O marido
A Bíblia define o papel do marido com clareza: amar a esposa como Cristo amou a Igreja, ser fiel, protetor e líder servo no lar.
Amar como Cristo amou
Maridos, amai vossas mulheres como Cristo amou a Igreja e se entregou por ela. O amor do marido deve ser sacrificial e incondicional.
ଏ ଅଃଣ୍ଡ୍ରାମଃନ୍, କ୍ରିସ୍ଟ ଜଃନ୍କଃରି ମଣ୍ଡ୍ଳିକେ ଲାଡ୍ କଃରି, ତାର୍ ଗିନେ ନିଜାର୍ ଜିବନ୍ ଦିଲା, ତୁମିମଃନ୍ ହେଁ ଟିକ୍ ସେନ୍କଃରି ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା ।
ଅଃଣ୍ଡ୍ରାମଃନ୍ ହେଁ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ନିଜାର୍ ନିଜାର୍ ଗଃଗାଳ୍ ହର୍ ଲାଡ୍ କଃର୍ତା ଦଃର୍କାର୍, ଜେ ନିଜାର୍ ମାୟ୍ଜିକ୍ ଲାଡ୍ କଃରେଦ୍, ସେ ନିଜ୍କେ ଲାଡ୍ କଃରେଦ୍ ।
ଅଃଣ୍ଡ୍ରାମଃନ୍ ହେଁ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ନିଜାର୍ ନିଜାର୍ ଗଃଗାଳ୍ ହର୍ ଲାଡ୍ କଃର୍ତା ଦଃର୍କାର୍, ଜେ ନିଜାର୍ ମାୟ୍ଜିକ୍ ଲାଡ୍ କଃରେଦ୍, ସେ ନିଜ୍କେ ଲାଡ୍ କଃରେଦ୍ । କେଏ ହେଁ ନିଜାର୍ ଗଃଗାଳ୍କେ ଗିଣ୍ ନଃକେର୍ ମଃତର୍ ଗଃଗାଳାର୍ ହସ୍ହାଳ୍ କଃରେଦ୍ ଆର୍ ତାର୍ ଜଃତୁନ୍ କଃରେଦ୍, ସେନ୍କଃରି କ୍ରିସ୍ଟ ମଣ୍ଡ୍ଳିର୍ ଜଃତୁନ୍ ନେଉଁଲା ।
ମଃତର୍ ଇରି ତୁମିମଃନାର୍ ଗିନେ ହେଁ ଦଃର୍କାର୍, ସଃବୁ ଅଃଣ୍ଡ୍ରା ନିଜାର୍ ମାୟ୍ଜିକ୍ ଜିବନ୍ ହର୍ ଲାଡ୍ କଃର, ଆର୍ ସଃବୁ ମାୟ୍ଜିମଃନ୍ ନିଜାର୍ ଅଃଣ୍ଡ୍ରାକେ ମାନ୍ତି କଃର ।
