Poder de Deus
O poder de Deus é incomparável e infinito. Ele criou o universo pela palavra, sustenta todas as coisas e manifesta sua onipotência em cada geração.
A onipotência do Criador
Deus fez os céus e a terra pelo seu grande poder. Nada é impossível para Ele, e sua força está além de toda compreensão humana.
ଜିସୁ ସେମନର୍ ବାଟେ ଦିରେକରି ଦେକି କଇଲା, "ମୁନୁସ୍ମନର୍ଟାନେ ଏଟା ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।"
Poder sobre tudo
O Senhor reina sobre as nações, sustenta os oprimidos e manifesta seu poder tanto no julgamento quanto na redenção.
Poder para o seu povo
Deus fortalece os fracos e ressuscita os mortos. Seu poder opera em nós para que experimentemos vitória e transformação.
ପର୍ମେସର୍, ମାପ୍ରୁ ଜିସୁକେ ତାର୍ ନିଜର୍ ବପୁସଙ୍ଗ୍ ମଲାତେଇଅନି ଉଟାଇଲା । ସେନ୍ତାରିସେ ଆମ୍କେ ମିସା ଉଟାଇସି, ।
କାଇକେବଇଲେ କୁର୍ସେ ଚଗାଇଲାବେଲେ ସେ ଦୁର୍ବଲ୍ ପାରା ଡିସ୍ଲେ ମିସା ପର୍ମେସରର୍ ବପୁସଙ୍ଗ୍ ସେ ବଁଚିଆଚେ । ସେନ୍ତାରିସେ କିରିସ୍ଟର୍ତେଇ ମିସି ରଇଲାର୍ପାଇ ଆମେ ମିସା ଦୁର୍ବଲ୍ ପାରା ଡିସ୍ଲୁନି । ମାତର୍ ପର୍ମେସରର୍ ବପୁ ସଙ୍ଗ୍ ଜିଇ ରଇବୁ ଆରି ତମର୍ ବିତ୍ରେ କର୍ବା ଜନ୍ କାମେ ମିସା ତାର୍ ବପୁ ରଇସି ।
ଆମେ ସିକାଇବା ବାକିଅ ସତ୍ ବାକିଅ । ଆରି ଆମର୍ ସଙ୍ଗ୍ ପର୍ମେସରର୍ ବପୁ ଆଚେ । ପର୍ମେସର୍ ଦେକ୍ବା ଇସାବେ, ଆମର୍ ଦରମ୍ ବଲାଇ ଅଇବାଟା ଗଟେକ୍ ଆତ୍ଆତିଆର୍ ପାରା । ଆମର୍ ସତ୍ରୁମନର୍ ବିରୁଦେ ଜୁଜ୍ବାକେ ଆରି ନିଜ୍କେ ରକିଆ ପାଇବାକେ, ସେଟା ବାଇଲୁନି ।
ଆତ୍ମାର୍ ଆତ୍ଆତିଆର୍
ସାରାସାରି ପଚେ, ମାପ୍ରୁର୍ ଟାନେ ମିସିକରି ତାର୍ ବପୁପାଇକରି ଡାଟ୍ଅଇରୁଆ ।
ତମେ ସବୁବେଲେ ସବୁବେଲର୍ ମାପ୍ରୁର୍ ଲଗେ ଆସା ରକା; କାଇକେ ବଇଲେ ସବୁବେଲର୍ ମାପ୍ରୁ ଆମ୍କେ ସବୁବେଲେ ରକିଆ କର୍ବାକେ ବଡ୍ ରାଙ୍ଗ୍ନି ପାକ୍ନା ଆଚେ।
ମୁଇ ଉଜଲ୍ ତିଆର୍ କର୍ବି ଆରି ମୁଇ ଆନ୍ଦାର୍ ତିଆର୍ କର୍ବି; ମୁଇ ସାନ୍ତି ବିସଇରେ କଇବି, କାରାପ୍ ବିସଇରେ କଇବି; ମୁଇ ସବୁବେଲର୍ ମାପ୍ରୁ ଏଟା ସବୁ ସାଦନ୍ କର୍ବି ।
ନାଇ, ମୁଇ ପର୍ମେସରର୍ ବପୁସଙ୍ଗ୍ ଡୁମା ଚାଡାଇବି । ତେବେ ତା ଏଟା ଜାନାଇ ଦେଲାନି, କି ପର୍ମେସରର୍ ରାଇଜ୍ ତମର୍ ଲଗେ କେଟ୍ଲାବେ ବଲି ।"