Não temas
'Não temas' é uma das frases mais repetidas na Bíblia. Deus a pronuncia nos momentos de maior temor, lembrando que sua presença e poder são maiores que qualquer ameaça.
Deus está contigo
Não temas, porque eu sou contigo. Deus repete essa promessa em cada crise, guerra e desafio que seus filhos enfrentam.
ତମେ ଡରା ନାଇ, କାଇକେ ବଇଲେ ମୁଇଁ ତମର୍ ସଙ୍ଗେ ଆଚି; ମନ୍କେ ଉନା କରା ନାଇ, କାଇକେ ବଇଲେ ମୁଇଁ ତର୍ ପର୍ମେସର୍, ମୁଇଁ ତମ୍କେ ବପୁ କର୍ବି; ଉଁ, ମୁଇଁ ତମ୍କେ ସାଇଜ କର୍ବି; ଉଁ, ମୁଇଁ ମର୍ ନିଜର୍ ଦରମ୍ ଉଜା ଆତେ ତମ୍କେ ଦାରି ଇଣ୍ଡାଇବି ।
କାଇକେ ବଇଲେ ଆମେ ସବୁବେଲର୍ ମାପ୍ରୁ ତମର୍ ପର୍ମେସର୍, ତମର୍ ଉଜା ଆତ୍ ଦାରି ତମ୍କେ କଇବି, ଡରା ନାଇଁ; ମୁଇ ତକେ ସାଇଜ କର୍ବି । ଏ କିଡା ରକାମ୍ ଜାକୁବ୍ ଆରି ଏ ଇସ୍ରାଏଲର୍ ଲକ୍ମନ୍, ଡରା ନାଇଁ; ସବୁବେଲର୍ ମାପ୍ରୁ କଇଲିନି, ମୁଇଁ ତକେ ସାଇଜ କର୍ବି ଆରି ଇସ୍ରାଇଲର୍ ସୁକଲ୍ ସବୁବେଲର୍ ମାପ୍ରୁ ତମର୍ ମୁକ୍ତି କାରିଆ।
ଏ ଜିରୁସାଲାମ୍ ଡଙ୍ଗର୍ ଉପ୍ରେ ସୁବ୍କବର୍ ଜାନାଇବା ମାଇଜି, ତମେ ଡେଙ୍ଗ୍ରେ ଜାଆ; ଏ ଜିରୁସାଲାମ୍ ତେଇ ସୁବ୍କବର୍ ଜାନାଇବା ମାଇଜି, ତୁଇ ବପୁ ସଙ୍ଗ୍ ଆଉଲି ଅ, ଆଉଲି ଅଇକରି କଅ, ଡର୍ ନାଇଁ; ଜିଉଦା ଦେସର୍ ନଅଁରର୍ ଲକ୍କେ କ, ଏଦେ ଦେକା, ତମର୍ ସବୁବେଲର୍ ମାପ୍ରୁ ପର୍ମେସର୍ !
ସେ ଗଟ୍ନା ପଚେ ଦର୍ସନ୍ ଦେଇ ସବୁବେଲର୍ ମାପ୍ରୁର୍ ବାକିଅ ଅବ୍ରାମର୍ ଲଗେ ଆଇଲା, ଏ ଅବ୍ରାମ୍, ଡର୍ ନାଇ, ମୁଇ ତର୍ ତର୍ ଆଡ୍ନା କର୍ବା ଲକ୍ ଆରି ବଡ୍ ଇନାମ୍ ଦେବା ଲକ୍ ।
Coragem diante do perigo
Não tenhas medo — o Senhor teu Deus está no meio de ti, poderoso para salvar. Ele luta por nós e dá forças aos medrosos.
