Lei
A lei de Deus é expressão do seu caráter e amor. Do Sinai ao Sermão do Monte, a lei orienta, protege e revela o padrão santo de Deus para a vida humana.
O propósito da lei
A lei de Deus revela o pecado e nos conduz a Cristo. Pela lei é que temos consciência do que é justo e do que é errado.
ମାତର୍ ନିୟମର୍ ରିତିନିତି ମାନିକରି କେ ମିସା ପରମେସରର୍ ମୁଆଟେ ଦରମ୍ ଲକ୍ ଅଇନାପାରେ । ନିୟମେଅନି ସେ ଲକ୍ ଅବ୍କା ପାପର୍ ବଜ୍ସେ ପାଇସି ।
ଦରମ୍ ଗତିଦାଙ୍ଗ୍ଡା
ସେନ୍ତିଆଲେ ଆମେ ନିୟମର୍ ତଲେ ନ ରଇ, ପରମେସରର୍ ଜିବନ୍ଦୁକାନି ପାଇଲୁ ଆଚୁ ବଲି ପାପ୍ କର୍ତେ ରଉଁ କି ? ନାଇ, କେବେ ମିସା ନଏଁ ।
ସବୁ ବିସଇ କର୍ବାକେ ଆମର୍ ଅଦିକାର୍ ଆଚେ, ସେନ୍ତି ସେମନ୍ କଇବାଇ, ସେଟା ସତ୍ । ମାତର୍ ମୁଇ କଇଲିନି ସବୁ ବିସଇ ଆମ୍କେ ସାଇଜ ନ କରେ ।
କାଇକେ ବଇଲେ ସବୁ ନିୟମ୍ ଏ ଗଟେକ୍ ବାକିଅତେଇ ସିଦ୍ ଅଇସି, ତମେ ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍କେ ଆଲାଦ୍ କରା ।
ମାତର୍ ଆତ୍ମାର୍ ପଲ୍ ଅଇଲାନି, ଆଲାଦ୍ କରାକରି ଅଇବାଟା, ସାର୍ଦାସଙ୍ଗ୍ ରଇବାଟା, ସାନ୍ତିସଙ୍ଗ୍ ରଇବାଟା, ମୁର୍ଚିକରି ରଇବାଟା, ବିନ୍ଲକ୍କେ ଉପ୍କାର୍ କର୍ବାଟା, ନିମାନ୍ ଚଲାଚଲ୍ତି କର୍ବାଟା, ବିସ୍ବାସେ କାମ୍କର୍ବାଟା, ସଲଦ୍ ଅଇବାଟା, ଆତ୍ମାଇ ସାଆସ୍ ଦାରି ଚଲାଚଲ୍ତି କର୍ବାଟା, ଏ ସବୁର୍ ଚଲନ୍ ମାନ୍ବା ଲକ୍ ନିୟମର୍ ବିରୁଦେ କାଇଟା ନ କରେ ।
ତମର୍ ତମର୍ ବିତ୍ରେ, ଜିବନେ ଆଇବା ବଜ୍ ବିସଇ ବଇବାକେ ସାଇଜ କରାକରି ଉଆ । ଏନ୍ତାରି କଲେ ତମେ କିରିସ୍ଟର୍ ଆଦେସ୍ ମାନ୍ସା ।
Amar e obedecer
O maior mandamento é amar a Deus e ao próximo. Toda a lei se resume nestes dois mandamentos, que são o fundamento de tudo.
