Negação de Cristo
Negar a Cristo é o ato mais grave que um ser humano pode cometer. Jesus advertiu: quem me negar diante dos homens, eu o negarei diante do meu Pai que está nos céus.
A advertência de Jesus
Jesus alertou sobre as consequências eternas de negá-lo. Quem se envergonha dele, dele o Filho do Homem se envergonhará quando vier em glória.
ମଃତର୍ ଜୁୟି ଲକ୍ ଲକ୍ମଃନାର୍ ତଃୟ୍ ମକ୍ ନଃଜାଣି ବଃଲି କୟ୍ଦ୍, ମୁଁୟ୍ ହେଁ ସଃର୍ଗାର୍ ଉବାର୍ ତଃୟ୍ ତାକ୍ ନଃଜାଣି ବଃଲି କୟ୍ଦ୍ ।"
ଜଦି କୁୟ୍ଲକ୍ ଇ କାଳାର୍ ହାହିମଃନାର୍ ଆର୍ ଦୁସ୍ଟ୍ ଲକ୍ମଃନାର୍ ବିତ୍ରେ ମର୍ ଆର୍ ମର୍ ବଃଚନ୍ ଗିନେ ଲାଜ୍ ଅୟ୍ଦ୍, ନଃରାର୍ ହୟିସି ଜଃଡେବଃଳ୍ ପବିତ୍ର ଦୁତ୍ମଃନାର୍ ସଃଙ୍ଗ୍ ଅଃହ୍ଣାର୍ ଉବାସିର୍ ଜଃଜ୍ମାନ୍ ସଃଙ୍ଗ୍ ଆସେଦ୍, ସଃଡେବଃଳ୍ ସେ ହେଁ ତାର୍ ବିସୟେ ଲାଜ୍ ହାୟ୍ଦ୍ ।"
ଜଦି ଅଃମିମଃନ୍ ସାସ୍ଦଃରି ସମ୍ବାଳୁନ୍ଦ୍,
ତଃବେ ତାର୍ ସଃଙ୍ଗ୍ ହେଁ ରାଜ୍ କଃରୁନ୍ଦ୍;
ଜଦି ଅଃମିମଃନ୍ ତାକେ ମାନ୍ତି ନଃକେରୁ,
ତଃବେ ସେ ହେଁ ଅଃମିମଃନ୍କେ ମାୟ୍ନ୍ ନଃକେରେ ।
Exemplos e alertas
Pedro negou Jesus três vezes, mas foi restaurado. A Bíblia alerta contra falsos mestres que negam o Senhor que os resgatou.
ଜିସୁ ପିତର୍କେ କୟ୍ଲା, "ମୁଁୟ୍ ତକେ ସଃତ୍ କଃଉଁଲେ, ଆଜି ରାତି କୁକ୍ଳା ନଃବାସ୍ତା ଆଗ୍ତୁ ତୁୟ୍ ମକ୍ ନଃଜାଣି ବଃଲି ତିନିତର୍ କଃଉସି ।"
ମଃତର୍ ପିତର୍ ସଃବୁ ଲକ୍ମଃନାର୍ ମୁଏଁ ନାୟ୍ ବଃଲି କୟ୍ଲା, "ତୁୟ୍ କାୟିରି କଃଉଁଲିସ୍, ସେରି ମୁଁୟ୍ ନଃଜାଣି ।"
ମିଚ୍ ଗୁରୁ
ମଃତର୍ ଲକ୍ମଃନାର୍ ବିତ୍ରେ ମିଚ୍ ବାବ୍ବାଦିମଃନ୍ ହେଁ ଜାତ୍ ଅୟ୍ଲାୟ୍, ସେରଃକମ୍ ତୁମିମଃନାର୍ ବିତ୍ରେ ହେଁ ମିଚ୍ ଗୁରୁମଃନ୍ ବାରାଉତି; ସେମଃନ୍ ନାସ୍ ଅଃଉତାର୍ ବୁଲ୍କିଜାତାର୍ ଲୁକ୍ଣେ କୟ୍କଃରି ସେମଃନାର୍ ଗେନ୍ତା ମାପୁର୍କେ ନଃମାନ୍ତି, ଆର୍ ଅଃହ୍ଣାମଃନାର୍ ନାସ୍ କଃର୍ତି ।
ଜିସୁ ଜେ କ୍ରିସ୍ଟ ଇରି ଜେ ନଃମାନେ ତାର୍ ତଃୟ୍ ହୁଣି ଆର୍ ମିଚୁଆ କେଏ ? ଜେ ଇସ୍ୱର୍ ଆର୍ କ୍ରିସ୍ଟକେ ନଃମାନେ ସେ କ୍ରିସ୍ଟ ବିରଦି ।
ତୁମିମଃନ୍ ସେ ପବିତ୍ର ଆର୍ ଦଃର୍ମିଲକ୍କେ ଚାଡ୍ଲାକ୍ ଆର୍ ଗଟେକ୍ ନଃର୍ ଅଃତ୍ୟାକାରିକେ ଜଃନ୍କଃରି ତୁମାର୍ ଗିନେ ଚାଡୁକ୍ ଇତି ପିଲାତ୍କେ ଗଃଉଆରି କଃଲାସ୍ ।