1 ଜନ୍ ଲକ୍ମନ୍ ବାବିଲ୍ ଦେସେ ବାନ୍ଦ୍ଲା ପାରା ଅଇ ରଇଲାଇ, ସେମନର୍ ବିତ୍ରେ ଅନି ପର୍ଦେସି ଏ ପିଲାଟକି ସବୁଲକ୍ ଜିରୁସାଲମ୍ ଆରି ଜିଉଦା ଦେସେ ନିଜର୍ ନିଜର୍ ଗାଉଁମନ୍କେ ବାଉଡି ଆଇଲାଇ, ବାବିଲର୍ ରାଜା ନବ୍କଦ୍ନିସର୍ ଏମନ୍କେ ବାବିଲ୍ ଦେସେ ନେଇଁ ରଇଲା, 2 ଏମନ୍ ଅଇଲାଇନି ଜିରୁବାବିଲ୍, ଜେସୁଅ, ନିଇମିଆ, ସରାଅ, ରିଏଲାଇଅ,ମର୍ଦକଇ, ବିଲ୍ସନ୍, ମିସପର୍, ବିଗ୍ବଇ, ରଉମ୍ ଆରି ବାନା ସଙ୍ଗ୍ ବାଉଡି ଆଇଲାଇ । ଇସ୍ରାଏଲ୍ କୁଟୁମର୍ ମୁନୁସ୍ ପିଲାମନର୍ ସଙ୍କିଆ ଏତ୍କି, ଆରି, 3 ପରିୟସର୍ ପିଲାମନ୍ ଦୁଇଅଜାର୍ ସଏ ସ୍ତୁରି ଦୁଇ ଲକ୍ । 4 ସପଟିୟ୍ର୍ ପିଲାମନ୍ ତିନ୍ସ ସ୍ତୁରି ଦୁଇଲକ୍ । 5 ଆରଅର୍ ପିଲାମନ୍ ସାତ୍ସ ସତୁରି ପାଞ୍ଚ୍ଲକ୍ । 6 ଜେସୁଅ ଆରି ଜଆବର୍ ପିଲାମନର୍ ବିତ୍ରେଅନି ପଅତ୍ ମଇଁଆଁବର୍ ପିଲାମନ୍ ଦୁଇଅଜାର୍ ଆଟ୍ସ ବାରଲକ୍ । 7 ଏଲମର୍ ପିଲାମନ୍ ଏକ୍ ଅଜାର୍ ଦୁଇସଅ ପଚାସ୍ ଚାର୍ଲକ୍ । 8 ସତୁର୍ ପିଲାମନ୍ ନଅସ ଚାଲିସ୍ ପାଞ୍ଚ୍ଲକ୍ 9 ସକ୍କୟର୍ ପିଲାମନ୍ ସାତ୍ସଅ ସାଟେଲକ୍ । 10 ବାନିର୍ ପିଲାମନ୍ ଚଅସଅ ଚାଲିସ୍ ଦୁଇଲକ୍ । 11 ବେବଅର୍ ପିଲାମନ୍ ଚଅ ସଅ କଡେ ତିନ୍ଲକ୍ । 12 ଅସକ୍ଦର୍ ପିଲାମନ୍ ଏକ ଅଜାର୍ ଦୁଇସଅ କଡେ ଦୁଇଲକ୍ । 13 ଅଦ୍ନିକାମର୍ ପିଲାମନ୍ ଚଅସଅ ସାଟେ ଚଅଲକ୍ । 14 ବିଗ୍ବଇର୍ ପିଲାମନ୍ ଦୁଇ ଅଜାର୍ ପଚାସ୍ ଚଅଲକ୍ । 15 ଆଦିନର୍ ପିଲାମନ୍ ଚାର୍ସ ପଚାସ୍ ଚାର୍ଲକ୍ । 16 ଇଜକିଅର୍ କୁଟୁମେ ଜନମ୍ ଅଇଲା ଆଟେରର୍ ପିଲାମନ୍ ନବେ ଆଟ୍ଲକ୍ । 17 ବେତ୍ସଅର୍ ପିଅଲମନ୍ ତିନ୍ସ କଡେ ତିନ୍ଲକ୍ । 18 ଜରାଅର୍ ପିଲାମନ୍ ସଏ ବାରଲକ୍ । 19 ଅସୁମର୍ ପିଲାମନ୍ ଦୁଇସଅ କଡେ ତିନ୍ଲକ୍ । 20 ଗିବ୍ରର୍ ପିଲାମନ୍ ନବେ ପାଞ୍ଚ୍ଲକ୍ । 21 ବେତ୍ଲେମର୍ ପିଲାମନ୍ ସଏ କଡେ ତିନ୍ଲକ୍ । 22 ନଟପାରର୍ ଲକ୍ମନ୍ ପଚାସ୍ ଚଅଲକ୍ । 