ଆରି ପଚର୍ ମୁକିଅ ଆଦେସ୍ ଅଇଲାନି, ତମେ ନିଜ୍କେ ଆଲାଦ୍ କଲାପାରା ପଡିସାର୍ ଲକ୍କେ ମିସା ଆଲାଦ୍ କରା । ଏ ଦୁଇଟା ଆଦେସ୍ ଚାଡିକରି ଆରି କାଇ ମିସା ମୁକିଅ ଆଦେସ୍ ନାଇ" ବଲି କଇଲା ।
ମୁଇ ତମ୍କେ ଜେନ୍ତି ଆଲାଦ୍ କଲିଆଚି, ସମାନ୍ ସେନ୍ତି ତମେ ମିସା ନିଜର୍ ନିଜର୍ ବିତ୍ରେ ଆଲାଦ୍ ଅଇକରି ରୁଆ । ଏଟାସେ ମର୍ ଆଦେସ୍ ।
"ତମର୍ ପାଇ ବିନ୍ ଲକ୍ମନ୍ ଜାଇଟା କରତ୍ ବଲି ମନ୍ କଲାସ୍ନି, ସେନ୍ତାରି ତମେ ବିନ୍ ଲକର୍ ପାଇ କରା । ଏଟା ଅଇଲାନି ମସା ଦେଇରଇବା ନିୟମ୍ ଆରି ବବିସତ୍ବକ୍ତାମନର୍ ସିକିଆର୍ ଅରତ୍ ।"
ନିଜର୍ ନିଜର୍ ବିତ୍ରେ ଆଲାଦ୍
ନିଜର୍ ନିଜର୍ ବିତ୍ରେ ଆଲାଦ୍ କରାକରି ଅଇବାଟା ଚାଡି ଆରି କାଇ ବିସଇ କାର୍ ଲଗେ ମିସା ଉଦାର୍ ଉଆ ନାଇ । ଜେ ଏଟା ବିନ୍ ଲକର୍ପାଇ କର୍ସି, ସେ ନିୟମ୍ ମାନ୍ସି ।
ଆରି ସେ ଆମ୍କେ ଏ ଆଦେସ୍ ଦେଇ ତିଆର୍ଲାଆଚେ, ଜେ ପର୍ମେସର୍କେ ଆଲାଦ୍ କର୍ସି, ତାର୍ ମିସିବିଡି ରଇବା ବିସ୍ବାସି ବାଇବଇନିମନ୍କେ ମିସା ଆଲାଦ୍ କର୍ବାର୍ ଆଚେ ।
ଏ ଆଲାଦର୍ ମଇତର୍ମନ୍, ଆମର୍ ବିବେକ୍ ଜଦି ଆମ୍କେ ଦସି ବଲି ନ ଜାନାଇଲେ, ଆମେ ପର୍ମେସର୍କେ ପାର୍ତନା କଲାବେଲେ ନ ଡରୁ । ଆମେ ତାକେ ଜେତ୍କି ମାଙ୍ଗ୍ଲୁନି, ସେଟା ସବୁ ପର୍ମେସର୍ ଆମ୍କେ ଦେଇସି । କାଇକେବଇଲେ ସେ ତିଆର୍ଲାଟା ସବୁ ଆମେ କଲୁନି ।
Bênçãos da obediência à lei
Se andardes nos meus mandamentos, vivereis. A obediência à lei de Deus traz vida, paz e prosperidade espiritual.
Lei e graça
A lei veio para nos guiar; a graça veio para nos salvar. Em Cristo, cumprimos a lei pelo amor — o fruto do Espírito não tem lei contra si.
ଏ ବାବାମନ୍, ପିଲାମନ୍କେ ରିସା କରାଆ ନାଇ । ତାର୍ ବାଦୁଲେ ସେମନ୍କେ ମାପ୍ରୁର୍ ବାକିଅ ଇସାବେ ସିକାଇକରି ବଡାଆ ।
ବିସ୍ବାସ୍ ନ କଲା ଲକ୍ମନର୍ ଟାନେ ଜାଚାଇ ଉଆନାଇ
ତମେ ବିସ୍ବାସ୍ ନ କର୍ବା ଲକ୍ମନର୍ ସଙ୍ଗ୍ ମିସିକରି କାମ୍ କରାନାଇ । ସେ କାମ୍ କେବେମିସା ନ ଅଏ । କାଇକେବଇଲେ ସତ୍ ଆରି ମିଚ୍ ମିସାଇ ନ ଅଏ । ଉଜଲ୍ ଆରି ଆନ୍ଦାର୍ ନ ମିସତ୍ ।