୍ ମରିୟମର୍ ବିବା ମାଙ୍ଗ୍ନି ଅଇରଇଲା, ଆରି ମରିୟମ୍ ଗାଗ୍ଡେ ଅଇରଇଲା ।
Perspectiva divina
As nações são como uma gota no balde diante de Deus. Ele abre portas que nenhuma lei pode fechar.
ସବୁବେଲର୍ ମାପ୍ରୁକେ ଏ ବିସଇ କାଇଟା ମିସା ନାଇଁ ପୁର୍ତିବିର୍ ଲକ୍ମନ୍କେ ମୁତାର୍ ଟପେକ୍ ପାନି ପାରା ଆରି କେଜି ତେଇ ତୁଲ୍ଲା ପାରା ଏଜ୍ଲା ଆଚେ; ଦେକା, ସେ ଗାଡ୍ ମଜାଇ ରଇବା କୁପ୍ଲିକେ ସାନ୍ କୁପ୍ଲି ପାରା କରି ଟେକ୍ସି । ଦେସର୍ ସର୍ତେ ଲକ୍ ସବୁବେଲର୍ ମାପ୍ରୁର୍ ଲଗେ ଆମେ କାଇଟା ମିସା ନାଇଁ; ତାର୍ ଲଗେ କାଇ କାମ୍କେ ମିସା ନ ଆସତ୍ ।
ଇତି ମର୍ ବିରଦେ ବେସିଲକ୍ ରଇଲେ ମିସା, ସପଲ୍ ଅଇବା କାମ୍ କର୍ବାକେ ମର୍ ପାଇ ଦୁଆର୍ ଉଗାଡି ଅଇଆଚେ ।
ସେବେଲାଇ ପିଲାତ୍ ତାକେ କଇଲା, "ତୁଇ କାଇ ମର୍ ସଙ୍ଗ୍ କାତା ନ ଅଉସ୍ କି ? ତକେ ମୁକ୍ଲାଇବାର୍ ମର୍ ଅଦିକାର୍ ଆଚେ ଆରି କୁର୍ସେ ଚଗାଇବାର୍ ମିସା ମର୍ ଅଦିକାର୍ ଆଚେ । ଏଟା ତୁଇ ନାଜାନୁସ୍ କି ?"
ଜିସୁ ତାକେ କଇଲା, "ପର୍ମେସର୍ ତକେ ଦେଲାକେସେ ମର୍ ଉପ୍ରେ ତର୍ ଅଦିକାର୍ ଆଚେ, ମାତର୍ ତର୍ଟାନେ ମକେ ଜେ ସର୍ପି ଦେଲାଆଚେ, ତାର୍ ପାପ୍ ଅଦିକ୍ ଜବର୍ ।"
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.