A mulher sábia
A mulher sábia constrói sua casa sobre o fundamento do temor do Senhor. Sua sabedoria abençoa a família, a comunidade e as gerações futuras.
A sabedoria que edifica
A mulher sábia edifica sua casa. O temor do Senhor é o princípio da sabedoria e a instrução que conduz à honra.
ବୁଦିରିଲା ମାୟ୍ଜି ନିଜାର୍ ଗଃର୍କେ ବୁଦିର୍ ସଃଙ୍ଗ୍ ବଃନାୟିଦ୍; ମଃତର୍ ବୁଦି ନଃରିଲା ମାୟ୍ଜି ନିଜାର୍ ଆତେ ଗଃର୍କେ ନଃସ୍ଟ୍ କଃରେଦ୍।
ଇସ୍ୱରାର୍ ବିସୟେ ଡିର୍ତାର୍ ଗିଆନାର୍ ଆରୁମ୍ , ଆରେକ୍ ଜଦି ଦଃର୍ମି ଇସ୍ୱର୍କେ ଜାଣାସ୍ ତଃବେ ତୁମାର୍ ବୁଜ୍ତା ଗିଆନ୍ ଆସେଦ୍।
ଇସ୍ୱରାର୍ ବିସୟେ ଡିର୍ ଗିଆନ୍ ବୁଦି ଆର୍ ସିକ୍ୟା ହାଉଆସ୍ ଆସିର୍ବାଦ୍ ହାଉତା ଆଗ୍ତୁ ସୁଦ୍ ଆସେଦ୍।
ମଃତର୍ ତୁମିମଃନାର୍ ବିତ୍ରେ ଜଦି କାର୍ ଗ୍ୟାନ୍ ଉଣା ରଃୟ୍ଦ୍, ତଃବେ ଜୁୟି ଇସ୍ୱର୍ ଦଃସ୍ ନଃଦେରି ମେଲା ଆତେ ସଃବ୍କେ ଦାନ୍ କଃରେଦ୍, ତାର୍ ଚଃମେ ସେ ପାର୍ତ୍ନା କଃର, ତଃବେ ତାକ୍ ଦିଆ ଅୟ୍ଦ୍ ।
Virtude e excelência
A mulher virtuosa é coroada de força e dignidade. Ela abre a boca com sabedoria e a instrução da bondade está na sua língua.
ଗୁଣ୍କାରି ମାୟିଜି କାକେ ମିଳିଆଚେ ? ମୁକ୍ତାତଃୟିହୁଣି ସେରି ବେସି ମଲ୍।
ବଃଳ୍ ଆର୍ ମାୟିନ୍ ତାର୍ ବଃସ୍ତର୍ ହର୍; ଆର୍ ଆସୁଲା ଦିନାର୍ ଗିନେ ନଃଡିରେ।
ସେ ଗିଆନେ ନିଜାର୍ ଟଣ୍ଡ୍ ହୁଟାୟିଦ୍; ତାର୍ ଜିବେ ଦଃୟାର୍ ବିଦି ରଃୟିଦ୍।
ତାର୍ ହିଲାମଃନ୍ ଉଟି ତାର୍ଗିନେ ବେସି ସଃର୍ଦା ଅଃଉତି, ଆର୍ ତାର୍ ଡକ୍ରାସି ହେଁ ତାକେ ଦନ୍ୟ ବଃଲି କୟିଦ୍।
ଅଃନେକ୍ ମାୟିଜିମଃନ୍ ନିଜାର୍ ଗୁଣ୍ ଦଃକାୟ୍ ଆଚ୍ତି, ମଃତର୍ ତୁୟ୍ ସେମଃନାର୍ ବିତ୍ରେହୁଣି ସଃବ୍କେ ଉଟ୍ୟା।
ସୁନ୍ଦୁରେ ହୁର୍ନ୍ଅୟ୍ ଦଃକାୟ୍ଅଃଉତା ମାୟ୍ଜି ଗୁର୍ନାର୍ ବିସୟ୍ ଆର୍ ମଲ୍ନୟ୍ଲାର୍; ମଃତର୍ ଜୁୟ୍ ମାୟ୍ଜି ଇସ୍ୱର୍କେ ମାନେଦ୍ ସେ ଦନ୍ୟ।
ଗୁଣ୍କାରି ମାୟ୍ଜି ନିଜାର୍ ଡକ୍ରାସିର୍ ମୁକୁଟ୍ ହର୍; ମଃତର୍ ଜେ ଲାଜାର୍ କାମ୍ କଃରେଦ୍ ସେ ଡକ୍ରାସିର୍ ଆଡ୍ ନଃସ୍ଟ୍କାରି ଗାଉ ହର୍।
ଆସିର୍ବାଦ୍ ହାୟିଲା ମାୟ୍ଜି ମାୟିନ୍କେ ଦଃରିରଃକେଦ୍, ଆରେକ୍ ମୁର୍କିୟା ଲକ୍ ସମ୍ପତିକେ ଦଃରି ରଃକ୍ତି।
ଗଃର୍ ଆର୍ ଦଃନ୍ ଆୟା ଉବାର୍ ତଃୟି ହୁଣି ହାଉତା ଅଃଦିକାର୍ ;ମଃତର୍ ବୁଦିମତି ମାୟିଜି ଇସ୍ୱରାର୍ ତଃୟି ହୁଣି ମିଳେଦ୍।
Exemplo e influência
A mulher sábia é exemplo de fé e bom testemunho. Suas atitudes inspiram e seu legado abençoa as gerações que virão.
