Orgulho
O orgulho é um dos pecados mais condenados na Bíblia. Deus resiste aos soberbos, mas dá graça aos humildes. A humildade é o caminho da honra verdadeira.
Deus resiste ao soberbo
A soberba precede a ruína e o orgulho antecede a queda. Deus abomina o coração altivo e promete humilhar quem se exalta.
ଆକାର୍ ବିନାସ ଅଇବା ମୁଆଁଟେ ରଇସି, ଆରି ବଡ୍ପନିଆ ଲକର୍ ମନ୍ ବିନାସ୍ ଅଇବା ମୁଆଁଟେ ରଇସି ।
ମନ୍କେ ବଡ୍ପନ୍ କର୍ବା ସବୁଲକ୍କେ ସବୁବେଲର୍ ମାପ୍ରୁର୍ ଗିନ୍ କର୍ସି, ଆତ୍ ଦାରା ଦାରି ଅଇ ରଇଲେ ମିସା ସେ ନିଚୟ୍ ଡଣ୍ଡ୍ ପାଇସି ।
ନର୍ଲକର୍ ଆଁକି ଲଗେ କେତେକ୍ ବାଟ୍ ନିମାନ୍ ଡିସ୍ସି, ମାତର୍ ତାର୍ ସାରାସାରି ବେଲେ ମରନର୍ ବାଟ୍ ରଇସି ।
ସବୁବେଲର୍ ମାପ୍ରୁର୍ ବିସଇକେ ମୁଇଁ ଡର୍ବି, କରାପ୍ କାମ୍କେ ଗିନ୍ କର୍ବି; ଆଁକାର୍, ବଡ୍ପଣିଆ ଆରି କରାପ୍ ବାଟ୍ ଆରି କୁଟିଆଲ୍ ଟଣ୍ଡ୍କେ ମୁଇଁ ଗିନ୍ କର୍ବି ।
ଆଁକାର୍ ଆଇଲେ ଲାଜ୍ ଲାଗ୍ସି; ମାତର୍ ଦରମ୍ ଲକର୍ ଲଗେ ଗିଆନ୍ ରଇସି ।
ଆଁକାର୍ ଆଇଲେ ଲାଜ୍ ଲାଗ୍ସି; ମାତର୍ ଦରମ୍ ଲକର୍ ଲଗେ ଗିଆନ୍ ରଇସି ।
ନର୍ଲକର୍ ଆଁକାର୍, ତାର୍ଟା ତାକେସେ ନସ୍ଟ କର୍ସି; ମାତର୍ ଜାର୍ ଆତ୍ମା ବିନତି କର୍ସି ସେ ସନ୍ମାନ୍ ପାଇସି ।
ନର୍ଲକର୍ ଆଁକାର୍, ତାର୍ଟା ତାକେସେ ନସ୍ଟ କର୍ସି; ମାତର୍ ଜାର୍ ଆତ୍ମା ବିନତି କର୍ସି ସେ ସନ୍ମାନ୍ ପାଇସି ।
ବିନାସର୍ ମୁଆଟେ ନର୍ଲକର୍ ମନେ ଗରବ୍ ଅଇସି, ଆରି ଦରମ୍ ଲକ୍କେ ସନ୍ମାନ୍ ଆଇସି ।
ବିନାସର୍ ମୁଆଟେ ନର୍ଲକର୍ ମନେ ଗରବ୍ ଅଇସି, ଆରି ଦରମ୍ ଲକ୍କେ ସନ୍ମାନ୍ ଆଇସି ।
ବଡ୍ପନ୍ ଲକର୍ ଗର୍କେ ସବୁବେଲର୍ ମାପ୍ରୁ କୁରୁପ୍ନାସ୍ କରି ଦେଇସି; ମାତର୍ ରାଣ୍ଡି ମାଇଜିର୍ ପାଚୁରିକେ ନ ବସ୍ଲାଏ;
Humildade como caminho
Humilhai-vos diante do Senhor e Ele vos exaltará. A grandeza no Reino vem pelo serviço humilde, não pela autopromoção.
