Lei
A lei de Deus é expressão do seu caráter e amor. Do Sinai ao Sermão do Monte, a lei orienta, protege e revela o padrão santo de Deus para a vida humana.
O propósito da lei
A lei de Deus revela o pecado e nos conduz a Cristo. Pela lei é que temos consciência do que é justo e do que é errado.
କାୟିତାକ୍ବଃଲେକ୍ ବିଦିର୍ କଃର୍ତା କାମ୍ ତଃୟ୍ କୁୟି ଲକ୍ ଇସ୍ୱରାର୍ ଚଃମେ ଦଃର୍ମି ଗଃଣା ନୟ୍, ବଃଲେକ୍ ବିଦି ତଃୟ୍ ହାହାର୍ ଗିଆନ୍ ଜାତ୍ ଅୟ୍ଦ୍ ।
ତଃବେ କାୟିରି ? ଅଃମିମଃନ୍ ଜେ ବିଦିର୍ ତଃଳେ ନାୟ୍, ମଃତର୍ ଦଃୟାର୍ ତଃଳେ ଆଚୁ, ଇତାର୍ ଗିନେ କାୟି ହାହ୍ କଃରୁଆଁ ? ସେରି କଃବେ ହେଁ ନଃଉଅ ।
ସେମଃନ୍ କଃଉଁଲାୟ୍ ସଃବୁ କଃରୁକେ ଅଃମାର୍ ଅଃଦିକାର୍ ଆଚେ, ମଃତର୍ ସଃବୁ ହେଁ ଉହ୍କାର୍ ନାୟ୍ । ସଃବୁ କଃରୁକେ ଅଃଦିକାର୍ ଆଚେ, ମଃତର୍ ସଃବୁ କଃତାୟ୍ ନିକ ଜାତ୍ ନାୟ୍
କାୟିତାକ୍ବଃଲେକ୍ ସଃବୁ ମସାର୍ ବିଦି ଇ ଗଟେକ୍ କଃତାୟ୍ ହୁରୁଣ୍ ଅୟ୍ଦ୍, ତୁମି ଅଃହ୍ଣାର୍ ହାକିହଃଳ୍ସାକେ ନିଜାର୍ ହର୍ ଲାଡ୍ କଃରା ।
ମଃତର୍ ଆତ୍ମାର୍ ହଳ୍ ଲାଡ୍, ସଃର୍ଦା, ସୁସ୍ତା, ଦୁକ୍ସଃମ୍ବାଳାତା, ଲକାର୍ ଦଃୟା କଃର୍ତାର୍, ଦଃର୍ମି, ସଃତେ ରେତାର୍, ସୁସାର୍ ଆର୍ ନିଜ୍କେ ସଃମ୍ବାଳ୍ତାର୍ ଇ ସଃବୁ ବିରୁଦେ କାୟିହେଁ ମସାର୍ ବିଦି ନାୟ୍ ।
ନିଜାର୍ ନିଜାର୍ ବିତ୍ରାର୍ ବଜ୍ ବଃଉଆ; ଇ ହଃର୍କାରେ ତୁମିମଃନ୍ କ୍ରିସ୍ଟର୍ ବିଦି ହୁର୍ଣ୍ଣ୍ କଃରାସ୍ ।
Amar e obedecer
O maior mandamento é amar a Deus e ao próximo. Toda a lei se resume nestes dois mandamentos, que são o fundamento de tudo.
