Sabedoria
A sabedoria é um dos temas mais ricos da Bíblia. O temor do Senhor é seu princípio, e buscá-la vale mais que ouro ou prata. Deus promete dar sabedoria generosamente a quem pedir com fé.
O princípio da sabedoria
O temor do Senhor é o início de toda sabedoria verdadeira. Quem reverencia a Deus aprende a viver com discernimento e prudência.
ଦଃଙ୍ଗ୍ଳା ଦଃଙ୍ଗଳିକେ ଗିଆନାର୍ ସିକ୍ୟା
ଇସ୍ୱର୍ ବିସୟେ ଡିର୍ ଗିଆନାର୍ ଆରୁମ୍;ମଃତର୍ ବୁଦିନୟିଲା ଲକ୍ ଗିଆନ୍ ଆର୍ ଆଦେସ୍ ନଃମାନ୍ତି।
ଇସ୍ୱରାର୍ ବିସୟେ ଡିର୍ତାର୍ ଗିଆନାର୍ ଆରୁମ୍ , ଆରେକ୍ ଜଦି ଦଃର୍ମି ଇସ୍ୱର୍କେ ଜାଣାସ୍ ତଃବେ ତୁମାର୍ ବୁଜ୍ତା ଗିଆନ୍ ଆସେଦ୍।
ଇସ୍ୱରାର୍ ବିସୟେ ଡିର୍ ଗିଆନ୍ ବୁଦି ଆର୍ ସିକ୍ୟା ହାଉଆସ୍ ଆସିର୍ବାଦ୍ ହାଉତା ଆଗ୍ତୁ ସୁଦ୍ ଆସେଦ୍।
Sabedoria como dom de Deus
A verdadeira sabedoria vem do alto. Deus a concede generosamente a quem pede com fé, sem lançar em rosto a fraqueza humana.
ମଃତର୍ ତୁମିମଃନାର୍ ବିତ୍ରେ ଜଦି କାର୍ ଗ୍ୟାନ୍ ଉଣା ରଃୟ୍ଦ୍, ତଃବେ ଜୁୟି ଇସ୍ୱର୍ ଦଃସ୍ ନଃଦେରି ମେଲା ଆତେ ସଃବ୍କେ ଦାନ୍ କଃରେଦ୍, ତାର୍ ଚଃମେ ସେ ପାର୍ତ୍ନା କଃର, ତଃବେ ତାକ୍ ଦିଆ ଅୟ୍ଦ୍ ।
ମଃତର୍ ତୁମିମଃନାର୍ ବିତ୍ରେ ଜଦି କାର୍ ଗ୍ୟାନ୍ ଉଣା ରଃୟ୍ଦ୍, ତଃବେ ଜୁୟି ଇସ୍ୱର୍ ଦଃସ୍ ନଃଦେରି ମେଲା ଆତେ ସଃବ୍କେ ଦାନ୍ କଃରେଦ୍, ତାର୍ ଚଃମେ ସେ ପାର୍ତ୍ନା କଃର, ତଃବେ ତାକ୍ ଦିଆ ଅୟ୍ଦ୍ ।
ମଃତର୍ ତୁମିମଃନାର୍ ବିତ୍ରେ ଜଦି କାର୍ ଗ୍ୟାନ୍ ଉଣା ରଃୟ୍ଦ୍, ତଃବେ ଜୁୟି ଇସ୍ୱର୍ ଦଃସ୍ ନଃଦେରି ମେଲା ଆତେ ସଃବ୍କେ ଦାନ୍ କଃରେଦ୍, ତାର୍ ଚଃମେ ସେ ପାର୍ତ୍ନା କଃର, ତଃବେ ତାକ୍ ଦିଆ ଅୟ୍ଦ୍ ।
କାୟିତାକ୍ବଃଲେକ୍ ଇସ୍ୱର୍ ବୁଦି ଦଃୟିଦ୍, ତାର୍ ଟଣ୍ଡ୍ବାଟ୍ ଗିଆନ୍ ଆର୍ ବୁଦି ବାରାଇଦ୍।
କାୟିତାକ୍ବଃଲେକ୍ ଇସ୍ୱର୍ ବୁଦି ଦଃୟିଦ୍, ତାର୍ ଟଣ୍ଡ୍ବାଟ୍ ଗିଆନ୍ ଆର୍ ବୁଦି ବାରାଇଦ୍।
