Livramento
Deus é o grande Libertador. Através da Bíblia, vemos Deus livrando seu povo de inimigos, de perigos e da morte. Quem clama ao Senhor, Ele ouve e liberta.
Deus ouve e livra
Clamaram ao Senhor na sua tribulação, e Ele os livrou das suas angústias. O Senhor é refúgio e a salvação dos que nele confiam.
Livramento poderoso
Deus livrou Daniel dos leões, os jovens hebreus do fogo e Israel do Egito. Seu braço não é curto para salvar.
ଜଦି ସେନ୍ତାର୍ ଅଇସି, ତେବେ ଆମେ ଜାର୍ ସେବା କଲୁନି, ଆମର୍ ସେ ପର୍ମେସର୍ ଲାଗ୍ବା ଜଇ ବିତ୍ରେ ଅନି ଉଦାର୍ କର୍ବାକେ ଆଚେ; ଆରି ଏ ମଆ ରାଜ୍, ସେ ତର୍ ଆତେ ଅନି ଆମ୍କେ ଉଦାର୍ କର୍ସି । ମାତର୍ ଜଦି ନ ଉଦାର୍ କଲେ ମିସା, ଏ ମଆ ରାଜ୍, ଆମେ ତର୍ ଦେବ୍ତାକେ ପୁଜା ନ କରୁ, କି ତୁଇ ତିଆର୍ କଲା ସୁନାର୍ ମୁର୍ତିକେ ଜୁଆର୍ ନ କରୁ, ଏଟା ତୁଇ ଜାନି ରଅ।"
ତମେ ଜଦି ସେ ମନ୍କେ ଦୁକ୍ ଦେଲେ, ଆରି ସେମନ୍ କାନ୍ଦିକରି ଆମ୍କେ ଡାକ୍ବାଇ, ତେବେ ଆମେ ତାକର୍ ଡାକ୍ ସୁନ୍ବୁ ।
ଉଁ ମୁଇଁ ସବୁବେଲର୍ ମାପ୍ରୁ ଆରି ସବୁବେଲେ ତମର୍ ସଙ୍ଗ୍ ମୁଇ ରଇବି ଆରି ମର୍ ଆତେ ଅନି ତମ୍କେ ଉଦାର୍ କାରିଆ କେ ମିସା ନାଇଁ; ମୁଇଁ ଜନ୍ କାମ୍ କର୍ବି ,ସେ କାମ୍କେ କେ ମିସା ବାଦ୍ଲାଇ ନାପାରତ୍ ?
Redenção e restauração
Todo aquele que invocar o nome do Senhor será salvo. Deus livra do pecado, da morte e de todo mal aqueles que se humilham diante dele.
କାଇକେବଇଲେ "ଜେ ମିସା ମାପ୍ରୁର୍ ନାଉଁ ଦାରି ପାର୍ତନା କର୍ସି, ସେ ମୁକ୍ତି ପାଇସି ।"
ଆରି କାଇକେ ଅଲ୍ସମ୍ କଲୁସ୍ନି ? ଉଟ୍, ଡୁବନ୍ ନେ, ଆରି ତାକେ ପାର୍ତନା କରି ତର୍ ସବୁ ପାପେଅନି ପରିଚଲ୍ ଅ ।"
ଆରି ପର୍ମେସର୍ ତାର୍ ନିଜର୍ ଜନ୍ ପଅକେ, ମଲା ଲକ୍ମନର୍ ବିତ୍ରେ ଅନି ଉଟାଇଲା । ଆରି ଜେ କି ଆଇତେରଇବା ପର୍ମେସରର୍ ବଡ୍ ଡଣ୍ଡ୍ତେଇଅନି ଆମ୍କେ ରକିଆ କର୍ସି । ତାର୍ପିଲା ଜିସୁ ସର୍ଗେଅନି ଆରିତରେକ୍ ଆଇବାଟାକେ ଆମେ ଜାଗିକରି ରଉଁ । ଏ ସବୁ ବିସଇ ମିସା ତେଇର୍ ଲକ୍ମନ୍ କାତାବାର୍ତା ଅଇଲାଇନି ।
ତମେ ମର୍ ନାଉଁଦାରି ଜାଇଟା ମାଙ୍ଗ୍ସା ସେଟା ସବୁ ମୁଇ ତମ୍କେ ଦେବି । ଇତିଅନି ବାବାର୍ ଡାକ୍ପୁଟା ମର୍ତେଇ ଜାନାପଡ୍ସି । ତମେ ଜଦି କାଇ ବିସଇ ମିସା ମର୍ ନାଉଁଦାରି ମାଙ୍ଗ୍ସା ବଇଲେ ମୁଇ ସେଟା ଦେବି ।
ସୁକଲ୍ ଆତ୍ମାର୍ ଦାନର୍ ସପତ୍
ତମେ ଜଦି ମକେ ଆଲାଦ୍ କର୍ସା, ମର୍ ଆଦେସ୍ ମିସା ମାନ୍ସା । ମୁଇ ମର୍ ବାବାକେ ଗୁଆରି କର୍ବି । ଆରି ତମର୍ ସଙ୍ଗ୍ ସବୁବେଲା ରଇବା ପାଇ, ସେ ଗଟେକ୍ ସାଇଜକାରିଆକେ ପାଟାଇସି ।
ପାପି ଲକ୍ମନର୍ ପାର୍ତନା ପର୍ମେସର୍ ନ ସୁନେ ବଲି ସବୁ ଲକ୍ମନ୍ ଜାନିଆଚତ୍ । ମାତର୍ ଜନ୍ ଲକ୍ ପର୍ମେସର୍କେ ଜୁଆର୍ କରି ସେ ମନ୍କଲା ଇସାବେ ଚଲାଚଲ୍ତି କଲାନି, ସେ ତାର୍ କାତା ସୁନ୍ସି ।
ପର୍ମେସରର୍ ଲଗେ ଆସା, ତେବେ ସେ ମିସା ତମର୍ ଲଗେ ଲଗେ ରଇସି । ଏ ପାପିମନ୍, କାରାପ୍ କାମ୍କର୍ବାଟା ଚାଡିଦିଆସ୍ । ଆରି ଏ ଦୁଇବାଟେ ମନ୍କରୁମନ୍ ତମର୍ ମନ୍ ନିର୍ମଲ୍ କରା ।
ତମେ କାରାପ୍ ଲକ୍ ଅଇରଇଲେ ମିସା ନିଜର୍ ପିଲାମନ୍କେ ନିକନିକ ଜିନିସ୍ ଦେଇସା । ସେନ୍ତାରିସେ ଜନ୍ ଲକ୍ମନ୍ ସରଗର୍ ବାବାକେ ମାଙ୍ଗ୍ବାଇ ସେ ସେମନ୍କେ ଆରି କେତେ ନିକନିକ ଜିନିସ୍ ଦେଇସି ।
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.