Nascer de novo
Nascer de novo é a porta de entrada para a vida em Deus. Jesus ensinou que sem o novo nascimento espiritual, ninguém pode ver nem entrar no Reino de Deus.
A necessidade do novo nascimento
Jesus declarou a Nicodemos: 'Aquele que não nascer de novo não pode ver o Reino de Deus.' O novo nascimento é pelo Espírito.
ଜିସୁ ତାକ୍ କୟ୍ଲା, "ସଃତ୍କଃରି ମୁୟ୍ ତକ୍ କଃଉଁଲେ, ଆରେକ୍ ଜଃଲମ୍ ନୟ୍ଲେକ୍ କେହେଁ ଇସ୍ୱରାର୍ ରାଇଜ୍ ଦଃକୁ ନାହାରେ ।"
ଜିସୁ ତାକ୍ କୟ୍ଲା, "ସଃତ୍କଃରି ମୁୟ୍ ତକ୍ କଃଉଁଲେ, ଆରେକ୍ ଜଃଲମ୍ ନୟ୍ଲେକ୍ କେହେଁ ଇସ୍ୱରାର୍ ରାଇଜ୍ ଦଃକୁ ନାହାରେ ।"
ନିକଦିମ ଜିସୁକେ ହଃଚାର୍ଲା, "ବୁଡା ଅୟିଲେକ୍ ମାନାୟ୍ କଃନ୍କଃରି ଆରେକ୍ ତରେକ୍ ଜଃଲମ୍ ଅଃଉଁ ହାରେ ? ସେ କାୟିରି ଆରେକ୍ ଗଟ୍ତର୍ ତାର୍ ଆୟ୍ସିର୍ ହେଟେ ହୁରି ଜଃଲମ୍ ଅଃଉଁ ହାରେ ?"
ଜିସୁ କୟ୍ଲା, "ସଃତ୍ କଃରି ମୁୟ୍ ତକ୍ କଃଉଁଲେ, ହାଣି ଆର୍ ଆତ୍ମାୟ୍ ଆରେକ୍ ତରେକ୍ ଜଃଲମ୍ ନୟ୍ଲେକ୍ କେହେଁ ଇସ୍ୱରାର୍ ରାଇଜେ ଜଃଉଁ ନାହାରେ । ଗଃଗାଳେ ହୁଣି ଜାୟ୍ରି ଜଃଲମ୍ ସେରି ଗଃଗାଳ୍ ଆରେକ୍, ଆତ୍ମା ତଃୟ୍ହୁଣି ଜାୟ୍ରି ଜଃଲମ୍, ସେରି ଆତ୍ମା । ତୁମି ସଃବ୍କେ ବାୟ୍ଦ୍ରେ ଆରେକ୍ ତରେକ୍ ଜଃଲମ୍ ଅଃଉଁକେ ହଃଳେଦ୍ ବଃଲି ମୁୟ୍ ଜୁୟ୍ରି କଃଉଁଲେ, ଇତାର୍ ଗିନେ କାବା ଅଃଉଅ ନାୟ୍ । ବାଉ ଜୁୟି ଦିଗେ ମଃନ୍କଃରେଦ୍, ସେ ଦିଗେ ଜାୟ୍ଦ୍ ଆର୍ ତୁମିମଃନ୍ ତାର୍ ସଃବ୍ଦ୍ ସୁଣାସ୍, ମଃତର୍ ସେରି କୁୟ୍ତିହୁଣି ଆସେଦ୍ ଆର୍ କୁୟ୍ତି ଜାୟ୍ଦ୍, ସେରି ନଃଜାଣାସ୍; ଆତ୍ମାୟ୍ ହୁଣି ଜଃଲମ୍ ଅୟ୍ଲା ହଃତି ଲକାର୍ କଃତା ସେନ୍କାର୍ ।"
ଜିସୁ କୟ୍ଲା, "ସଃତ୍ କଃରି ମୁୟ୍ ତକ୍ କଃଉଁଲେ, ହାଣି ଆର୍ ଆତ୍ମାୟ୍ ଆରେକ୍ ତରେକ୍ ଜଃଲମ୍ ନୟ୍ଲେକ୍ କେହେଁ ଇସ୍ୱରାର୍ ରାଇଜେ ଜଃଉଁ ନାହାରେ । ଗଃଗାଳେ ହୁଣି ଜାୟ୍ରି ଜଃଲମ୍ ସେରି ଗଃଗାଳ୍ ଆରେକ୍, ଆତ୍ମା ତଃୟ୍ହୁଣି ଜାୟ୍ରି ଜଃଲମ୍, ସେରି ଆତ୍ମା । ତୁମି ସଃବ୍କେ ବାୟ୍ଦ୍ରେ ଆରେକ୍ ତରେକ୍ ଜଃଲମ୍ ଅଃଉଁକେ ହଃଳେଦ୍ ବଃଲି ମୁୟ୍ ଜୁୟ୍ରି କଃଉଁଲେ, ଇତାର୍ ଗିନେ କାବା ଅଃଉଅ ନାୟ୍ ।
ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜୁୟି ଲକ୍ ଇସ୍ୱର୍ ରାଇଜ୍କେ ଇ ସାନ୍ ହିଲା ହର୍ ନଃଦେର୍ଲେକ୍, ସେ କଃନ୍କଃରି ହେଁ ଇସ୍ୱରାର୍ ରାଇଜେ ହୁରୁ ନାହାରେ ।"
ସଃର୍ଗ୍ ରାଜାୟ୍ କେଏ ସଃବ୍କେ ବଃଡ୍ ?