ହେଁ, ତଃବେ ତୁମି ବଃଲ୍ ବିଚାର୍ ହାୟ୍ଁ କୁଦା ଆର୍ ବୁଦିର୍ ହାୟ୍ଁ ଗଃଉଆରି କଃର୍; ତଃବେ ତୁମି ଇସ୍ୱର୍ ବିସୟେ ଡିର୍ତାର୍ ବୁଜୁକେ ମାପୁର୍ ବିସୟେ ବଃଲ୍ ଗିଆନ୍ ହାଉଆସ୍।
ହେଁ ମଃର୍ ହୁର୍ବାର୍ ଦାଦିବାବୁମଃନାର୍ ଇସ୍ୱର୍, ମୁୟ୍ଁ ତକେ ଦନ୍ୟବାଦ୍ କଃରୁଲେ ଆର୍ ତର୍ ଗୁଣ୍ ଗାଉଁଲେ, ତୁୟ୍ ମକେ ଗିଆନ୍ ଆର୍ ସଃକ୍ତି ଦଃୟ୍ଆଚ୍ସି ଆର୍ ତକେ ମୁୟ୍ଁ ଜୁଣ୍ରି ଗଃଉଆରି କଃରିଆଚି, ସେ ସଃବୁ ବିସୟେ ତୁୟ୍ ମକେ ଜାଣାୟି ଆଚ୍ସି; କାୟତାକ୍ବଃଲେକ୍ ତୁୟ୍ ରଃଜାର୍ କଃତା ଅଃମିକେ ଜାଣାୟି ଆଚ୍ସି।
ଦାନିୟେଲ୍ ଉତୁର୍ କଃରି କଃୟ୍ଲା, "ଇସ୍ୱରାର୍ ନାଉ" ସଃବୁବଃଳ୍ ଜଃଜ୍ମାନ୍ ଅଃଉଅ; କାୟିତାକ୍ବଃଲେକ୍ ଗିଆନ୍ ଆର୍ ସଃକ୍ତି ତାର୍;
ଆରେକ୍, ମାପୁର୍ ସେ ଚାରି ଲକେ ସଃବୁ ବିଦ୍ୟା ଆର୍ ଗିଆନେ, ବୁଦି ଆର୍ ବଃଲ୍ ସିକ୍ୟା ଦିଲା, ଆରେକ୍, ଦାନିୟେଲ୍ ସଃବୁ ଦଃର୍ସନ୍ ଆର୍ ଚହୁନ୍ ବିସୟେ ଅଃର୍ତ୍ କଃଉଁକେ ବୁଜୁହାର୍ତା ଲକ୍ ଅୟ୍ଲା।
A sabedoria do alto
A sabedoria que vem de Deus é pura, pacífica, amável, cheia de misericórdia e de bons frutos. Ela se opõe à sabedoria terrena e mundana.
ମଃତର୍ ସଃର୍ଗେ ହୁଣି ଆୟ୍ଲା ଗ୍ୟାନ୍ ହଃର୍ତୁକଃରି ପବିତ୍ର, ତାର୍ହଃଚେ ସୁସ୍ତା, ଦିର୍ମଃନାର୍, କଃତା ମାନ୍ତାର୍, ଦଃୟା ଆର୍ ନିକ ହଃଳେ ହୁର୍ନ୍, ଅଃହ୍ରାତ୍ ନୟ୍ଲାର୍ ଆର୍ କୁଟ୍ ନୟ୍ଲାର୍ ।
ମଃତର୍ ସଃର୍ଗେ ହୁଣି ଆୟ୍ଲା ଗ୍ୟାନ୍ ହଃର୍ତୁକଃରି ପବିତ୍ର, ତାର୍ହଃଚେ ସୁସ୍ତା, ଦିର୍ମଃନାର୍, କଃତା ମାନ୍ତାର୍, ଦଃୟା ଆର୍ ନିକ ହଃଳେ ହୁର୍ନ୍, ଅଃହ୍ରାତ୍ ନୟ୍ଲାର୍ ଆର୍ କୁଟ୍ ନୟ୍ଲାର୍ ।
ମଃତର୍ ସଃର୍ଗେ ହୁଣି ଆୟ୍ଲା ଗ୍ୟାନ୍ ହଃର୍ତୁକଃରି ପବିତ୍ର, ତାର୍ହଃଚେ ସୁସ୍ତା, ଦିର୍ମଃନାର୍, କଃତା ମାନ୍ତାର୍, ଦଃୟା ଆର୍ ନିକ ହଃଳେ ହୁର୍ନ୍, ଅଃହ୍ରାତ୍ ନୟ୍ଲାର୍ ଆର୍ କୁଟ୍ ନୟ୍ଲାର୍ ।
ସଃର୍ଗାର୍ ଗ୍ୟାନ୍
ତୁମାର୍ ବିତ୍ରେ ଗିଆନି ଆର୍ ବୁଦିଆ ଲକ୍ କେଏ ଆଚେ ? ସେ ଗ୍ୟାନ୍ ଆର୍ ଦିର୍ ସଃଙ୍ଗ୍ ସଃବୁବଃଳ୍ ନିକ କାମ୍ ତଃୟ୍ ଅଃହ୍ଣାର୍ କାମ୍ କଃରି ଦଃକାଅ ।
ଇସ୍ୱରାର୍ ଗିଆନ୍