ଆରେକ୍ ଅଃଦିକ୍ ବଃୟ୍ଁସାର୍ ମାୟ୍ଜିମଃନ୍କେ ସେରଃକମ୍ ଲକାର୍ ଲିନ୍ଦାକାରି, ମଃଦେ ଗତି ନଃକେଟି ବେବାରେ ନିକ ଆର୍ ନିକ ସିକ୍ୟା ଦେଉଁକେ ଗଃଉଆରି କଃରା; ଇସ୍ୱରାର୍ କଃତା ଜଃନ୍କଃରି ଲିନ୍ଦା ନଃହାୟ୍, ଇତାକ୍ ସେମଃନ୍ ଦଃଙ୍ଗ୍ଲିମଃନ୍କେ ଡକ୍ରାସିର୍ କଃତା ମାନୁକ୍, ହିଲାକ୍ ଲବଦ୍ କଃରୁକେ ସିକାଉଁ ହାର୍ତି । ନିକବୁଦି, ଅଃଣ୍ଡ୍ରାକେ ପବିତ୍ର ବାବେ ମାନ୍ତାର୍, ଗଃର୍ ସଃମ୍ବାଳ୍ତାର୍ ମାୟ୍ଜି, ଦିର୍ସୁସ୍ତାର୍, ଆର୍ ଅଃହ୍ଣା ଅଃହ୍ଣାର୍ ଡକ୍ରାସି ମଃନ୍କାର୍ କଃତା ମାନି ଚାଲୁକ୍ ସିକାଉ । ତଃବେ ଅଃମିକ୍ ଦିଆ ଅୟ୍ଲା ଇସ୍ୱରାର୍ କଃତାକ୍ ଲିନ୍ଦା ନଃକେର୍ତି ।
ସେରଃକମ୍ ସେମଃନାର୍ ମାୟ୍ଜିମଃନ୍ ହେଁ ବିନ୍ ଲକ୍କେ ଲିନ୍ଦାକାରି ନଃୟ୍କଃରି ଦିର୍ ସୁସ୍ତାୟ୍, ସୁଆଦ୍ କଃତା ଆର୍ ସଃବୁ କଃତାୟ୍ ମାୟ୍ନ୍କାରିଣି ବିସ୍ୱାସି ଅଃଉତା ଲଳା ।
"ସଃଡେବଃଳ୍ ସଃର୍ଗ୍ ରାଇଜ୍ ଦଃସ୍ଗଟ୍ ଦଃଙ୍ଗ୍ଳି ହର୍ ଅୟ୍ଦ୍; ସେମଃନ୍ ଅଃହ୍ଣା ଅଃହ୍ଣାର୍ କୁପି ଦଃରି ବଃରକେ ବେଟୁକ୍ ବାରାୟ୍ଲାୟ୍ । ସେମଃନାର୍ ବିତ୍ରେ ହାଁଚ୍ ଗଟ୍ ନିର୍ବୁଦିଆଣି ରିଲାୟ୍ ଆର୍ ହାଁଚ୍ ଗଟ୍ ବୁଦିଆଣି ରିଲାୟ୍ । ସେ ନିର୍ବୁଦିଆଣି ଦଃଙ୍ଗ୍ଳିମଃନ୍ ଅଃହ୍ଣା ଅଃହ୍ଣାର୍ କୁପି ଦଃରି ଗଃଳାୟ୍, ମଃତର୍ ସେମଃନ୍ ବିନେ ଅଃଦିକ୍ ଚିକଣ୍ ଦଃରି ନଃରିଲାୟ୍ । ମଃତର୍ ବୁଦିଆଣି ଦଃଙ୍ଗ୍ଳିମଃନ୍ ଅଃହ୍ଣା ଅଃହ୍ଣାର୍ କୁପି ସଃଙ୍ଗ୍ ବିନେ ଅଃଦିକ୍ ଚିକଣ୍ ଦଃରି ରିଲାୟ୍ । ବଃର ଆସୁକ୍ ବେଳ୍ କଃଲା ଗିନେ ସଃବୁ ଦଃଙ୍ଗ୍ଳିମଃନ୍ ଗୁନି ଗୁନି ସଇଲାୟ୍ ।"