ମିଚ୍ କଃଉଆ ନାୟ୍, ଜିସୁର୍ ଲକମଃନ୍ ସଃବ୍କେ ସଃତ୍ କଃଉତା ଦଃର୍କାର୍; ବଃଲେକ୍ ଅଃମିମଃନ୍ କ୍ରିସ୍ଟର୍ ଗଃଗାଳାର୍ ଗଟ୍ ଗଟ୍ ଅଃଙ୍ଗ୍ । ରିସା ଅୟିଲେକ୍ ହାହ୍ କଃରା ନାୟ୍; ବେଳ୍ ବୁଡ୍ତା ଆଗ୍ତୁ ତୁମାର୍ ରିସା ଚାଡିଦିଆସ୍ । ଆରେକ୍ ସୟ୍ତାନ୍କେ ଟାଣ୍ ଦିଆସ୍ ନାୟ୍ । ଚର୍ ଆରେକ୍ ଚର୍କାମ୍ କଃର ନାୟ୍, ସଃତ୍ ଉପାୟେ ନିଜାର୍ ଗିନେ ଅଃର୍ଜୁକ୍ ଆର୍ ଗଃରିବ୍ମଃନ୍କେ ଉହ୍କାର୍ କଃରୁକେ ସେ କାମ୍ କଃର୍ । ତୁମାର୍ ଟଣ୍ଡେ ହୁଣି କଃରାପ୍ କଃତା ନଃବାରାଅ । ତୁମାର୍ କଃତା ବଃଡେ ନିକ, ଉହ୍କାର୍ ଆର୍ ଲାବ୍ ଦେତାରି ଅଃଉଅ । ତଃବେ ଜୁୟି ମଃନ୍ ତୁମାର୍ କଃତା ସୁଣ୍ତି, ସେମଃନାର୍ ଗିନେ ସେରି ଦଃୟାର୍ ବିସୟ୍ ଅୟ୍ଦ୍ । ଇସ୍ୱରାର୍ ପବିତ୍ର ଆତ୍ମାକେ ଦୁକ୍ ଦିଆସ୍ ନାୟ୍ । ବଃଲେକ୍ ପବିତ୍ର ଆତ୍ମା ତୁମାର୍ ଉହ୍ରେ ଇସ୍ୱରାର୍ ମୁଦ୍ରାଚିନ୍ ହର୍, ବାୟ୍ଦ୍ରେ ଗଟ୍ଦିନ୍ ଆସେଦ୍, ଇସ୍ୱର୍ ତୁମାର୍ ମୁକ୍ତି ସାଦୁନ୍ କଃରେଦ୍ ସେ ଆତ୍ମା ଇସ୍ୱର୍ ଅଃଦିକାର୍ କଃର୍ତା ଚିନା । ସଃବୁ ରଃକମାର୍ ହିତାକଃସା, ରିସା ଆର୍ ଲିନ୍ଦା ଆର୍ ସଃବୁ ରଃକମାର୍ ଡାରା ତୁମିମଃନାର୍ ତଃୟ୍ ହୁଣି ଦୁର୍ କଃରା । ଆର୍ ସଃବୁର୍ ହାଁୟ୍ ଦଃୟାକାରି ଅଃଉଆ, ଆର୍ କଃଉଁଣା ମଃନ୍ ଅଃଉଅ ଆର୍ କ୍ରିସ୍ଟର୍ ଗିନେ ଇସ୍ୱର୍ ତୁମିମଃନ୍କେ ଜଃନ୍କଃରି ଅଃଡେକ୍ ନିକ କେମା କଃରି ଆଚେ ତୁମିମଃନ୍ହେଁ ସେନ୍କଃରି ସଃବ୍କେ କେମା କଃରା ।
ଏ ଅଃଣ୍ଡ୍ରାମଃନ୍ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା, ସେମଃନ୍କେ ସାଦା ନାୟ୍ ।
ଏ ମାୟ୍ଜିମଃନ୍, ଜିସୁ ମାପୁରାର୍ ମିଳାମିସାୟ୍ ଟିକ୍ ଚାଲ୍ଚାଲ୍ତି ହଃର୍କାରେ ନିଜାର୍ ନିଜାର୍ ଅଃଣ୍ଡ୍ରାର୍ କଃତାମାନି ଚାଲା ।
ଏ ଅଃଣ୍ଡ୍ରାମଃନ୍ ନିଜାର୍ ନିଜାର୍ ମାୟ୍ଜିମଃନ୍କେ ଲାଡ୍ କଃରା, ସେମଃନ୍କେ ସାଦା ନାୟ୍ ।
ଆର୍ ଇ ଗୁଣ୍ ଉହ୍ରେ ଲାଡ୍କେ ହୁଙ୍ଗ୍ରା, ଇରି ସଃବୁ ସିଦ୍ କଃରି ଗଟେକ୍ କଃରେଦ୍ ।
Fidelidade conjugal
O casamento é honroso e o leito conjugal é santo. O marido deve ser fiel à esposa da sua juventude em pensamento e ação.