ଅୟିଲେକ୍ ହେଁ ଅଃମିମଃନ୍ ଆତ୍ମାୟ୍ ହୁର୍ନ୍ ଲକ୍ମଃନ୍କାର୍ ବିତ୍ରେ ଗିଆନାର୍ କଃତା କଃଉଁଲୁ, ମଃତର୍ ସେରି ଇ ଜଃଗତାର୍ ଗିଆନ୍ ନୟ୍ କି ଇ ଜୁଗାର୍ ନେତାମଃନାର୍ ନଃସ୍ଟ୍ ଗିଆନ୍ ନାୟ୍ । ମଃତର୍ ଅଃମିମଃନ୍ ଗୁପ୍ତ୍ ଗିଆନ୍ ହର୍ ଇସ୍ୱରାର୍ ଗିଆନାର୍ କଃତା କଃଉଁଲୁ; ସେ ଗୁପ୍ତ୍ ଗିଆନ୍ ଇସ୍ୱର୍ ଅଃମିମଃନାର୍ ଜଃଜ୍ମାନାର୍ ଗିନେ ଜଃଗତାର୍ ଉବ୍ଜାଣ୍ ହୁର୍ବେ ଟିକ୍ କଃରିରିଲା ।
ମଃତର୍ ଅଃମିମଃନ୍ କ୍ରୁସେମଃଲା କ୍ରିସ୍ଟକେ ପର୍ଚାର୍ କଃରୁଲୁ, ଜେ ଜିଉଦିମଃନାର୍ ଗିନେ ବାଦା ହର୍ ଆର୍ ଅଜିଉଦିମଃନାର୍ ଗିନେ ଅଗ୍ୟାନ୍ ହର୍ । ମଃତର୍ ଜିଉଦି ଅଃଉଆ କି ଅଜିଉଦି ଲକ୍ ଅଃଉଆ, ଜୁୟି ଲକ୍ମଃନ୍କେ ଇସ୍ୱର୍ କୁଦିଆଚେ, ସେମଃନାର୍ ଗିନେ କ୍ରିସ୍ଟ ଇସ୍ୱରାର୍ ସଃକ୍ତି ଆର୍ ଇସ୍ୱରାର୍ ଗିଆନ୍ ହର୍ ଅୟ୍ଦ୍ । ବଃଲେକ୍ ଜୁୟ୍ରି ଇସ୍ୱରାର୍ ନିର୍ବୁଦିଆର୍ କଃତା ମାନାୟ୍ର୍ ଗିଆନେ ହୁଣି ଅଃଦିକ୍ ହୁର୍ନ୍ ଗିଆନ୍ ହର୍, ଆର୍ ଇସ୍ୱରାର୍ ବଃଳ୍ ନାୟ୍ଲାର୍ ମାନାୟ୍ର୍ ବଃଳ୍ ତଃୟ୍ ହୁଣି ଅଃଦିକ୍ ସଃକାତ୍ ହର୍ ।
କେଏ ଅଃହ୍ଣାକ୍ ନଃଟକ । ଜଦି କୁୟ୍ଲକ୍ ଇ ଜଃଗତାର୍ ତୁମିମଃନ୍କାର୍ ବିତ୍ରେ ଅଃହ୍ଣାକ୍ ଗିଆନି ବଃଲି ବାବେଦ୍, ତଃବେ ସେ ଜଃନ୍କଃରି ଗିଆନି ଅଃଉଁ ହାରେ, ଇତାର୍ ଗିନେ ସେ ବଃକୁଆ ହର୍ ଅଃଉଅ ।
କେଏ ଅଃହ୍ଣାକ୍ ନଃଟକ । ଜଦି କୁୟ୍ଲକ୍ ଇ ଜଃଗତାର୍ ତୁମିମଃନ୍କାର୍ ବିତ୍ରେ ଅଃହ୍ଣାକ୍ ଗିଆନି ବଃଲି ବାବେଦ୍, ତଃବେ ସେ ଜଃନ୍କଃରି ଗିଆନି ଅଃଉଁ ହାରେ, ଇତାର୍ ଗିନେ ସେ ବଃକୁଆ ହର୍ ଅଃଉଅ ।
ମର୍ ମଃନ୍ ଇରି, ଜଃନ୍କଃରି ତୁମିମଃନ୍ ସଃର୍ଦା ଅଃଉଆସ୍ ଏକ୍ ଆରେକ୍ ଲାଡେ ବାନ୍ଦି ଅଃଉଆସ୍ ଆର୍ ସଃତ୍ ଗିଆନ୍ ଲାବ୍ କଃରି ମୁଳ୍ ବଃର୍ସା ହର୍ ଦଃନ୍ ହାୟ୍ଁ ହୁର୍ନ୍ ଅଃଦିକାରି ଅଃଉଆସ୍ ଇରି ମର୍ ମଃନ୍ । ଇତାର୍ ଗିନେ ତୁମିମଃନ୍ ସଃବୁଲକ୍ ଜାଣାସ୍ ଜେ କ୍ରିସ୍ଟ ହଃକା ଇସ୍ୱରାର୍ ସେ ଗୁପ୍ତ କଃତା । କ୍ରିସ୍ଟ ଅଃଉଁଲା ସେ କୁଚିକାଡା ଜୁୟ୍ରି ଇସ୍ୱରାର୍ ବୁଦି ଆର୍ ଗିଆନ୍ ହର୍ ସଃବୁ ଲୁକାୟ୍ ରିଲା ଦଃନାର୍ କାହାଟ୍ ଉଗାଳେଦ୍ ।
Direção e discernimento
Deus guia os humildes na justiça e ensina seu caminho aos mansos. Ele promete dirigir nossos passos quando confiamos nele de todo o coração.