ମାତର୍ ପର୍ମେସର୍ ଜିବନ୍ ଦୁକାଇଲାଟା, ତାର୍ତେଇଅନି ଅଦିକ୍ ବପୁଆଚେ । ସେଟାର୍ପାଇଁ ସାସ୍ତର୍ କଇଲାନି, ଆଁକ୍ରିଆମନ୍କେ ପର୍ମେସର୍ ବିରଦ୍ କର୍ସି, ମାତର୍ ସୁଆଲେ ରଇବା ଲକ୍କେ ତାର୍ ଜିବନ୍ ଦୁକାଇ, ଦୟା କର୍ସି ।
ମାପ୍ରୁର୍ ମୁଆଟେ ନିଜେ ନିଜେ ସର୍ପିଉଆ, ସେ ତମ୍କେ ଉଟାଇସି ।
ସାଉକାର୍ ଆରି ଅର୍କିତ୍
ଗଟେକ୍ କାକୁର୍ତି ଅଇ ରଇବା ବିସ୍ବାସି ବାଇକେ ପର୍ମେସର୍ ସାଉକାର୍ କଲେ ସେ ସାର୍ଦା ଅ । ସେନ୍ତାରିସେ ଗଟେକ୍ ସାଉକାର୍ ବିସ୍ବାସିକେ ସେ ଅର୍କିତ୍ କଲେ, ସେ ମିସା ସାର୍ଦା ଅ । କାଇକେବଇଲେ ସାଉକାର୍ ଲକ୍ ପଦାର୍ ଗାଁସର୍ ପୁଲ୍ ପାରା ଜାଉଁଲି ଜାଇସି ।
ସେନ୍ତାରିସେ ଏ ଦାଙ୍ଗ୍ଡାମନ୍, ତମେ ବଡ୍ଲକ୍ମନର୍ କାତା ମାନିକରିରୁଆ । ମନ୍ ବିତ୍ରେ ସୁଆଲ୍ ରଇ ଗଟେଲକ୍ ଆରି ଗଟେଲକ୍କେ ସେବା କରାକରି ଅଇରୁଆ । କାଇକେବଇଲେ ସାସ୍ତରେ ଲେକା ଅଇଲାଆଚେ ବଡ୍ପନ୍ ଅଇବା ଲକ୍ମନ୍କେ ପର୍ମେସର୍ ବିରଦ୍ କର୍ସି, ମାତର୍ ମନେ ମନେ ସୁଆଲ୍ ରଇବା ଲକ୍ମନ୍କେ ଦୟା ଦେକାଇସି । ସବୁର୍ଟାନେ ଅନି ବପୁ ରଇବା ପର୍ମେସର୍କେ ନିଜେ ସର୍ପିଉଆ । ତାର୍ ସମାନ୍ ବେଲାଇ ସେ ତମ୍କେ ଉଟାଇସି । ତମର୍ ସବୁଜାକ ଚିନ୍ତା କର୍ବାଟା ପର୍ମେସର୍କେ ସର୍ପି ଦିଆସ୍, କାଇକେବଇଲେ, ସେ ତମ୍କେ ଜତନ୍ କଲାନି ।
କେ ନିଜ୍କେ ବଡ୍ ଲକ୍ ବଲି ବାବ୍ଲାନି ତାକେ ପର୍ମେସର୍ ସାନ୍ କୁରାଇସି । ଆରି କେ ନିଜ୍କେ ସାନ୍ ଲକ୍ ବଲି ବାବ୍ସି ତାକେ ପର୍ମେସର ବଡ୍ କୁରାଇସି ।" ବଲି କଇଲା ।
ବିନ୍ ଲକ୍ମନର୍ ଟାନେଅନି ନିଜେ ବଡ୍ ଅଇବାକେ ଚେସ୍ଟା କରାନାଇ । ଅବ୍କା ବଡ୍ପନ୍ କାତା କଇବାକେ କାଇ ବିସଇ ମିସା କରାନାଇ । ତାର୍ ବାଦୁଲେ ନିଜ୍କେ ସାନ୍ କରା । ବିନ୍ ଲକର୍ ଟାନେଅନି, ନିଜେ ମୁଇ ବଡ୍ ବଲି ବାବାନାଇ । ମର୍ ନିଜର୍ପାଇ କାଇଟାକଲେ ଅଦିକ୍ ନିକ ରଇସି ବଲି ଅବ୍କା ସେଟାସେ ବାବି ବାବି ରୁଆନାଇ । ବିନ୍ ଲକର୍ପାଇ ଜନ୍ ବିସଇ ନିକ ରଇସି, ସେଟାମିସା ଏତାଇରୁଆ । କିରିସ୍ଟ ଜିସୁର୍ ମନ୍ ଜେନ୍ତି ରଇଲା, ତମର୍ ମନ୍ମିସା ସେ ରକାମ୍ ଅ ।
Os perigos do orgulho
O orgulho cega, gera contendas e afasta de Deus. A Escritura adverte contra a soberba da vida e a vã glória mundana.
ସେ କାରାପ୍ ଚଲାଚଲ୍ତି ତେଇ ଲକ୍ମନ୍ ଜାଇଟା ମନ୍ କର୍ବାଇ, ଲକ୍ମନ୍ ଦେକିକରି ଲାଲ୍ସା ଅଇବାଟା, ସବୁ ବିସଇ ରଇଲାର୍ପାଇ ବଡ୍ପନ୍ ଅଇବାଟା ଏ ସବୁ ରଇସି । ଏ ରକାମ୍ ଚଲାଚଲ୍ତି ଏ କାରାପ୍ ଜଗତର୍ ଲାଗି ଅଇଲାଆଚେ । ଆମର୍ ବାବା ପର୍ମେସର୍ ଏନ୍ତାରି କର୍ବାକେ ଆମ୍କେ ତିଆରେନାଇ ।
ସେଟାର୍ପାଇଁ ଜେ ମୁଇ ନିଜେ ଡାଟ୍ ଆଚି ବଲି ମନେ ମନେ ଏତାଇସି, ସେ ବିସ୍ବାସେ ଅନି ବିନ୍ବାଟେ ନ ଜାଆ, ସେଟାର୍ପାଇଁ ଜାଗ୍ରତ୍ ରୁଆ ।
ଜଦି ମୁଇ ମର୍ ସବୁ ଦନ୍ ସଁପତି ଅର୍କିତ୍ ଲକ୍ମନ୍କେ ଦେଇରଇଲେ ମିସା, ଆରି କିରିସ୍ଟର୍ପାଇ ମର୍ ଗାଗଡ୍ ପଡାଇବାକେ ସର୍ପି ଦେଲେ ମିସା ମର୍ ଆଲାଦ୍ ନାଇ ବଇଲେ, ମର୍ପାଇ କାଇ ଲାବ୍ ନାଇ ।
ତେବର୍ ପାଇ, ପର୍ମେସର୍ ଏ ଜଗତର୍ କାଇ ଲଡାକେ ନ ଆସେ ବଲି କଇବା ଲକ୍ମନ୍କେ, ଆରି ସବୁବେଲେ ତଲେ ରଇ ଲକ୍ମନ୍ ଗିନ୍ କର୍ତେରଇବା ଲକ୍କେ ବାଚ୍ଲାଆଚେ । ଜେନ୍ତାର୍ କି ଜଗତ୍ ବିତ୍ରେ ଜନ୍ ଲକ୍ମନ୍ ବଡ୍ ବଲି ନାମାଇ ଅଇବାଇ, ସେମନ୍ କାଇ ଲଡାକେ ନ ଆସତ୍ ଆରି ପର୍ମେସରର୍ ମୁଆଟେ କେ ମିସା ବଡ୍ପନ୍ ଅଇ ନ କଅତ୍ ।
ସାସ୍ତର୍ କଇଲାପାରା "ଜେ ବଡ୍ପନ୍ ଅଇବାକେ ମନ୍ କଲାନି, ସେ ମାପ୍ରୁ କଲା କାମେସେ ବଡ୍ପନ୍ ଅଇବାର୍ ଆଚେ ।" କାଇକେ ବଇଲେ ଗଟେକ୍ ଲକ୍ ନିଜେ ବଲ୍ ବଲାଇଅଇଲେ, ମାପ୍ରୁ ତାକେ ଅଦିକାର୍ ନ ଦେଏ । ମାତର୍ ମାପ୍ରୁ ଦେକ୍ବା ଇସାବେ ଜେ ନିକ, ସେ ତାର୍ ନିଜର୍ ଲକ୍ ଅଇସି ।