ବିବା ସଃବୁ ଲକାର୍ ବିତ୍ରେ ମାନ୍ତିର୍ ଅଃଉଅ ଆର୍ ମାୟ୍ଜିଅଃଣ୍ଡ୍ରା ସଃଉତାର୍ ନିର୍ମୁଳ୍ ଅଃଉଅ, କାୟିତାକ୍ବଃଲେକ୍ ଇସ୍ୱର୍ ଗଃଗାଳାର୍ ସୁକ୍ ଲଳ୍ତା ଲକାର୍ ଆର୍ ଦାରିମଃନାର୍ ବିଚାର୍ କଃରେଦ୍ ।
ତୁମି ନିଜାର୍ ମାୟିଜି ସଃଙ୍ଗ୍ ସତେରିଆ ଆର୍ ତାକେହଃକା ଲାଡ୍କଃରା। ତୁମାର୍ ଜଃର୍ନିୟାହାଣି କାୟିରି ଏଣେତେଣେ ଜାୟିଦ୍ ? ଆର୍ ରଃଜାର୍ ସଃକ୍ଳିୟେ କାୟ୍ ହାଣି ନାଳ୍ ଜାୟିଦ୍ ? ସେରି ତୁମାର୍ ଅଃଉଅ, ତୁମାର୍ ସଃଙ୍ଗ୍ ଅଚିନା ଲକ୍ମଃନ୍କାର୍ ନଃଉଅ। ତୁମାର୍ ଜଃର୍ନିୟା ଦନ୍ୟ ଅଃଉଅ; ଆର୍ ତୁମି ନିଜାର୍ ଦଃଙ୍ଗ୍ଡା ବଃଳାର୍ ଡକୁର୍ଦି ମଃନ୍କାର୍ ସଃଙ୍ଗ୍ ସଃର୍ଦା କଃରା। ସେ ଲାଡାର୍ ଚିତାଳ୍ ହର୍, ଆର୍ ସୁନ୍ଦୁର୍ ସଃମ୍ୱର୍, ତାର୍ ଉର୍ବୁକ୍ ସଃବୁବଃଳ୍ ମଃନ୍ହୁର୍ତ୍ କଃରେଦ୍। ଏ ମର୍ ହଅ,ବିନ୍ଲକାର୍ ଡକୁର୍ସି ସଃଙ୍ଗ୍ ତୁମି କାୟିତାକ୍ ଟାଣିଅଃଉଁଲିସ୍ ? ଅଃଲ୍ଗା ଲକାର୍ ଜଃଙ୍ଗ୍ କାୟିତାକ୍ ହଃଟଳୁଲାସ୍।
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ଲକ୍ ଜୁୟି ମାୟ୍ଜିକେ କଃରାପ୍ ଆକାୟ୍ ଦଃକେଦ୍, ସେ ତାର୍ ସଃଙ୍ଗ୍ ମଃନ୍ ବିତ୍ରେ ଦାରିକାମ୍ କଃରି ସଃର୍ଲାନି ।
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟ୍ଲକ୍ ଅଃହ୍ଣାର୍ ମାୟ୍ଜିକେ ଦାରିକାମାର୍ ଦଃସ୍ ଚାଡି ବିନ୍ କାମାର୍ ଗିନେ ଚାଡେଦ୍, ତଃବେ ସେ ତାକ୍ ଦାରିଆଣି କଃରାୟ୍ଦ୍, ଆର୍ ଜୁୟି ଲକ୍ ସେ ଚାଡ୍ଲା ମାୟ୍ଜିକେ ସଃଙ୍ଗାୟ୍ଦ୍, ସେ ହେଁ ଦାରିକାମ୍ କଃରେଦ୍ ।"
ଇତାକ୍ ସେମଃନ୍ ଆର୍ ବିନ୍ ନଃଉତି, ମଃତର୍ ଗଟେକ୍ ଅଃଉତି; ବଃଲେକ୍ ଜାୟ୍ରି ଇସ୍ୱର୍ ମିସାୟ୍ ଆଚେ, ମାନାୟ୍ ସେରି ଅଃଲ୍ଗା ଅଃଲ୍ଗା ନଃକେର ।"
ଅଃଣ୍ଡ୍ରା ନିଜାର୍ ମାୟଜିକେ ତାର୍ ହାଉତାର୍ ହୁରୁଣ୍ କଃର, ଆରେକ୍ ହେଁ ସେରଃକମ୍ ମାୟ୍ଜି ତାର୍ ଅଃଣ୍ଡ୍ରା ହାଉତାର୍ ହୁରୁଣ୍ କଃର । ମାୟ୍ଜିର୍ ନିଜାର୍ ଗଃଗାଳ୍ ଉହ୍ରେ ଅଃଦିକାର୍ ନାୟ୍, ମଃତର୍ ଅଃଣ୍ଡ୍ରାର୍ ଆଚେ; ସେରଃକମ୍ ଡକ୍ରାସିର୍ ହେଁ ନିଜାର୍ ଅଃହ୍ଣାର୍ ଗଃଗାଳ୍ ଉହ୍ରେ ଅଃଦିକାର୍ ନାୟ୍ ମଃତର୍ ମାୟ୍ଜିର୍ ଆଚେ ।