ତୁମି ହୁରାହୁରି ଇସ୍ୱର୍ ତଃୟି ଆସ୍ର କଃରା ଆର୍ ତୁମିମଃନ୍ ନିଜାର୍ ନିଜାର୍ ବିଚାରେ ଚାଲାନାୟି। ନିଜାର୍ ସଃବୁ ତାର୍ ନାଉଦଃରି କଃରା; ସେତି ସେ ତୁମାର୍ ସଃବୁ କାମ୍ ସଃଳ୍କ୍ କଃରେଦ୍।
ତୁମି ତୁମାର୍ ନିଜାର୍ ଆକି ଲଃଗେ ଜ୍ଞାନି ଅଃଉଆ ନାୟି; ଇସ୍ୱର୍କେ ଡିରା ଆର୍ କଃରାପ୍ କାମେହୁଣି ଦୁରି ରିଆ।
A Palavra como fonte de sabedoria
A Palavra de Deus é lâmpada para os pés e luz para o caminho. Meditar nas Escrituras nos dá entendimento superior ao dos mestres.
କ୍ରିସ୍ଟର୍ କଃତା ତୁମିମଃନାର୍ ମଃନେ ଜଃବର୍ ବାସାକଃର; ତୁମିମଃନ୍ ହଃତିଲକ୍ ହୁର୍ନ୍ ବୁଦିର୍ ସଃଙ୍ଗ୍ ସିକାଉଆ ଆର୍ ଚେତାଉଆ, ଆରେକ୍ ଇସ୍ୱରାର୍ ଗିନେ ଗିତ୍ ପ୍ରସଂସା, ଦଃର୍ମ୍ ଗିଆନେ ମଃନ୍ସଃହ୍ରି ଗିତ୍ କଃଉଆ ।
ତୁମି ଚାଲ୍ତା ବଃଳ୍ ତୁମିକେ ବାଟ୍ ଦଃକାୟିଦ୍, ଆର୍ ସୟିଲା ବଃଳ୍ ତୁମାର୍ ଜାଗୁଆଳି ଅୟିଦ୍; ତୁମି ଉଟିରିଲା ବଃଳ୍ ସେ ତୁମାର୍ ସଃଙ୍ଗ୍ କଃତାବାର୍ତା କଃରେଦ୍।
Sabedoria prática para o dia a dia
A sabedoria se aplica em cada decisão: nas finanças, nos relacionamentos, no trabalho e no uso do tempo. Vivamos como sábios, não como insensatos.
ତଃବେ ତୁମି କଃନ୍କଃରି ଚାଲ୍ଚାଲ୍ତି କଃରାସ୍, ସେ ବିସୟେ ଜଃଗ୍ରାତ୍ ଅଃଉଆ, ମୁର୍କ୍ ହର୍ ନାୟ୍ ଗିଆନି ହର୍ ଚାଲାଚାଲ୍ତି କଃରା । ନିକ କାମ୍ କଃରୁକେ ବେଳା ମିଳ୍ଲେକ୍ ଏଳା ଅଃଉଆ ନାୟ୍, ବଃଲେକ୍ ଇରି ନିକ ନୟଲା କାଳ୍ ଆସୁଲି ।
ତଃବେ ତୁମି କଃନ୍କଃରି ଚାଲ୍ଚାଲ୍ତି କଃରାସ୍, ସେ ବିସୟେ ଜଃଗ୍ରାତ୍ ଅଃଉଆ, ମୁର୍କ୍ ହର୍ ନାୟ୍ ଗିଆନି ହର୍ ଚାଲାଚାଲ୍ତି କଃରା । ନିକ କାମ୍ କଃରୁକେ ବେଳା ମିଳ୍ଲେକ୍ ଏଳା ଅଃଉଆ ନାୟ୍, ବଃଲେକ୍ ଇରି ନିକ ନୟଲା କାଳ୍ ଆସୁଲି ।
ସେସ୍ ଅଃବୁସ୍ତାୟି ତୁମି ଜଃନ୍କଃରି ଗିଆନି ଅଃଉଆସ୍ ଇତାକେ ଉପ୍ଦେସ୍ ସୁଣା ଆର୍ ବଃଲ୍ସିକ୍ୟା ମାନା।