ଆରି ସେ କଇଲା, "ମୁନୁସର୍ ମନ୍ବିତ୍ରେ ଅନି ଜନ୍ଟା ବାରଇସି, ସେଟାସେ ତାକେ ଆସାର୍ କର୍ସି । କାଇକେବଇଲେ ମୁନୁସର୍ ମନ୍ ବିତ୍ରେ ଅନି କରାପ୍ ଚିନ୍ତା ବାରଇସି । ସେଟାମନ୍ ଅଇଲାନି, ପାଦ୍ରା ପାଦ୍ରି କାମ୍, ଚର୍କାମ୍, ଲକ୍ମନ୍କେ ମରାଇବା କାମ୍ । ବିବା ଅଇ କର୍ବା ବେସିଆ କାମ୍, ବିବା ନଇତେ କର୍ବା ବେସିଆ କାମ୍, ଲବାଇବାଟା, ମିଚ୍ କଇବାଟା, ଅଲ୍ସୁଆ ଅଇବାଟା, ଆଁକାର୍ ଅଇବାଟା, ନିନ୍ଦା କାତା କଇବାଟା, ବଡ୍ପନ୍ ଅଇବାଟା, ବକୁଆ ଅଇବାଟା । ଏ ସବୁ କରାପ୍ ବିସଇମନ୍ ବିତ୍ରେଅନି ବାରଇ ଲକ୍କେ ନସାଇଦେଇସି ।"
ଆଁକାର୍ କିରମାର ଉବ୍ଜାଇସି; ମାତର୍ ନିମାନ୍ କାତା ସୁନ୍ବା ଲକର୍ ଲଗେ ଗିଆନ୍ ଆଚେ ।
ଦରମ୍ ସଙ୍ଗେ ରଇବାଟା ସବୁବେଲର୍ ମାପ୍ରୁର୍ ବିସୟ୍କେ ଡର୍ବା ଇନାମର୍ ଦନ୍ ଆରି ମାନ୍ ମର୍ଜିତା ସଙ୍ଗେ ଜିଉନା କର୍ବାଟା।
ଏ ଜିବନର୍ ବିସଇନେଇ ଜେତ୍କି ଲକ୍ମନ୍ ସାଉକାର୍ ଅଇ ଆଚତ୍, ବିନ୍ ଲକ୍ମନର୍ଟାନେଅନି ସେମନ୍ ନିକ ବଲି ନ ବାବ୍ବାକେ ତିଆର୍ । ଦନ୍ ସଁପତି ଉପ୍ରେ ବେସି ଆସା କର୍ବାର୍ ନାଇ ବଲି ସେମନ୍କେ ସିକା । କାଇକେବଇଲେ ଡାବୁ ଦାପ୍ରେ ମାୟାଅଇଜାଇସି । ତାର୍ ବାଦୁଲେ ସେମନ୍କେ ଲଡାକେ ଲାଗ୍ବା ବିସଇ ସବୁ ଦେବାକେ ପର୍ମେସରର୍ଟାନେ ଆସା ରକ୍ବାକେ ସିକାଇଦେସ୍ । ସେ ଆକା ଆମର୍ପାଇଁ କାଇଟା ନ ଦେକି, ସବୁ ବିସଇ ସାର୍ଦା କର୍ବାକେ ଦେଇସି ।
O olhar de Deus
O Senhor não olha como o homem. Ele vê o coração e se agrada dos quebrantados de espírito e dos que tremem diante da sua Palavra.