ଦୁୟ୍ଲକ୍ ହେଁ ନାୟ୍ ନଃବେଲା; କେଜାଣ୍ ପାର୍ତ୍ନା ଗିନେ ବେଳା ହାଉଁକେ ଦୁୟ୍ଲକ୍ ହେଁ ମାନାମାନିଅୟ୍ ଚଃନେକାର୍ ଗିନେ ବିନେ ଅୟି ରେଉଁ ହାରାସ୍; ଆର୍ ତୁମିମଃନ୍କାର୍ ଗଃଗାଳ୍ ଉଟ୍ତାର୍ ତେବାଉଁକେ ନାହାର୍ତାର୍ ଗିନେ ସୟ୍ତାନ୍ ଜଃନ୍କ୍ରି ତୁମିମଃନ୍କେ କଃଟ୍ହାଳ୍ ନଃବୁଜେ, ଇତାର୍ ଗିନେ ଆରେକ୍ ମିସା ।
ମଃତର୍ ବିବା ଅୟ୍ଲାର୍ ମଃନ୍କେ ମୁଁୟ୍ ଜଃବର୍ କଃଉଁଲେ, ମୁୟ୍ଁ ନୟ୍ ମଃତର୍ ମାପୁର୍ କଃଉଁଲା ମାୟ୍ଜି ନିଜାର୍ ଅଣ୍ଡ୍ରାତଃୟ୍ ହୁଣି ବିନେ ନଃଉଅ ମଃତର୍ ଜଦି ସେ ବିନ୍ ଅୟ୍ଦ୍, ତଃବେ ସେ ଆରେକ୍ ବିବା ନଃକେର, ଆର୍ ନିଜାର୍ ଅଣ୍ଡ୍ରାସଃଙ୍ଗ୍ ମିସ ଆର୍ ଅଃଣ୍ଡ୍ରା ନିଜାର୍ ମାୟ୍ଜିକେ ନଃଚାଡ ।
ମଃତର୍ ବିନ୍ ସଃବ୍କେ କଃଉଁଲେ, ମାପୁର୍ ନଃକୟ୍, ଜଦି କୁୟି ବିସ୍ୱାସି ବାୟ୍ର୍ ବିସ୍ୱାସ୍ ନକେର୍ତା ମାୟ୍ଜି ରଃୟ୍ଦ୍, ଆର୍ ସେ ମାୟ୍ଜି ତାର୍ ସଃଙ୍ଗ୍ ରେଉଁକେ ମଃନ୍କଃରେଦ୍, ତଃବେ ସେ ତାକେ ନଃଚାଡ ।
ବେସୁଆ କାମ୍ ଚାଡି ଦିଆସ୍ । ମାନାୟ୍ ଜୁୟି ହାହ୍ ହେଁ କଃରେଦ୍, ସେରି ଗଃଗାଳାର୍ ବିଟାଳ୍ ନଃକେରେ; ମଃତର୍ ଜେ ବେସୁଆ ଅୟ୍ଦ୍, ସେ ନିଜାର୍ ଗଃଗାଳାର୍ ବିରୁଦେ ହାହ୍ କଃରେଦ୍ ।
Convivência com sabedoria
O marido sábio vive com a esposa com entendimento, dando-lhe honra como co-herdeira da graça. A união conjugal reflete Cristo e a Igreja.
ଏ ଅଃଣ୍ଡ୍ରାମଃନ୍, ସେନ୍କଃରି ତୁମାର୍ ମାୟ୍ଜିମଃନ୍କେ ଦୁର୍ବଳ୍ ବଃଲି ଜାଣି ସେମଃନ୍କେ ସଃମ୍ବାଳି କଃରି ବାସା କଃରା । ସେମଃନ୍କେ ମାୟ୍ନ୍ କଃରା । ସେମଃନ୍ ହେଁ ତୁମିମଃନାର୍ ସଃଙ୍ଗ୍ ଇସ୍ୱରାର୍ ତଃୟ୍ ଜିବନ୍ ହର୍ ଦାନ୍ ହାଉତି । ତୁମିମଃନ୍ ସେମଃନ୍କେ ଟିକ୍ ବେବାର୍ କଃଲେକ୍, ତୁମିମଃନାର୍ ପାର୍ତନାୟ୍ ବାଦା ନାସେ ।
