Repouso e férias
Deus criou o descanso como parte da vida. O sábado, o repouso e até as férias refletem a confiança de que Deus sustenta todas as coisas — mesmo quando paramos.
O descanso como ordenança
Deus descansou no sétimo dia e nos convidou a fazer o mesmo. O descanso sabático é um presente de Deus para restauração do corpo e da alma.
ସେଟାର୍ପାଇଁ ଏଟା ସତ୍ ଆକା । ଆଟର୍ ସାରାସାରି ଦିନେ ପର୍ମେସର୍ ପୁଣ୍ଡ୍ଲାପାରା ତାକର୍ ଲକ୍ମନର୍ ପାଇ ଗଟେକ୍ ପୁଣ୍ଡ୍ବା ବେଲା ସଙ୍ଗଇଆଚେ । କାଇକେବଇଲେ ପର୍ମେସର୍ ସପତ୍ କରିରଇବା ବିସ୍ରାମେ ଜେତ୍କିଲକ୍ ପୁର୍ବାଇ, ସେ ବିସ୍ରାମ୍ କଲାପାରା, ତାକର୍ କାମେଅନି ବିସ୍ରାମ୍ କର୍ବାଇ ।
ତମେ ଜେବେ ବିସ୍ରାମ୍ ବାର୍କେ ନ ମାନାସ୍, ମର୍ ସୁକଲ୍ ଦିନେ ନିଜର୍ ମନ୍କାମ୍ନାକେ ପୁରାପୁରୁନ୍ କର୍ବାକେ ଚେସ୍ଟା ଟାନେ ଅନି ନିଜର୍ ମନ୍କେ ପେରାଇସା ;ଆରି , ବିସ୍ରାମ୍ ବାର୍କେ ସୁକର୍ ଆରି ସବୁବେଲର୍ ମାପ୍ରୁର୍ ସୁକଲ୍ ଦିନ୍କେ ଆଲାଦର୍ ଦିନ୍ ବଲିକରି କଇସା ; ଆରି , ନିଜର୍ କାମ୍କେ ନ କରି ନିଜର୍ ମନ୍ କଲାଟାକେ ପାଇବାକେ ଚେସ୍ଟା ନ କରି କି ନିଜର୍ କାତା ନ କଇକରି ତାକେ ନିଜର୍ କର୍ବାଇ: ସେନ୍ତାର୍ କଲେ ତମେ ସବୁବେଲର୍ ମାପ୍ରୁର୍ ଲଗେ ସାର୍ଦା କର୍ସା ; ଆରି, ମୁଇଁ ତମ୍କେ ପୁର୍ତିବିର୍ ଉଚ୍ଜାଗା ମନ୍କେ ବାସା କରାଇବି ; ଆରି ,ତମେ ବାବା ଜାକୁବର୍ ଅଦିକାର୍ ତମ୍କେ ବଗ୍ କର୍ବାକେ ଦେବି: କାଇକେ ବଇଲେ ସବୁବେଲର୍ ମାପ୍ରୁ ନିଜର୍ ଟଣ୍ଡେ ଅନି ଏନ୍ତାରି ବଲିକରି କଇଲା ଆଚେ ।
ତେବର୍ପାଇ ବାତ୍ କା, କି ପାନି କା, କି ଜାଇଟା ମିସା କରା, ପର୍ମେସର୍ ଡାକ୍ପୁଟା ପାଇବାକେ ସବୁ କରା ।
Sono e paz
Ditar-se em paz e dormir tranquilamente é bênção do Senhor. Quem confia nele dorme sem medo e acorda renovado.
ସଇଲା ବେଲେ ତମ୍କେ କସ୍ଟ ନ ଅଏ, ଉଁ, ତମେ ସଇସା ଆରି ତମେ ନିମାନ୍ ସଙ୍ଗ୍ ନିଦ୍ ଆଇସି ।
କୁଲିବୁତି କରି କାଇବା ଲକ୍ ଇଡିକନ୍ କି ବଡ୍କନ୍ କାଇଲେ ମିସା ସେ ସାନ୍ତି ସଙ୍ଗେ ସାକାଲ୍ ପାଇତେ ସଇବାଇ। ମାତର୍ ସାଉକାର୍ ଲକ୍କେ ଗୁନ୍ ଆଇବାଟା ବେସି କସ୍ଟ।
Descanso e segurança
No repouso, encontramos segurança. Deus guarda os justos, e mesmo no silêncio da noite, sua paz nos protege e restaura.
ସେ ସାନ୍ତି ସଙ୍ଗ୍ ପୁର୍ସି; ଦରମ୍ ବାଟେ ଜିବା ସବୁଲକ୍ ନିଜର୍ ନିଜର୍ ଅଚ୍ନାଇ ପୁଣ୍ଡ୍ବାଇ ।