କାଇକେ ବଇଲେ ମର୍ ଆତ୍ ଏଟାମନ୍ ସବୁକେ ଜାକ ତିଆର୍ କଲା ଆଚେ, ଆରି ସେଟାର୍ ପାଇଁ ବଲିକରି ଏଟାମନ୍ ସବୁଜାକ ଜାତ୍ ଅଇଲା , ଏନ୍ତାର୍ ବଲିକରି ସବୁବେଲର୍ ମାପ୍ରୁ କଇଲା ଆଚେ; ମାତର୍ ଏ ଲକ୍ମନର୍ ପାଇଁ , କଇବାକେ ଗାଲେ ଜନ୍ ଲକ୍ମନ୍ ଦୁକ୍ରେ ଆଚତ୍ ଆରି ଦରମ୍ ଲକ୍ ଆରି ଜେ ମର୍ ବାକିଅକେ ଜାନାଇସି, ତାର୍ପାଇଁ ମୁଇ ଦେକ୍ବି ।
ସେଟାର୍ ପାଇ ମୁଇ ନବୁକଦ୍ନିସ୍ଚର୍ ସେ ସର୍ଗର୍ ରାଜାର୍ ପର୍ସଙ୍ଗ୍ସା,ମଇମା ଆରି ଆଦର୍ କଲିନି; କାଇକେବଇଲେ ତାର୍ ସର୍ତେ କାମ୍ ସତ୍ ଆରି ତାର୍ ବାଟ୍ ନିକଟା; ଆରି, ଜନ୍ ଲକ୍ମନ୍ ପିଲା ଜନମ୍ କର୍ବାଇ, ସେମନ୍କେ ମରାଇବାକେ ତାର୍ ବପୁ ଆଚେ ।
ସବୁ ଲକ୍କେ ସମାନ୍ ଇସାବେ ଆଲାଦ୍ ଦେକାଆ । ଆଁକାର୍ ବୁଦି ଚାଡିକରି ସଲଦ୍ ଅଇ ସାନ୍ ସାନ୍ କାମ୍ କର୍ବାକେ ମିସା ରାଜି ଉଆ । ନିଜ୍କେ ଗିଆନ୍ ରଇବାଲକ୍ ବଲି ଦେକାଇ ଉଆନାଇ ।
ମାତର୍ ଆତ୍ମାର୍ ପଲ୍ ଅଇଲାନି, ଆଲାଦ୍ କରାକରି ଅଇବାଟା, ସାର୍ଦାସଙ୍ଗ୍ ରଇବାଟା, ସାନ୍ତିସଙ୍ଗ୍ ରଇବାଟା, ମୁର୍ଚିକରି ରଇବାଟା, ବିନ୍ଲକ୍କେ ଉପ୍କାର୍ କର୍ବାଟା, ନିମାନ୍ ଚଲାଚଲ୍ତି କର୍ବାଟା, ବିସ୍ବାସେ କାମ୍କର୍ବାଟା, ସଲଦ୍ ଅଇବାଟା, ଆତ୍ମାଇ ସାଆସ୍ ଦାରି ଚଲାଚଲ୍ତି କର୍ବାଟା, ଏ ସବୁର୍ ଚଲନ୍ ମାନ୍ବା ଲକ୍ ନିୟମର୍ ବିରୁଦେ କାଇଟା ନ କରେ ।
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.