ସଃଡେବଃଳ୍ ଚେଲାମଃନ୍ ଜିସୁର୍ ହାକ୍ ଆସି ହଃଚାର୍ଲାୟ୍, "ତଃବେ ସଃର୍ଗ୍ ରାଇଜେ କେଏ ସଃବ୍କେ ବଃଡ୍ ?"
ଜିସୁ ଗଟେକ୍ ସାନ୍ ହିଲାକ୍ ଚଃମେ କୁଦି ସେମଃନାର୍ ମଃଜାୟ୍ ଟିଆ କଃରାୟ୍ କୟ୍ଲା, "ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ତୁମିମଃନ୍ ଲେଉଟି ସାନ୍ ହିଲା ହର୍ ନୟ୍ଲେକ୍, କଃବେ ହେଁ ସଃର୍ଗ୍ ରାଇଜେ ଜଃଉଁ ନଃହାରାସ୍ । କୁୟି ମାନାୟ୍ ଇ ସାନ୍ ହିଲା ହର୍ ଅଃହ୍ଣାକ୍ ସାନ୍ କଃରେଦ୍, ସେ ସଃର୍ଗ୍ ରାଇଜେ ସଃବ୍କେ ବଃଡ୍ ଅୟ୍ଦ୍ ।
Nova criação em Cristo
Quem está em Cristo é nova criação. Morremos e ressuscitamos com Ele para viver em novidade de vida, livres do velho homem.
ଇତାର୍ ଗିନେ ଜେ କ୍ରିସ୍ଟର୍ ତଃୟ୍ ଆଚେ, ତଃବେ ସେ ନଃଉଆଁ କଃରି ଜଃଲମ୍ ଅୟିଆଚେ; ହଃର୍ନା କଃତା ସଃବୁ ନଃସ୍ଟ୍ ଅୟିଆଚେ, ଦଃକ୍, ସଃବୁ କଃତା ନଃଉଆଁ ଅୟିଆଚେ ।
ବଃଲେକ୍ ଅଃମିମଃନ୍ ବାପ୍ତିସମ୍ ତଃୟ୍ ମଃଲାକ୍ ତାର୍ ସଃଙ୍ଗ୍ ତହି ଅୟି ଆଚୁ, ଜଃନ୍କଃରି କ୍ରିସ୍ଟ ଉବାର୍ ଜଃଜ୍ମାନାର୍ ସଃକ୍ତିଏ ମଃଲା ଲକ୍ ତଃୟ୍ହୁଣି ଜୁୟି ହଃର୍କାରେ ଉଟ୍ଲା ଅଃମିମଃନ୍ ହେଁ ସେ ହଃର୍କାରେ ଜିବନାର୍ ନଃଉଆଁ ବାବେ ଚାଲାଚାଲ୍ତି କଃରୁଆଁ ।
କାୟିତାକ୍ବଃଲେକ୍ ଜଦି ଅଃମିମଃନ୍ ତାର୍ ମଃର୍ନାର୍ ହର୍ ମଃର୍ନ୍ ବୟଃଗ୍ କଃରି ତାର୍ ସଃଙ୍ଗ୍ ଗଟେକ୍ ଅୟି ଆଚୁ ସେନ୍ ଅୟିଲେକ୍ ବାୟ୍ଦ୍ରେ ତାର୍ ଉଟ୍ତାର୍ ହର୍ ହେଁ ଉଟିକଃରି ତାର୍ ସଃଙ୍ଗ୍ ଗଟେକ୍ ଅଃଉଁନ୍ଦ୍ । ଅଃମିମଃନ୍ ଇରି ଜାଣିଆଚୁ, କ୍ରିସ୍ଟର୍ ସଃଙ୍ଗ୍ କ୍ରୁସ୍ ଉହ୍ରେ ଅଃମାର୍ ହଃର୍ନା ଜିବନ୍ ମଃରିଆଚେ, ସେତାର୍ ଗିନେ ହାହାର୍ ଗଃଗାଳ୍ ନାସ୍ ଅୟିଆଚେ ଆର୍ ଅଃମି ହାହ୍ ସେବାକାମେ ହୁଣି ମୁକ୍ତି ଅୟି ଆଚୁ । କାୟିତାକ୍ବଃଲେକ୍ ଜେ ମଃରି ଆଚେ ସେ ହାହାର୍ ସଃକ୍ତିଏ ହୁଣି ମୁକ୍ଲିଆଚେ ।