ସେସ୍ ଅଃବୁସ୍ତାୟି ତୁମି ଜଃନ୍କଃରି ଗିଆନି ଅଃଉଆସ୍ ଇତାକେ ଉପ୍ଦେସ୍ ସୁଣା ଆର୍ ବଃଲ୍ସିକ୍ୟା ମାନା।
ଜୁୟି ଲକ୍ ବୁଦି ଲାବ୍ କଃରେଦ୍ ନିଜାର୍ ଜିବନ୍କେ ଲାଡ୍ କଃରେଦ୍; ଜେ ବୁଜାମଣା ରଃକ୍ୟା କଃରେଦ୍ ସେ ଆସିର୍ବାଦ୍ ହାୟିଦ୍।
ଜଜ୍ନାର୍ ଦଃୟି ହଃତି ବିଚାର୍ ତିର୍ ଅୟିଦ୍; ମଃତର୍ ନିକ ଉପ୍ଦେସ୍ ନଃୟି ଜୁଜ୍ କଃରା।
ଅୟିଲେକ୍ ହେଁ ତୁୟି ନିକ ସିକ୍ୟା ହାୟି ନିଜାର୍ ଜୁଜ୍ କଃର୍, ଆର୍ ସଃୟିନ୍ମଃନ୍ ଜଃବର୍ ରିଲେକ୍ ରଃକ୍ୟା ମିଳେଦ୍।
ଜେ ରିସା ତେବାୟିଦ୍ ସେ ବଃଡ୍ ଗିଆନି , ଜେ ଚଃନେକ୍କେ ରିସାଅୟ୍ଦ୍ ସେ ଅଗିଆନି ବଃଲି ଜାଣାହଃଳେଦ୍।
ଅଃକାର୍ ମାଡ୍ଗଳ୍ କଃରାୟିଦ୍; ମଃତର୍ ବଃଲ୍ ଆଦେସ୍ ହାଉତା ଲକାର୍ ତଃୟି ଗ୍ୟାନ୍ ଆଚେ।
ଜୁୟି ଲକ୍ ବାବିକଃରି କଃତା କୟିଦ୍ ସେ ଜିବନ୍ ରଃକ୍ୟା କଃରେଦ୍; ମଃତର୍ ଚିନ୍ତା ନଃକେରି କଃତା କୟିଦ୍, ସେ ନିଜେ ନଃସ୍ଟ୍ ଅୟିଦ୍।
ମୁର୍କ୍ ଲକାର୍ ବାଟ୍ ତାର୍ ନିଜାର୍ ଗିନେ ବଃଲ୍, ମଃତର୍ ଜେ ଗିଆନି ଲକ୍ ସେ ବଃଲ୍ ଉପ୍ଦେସ୍ ସୁଣେଦ୍।
ଗଃର୍ବ୍ ଆୟିଲେକ୍ ଲାଜ୍ ଆସେଦ୍; ମଃତର୍ ନିର୍ମଃୟା ଲକାର୍ ତଃୟି ଗ୍ୟାନ୍ ରଃୟିଦ୍।
ଜେ ମଃନ୍ହଃରାଣେ ବୁଦିମାନ୍ ସେ ଆଦେସ୍କେ ମାନେଦ୍ ; ମଃତର୍ ମୁର୍କ୍ ଲକ୍ ନାସ୍ଅୟିଦ୍।
ବୁଦିଆଲକାର୍ ମଃନ୍ ଗିଆନ୍ ଅଃର୍ଜେଦ୍ ,ଆର୍ ଗିଆନିର୍ କାନ୍ ଗିଆନ୍ କଜେଦ୍।
ମୁର୍କ୍ ଲକ୍ ବୁଦିୟେ ସଃଲ୍ମତ୍ ନୟି , ଅଃବ୍କା ନିଜାର୍ କଃତାୟି ହଃକା ସେ ସଃଲ୍ମତ୍।
ଅଗିଆନି ଚିମ୍ରା ଅୟିଲେକ୍ ଗିଆନି ବଃଲାୟି ଅୟିଦ୍, ଆର୍ ସେ ନିଜାର୍ ଟଣ୍ଡ୍ ମଦା କଃଲେକ୍ ସେ ବୁଦିମାନ୍ ବଃଲାୟି ଅୟିଦ୍।
ଜଃନ୍କଃରି ଗିଆନି ଲକ୍ ସେରି ସୁଣି ଅଃଦିକ୍ ବୁଜୁକେ ଗିଆନି ଅଃଉଅ ଆର୍ ବୁଦିନୟ୍ଲା ଲକ୍ ହଃଚାରି ସିକତ୍;
ସେରି କଃରୁକେ ବେଳା ମିଳିଆଚେ, ସଃତ୍ ନଃକେର୍ତା ଲକ୍ମଃନାର୍ ତଃୟ୍ ବୁଦିର୍ ସଃଙ୍ଗ୍ ଚାଲ୍ଚାଲ୍ତି କଃରା । ତୁମିମଃନାର୍ କଃତା ସଃବୁବଃଳ୍ ସଃର୍ଦାରି ଅଃଉଅ, ଦଃୟା ଲାଡାର୍ ଅଃଉଅ, ଜଃନ୍କଃରି କାକେ କଃନ୍କଃରି ଟିକ୍ ଉତୁର୍ ଦେଉଁକେ ଅୟ୍ଦ୍ ସେରି ଜାଣୁ ହାରାସ୍ ।