23 ଅନାତତର୍ଲକ୍ମନ୍ ସଏ କଡେ ଆଟ୍ଲକ୍ । 24 ଅସ୍ମାବତର୍ ପିଲାମନ୍ ଚାଲିସ୍ ଦୁଇଲକ୍ । 25 କିରିଅତ୍ ଇଆରିମ୍ କପିରା ଆରି ବେରତର୍ ପିଲାମନ୍ ସାତ୍ ସଅ ତେଆଲିସ୍ ଲକ୍ । 26 ରାମାର୍ ଆରି ଗେବାର୍ ପିଲାମନ୍ ଚଅସଅ ଏକୁସ୍ଲକ୍ । 27 ମିକ୍ମସର୍ ସଏ ବାଇସ୍ଲକ୍ । 28 ବେତେଲ୍ ଆରି ଅଇର୍ ଲକ୍ ଦୁଇସ କଡେ ତିନ୍ ଲକ୍ । 29 ନବର୍ ପିଲାମନ୍ ପଚାସ୍ ଦୁଇ ଲକ୍ । 30 ମଗ୍ବିସର୍ ପିଲାମନ୍ ସଏ ପଚାସ ଚଅଲକ୍ । 31 ବିନ୍ ଏଲମର୍ ପିଲାମନ୍ ଏକ୍ ଅଜାର୍ ଦୁଇସଅ ପଚାସ୍ ଚାର୍ଲକ୍ । 32 ଆରିମର୍ ପିଲାମନ୍ ତିନ୍ସଅ କଡେଲକ୍ । 33 ଲଦ୍ ଆରି ଆଦିଦ୍ ଅନର୍ ପିଲାମନ୍ ସାତ୍ସଅ ପଚିସ୍ଲକ୍ । 34 ଜିରିଅର୍ ନଅରର୍ ପିଲାମନ୍ ତିନ୍ସଅ ଚାଲିସ୍ ପାଞ୍ଚ୍ଲକ୍ । 35 ସନାଆର୍ ପିଲାମନ୍ ତିନ୍ ଅଜାର୍ ଚଅସଅ ତିରିସ୍ଲକ୍ । 36 ଜାଜକ୍ମନର୍ ସଙ୍କିଆ; ଜେସୁଅର୍ କୁଟୁମ୍ ଜିଦଇଅର୍ ପିଲାମନ୍ ନଅସ ସତୁରି ତିନ୍ଲକ୍ । 37 ଇମେରର୍ ପିଲାମନ୍ ଏକ୍ ଅଜାର୍ ପଚାସ୍ ଦୁଇଲକ୍ । 38 ପସ୍ଉରର୍ ପିଲାମନ୍ ଏକ୍ ଅଜାର୍ ଦୁଇସ ଚାଲିସ୍ ସାତ୍ଲକ୍ । 39 ଆରିମର୍ ପିଲାମନ୍ ଏକ୍ ଅଜାର୍ ସତ୍ରଲକ୍ । 40 ଲେବିଅମନର୍ ସଙ୍କିଆ, ଅଦ୍ବିଅର୍ ପିଲାମନର୍ ଜେସୁଅ ଆରି କଦ୍ମିୟେଲର୍ ପିଲାମନ୍ ସତୁରି ଚାର୍ଲକ୍ । 41 ଗିତ୍ ଗାଉମନର୍ ସଙ୍କିଆ, ଆସପର୍ ପିଲାମନ୍ ସଏ କଡେ ଆଟ୍ଲକ୍ । 42 ଦୁଆର୍ ଜାଗୁମନର୍ ପିଲାମନର୍ ସଙ୍କିଆ, ସଲୁମର୍ ପିଲାମନ୍, ଆଟରର୍ ପିଲାମନ୍, ଟଲେମାନର୍ ପିଲାମନ୍, ଆକୁକବର୍ ପିଲାମନ୍, ଅଟିଟାର୍ ପିଲାମନ୍, ସବଅର୍ ପିଲାମନ୍ ସବୁମିସି ସଏ ଚାଲିସ୍ ନଅ ଲକ୍, 43 ପାର୍ତନା ଗରେ କାମ୍ କର୍ବା ଲକ୍ମନ୍, ସିଅର୍ ପିଲାମନ୍, ଅସୁପାର୍ ପିଲାମନ୍, ଟବାଅତର୍ ପିଲାମନ୍, 44 କରସର୍ ପିଲାମନ୍, ସିଅର୍ ପିଲାମନ୍, ପାଦନର୍ ପିଲାମନ୍, 45 ଲବାନାର୍ ପିଲାମନ୍, ଅଗାବର୍ ପିଲାମନ୍, ଆକୁବର୍ ପିଲାମନ୍, 46 ଆଗାବର୍ ପିଲାମନ୍, ସମ୍ଲଅର୍ ପିଲାମନ୍ ଆନ୍ନର୍ ପିଲାମନ୍, 47 ଗିଦେଲର୍ ପିଲାମନ୍, ଗଅରର୍ ପିଲାମନ୍, ରାଇଆର୍ ପିଲାମନ୍, 48 ରସିମନର୍ ପିଲାମନ୍, ନକଦର୍ ପିଲାମନ୍, ଗସମର୍ ପିଲାମନ୍, 49 ଉସର୍ ପିଲାମନ୍, ପାସେଅର୍ ପିଲାମନ୍, ବେସଇଅର୍ ପିଲାମନ୍, 50 ଅସ୍ନାର୍ ପିଲାମନ୍, ମିଉନିମର୍ ପିଲାମନ୍, ନପିସିମର୍ ପିଲାମନ୍, 51 ବକ୍ବୁକର୍ ପିଲାମନ୍ ଅକୁପାର୍ ପିଲାମନ୍, ଅଉରର୍ ପିଲାମନ୍, 52 ବସ୍ଲୁତର୍ ପିଲାମନ୍, ମଇଦାର୍ ପିଲାମନ୍, ଅର୍ସାର୍ ପିଲାମନ୍, 53 ବର୍କସରର୍ ପିଲାମନ୍, ସିସରାର୍ ପିଲାମନ୍, ତେମଅର୍ ପିଲାମନ୍, 54 ନତ୍ସିଅର୍ ପିଲାମନ୍ ଅଟିପାର୍ ପିଲାମନ୍ । 55 ସଲମନର୍ ଦାସ୍ମନର୍ ପିଲାମନ୍, ସଟଇର୍ ପିଲାମନ୍, ଅସପେରତର୍ ପିଲାମନ୍, ପରୁଦାରର୍ ପିଲାମନ୍, 56 ଜାଲାର୍ ପିଲାମନ୍, ଦର୍କନର୍ ପିଲାମନ୍, ଗିଦେଲର୍ ପିଲାମନ୍, 57 ସପଟିଅର୍ ପିଲାମନ୍, ଅଟିଲର୍ ପିଲାମନ୍, ପକେରତ୍ ଅତ୍ସବାଇମର୍ ପିଲାମନ୍, ଆମିର୍ ପିଲାମନ୍, 58 ପାର୍ତନା ଗରେ କାମ୍ କର୍ବା ଲକ୍ମନ୍ ଆରି ସଲ୍ମନର୍ ଦାସ୍ମନର୍ ପିଲାମନ୍ ସବୁମିସି ତିନ୍ସ ନବେ ଦୁଇଲକ୍ । 59 ଆରି ତେଲ୍ ମେଲଅ,ତେଲ୍ଅର୍ସା, କରୁବ, ଅଦନ୍ ଆରି ଇମେର୍, ଏ ସବୁଜାଗାଇ ଅନି ଲକ୍ମନ୍ ଆଇଲାଇ, ମାତର୍ ସେମନ୍ ଇସ୍ରାଏଲର୍ ଲକ୍ମନ୍ ବଲି ନିଜର୍ ନିଜର୍ ବାବାର୍ କୁଟୁମ୍ ଆରି ଗସଟିର୍ ସାକି ଦେକାଇ ନାପାର୍ଲାଇ, ସେ ଲକ୍ମନ୍ ଅଇଲାଇନି, 60 ଏ ଲକ୍ମନ୍, ଦଲାଇଅର୍ ପିଲାମନ୍, ଟବିଅର୍ ପିଲାମନ୍, ନକଦରର୍ ପିଲାମନ୍, ଚଅସ ପଚାସ୍ ଦୁଇ ଲକ୍ । 61 ଜାଜକ୍ମନର୍ ପିଲାମନର୍ ପାକେଅନି ଅବାଇଅର୍ ପିଲାମନ୍, ଅକସର୍ ପିଲାମନ୍, ବର୍ସିଲଅର୍ ପିଲାମନ୍, ବର୍ସିଲଇ ଗିଲିଅଦିଅ ବର୍ସିଲୟର୍ ଗଟେକ୍ ଟକିକେ ବିବା କଲାକେ ତାର୍ନାଉଁ ଇସାବେସାବେ ଉଡ୍ରା ଅଇ ରଇଲା, 62 ଏମନ୍ ନିଜର୍ କୁଲ୍ ଇସାବେ ଏଜିଅଇଲା ଲକ୍ମନର୍ ଲଗେ ନିଜର୍ କୁଲ୍ ଚିଟି କଜ୍ଲାଇ, ମାତର୍ ପାଇନାପାର୍ଲା, ସେଟାରପାଇ, ସେମନ୍ ଅସୁକଲ୍ ଏଜିଅଇଲା ଆରି ଜାଜକ୍ ପଦ୍ ଚାଡି ଦେଲାଇ । 