ବଃଲେକ୍ ଅଃମିମଃନ୍ ବାପ୍ତିସମ୍ ତଃୟ୍ ମଃଲାକ୍ ତାର୍ ସଃଙ୍ଗ୍ ତହି ଅୟି ଆଚୁ, ଜଃନ୍କଃରି କ୍ରିସ୍ଟ ଉବାର୍ ଜଃଜ୍ମାନାର୍ ସଃକ୍ତିଏ ମଃଲା ଲକ୍ ତଃୟ୍ହୁଣି ଜୁୟି ହଃର୍କାରେ ଉଟ୍ଲା ଅଃମିମଃନ୍ ହେଁ ସେ ହଃର୍କାରେ ଜିବନାର୍ ନଃଉଆଁ ବାବେ ଚାଲାଚାଲ୍ତି କଃରୁଆଁ ।
ସେ ହଃର୍କାରେ ତୁମିମଃନ୍ ହେଁ ଅଃହ୍ଣା ଅଃହ୍ଣାର୍ ହାହେ ମଃରି ଆଚୁ ବଃଲି ମଃନେକଃରା । ମଃତର୍ ତୁମିମଃନ୍ ଅଃବେ କ୍ରିସ୍ଟ ଜିସୁର୍ ଦଃୟି ଜିବନ୍ ହାୟ୍ଁ ଇସ୍ୱରାର୍ ସଃଙ୍ଗ୍ ମିସି ଆଚାସ୍ ।
ମୁୟ୍ଁ ଆର୍ ଜିବନେ ନାୟ୍, ମଃତର୍ କ୍ରିସ୍ଟ ମର୍ ତଃୟ୍ ଜିବନ୍ଆଚେ; ଆରେକ୍ ମୁୟ୍ଁ ଗଃଗାଳେ ରଃୟ୍ ଅଃବେ ଜୁୟି ଜିବନ୍ ଚାଲ୍ଚାଲ୍ତି, ସେରି ବିସ୍ୱାସେ ଇସ୍ୱରାର୍ ଜୁୟି ହୟିସି ମକେ ଲାଡ୍କଃରି ମର୍ ଗିନେ ଅଃହ୍ଣାକ୍ ହୁଜା ଦିଲା, ତାର୍ ତଃୟ୍ ବିସ୍ୱାସ୍ କଃରି ବଚୁଲେ ।
ତଃବେ ଜୁୟି ହଃର୍ନା ଚାଲ୍ଚାଲ୍ତି ଦଃରି ତୁମିମଃନ୍ ଜିବନ୍ ଜିଉତି ରିଲାସ୍, ସେରି ଚାଡିଦିଆସ୍, ବଃଲେକ୍ ତାର୍ ଟକ୍ତାର୍ ଲାଳ୍ସା ଗିନେ ତୁମାର୍ ଆତ୍ମା ନଃସ୍ଟ୍ ଅଃଉତି ରିଲି । ତୁମାର୍ ମଃନ୍ ଆର୍ ଜିବନ୍ ହୁରାହୁରି ନଃଉଆଁ ଅଃଉତା ଦଃର୍କାର୍ । ଇସ୍ୱରାର୍ ହର୍ ତିଆର୍ ଅୟ୍ଲାର୍ ନଃଉଆଁ ଆତ୍ମା ହାଉଆ । ସେରି ତୁମାର୍ ଦଃର୍ମ୍ ଆର୍ ସଃତ୍ ପବିତ୍ର ବିସୟ୍ ଜିବନେ ଦକାଜଃଉଅ ।
