Mãe
A mãe é honrada na Bíblia como pilar da família. Seu amor incondicional, sua sabedoria e sua dedicação são celebrados como reflexo do próprio amor de Deus por seus filhos.
O amor de mãe
Pode uma mãe esquecer-se do filho do seu ventre? Ainda que ela se esquecesse, Deus nunca nos abandona. O amor materno reflete o divino.
ଜେନ୍ତିକି ଗଟେକ୍ ପିଲାକେ ତାର୍ ଆୟା ଅଅ କରି ବୁଜାଇସି, ଟିକ୍ ସେନ୍ତି କରି ଆମେ ବୁଜାଇବୁ ଆରି ତମେ ଜିରୁସାଲାମ୍ ଟାନେ ସାନ୍ତି ପାଇସା ।
ଆମେ ବାଇମନ୍କେ ଆଲାଦ୍ କଲେ ଦାପେ ରିସା ନ ଅଇ ଦୟା ଦେକାଇବୁ । ଆଁକାର୍ ନ ଅଇ, ବଡ୍ପନ୍ ନ ଅଇ ଲକ୍ମନ୍କେ ନିଜର୍ ତଲିଆ ନ ଦେକୁ । ଆମେ କାରାପ୍ ବେବାର୍ ନ କରୁ, ନିଜେ ପାଇବାକେ ମନ୍ ନ କରୁ । ଦାପେ ବିର୍ବିରା ନ ଅଉଁ ଆରି ଆଗେ କଲା ବୁଲ୍ କାମ୍ମନର୍ ଇସାବ୍ ନ କରୁ । ଆମେ ଦରମ୍ ନଇଲାଟାକେ ଦେକି ସାର୍ଦା ନ ଅଉଁ, ମାତର୍ ସତ୍ ଟାନେ ସାର୍ଦା ଅଇବୁ । ସବୁ ବିସ୍ବାସ୍ କର୍ବୁ, ସବୁଟା ଆସାକର୍ବୁ, ସବୁବିସଇ ମୁରଚ୍ବାଟା ନ ଚାଡୁ ।
Sabedoria e instrução
A mãe sábia instrui os filhos nos caminhos de Deus. Seu ensino é lei que guia e sua disciplina é expressão de amor verdadeiro.
ଏ ମର୍ ପିଲା, ତର୍ ବାବାର୍ ସିକିଆକେ ସୁନ୍ ଆରି ତର୍ ଆୟାର୍ ସିକିଆକେ ଅମାନିଆଁ କର୍ ନାଇଁ । କାଇକେବଇଲେ ସେ ତର୍ ମୁଣ୍ଡେ ପିନ୍ଦ୍ବା ଆସିର୍ବାଦର୍ ମୁକୁଟ୍ ଆରି ଗାଲାଇ ପିନ୍ଦ୍ବା ମାଲି ପାରା ଅଇସି ।
ପିଲାମନ୍କେ ନିମାନ୍ ବାଟେ ଜିବାକେ ସିକିଆ ଦିଆସ୍; ତେବର୍ ପାଇଁ ସେମନ୍ ବୁଡା ବୁଡି ଅଇଲେ ମିସା ପାସ୍ରି ନ ଜାଅତ୍ ।
ଜେ କି ଡାଙ୍ଗ୍ ସଙ୍ଗ୍ ମାର୍ବାକେ ଇଚା ନ କରେ, ସେ ତାର୍ ପିଲାଟକିକେ ଲାଡ୍ ମୁଆଁସ୍ କରେ ନାଇଁ; ମାତର୍ ଜେ କି ତାର୍ ପିଲାକେ ଲାଡ୍ କର୍ସି ସେ ସବୁବେଲେ ତାର୍ ପିଲାଟକିକେ ସାସ୍ତି ଦେଇସି ।
ବୁଦି ରଇଲା ପିଲା ନିଜର୍ ବାବାକେ ସାର୍ଦା କରାଇସି ; ମାତର୍ କାରାପ୍ ପିଲା ନିଜର୍ ଆୟାକେ ଦୁକ୍ ଦେଇସି।
Honrar a mãe
Honra teu pai e tua mãe. A mulher virtuosa é digna de louvor — seus filhos se levantam e a chamam bem-aventurada.