ସେରି କଃରୁକେ ବେଳା ମିଳିଆଚେ, ସଃତ୍ ନଃକେର୍ତା ଲକ୍ମଃନାର୍ ତଃୟ୍ ବୁଦିର୍ ସଃଙ୍ଗ୍ ଚାଲ୍ଚାଲ୍ତି କଃରା । ତୁମିମଃନାର୍ କଃତା ସଃବୁବଃଳ୍ ସଃର୍ଦାରି ଅଃଉଅ, ଦଃୟା ଲାଡାର୍ ଅଃଉଅ, ଜଃନ୍କଃରି କାକେ କଃନ୍କଃରି ଟିକ୍ ଉତୁର୍ ଦେଉଁକେ ଅୟ୍ଦ୍ ସେରି ଜାଣୁ ହାରାସ୍ ।
ତୁମିମଃନ୍ ଜାୟ୍ରିହେଁ କଃରାସ୍, ମାପୁର୍ ହାଁୟ୍ କଃଲାହର୍ ସଃର୍ଦାୟ୍ ସେରି କଃରା, ମାନାୟ୍ ହାୟ୍ଁ କଃଲାହର୍ କଃରା ନାୟ୍; ମଃନେ ହଃକାଉଆ ମାପୁରାର୍ ତଃୟ୍ହୁଣି ତାର୍ ହିଲାମଃନ୍ ହାଉତାର୍ ସଃଙ୍ଗାୟ୍ଲାର୍ ପୁରିସ୍କାର୍ ହାଉଆସ୍, କ୍ରିସ୍ଟ ସଃତ୍ଗୁରୁ ଇରିତ ତୁମିମଃନ୍ ମାପୁର୍ କ୍ରିସ୍ଟକେ ସେବା କଃରୁଲାସ୍ ଇତି ଜାଣାସ୍ ।
O valor da sabedoria
A sabedoria é mais preciosa que rubis. Quem a encontra, encontra a vida e alcança o favor do Senhor. Nada se compara a ela.
ଜୁୟିଲକ୍ ଗିଆନ୍ ହାୟିଦ୍ ଆର୍ ବୁଦି ଲାବ୍ କଃରେଦ୍ ସେ ଦନ୍ୟ।
କାୟିତାକ୍ବଃଲେକ୍ ଜେ ମକେ ହାୟିଦ୍, ସେ ଜିବନ୍ ହାୟିଦ୍ ଆର୍ ଇସ୍ୱରାର୍ ଆସିର୍ବାଦ୍ ହାୟିଦ୍।
ସନାର୍ ତଃୟ୍ହୁଣି ବୁଦି ହାଉତାର୍ ବଃଲ୍, ଆର୍ ରୁହାର୍ ତଃୟ୍ହୁଣି ବୁଜ୍ତା ସଃକ୍ତି ରିଲେକ୍ ବଃଲ୍।
ମାନାୟିର୍ ମଃନ୍ ନିଜାର୍ ରଃସ୍ତା ବାଚେଦ୍; ମଃତର୍ ଇସ୍ୱର୍ ତାକେ ଜାତାବାଟ୍ ଦଃକାୟିଦ୍।
ମାନାୟ୍ ମଃନେ ବାବେଦ୍ ;ମଃତର୍ ଜିବାର୍ ଉତୁର୍ ଇସ୍ୱରାର୍ ତଃୟ୍ହୁଣି ଆସେଦ୍।
କାୟିତାକ୍ବଃଲେକ୍ ଦଃନ୍ ଜେହର୍ ଆସ୍ର , ଗିଆନ୍ ହେଁ ସେହର୍ ଆସ୍ର ; ମଃତର୍ ଗିଆନାର୍ ରେତାର୍ ଲାବ୍ ଇରି ଜେ, ଗିଆନ୍ ନିଜାର୍ ଅଃଦିକାରିର୍ ଜିବନ୍ ରଃକ୍ୟାକଃରେଦ୍।
ଅଃବାର୍ ସଃମୟ୍ ବାଦୁଲେ ହୁର୍ବାର୍ ସଃମୟ୍ ବଃଲ୍ ଆଚେ କାୟିତାକ୍, ଇରି କଃଉଆନାୟ୍, କାୟତାକ୍ବଃଲେକ୍ ତୁମି ଇ ବିସୟେ ଗିଆନେ ହଃଚାରୁଲାସ୍ କି?