"ମଃତର୍ ମଃଜାରାତି ବଃଳ୍, ‘ଏଦେ ଦଃକା, ବଃର ଆୟ୍ଲାନି, ଆସା ବେଟୁକ୍ ଜୁଆଁ,’ ବଃଲି ଲକ୍ମଃନ୍ ଉଲ୍ଗାଟ୍ ଅୟଃଲାୟ୍ । ସଃଡେବଃଳ୍ ସେ ଦଃସ୍ଗଟ୍ ଦଃଙ୍ଗ୍ଳିମଃନ୍ ଉଟି ଅଃହ୍ଣା ଅଃହ୍ଣାର୍ କୁପି ହଃଜାଳ୍ଲାୟ୍ । ତାର୍ହଃଚେ ସେ ନିର୍ବୁଦିଆଣି ଦଃଙ୍ଗ୍ଳିମଃନ୍ ସେ ବୁଦିଆଣି ଦଃଙ୍ଗ୍ଳିମଃନ୍କେ କୟ୍ଲାୟ୍, ‘ତୁମାର୍ ଚିକଣ୍ ଅଃମିକ୍ କଃଣ୍ଡେକ୍ ଦିଆ, କାୟିତାକ୍ବଃଲେକ୍ ଅଃମାର୍ କୁପିସଃବୁ ଲିବି ଜଃଉଁଲି ।’ ମଃତର୍ ବୁଦିଆଣି ଦଃଙ୍ଗ୍ଳିମଃନ୍ କୟ୍ଲାୟ୍, ‘ନାୟ୍, ନାୟ୍, ନାୟ୍, ତୁମାର୍ ଅଃମାର୍ ଗିନେ ଚିକଣ୍ ନଃକେଟେ । ଦୁକାଣେ ଜାୟ୍ ନିଜାର୍ ନିଜାର୍ ଗିନେ ଚିକଣ୍ ଗେନି ଆଣା ।’ ମଃତର୍ ସେମଃନ୍ ଚିକଣ୍ ଗେନୁକ୍ ଜାତାବଃଳ୍ ବଃର ଆୟ୍ଲା, ଆର୍ ଜୁୟି ହାଁଚ୍ ଗଟ୍ ଦଃଙ୍ଗ୍ଳିମଃନ୍ ତିଆର୍ ଅୟ୍ରିଲାୟ୍, ସେମଃନ୍ ବଃର ସଃଙ୍ଗ୍ ବିବା ଗଃରେ ହୁର୍ଲାୟ୍, ଆର୍ ଦୁଆର୍ ଡାହାଅୟ୍ଲି ।"
"ତାର୍ହଃଚେ ସେ ହାଁଚ୍ଗଟ୍ ନିର୍ବୁଦିଆଣି ଦଃଙ୍ଗ୍ଳିମଃନ୍ ହେଁ ଆସି କୟ୍ଲାୟ୍, ‘ଏ ମାପୁର୍, ଏ ମାପୁର୍, ଅଃମାର୍ ଗିନେ କଃହାଟ୍ ଉଗାଳା ।’ ମଃତର୍ ବଃର ସେମଃନ୍କେ କୟ୍ଲା, ‘ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମୁଁୟ୍ ତୁମିମଃନ୍କେ ନଃଜାଣି ।’"
ଇ କଃତା କୟ୍ ସଃରାୟ୍ ଜିସୁ କୟ୍ଲା, "ତଃବେ ଜଃଗ୍ରାତ୍ ଅୟ୍ରିଆ, କାୟିତାକ୍ବଃଲେକ୍ ତୁମିମଃନ୍ ନଃରାର୍ ହୟିସି ଆସ୍ତାର୍ ସେଦିନ୍ କି ସେବେଳା ନଃଜାଣାସ୍ ।"