63 ଆରି, ବିଚାର୍ କାରିଆ ସେମନ୍କେ କଇଲାଜେ, ଉରିମ୍ ଆରି ତୁମିମ୍ ଦାରି ପୁଜାରି ନ ଉବଜ୍ବା ଜାକ ସେମନ୍ ସୁକଲ୍ ଜିନିସ୍ କାଇ ନାପାରତ୍ । 64 ଆରି ଗଟେକ୍ ଲଗେ ଟୁଲ୍ ଅଇରଇବା ସବୁ ସମାଜର୍ ଅଇଲାଇନି ଚାଲିସ୍ ଦୁଇ ଅଜାର୍ ତିନ୍ସ ସାଟେଲକ୍ ରଇଲା । 65 ଏ ମନ୍କେ ଚାଡି ଦେଲେ ସେମନର୍ ଗତି ଦାଙ୍ଗ୍ଡା ଦାଙ୍ଗ୍ଡି ସାତ୍ ଅଜାର୍ ତିନ୍ସ ତିରିସ୍ ସାତ୍ଲକ୍ ରଇଲାଇ । ଆରି, ସେମନର୍ ଦୁଇସ ବେଣ୍ଡିଆ ପିଲାମନ୍ ଆରି ଦାଙ୍ଗ୍ଡି ଟକିମନ୍ ଗିତ୍ ଗାଇବା ଲକ୍ ରଇଲାଇ । 66 ସେମନର୍ ସାତ୍ସ ତିରିସ୍ ଚଅଟା ଗଡା, ଦୁଇସ ଚାଲିସ୍ ପାଞ୍ଚ୍ ମାଇଗଡା ରଇଲାଇ, 67 ତାର୍ପଚେ ଚାର୍ସ ତିରିସ୍ ପାଞ୍ଚ୍ଟା ଉଁଟ, ଚଅ ଅଜାର୍ ସାତ୍ସ କଡେଟା ଗଦ୍ ରଲାଇ । 68 ତାର୍ପଚେ ବାବାର୍ କୁଟୁମ୍ କେତେକ୍ ମୁକିଆ ଲକ୍ ସବୁବେଲର୍ ମାପ୍ରୁର୍ ଜିରୁସାଲମ୍ ଲଗର୍ ଗରେ କେଟ୍ଲାଇ, ପର୍ମେସରର୍ ସେ ଗରର୍ ସବୁ ଜାଗାଇ ତିଆର୍ କର୍ବାକେ ନିଜର୍ ଇଚା ସଙ୍ଗ୍ ଦାନ୍ କଲାଇ । 69 ସେମନ୍ ନିଜର୍ ନିଜର୍ ବପୁ ଅନୁସାରେ ସେ କାମର୍ ଗୁଦାମ୍ ଲଗେ ସାଟେ ଏକ୍ ଅଜାର୍ ଡାରକ୍ମା ନିକ ସୁନା ଆରି ପାଞ୍ଚ୍ ଅଜାର୍ ପାଉଣ୍ଡ୍ ରୁପା ଆରି ପୁଜାରିମନର୍ ପାଇଁ ସଏଟା ବସ୍ତର୍ ଦେଲାଇ । 70 ଆରି, ପୁଜାରିମନ୍ ଆରି ଲେବିଅମନ୍ ଆରି ଲକ୍ମନର୍ ଲଗେଅନି କେତେଲକ୍,ଆରି ଗିତ୍ ଗାଇବା ଲକ୍ମନ୍ ଦୁଆର୍ ଜାଗୁମନ୍ ଆରି ପାର୍ତନା ଗରେ କାମ୍ କରୁମନ୍ ନିଜର୍ ନିଜର୍ ନଅଁର୍ମନ୍କେ ଆରି ସବୁ ଇସ୍ରାଏଲ୍ ନିଜର୍ ନିଜର୍ ନଅର୍ମନ୍କେ ବାସା ଅଇଲାଇ ।
Publicidade
Esdras 2
ବାବିଲେ ଅନି ବାଉଡିଆଇବା ଲକ୍ମନର୍ ତାଲିକା
Veja também
Publicidade