ବଃଲେକ୍ ଜୁଣ୍ ମାନାୟ୍ ମାପୁର୍କେ ସଃର୍ଦା କଃରେଦ୍, ସେ ତାକେ ଗିଆନ୍, ବୁଦି ଆର୍ ସୁକ୍ ଦଃୟିଦ୍; ମଃତର୍ ମାପୁରାର୍ ସଃର୍ଦାକାରି ଲକ୍ମଃନ୍କେ ଦେଉଁକ୍ ଅରାଉଁକ୍ ଆର୍ ସଃଙ୍ଗାଉଁକ୍ ହାହିକେ ସେ କାମ୍ ଦଃୟିଦ୍। ଇରି ହଃକା କଃରାପ୍ ଆର୍ ବାଉକେ ଆତେ ଦଃର୍ଲା ହର୍।
ତୁମାର୍ ଆତ୍ ଜୁଣ୍ ସଃବୁ କାମ୍ କଃରେଦ୍, ସେରି ନିଜାର୍ ସଃକ୍ତିୟେ କଃରା; କାୟତାକ୍ବଃଲେକ୍ ତୁମି ଜୁଣ୍ ଟାଣେ ଜଃଉଁଲାସ୍, ସେ ତହ୍ଲା କାଲେ କାୟି କାମ୍, କି ବାବ୍ନା, କି ବିଦ୍ୟା, କି ଗିଆନ୍ ନାୟ୍।
A sabedoria e a soberania de Deus
Os caminhos de Deus são mais altos que os nossos. Sua sabedoria é insondável, eterna e infinitamente superior ao entendimento humano.
କାୟିତାକ୍ ବଃଲେକ୍ ହୁର୍ତିବି ଚାଡି ଅଃଗାସ୍ମଃଣ୍ଡଳ୍ ଜଃନ୍କଃରି ଉଚ୍, ସେହର୍ ମର୍ବାଟ୍ ତୁମିମଃନାର୍ ବାଟ୍ଟାଣୁ ବେସି ଉଚ୍ ଆଚେ।
ବଃଲେକ୍ ଇସ୍ୱର୍ କଃଉଁଲା, ମର୍ ଜଜ୍ନା ତୁମାର୍ ଜଜ୍ନା ହର୍ ନୟ୍; କି ତୁମାର୍ ବାଟ୍ ମର୍ ବାଟ୍ ହର୍ ନୟ୍।
ତୁୟିକି ନଃଜାଣ୍ସି? ତୁୟ୍କି ନଃସୁଣ୍ସି? ହୁର୍ତିବିର୍ ସେସ୍ ହଃତେକ୍ ଉବ୍ଜାଣ୍କାରି ଜୁଗ୍ଜୁଗାର୍ ଇସ୍ୱର୍ ତାକିନଃକେରେ, କି ବିସାୟ୍ ନଃକେରେ ତାର୍ ବୁଦି ବିସୟ୍ ଜାଣିନୟ୍।
ତୁୟିକି ନଃଜାଣ୍ସି? ତୁୟ୍କି ନଃସୁଣ୍ସି? ହୁର୍ତିବିର୍ ସେସ୍ ହଃତେକ୍ ଉବ୍ଜାଣ୍କାରି ଜୁଗ୍ଜୁଗାର୍ ଇସ୍ୱର୍ ତାକିନଃକେରେ, କି ବିସାୟ୍ ନଃକେରେ ତାର୍ ବୁଦି ବିସୟ୍ ଜାଣିନୟ୍।
ଆଜ୍ଞା କାରି ଇସ୍ୱରାର୍ ଦାସ୍
ମୁଁୟ୍ ଜଃନ୍କଃରି ତାକ୍ଲା ଲକେ ବାକ୍ୟୟ୍ ସୁସ୍ତିର୍ କଃରୁହାରି, ଇତାର୍ ଗିନେ ଇସ୍ୱର୍ ମକେ ସିକିତ୍ ଲକାର୍ ଜିବନ୍ ଦଃୟ୍ଆଚେ; ସେ ହଃତି ସଃକାଳେ ଉଟାୟିଦ୍ ସିକିତ୍ ଲକ୍ ହର୍ ସୁଣୁକେ ମକେ ଜାଗ୍ରତ୍ କଃରାୟ୍ଦ୍।
ଇସ୍ୱର୍ ଜିରୁସାଲେମ୍କେ ରଃକ୍ୟା କଃରେଦ୍
