Pais e filhos
A relação entre pais e filhos é uma das mais preciosas na Bíblia. Deus estabeleceu a família como escola de fé, amor e formação de caráter.
Honrar pai e mãe
Honrar os pais é o primeiro mandamento com promessa. Os filhos são chamados a obedecer, respeitar e cuidar de seus pais.
ତୁମି ନିଜାର୍ ଉବା ଆର୍ ଆୟାକେ ମାୟିନ୍ କଃରା; ତଃବେ ତୁମର୍ ମାପୁର୍ ଇସ୍ୱର୍ ତୁମିକ୍ ଜୁୟି ଦେସ୍ ଦଃୟ୍ଦ୍, ସେ ଦେସେ ତୁମି ବୁତେକ୍ ଦିନ୍ ହଃତେକ୍ ବାଚୁ ହାରାସ୍,
ଏ ହିଲାମଃନ୍, ମାପୁରାର୍ ଗିନେ ନିଜାର୍ ନିଜାର୍ ଆୟାଉବାର୍ ବଲ୍ ମାନ୍ତାର୍ ଟିକ୍; ବଃଲେକ୍ ସେରି ଟିକ୍ କଃତା । ନିଜାର୍ ଆୟା ଉବାକ୍ ମାୟ୍ନ୍ କଃରା, ସେରି ବିଦିଏ ସଃୟ୍ତ୍ କଃରି କଃଉଆ ଅୟିଆଚେ । ଜଃନ୍କଃରି ତୁମାର୍ ଉହ୍କାର୍ ଅୟ୍ଦ୍ ଆର୍ "ତୁମିମଃନ୍ ହୁର୍ତିବିଏ ବୁତେକ୍ ବଃର୍ସ୍ ବାଚାସ୍ ।"
ଏ ହିଲାମଃନ୍, ସଃବୁ କଃତାୟ୍ ଆୟାଉବାର୍ ବଲ୍ ମାନା, କାୟିତାକ୍ ବଃଲେକ୍ ଇରି ମାପୁର୍ ତଃୟ୍ ସଃର୍ଦାର୍ କଃତା ।
ତୁମାର୍ ଜଃଲମ୍ ଦିଲା ଉବାଦିର୍ କଃତା ସୁଣା , ଆର୍ ଆୟା ବୁଡି ଅୟିଲେକ୍ ତାକେ ହାକ୍ରେ ହଃକାଉଆ ନାୟି।
ଜୁୟି ଲକ୍ ନିଜାର୍ ଉବାସିର୍ ଦଃନ୍ ନଃସ୍ଟ୍ କଃରେଦ୍ ଆର୍ ନିଜାର୍ ଆୟିସିକେ କଃଦେଦ୍ ସେ ଲାଜାର୍ ଆର୍ ଅଃପ୍ମାନ୍ ହାୟିଦ୍।
ଜେ ନିଜାର୍ ଆୟା ଉବାକେ ସାୟିପ୍ ଦଃୟିଦ୍, ଅଃନ୍ଦାରେ ତାର୍ କୁପି ଲିବିଜାୟିଦ୍।
ମଃତର୍ ଜଦି ଗଟ୍ ରାଣ୍ଡିର୍ ହଇସିଜିସି କି ନାତିନାତ୍ଣି ରେତି, ତଃବେ ସେମଃନ୍ ହଃର୍ତୁ ନିଜାର୍ ଗଃରାର୍ କୁଟୁମାର୍ ଲକ୍କେ ମାୟ୍ନ୍ କଃରୁକେ ଆର୍ ଆୟ୍ସି ଉବାସିମଃନ୍କେ ଲେଉଟି ଉହ୍କାର୍ କଃରୁକେ ସିକତ୍ । କାୟିତାକ୍ବଃଲେକ୍ ଇରି ତ ଇସ୍ୱରାର୍ ଆକାୟ୍ ନିକ ।
Instruir os filhos
Os pais devem instruir os filhos no caminho certo. A educação começa cedo, com disciplina amorosa e ensino constante da Palavra.
