Proximidade
Deus é próximo dos que o buscam. Ele não é um Deus distante, mas presente, íntimo e acessível a todo o que o invoca com sinceridade de coração.
Buscar a presença de Deus
A Bíblia nos exorta a buscar a face do Senhor continuamente. Quem se aproxima dele encontra plenitude de alegria e delícias perpétuas.
ଜଃଡେବଃଳ୍ ହଃତେକ୍ ମାପୁର୍ ଜଃଜନା ମିଳୁଲି, ସେ ହଃତେକ୍ ତୁମିମଃନ୍ ତାର୍ ସେବାକଃରା, ଜଃବେ ହଃତେକ୍ ସେ ଲଃଗେ ଆଚେ, ସେ ହଃତେକ୍ ତାର୍ତଃୟ୍ ପାର୍ତନା କଃରା।
Deus está perto
O Senhor está perto dos que o invocam, dos quebrantados de coração e dos que clamam por socorro. Sua presença nos sustenta.
ତୁମିମଃନାର୍ ସୁଦାର୍ହାଣ୍ ସଃବୁଲକାର୍ ହାକ୍ ଜାଣାହଃଳ । ମାପୁର୍ ଆସ୍ତାର୍ ଲଃଗେ ଅୟ୍ଲିବେ ।
ବଃଲେକ୍ ହୁର୍ବେ ତୁମି ଦୁରି ରିଲାସ୍ ମଃତର୍ ଅଃବେ କ୍ରିସ୍ଟ ଜିସୁର୍ ତଃୟ୍ ତାର୍ ବଃନିର୍ ଗିନେ ଲଃଗେ ଅୟି ଆଚାସ୍ ।
A presença que nunca abandona
Deus promete nunca nos deixar. Ele permanece fiel, está conosco em todo tempo e envia o Espírito para habitar em nossos corações.
"ମୁୟ୍ ଗଃଲା ହଃଚେ, ତୁମିମଃନ୍କେ ଟୁରାହିଲା କଃରି ଚାଡି ନଃଜାୟ୍ଁ, ମୁୟ୍ ତୁମାର୍ ହାକ୍ ବାଉଳି ଆସିନ୍ଦ୍ ।
ଅୟିଲେକ୍ ହେଁ ତୁୟ୍ ତର୍ ବଃଡେ ଦଃୟାୟ୍ ସେମଃନ୍କେ କୁରୁପ୍ନାସ୍ ନଃକେଲିସ୍, କି ସେମଃନ୍କେ ନଃଚାଡ୍ଲିସ୍; ବଃଲେକ୍ ତୁୟ୍ ଅଃଉଁଲିସ୍ କେମାକାରି ଆର୍ ଦଃୟାକାରି ଇସ୍ୱର୍।
ସୁସ୍ତା ଦେଉଁକେ ମାପୁର୍ ନିଜେ ତୁମିମଃନ୍କେ ସଃବୁବଃଳ୍ ଆର୍ ସଃବୁ ରଃକମେ ସୁସ୍ତା ଦେଅ । ମାପୁର୍ ତୁମି ସଃବୁ ଲକାର୍ ସଃଙ୍ଗେ ସଃଙ୍ଗେ ରେଅ ।
ସଃରାସଃରି ବଃଳ୍, ଏ ବାୟ୍ବେଣିମଃନ୍, ସଃର୍ଦା କଃରା, ସଃବୁ ବିସୟେ ଜୟଃଗ୍ ଅଃଉଆ, ଗ୍ୟାନ୍ ଦଃରା, ଗଟେକ୍ ମଃନ୍ ଅଃଉଆ, ସୁସ୍ତାୟ୍ ବାସା କଃରା, ଆର୍ ଲାଡ୍ ଆର୍ ସୁସ୍ତାର୍ ଇସ୍ୱର୍ ତୁମିମଃନାର୍ ସଃଙ୍ଗେ ରଃୟ୍ଦ୍ ।
ଅଃମିମଃନ୍ ଜେ, ତାର୍ ତୟ୍ ଆଚୁ ଆର୍ ସେ ଅଃମାର୍ ତଃୟ୍ ଆଚେ, ଇରି ଅଃମିମଃନ୍ ଜାଣୁଲୁ, କାୟିତାକ୍ବଃଲେକ୍ ଇସ୍ୱରାର୍ ଅଃମିମଃନ୍କେ ଅଃହ୍ଣାର୍ ପବିତ୍ର ଆତ୍ମାକେ ଦିଲା ଆଚେ ।
କେହେଁ କଃବେ ଇସ୍ୱର୍କେ ନଃଦେକେ, ମଃତର୍ ତାର୍ ସଃଙ୍ଗ୍ ରିଲା ତାର୍ ଗଟେକ୍ ବଃଲି ନିଜାର୍ ହୟିସି ତାକ୍ ଜାଣାୟି ଆଚେ ।
ସଃଡେବଃଳ୍ ମସା ମାପୁରାର୍ ସଃଙ୍ଗ୍ ସେ ଟାଣେ ଚାଳିସ୍ ଦିନ୍ ଚାଳିସ୍ ରାତି ରିଲା; ସେ ଅଃର୍ନ୍ କି ହାଣି ନଃକାୟ୍ଲା। ସେ ଜୁଳେକ୍ ଟେଳା ହାଟାୟ୍ ନିୟମ୍, ବଃଲେକ୍ ଦଃସ୍ ଗଟ୍ ଆଦେସ୍ ଲେକ୍ଲା।
ସେତି ରିଲା ଜଃର୍ଦୁକା ଲକ୍ମଃନ୍କେ ଉଜ୍ କଃରା ଆର୍ ସେମଃନ୍କେ କଃଉଆ ଇସ୍ୱରାର୍ ରାଇଜ୍ ତୁମାର୍ ଚଃମେ ଅୟ୍ଲି ।