ଏକ୍ ଆରେକ୍ ମିଚ୍ କଃଉଆ ନାୟ୍; ତୁମିମଃନ୍ ତ ହର୍ନା ଚାଲ୍ଚାଲ୍ତି ଆର୍ ସେତିର୍ ସଃବୁ କାମ୍ ଚାଡିକଃରି ନଃଉଆଁ ଗୁଣ୍ ଦଃରି ଆଚାସ୍ ସେ ନଃଉଆଁ ଗୁଣ୍ ନିଜାର ଉବ୍ଜାଣ୍କାରି ରୁହ୍ ହଃର୍କାରେ ହୁର୍ନ୍ ଗିଆନ୍ ହାଉଁକେ ନଃଉଆଁ ଅୟି ଆଚାସ୍ । ଇତାର୍ ଗିନେ ଅଜିଉଦି ଆର୍ ଜିଉଦି ସୁନତ୍ ଆର୍ ଅସୁନତ୍ ନିଜାର୍ ବଃର୍ନ୍, ବିନ୍ବଃର୍ନ୍, ଗତିଦଃଙ୍ଗ୍ଳା କି ହଃଦାସେ ରିଲାର୍ ଇ ଲକାର୍ ବିତ୍ରେ କେହେଁ ବିନ୍ ନାୟ୍, ମଃତର୍ କ୍ରିସ୍ଟ ସଃବୁ ତଃୟ୍ଁ ସଃବୁର୍, ଆରେକ୍ ସଃବ୍କାର୍ ତଃୟ୍ ବାସାକଃରୁଲା ।
Filhos de Deus
Nascemos de novo pela Palavra viva de Deus. Quem crê em Jesus recebe o direito de se tornar filho de Deus, nascido do Espírito.
ମଃତର୍ ଜଃତେକ୍ ଲକ୍ ତାକ୍ ଦଃର୍ଲାୟ୍, ବଃଲେକ୍ ତାର୍ ନାଉଁଏ ସଃତ୍ କଃଲାୟି ସେମଃନ୍କେ ସେ ଇସ୍ୱରାର୍ ହିଲା ଅଃଉଁକେ ଅଃଦିକାର୍ ଦିଲା । ସେମଃନ୍ ବଃନିତଃୟ୍, ଗଃଗାଳାର୍ ଇଚାୟ୍ କି ମାନାୟ୍ର୍ ଇଚାୟ୍ ଜଃଲମ୍ ନଃଉତି, ମଃତର୍ ଇସ୍ୱରାର୍ ଇଚାୟ୍ ଜଃଲମ୍ ଅୟ୍ଲାୟ୍ ।
ଗଟେକ୍ ଜିବନାର୍ ବଃର୍ସା
ଅଃମିମଃନାର୍ ମାପୁର୍ ଜିସୁକ୍ରିସ୍ଟାର୍ ଇସ୍ୱର୍ ଆର୍ ଉବା ଇସ୍ୱରାର୍ ଜୁଆର୍; ବଃଲେକ୍ ସେ ତାର୍ ଅଲେକାର୍ ଦଃୟାୟ୍ ଜିସୁ କ୍ରିସ୍ଟକେ ମଃର୍ନେ ହୁଣି ଉଟାୟ୍ କଃରି ଅଃମିକ୍ ନଃଉଆଁ ଜିବନ୍ ଦଃୟ୍ଆଚେ । ଇରି ଅଃମିମଃନ୍କେ ଜିବନ୍ ବଃର୍ସାୟ୍ ହୁର୍ନ୍ କଃରିଆଚେ । ତଃବେ ଇସ୍ୱର୍ ତାର୍ ଲକମଃନାର୍ ଗିନେ ଜୁୟି ବେସିମଲାର୍ ଆସିର୍ବାଦ୍ ସଃଙ୍ଗାଇ ଆଚେ, ସେରି ହାଉଁକେ ଅଃମିମଃନ୍ ଜାଗି ଆଚୁ । ସେରି ସେ ସଃର୍ଗେ ତୁମାର୍ ହାଇଁ ସଃଙ୍ଗାଇ ଆଚେ, ସେତି ସେରି ନଃସ୍ଟ୍ ନଃୟ୍, କିଲୁଆ ନୟେ କି କଃବେ ନଃସେରେ ।
ଜଃନ୍କଃରି ତୁମିମଃନ୍ ନଃସ୍ଟ୍ ଅଃଉତା ବିଆନେ ହୁଣି ନାୟ୍ ମଃତର୍ ନସ୍ଟ୍ ନଃଉତାର୍ ବିଆନେ ହୁଣି ବଃଲେକ୍ ଇସ୍ୱରାର୍ ଜିବନ୍ ଆର୍ ସଃବୁ ଦିନାର୍ ବଃଚନେ ଆରେକ୍ ଗଟ୍ତର୍ ଜଃର୍ନ୍ ଅୟି ଆଚାସ୍ ।