ଆରେକ୍ ଗଟେକ୍ ବଲ୍ ଅଃଉଁଲି, ‘ତୁମିମଃନ୍ ନିଜ୍କେ ଜଃତେକ୍ ଲାଡ୍ କଃରୁଲାସ୍, ବିନ୍ ଲକେ ହେଁ ସେରଃକମ୍ ଲାଡ୍କଃରା । ଇ ଜୁଳେକ୍ ବିଦି ଚାଡି ଆରେକ୍ ବିନ୍ ବଃଡ୍ ବିଦି କୁୟ୍ରି ନାୟ୍ ।’"
ମୁୟ୍ ଜଃନ୍କଃରି ତୁମିମଃନ୍କେ ଲାଡ୍ କଃରିଆଚି, ତୁମିମଃନ୍ ହେଁ ସେନ୍କଃରି ତୁମାର୍ ତୁମାର୍ ବିତ୍ରେ ଲାଡ୍ କଃରା, ଇରି ମର୍ ଆଦେସ୍,
"ବଃଲେକ୍ ଲକ୍ମଃନ୍ ତୁମାର୍ ସଃଙ୍ଗ୍ ଜଃନ୍କା ବେବାର୍ କଃରତ୍ ବଃଲି ମଃନ୍ କଃରୁଲାସ୍, ତୁମିମଃନ୍ ହେଁ ସେମଃନାର୍ ସଃଙ୍ଗ୍ ସେବାନ୍ୟା ବେବାର୍ କଃରା, କାୟିତାକ୍ବଃଲେକ୍ ଇରି ହଃକା ମସାର୍ ବିଦି ଆର୍ ବାବ୍ବାଦିମଃନାର୍ ଦଃର୍ମ୍ସାସ୍ତର୍ ସିକ୍ୟାର୍ ସଃତ୍ ଅଃର୍ତ୍ ।"
ସଃବ୍କେ ଲାଡ୍ କଃର୍ତା ରିଣେ ରିଣ୍ୟା ଅଃଉଆ ଆର୍ ବିନ୍ ବିସୟେ କାର୍ ତଃୟ୍ ହେଁ ରିଣ୍ୟା ଅଃଉଆ ନାୟ୍; ବଃଲେକ୍ ଜେ ସଃବ୍କେ ଲାଡ୍ କଃରେଦ୍ ସେ ବିଦି ମାନି ଆଚେ ।
ଜେ ଇସ୍ୱର୍କେ ଲାଡ୍ କଃରେଦ୍ ସେ ଅଃହ୍ଣାର୍ ବାୟ୍ବେଣିକେ ହେଁ ଲାଡ୍ କଃର ଇ ବିଦି ଅଃମିମଃନ୍ ତାର୍ ତଃୟ୍ହୁଣି ହାୟ୍ଁ ଆଚୁ ।
ଏ ଲାଡାର୍ ବାୟ୍ମଃନ୍, ଅଃମାର୍ ମଃନ୍ ଜଦି ଅଃମିକ୍ ଦସି ନଃକେରେ, ତଃନ୍ଅୟ୍ଲେକ୍ ଇସ୍ୱରାର୍ ଚଃମେ ଅଃମାର୍ ସାସ୍ ଆଚେ । ଆର୍ ଅଃମିମଃନ୍ ଜାୟ୍ରି ହେଁ ମାଗୁନ୍ଦ୍ ସେରି ସଃବୁ ତାର୍ ତଃୟ୍ହୁଣି ହାଉଁନ୍ଦ୍, ବଃଲେକ୍ ଅଃମିମଃନ୍ ତାର୍ ବିଦି ମାନୁଲୁ, ଆର୍ ତାର୍ ଆକାୟ୍ ଜାୟ୍ରି ନିକ ସେରି କଃରୁଲୁ ।
Bênçãos da obediência à lei
Se andardes nos meus mandamentos, vivereis. A obediência à lei de Deus traz vida, paz e prosperidade espiritual.
Lei e graça
A lei veio para nos guiar; a graça veio para nos salvar. Em Cristo, cumprimos a lei pelo amor — o fruto do Espírito não tem lei contra si.
ଆରେକ୍ ଏ ଆୟା ଉବାମଃନ୍, ନିଜାର୍ ନିଜାର୍ ହିଲାମଃନ୍କେ ରିସା କଃରା ନାୟ୍, ମଃତର୍ ସେମଃନ୍କେ ମାପୁରାର୍ ଗୁଣ୍ ଆର୍ ସିକ୍ୟା ଦଃୟି ବାଡାଉଆ ।
ଅବିସ୍ୱାସିମଃନାର୍ ସଃଙ୍ଗ୍ ସଃମାନ୍ ବାବେ ନିଜ୍କେ ଗଃଣାୟ୍ ଅଃଉଆ ନାୟ୍, କାୟିତାକ୍ବଃଲେକ୍ ଦଃର୍ମ୍ ଆର୍ ଅଃଦଃର୍ମ୍ ବିତ୍ରେ କାୟି ମିଳାମିସା ? କି ଅଃନ୍ଦାର୍ ସଃଙ୍ଗ୍ ଉଜାଳାର୍ କାୟି ମିଳାମିସା ?