ଗଟେକ୍ ରାତି, ପାଉଲ୍ ଦର୍ସନ୍ ଦେକ୍ଲା । ଦର୍ସନେ ମାପ୍ରୁ ତାକେ କଇଲା, "ଡର୍ ନାଇ, ଜାନାଇତେ ରଅ, ସେଟା ତେବାନାଇ । କାଇକେ ବଇଲେ ମୁଇ ତର୍ ସଙ୍ଗ୍ ଆଚି । କେ ତମ୍କେ କାଇଟା କରି ନାପାରତ୍, କାଇକେବଇଲେ ଏ ନଅରେ ମର୍ ବେସି ଲକ୍ ଆଚତ୍ ।"
Fé que vence o medo
O medo não vem de Deus. Jesus disse: não temas, crê somente! A fé dissipa o medo e nos conecta ao poder de Deus.
ମାତର୍ ଜିସୁ ସେମନ୍ କାତା ଅଇଲାଟା ନ ସୁନ୍ଲାପାରାଅଇ ପାର୍ତନା ଚାଲାଉକେ କଇଲା, "ଡରାନାଇ, ଆବ୍କା ବିସ୍ବାସ୍ କରା ।"
ତମେ ଜେତ୍କି ଦୁକ୍ କସ୍ଟ ମୁର୍ଚିକରି ରଇବାକେ ଗାଲାସ୍ନି, ସେ ବିସଇ ଚିନ୍ତା କରି ଡରାନାଇ । ସୁନା ତମ୍କେ ସଇତାନ୍ ବନ୍ଦିଗରେ ପାକାଇକରି ପରିକା କର୍ସି, ଦସ୍ଦିନ୍ ଜାକ ତମେ କସ୍ଟେ ରଇସା । ମାତର୍ ମର୍ବାକେ ପଡ୍ଲେ ମିସା ମକେ ବିସ୍ବାସ୍ କରି ରୁଆ । ଆରି ଇନାମ୍ ଇସାବେ ତମ୍କେ ନ ସାର୍ବା ଜିବନ୍ ଦେବି ।
ଜନ୍ଲକ୍ମନ୍ ତମର୍ ଗାଗଡ୍ ନସ୍ଟ କର୍ବାଇ ମାତର୍ ତମର୍ ଆତ୍ମାକେ କାଇଟା କରିନାପାରତ୍ ସେମନ୍କେ ଡରାନାଇ । ମାତର୍ ଜନ୍ ପର୍ମେସର୍ ତମର୍ ଗାଗଡ୍ ଆରି ଆତ୍ମାକେ ନରକ୍ କୁଣ୍ଡେ ପିଙ୍ଗ୍ସି, ତାକେ ଡରା ।
ସେ ଏନ୍ତି ଉପାଇ ପାଁଚ୍ଲା ବେଲେ, ଜସେପ୍କେ ଗଟେକ୍ ପର୍ମେସରର୍ ଦୁତ୍ ସପ୍ନେ ଦେକାଇ ଅଇ କଇଲା, ଏ ଦାଉଦର୍ ନାତିର୍ ତିତି ଜସେପ୍, ଡର୍ନାଇ । ମରିୟମ୍କେ ମାଇଜି କରି ସଙ୍ଗଅ । କାଇକେବଇଲେ ସୁକଲ୍ ଆତ୍ମାଇ ଅନି ସେ ଗାଗ୍ଡେ ଅଇଲାଆଚେ ।
ଦୁତ୍ ତାକେ କଇଲା, "ମରିୟମ ଡର୍ ନାଇ, ତୁଇ ମାପ୍ରୁର୍ ଦୟା ପାଇଆଚୁସ୍ ।
ଏଟା ଦେକି ସିମନ୍ ପିତର୍ ଜିସୁର୍ ପାଦେ ମାଣ୍ଡିକୁଟା ଦେଇ ଜୁଆର୍ କରି କଇଲା, "ମର୍ଟାନେଅନି ଜାଆ ମାପ୍ରୁ, କାଇକେବଇଲେ ମୁଇ ଗଟେକ୍ ପାପି ମୁନୁସ୍ ।"