ସଃବୁ ରଃକମ୍ ଦୁସ୍ଟ୍, ଚଃଲାକି, କୁଟ୍ ଚାଡି କଃଉଁଣା ହିଲା ହର୍ ନିର୍ମୁଳ୍ ଅଃଉଆ । ସଃବୁବଃଳ୍ ଆତ୍ମିକ୍ ଦୁଦ୍ କାଉଁକେ ମଃନ୍କଃରା । ତଃବେ ତୁମିମଃନ୍ ମୁକ୍ତି ହାଉତା ଜିବନେ ବାଡୁ ହାରାସ୍ । ଜଃନ୍କଃରି ସାସ୍ତରେ ଲେକାଆଚେ-
"ଇସ୍ୱର୍ କଃଡେକ୍ ନିକ ଦଃୟା କାରି ଅୟିଆଚେ,
ତୁମିମଃନ୍ ଚାକିଆଚାସ୍ ।"
ଇସ୍ୱରାର୍ ହିଲାମଃନ୍
ଦଃକା ଉବା ଅଃମିମଃନ୍କେ କଃଡେକ୍ ଲାଡ୍ କଃରି ଆଚେ ଜେ, ଅଃମିମଃନ୍ ଇସ୍ୱରାର୍ ହିଲା ବଃଲି ଡାକେହୁଟୁନ୍ଦ୍, ଆର୍ ସଃତ୍କଃରି ଅଃମିମଃନ୍ ତାର୍ ହିଲାମଃନ୍, ଇତାର୍ ଗିନେ ଜଃଗତ୍ ଅଃମିମଃନ୍କେ ନଃଚିନୁଲି ବଃଲେକ୍ ସେରି ତାକ୍ ଚିନି ନଃରିଲି । ଏ ଲାଡାର୍ ବାୟ୍ବେଣିମଃନ୍ ଅଃବେ ଅଃମିମଃନ୍ ଇସ୍ୱରାର୍ ହିଲାମଃନ୍ ଆର୍ ଅଃମିମଃନ୍ କଃନ୍ ଅଃଉଁନ୍ଦ୍ ସେରି ଅଃବେ ହଃତେକ୍ ଜାଣା ନଃହେଳେତା ଅଃମିମଃନ୍ ଜାଣୁଲୁ ଜେ, ସେ ଜଃଡେବଃଳ୍ ଆସେଦ୍ ସଃଡେବଃଳ୍ ଅଃମିମଃନ୍ ତାର୍, ହର୍ ଅଃଉଁନ୍ଦ୍, ବଃଲେକ୍ ସେ ଜଃନ୍କାର୍ ଅଃମିମଃନ୍ ସେନ୍ହର୍ ତାକ୍ ଦଃକୁନ୍ଦ୍
ମଃତର୍ ବେଳା ହୁର୍ଲାକେ ଇସ୍ୱର୍ ଅଃହ୍ଣାର୍ ତଃୟ୍ ହୁଣି ତାର୍ ନିଜାର୍ ହୟ୍ସିକ୍ ହଃଟାୟ୍ଲା, ସେ ମାୟ୍ଜି ହୁଣି ଜଃଲମ୍ ଅୟି ମସାର୍ ବିଦିର୍ ତଃଳେ ଅୟ୍ଲା । ଜଃନ୍କଃରି ସେ ମଲ୍ ଦଃୟି ମସାର୍ ବିଦି ତଃଳାର୍ ଲକ୍ମଃନ୍କେ ମୁକ୍ଳାୟ୍ଦ୍, ଆରେକ୍ ଅଃମିମଃନ୍ ହୟ୍ସିର୍ ଅଃଦିକାର୍ ହାଉନ୍ଦ୍ ।
ମଃତର୍ ଅଃମିମଃନ୍ ହାହେ ମଃରି ରିଲେକ୍ ହେଁ ଦଃୟାକାରି ଇସ୍ୱର୍, ସେ ଅଃମିମଃନ୍କେ ଜୁୟି ବଃଡ୍ ଲାଡାର୍ ଗିନେ ଦଃୟା କଃଲା, ସେତାର୍ ଗିନେ ଅଃମିମଃନ୍କେ କ୍ରିସ୍ଟର୍ ସଃଙ୍ଗ୍ ଜିବନ୍ ହାଳାୟ୍ ଆଚେ, ଦଃୟାର୍ ଗିନେ ତୁମିମଃନ୍ ମୁକ୍ତି ହାୟ୍ଁ ଆଚାସ୍ ।