ତୁମାର୍ ହିଲାକେ ଟିକ୍ ରଃସ୍ତାୟି ଜଃଉଁକେ ସିକ୍ୟା ଦିଆସ୍ ; ତଃବେ ସେ ବୁଡା ଅୟିଲେକ୍ ହେଁ ବଃଲ୍ ବାଟ୍ ଜାୟିଦ୍।
ଏ ମଃର୍ ହ, ତୁମାର୍ ଉବାଦିର୍ ଗିଆନାର୍ ସିକ୍ୟା ସୁଣା ଆର୍ ତୁମାର୍ ଆୟ୍ଦିର୍ ଆଦେସ୍ ଦୁର୍ କଃରାନାୟି। କାୟିତାକ୍ବଃଲେକ୍ ସେରି ତୁମାର୍ ଗିନେ ଆସିର୍ବାଦାର୍ ମୁଣ୍ଡେ ହିନ୍ଦ୍ତା ମୁକୁଟ୍ ହର୍ ଆର୍ ତୁମାର୍ ଗଃଳାର୍ ମାଳିହର୍ ଅୟିଦ୍।
ଆରେକ୍ ଏ ଆୟା ଉବାମଃନ୍, ନିଜାର୍ ନିଜାର୍ ହିଲାମଃନ୍କେ ରିସା କଃରା ନାୟ୍, ମଃତର୍ ସେମଃନ୍କେ ମାପୁରାର୍ ଗୁଣ୍ ଆର୍ ସିକ୍ୟା ଦଃୟି ବାଡାଉଆ ।
ଏ ଆୟା ଉବାମଃନ୍ ନିଜାର୍ ନିଜାର୍ ହିଲାମଃନ୍କେ ରିସା କଃରାଉଆ ନାୟ୍, ବଃଲେକ୍ ଇତାର୍ ଗିନେ ସେମଃନ୍ ମଃନ୍ ଉଣା କଃର୍ତି ।
ଡାଙ୍ଗ୍ ଆର୍ ଉଳିକଃରି ସୁଦ୍ରାଉତାର୍ ଗିଆନ୍ ଦଃୟିଦ୍; ମଃତର୍ ହିଲାକେ ତାର୍ ଇଚାୟି ଚାଡିଦିଲେକ୍ ତାର୍ ଆୟିସିକେ ଲାଜ୍କଃରାୟିଦ୍।
ଜେ ନିଜାର୍ ହଅ କେ ଡଃଣ୍ଡ୍ ନଃଦେୟି, ସେ ନିଜାର୍ ହଅକେ ଗୁର୍ନା କଃରେଦ୍; ଆରେକ୍ ଜେ ତାକେ ଡଃଣ୍ଡ୍ ଦଃୟିଦ୍ ସେ ତାର୍ ହାୟ୍ଁ ଟିକ୍।
ସାସନାର୍ ଗିନେ ତ ତୁମିମଃନ୍ ଦୁକ୍ ସଃମ୍ବାଳୁଲାସ୍; ଇସ୍ୱର୍ ତୁମିମଃନାର୍ ସଃଙ୍ଗ୍ ହଅ ହର୍ ବେବାର୍ କଃରୁଲା, କାୟିତାକ୍ବଃଲେକ୍ ଉବା ଜାକେ ସାସନ୍ ନଃକେରେ, ଇବାନ୍ୟା ହଅ କେଏ ଆଚେ ?
Filhos como bênção
Os filhos são herança do Senhor. A coroa dos velhos são os filhos dos filhos, e a glória dos filhos são seus pais.
ହୟ୍ସିମଃନାର୍ ହଃୟ୍ସିମଃନ୍ ବୁଡା ଲକାର୍ ମୁକୁଟ୍ , ଆର୍ ହୟ୍ସିମଃନାର୍ ଜଃଜ୍ମାନ୍ ସେମଃନାର୍ ଉବାସିମଃନ୍।
ଦଃର୍ମିର୍ ଉବାସି ଅଃଦିକ୍ ସଃର୍ଦା କଃରେଦ୍,ଗିଆନି ହିଲା ଜଃଲମ୍କଃଲା ଉବାସି ସେ ହିଲାର୍ ଗିନେ ସଃର୍ଦାଅୟ୍ ଗଃର୍ବ୍ କଃରେଦ୍।
ସଲ୍ମନାର୍ ବଃଲ୍ସିକ୍ୟା। ଗିଆନ୍ ରିଲା ହିଲା ଉବାସିର୍ ସଃର୍ଦା ଆଣେଦ୍; ମଃତର୍ ଅଗିଆନି ହୟ୍ସି ଆୟ୍ସିର୍ ଦୁକାର୍ ବିସୟ୍ ଅୟିଦ୍।
ଆର୍ ତୁମିମଃନାର୍ ବିତ୍ରେ ଅଃନ୍କାର୍ ଉବାସି କେଏ ଆଚେ, ଜାକେ ତାର୍ ହୟିସି ମାଚ୍ ମାଗ୍ଲେକ୍ ସେ ତାକେ ମାଚ୍ ବାଦୁଲେ ସାହ୍ ଦଃୟ୍ଦ୍ ? ଆର୍ ଡିମ୍ ମାଗ୍ଲେକ୍, ତାକ୍ କାୟି ମିଚକାକ୍ଳା ଦଃୟ୍ଦ୍ ? ଇତାକ୍ ତୁମିମଃନ୍ କଃରାପ୍ ଅୟିଲେକ୍ ହେଁ, ଜଃବେ ଅଃହ୍ଣା ଅଃହ୍ଣାର୍ ହିଲାମଃନ୍କେ ନିକ ନିକ ଦାନ୍ ଦେଉଁକେ ଜାଣାସ୍, ତଃବେ ଜୁୟି ଉବା ସଃର୍ଗେହୁଣି ଦାନ୍ କଃରେଦ୍, ସେ ତାର୍ ଚଃମେ ମାଗ୍ତା ଲକ୍ମଃନ୍କେ କଃତେକ୍ ଅଃଦିକ୍ ପବିତ୍ର ଆତ୍ମା ନଃଦେୟ୍ ।"
ମଃତର୍ ଜଦି କେଏ ଅଃହ୍ଣାର୍ ଗଃରାର୍ ନିଜାର୍ ଗଃର୍ କୁଟୁମାର୍ ଜଃତୁନ୍ ନଃନେୟ୍, ସେ ବିସ୍ୱାସାର୍ କଃତା ନଃମାନି ଆଚେ, ଆର୍ ସେ ଅବିସ୍ୱାସି ତଃୟ୍ହୁଣି ଅଃଦିକ୍ ହାହି ।
ଇତାର୍ ଗିନେ ମାନାୟ୍ ନିଜାର୍ ଆୟା ଉବାକେ ଚାଡି ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜତାୟ୍ ରଃୟ୍ଦ୍, ଆର୍ ସେମଃନ୍ ଗଟେ ଗଃଗାଳ୍ ଅଃଉତି।