ତମେ ତମର୍ ବାବାକେ ଆରି ମାଆକେ ଆଲାଦ୍ କରା, ତାର୍ପଚେ ତମର୍ ସବୁବେଲର୍ ମାପ୍ରୁ ପର୍ମେସର୍ ଜନ୍ ଦେସ୍ ଦେଇସି, ସେ ଦେସେ ତମେ ବେସି ଦିନ୍ ଜିଇସା ।
ବାବା ମାଆ ଆରି ପିଲାଟକି
ଏ ମର୍ ପିଲାଟକିମନ୍, ତମେ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ଆୟା ବାବାର୍ କାତା ମାନିକରି ରୁଆ । ତମେ ଏନ୍ତାରି କର୍ବାର୍ ଆଚେଆକା । ଏନ୍ତାରି ଲେକା ଅଇଲାଆଚେ, ନିଜର୍ ଆୟା ବାବାକେ ସନ୍ମାନ୍ ଦିଆସ୍ । ଜେନ୍ତାରି କି ତମର୍ପାଇ ସବୁ ବିସଇ ମଙ୍ଗଲ୍ ରଇସି । ଆରି ତମେ ସାର୍ଦା ଅଇ ବେସି ଦିନ୍ ଜାକ ଏ ଜଗତେ ବଁଚିରଇସା । ଏଟା ଅଇଲାନି ପର୍ମେସରର୍ ପର୍ତୁମ୍ ଆଦେସ୍ ଜନ୍ଟା କି ସେ ଗଟେକ୍ ଦେଇରଇବା କାତା ମିସା ତେଇ ମିସାଇଆଚେ ।
ଗୁନ୍ଚଲନ୍ ରଇବା ମାଇଁଜି
ଗୁନ୍ଚଲନ୍ ରଇଲା ମାଇଁଜି କେ ପାଇ ପାର୍ସି? ସେ ମତି ମୁକ୍ତାର୍ ତେଇଅନି ଅଦିକ୍ ମୁଲିଅର୍ ଦନ୍ ପାଇସି ।
ବପୁ ଆରି ଗୁନ୍ଚଲନ୍ ଆକା ତାର୍ ବସ୍ତର୍ ପାରା, ଆରି ଆଇବା ଦିନ୍ମନ୍କେ ସେ କାଇଟାକେ ମିସା ନ ଡରେ । ସେ ବାବିବିଚାରି କରି କାତା କଇସି; ସେ ସବୁବେଲେ ସୁଆଲ୍ ସୁତର୍ ସଙ୍ଗେ ସିକିଆ ଦେଇସି । ସେ ନିଜର୍ ଗର୍କୁଟୁମର୍ ଚାଲିଚଲନ୍କେ ମନ୍ଦିଆନ୍ ଦେଇସି, ଆରି ସେ କାମ୍ ନ କଲେ ସରି ନ କାଏ । ତାର୍ ପିଲାଟକିମନ୍ ଉଟିକରି ତାକେ ଦନିଅବାଦ୍ ବଲିକରି କଇବାଇ ଆରି ତାର୍ ମୁନୁସ୍ ମିସା ସେ ରକାମ୍ ବଡିଆ ବଡିଆ ବଲିକରି ସାର୍ଦାର୍ କାତା କଇସି; ବେସି ଦାଙ୍ଗ୍ଡି ମନର୍ ଲଗେ ଗୁନ୍ଚଲନ୍ ଆଚେ, ମାତର୍ ସେ ସର୍ତେ ଦାଙ୍ଗ୍ଡିମନର୍ ତେଇ ଅନି ତୁଇ ଅଦିକ୍ ସୁନ୍ଦର୍ । ବେସି ସୁନ୍ଦର୍ଟାକେ ଦେକି କରି ରସି ଜିବାଟା ବଲ୍ ନାଇଁ, ସେଟା ସବୁଜାକ ବେକାର୍, ମାତର୍ ଜନ୍ ମାଇଁଜି ସବୁବେଲର୍ ମାପ୍ରୁକେ ଡର୍ସି, ସେ ଆସିର୍ବାଦ୍ ପାଇସି ।
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.