ଇତାର୍ ଗିନେ ମାନାୟ୍ ନିଜାର୍ ଆୟା ଉବାକେ ଚାଡି ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜତାୟ୍ ରଃୟ୍ଦ୍, ଆର୍ ସେମଃନ୍ ଗଟେ ଗଃଗାଳ୍ ଅଃଉତି।
ନିଜାର୍ ଲାବ୍ ହାଁୟ୍ କି ନିଜ୍କେ ଦଃକାୟ୍ ଅଃଉଁକେ କାୟି କାମ୍ କଃରା ନାୟ୍, ମଃତର୍ ତଃଳେହଃଳି ହଃତିଲକ୍ ବିନ୍ଲକେ ନିଜାର୍ ତଃୟ୍ହୁଣି ବଃଡ୍ ମଃନେ କଃରା । ହଃତି ଲକ୍ ଅଃହ୍ଣାର୍ କଃତାୟ୍ ହଃକା ଦିଆନ୍ ନଃଦେୟ୍ ବିନ୍ ଲକାର୍ କଃତା ହେଁ ଦିଆନ୍ ଦେଅ ।
ବେଳ୍ ତଃଳେ ମାପୁର୍ ତୁମିକେ କଃରାପ୍ ଜିବନ୍କାଳ୍ ଜଃତେକ୍ ଦିନ୍ ଦଃୟ୍ଆଚେ, ତୁମାର୍ ସେ କଃରାପ୍ ଜିବନ୍କାଳାର୍ ସଃବୁ ଦିନ୍ ତୁମାର୍ ଲାଡାର୍ ଡକୁର୍ଦି ସଃଙ୍ଗ୍ ସଃର୍ଦାୟ୍ ରିଆ; କାୟତାକ୍ବଃଲେକ୍ ଜିବନ୍ ବିତ୍ରେ ଆର୍ ବେଳ୍ ତଃଳେ ତୁମି ଜୁଣ୍ କଃସ୍ଟ କଃରିଆଚାସ୍, ସେ କଃସ୍ଟ ବିତ୍ରେ ଇରି ହଃକା ତୁମାର୍ ବାଗ୍।
ଜୁୟି ଲକ୍ ମାୟିଜି ହାୟିଦ୍ ସେ ନିକ ଜିନିସ୍ ହାୟିଦ୍, ସେ ଇସ୍ୱରାର୍ ତଃୟିହୁଣି ଦଃୟା ଅୟିଦ୍।
ଜଃଗ୍ରାତ୍, କୁୟି ଲକ୍ କାର୍ ନଃସ୍ଟ୍ ବାଦୁଲେ ନଃସ୍ଟ୍ ନଃକେର, ମଃତର୍ ତୁମିମଃନ୍କେ ସଃବୁବଃଳ୍ ନିଜାର୍ ନିଜାର୍ ବିତ୍ରେ ଆର୍ ସଃବୁ ଲକାର୍ ଉହ୍କାର୍ କଃରା ।
ଅବିସ୍ୱାସିମଃନାର୍ ସଃଙ୍ଗ୍ ସଃମାନ୍ ବାବେ ନିଜ୍କେ ଗଃଣାୟ୍ ଅଃଉଆ ନାୟ୍, କାୟିତାକ୍ବଃଲେକ୍ ଦଃର୍ମ୍ ଆର୍ ଅଃଦଃର୍ମ୍ ବିତ୍ରେ କାୟି ମିଳାମିସା ? କି ଅଃନ୍ଦାର୍ ସଃଙ୍ଗ୍ ଉଜାଳାର୍ କାୟି ମିଳାମିସା ?
ଲାଡ୍ ଦୁକ୍ ସଃମ୍ବାଳ୍ତାର୍, ଲାଡ୍ ଉହ୍କାର୍ କଃର୍ତାର୍ । ଡାରା ନଃକେରେ, ଗଃର୍ବ୍ ନଃକେରେ, ଅଃକାର୍ ନଃକେରେ ମଃନେ ଲାଡ୍ ରିଲାର୍ ଗିନେ ରିସା ଜାତ୍ ନୟ୍, ନିଜେ ଲାବ୍ ହାଉଁକେ ଉପାୟ୍ ନଃକଜେ କାକ୍ରି ନୟ୍, ଉହ୍କାର୍ ହାୟ୍ଁ ନଃରିଲେକ୍ ହେଁ ମଃନେ ବେର୍ ନଃଦେରେ । ଅଃଦଃର୍ମେ ସଃର୍ଦା ନଃକେରେ ମଃତର୍ ସଃତ୍ ତଃୟ୍ ସଃର୍ଦା କଃରେଦ୍, ଲବଦ୍ ସଃବୁ ସଃମ୍ବାଳେଦ୍, ସଃବୁ ସଃତ୍ କଃରେଦ୍, ସଃବୁ ଆସା କଃରେଦ୍, ସଃବୁ କଃତାୟ୍ ସାସ୍ଦଃରି ରଃୟ୍ଦ୍ ।