ଏ ଜୁୟ୍ମଃନ୍ ଉହ୍କାର୍ ହାଉଁକେ ମିସର୍କେ ଜାତି ଆର୍ ଗଳାମଃନ୍କେ ଆସ୍ର କଃର୍ତି ଆର୍ ରଃତ୍ ଗାଦା ରିଲାକେ ଆର୍ ଗଳା ଚାଲାଉମଃନ୍ ବେସି ସକ୍ତି ଅୟ୍ଲାକେ ସେମଃନାର୍ ଉହ୍ରେ ସଃତ୍ କଃର୍ତି; ମଃତର୍ ଇସ୍ରାଏଲାର୍ ଦଃର୍ମିକେ ଦଃକି ନଃକେର୍ତି କି ଇସ୍ୱର୍କେ କଜି ନଃକେର୍ତି ସେମଃନ୍ ନଃସ୍ଟ୍ ଅୟ୍ଲା ଲକ୍। ଅୟିଲେକ୍ ହେଁ ସେ ଗିଆନି ଆର୍ ସେ ବିବ୍ତି ଗଃଟାୟ୍ଦ୍, ଆର୍ ନିଜାର୍ କଃତା ସେ ବିନ୍ ନଃକେରେ ମଃତର୍ ସେ କଃରାପ୍କାମ୍ କଃରୁମଃନାର୍ ଆର୍ ଅଃଦଃର୍ମି ମଃନାର୍ ଉହ୍କାର୍ କଃରୁମଃନାର୍ ବିରୁଦେ ଉଟେଦ୍।
ସଃବୁଟାଣୁ ଉଟ୍ୟା ସଃକ୍ତି କାରି ମାପୁର୍ ଟାଣୁ ଇ ସିକ୍ୟା ମିଳେଦ୍, ସେ କାବା ଅଃଉତା କାମାର୍ ସିକ୍ୟା ଦେତାର୍ ଆର୍ ଗିଆନେ ସଃବୁଟାଣୁ ଉଟ୍ୟା।
ଆରେକ୍, ମାପୁର୍ ଆତ୍ମା, ଗିଆନ୍ ଆର୍ ବାବ୍ ବିଚାରାର୍ ଆତ୍ମା, ସିକ୍ୟାଦେତାର୍ ଆର୍ ସଃକ୍ତିକାରି ଆତ୍ମା, ବୁଦି ଆର୍ ମାପୁରାର୍ ବିସୟେ ଡିର୍ତାର୍ ଆତ୍ମା ତାର୍ ଟାଣେ ଅଃଦିକାର୍ କଃରେଦ୍; ମାପୁର୍ ବିସୟେ ବକ୍ତି ଆର୍ ଡିର୍ତାର୍ ରଃୟିଦ୍ ଆରେକ୍ ସେ ଗବିର୍ ବିସୟ୍ ବିଚାର୍ କଃରେଦ୍, ସୁଣିକଃରି ମଃନେ ତିର୍ ନଃକେରେ,
ଆର୍ ଇସ୍ୱର୍ ସଃବୁବଃଳ୍ ବାଟ୍ କାଡାୟ୍ ନଃୟ୍ଦ୍ ଆର୍ ମରୁ ବଃଟାୟ୍ ତୁମାର୍ ଜିବନ୍କେ ସଃଲ୍ମତ୍ କଃରେଦ୍ ଆର୍ ତୁମାର୍ ଆଡ୍ ସଃବୁ ଅଃଟୁଆ କଃରେଦ୍; ତଃବେ ତୁମି ହାଣି ଚିଚ୍ଲା ବାଳ୍ହର୍ ଆର୍ ହାଣି ଅବାବ୍ ନଃରିଲା ଜଃର୍ନିୟା ହାଣି ହର୍ ଅଃଉଆସ୍।
ଇସ୍ୱରାର୍ ଗୁଣ୍
ଇସ୍ୱର୍ କଃଡେକ୍ ବଃଡ୍, ତାର୍ ବୁଦି ଆର୍ ଗ୍ୟାନ୍ କଃତେକ୍ ଡେଙ୍ଗ୍ ! ତାର୍ ବିଚାର୍ ସଃବୁ କେଏ ବୁଜାଉଁ ହାରେ ? କେଏ ତାର୍ ବାଟ୍ ସଃବୁ ଜାଣୁ ହାରେ ?
ମାପୁର୍ ଜିସୁ କ୍ରିସ୍ଟର୍ ଦଃୟି ଜୁଗେଜୁଗେ ସେ ଗଟେକ୍ ବଃଲି ଗିଆନି ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ । ଆମେନ୍ ।
ଇରି ଅଃମିମଃନ୍ ଜାଣୁ ଜେ, ଜୁୟି ଲକ୍ମଃନ୍ ଇସ୍ୱର୍କେ ଲାଡ୍ କଃର୍ତି, ଜୁୟି ଲକ୍ମଃନ୍ ତାର୍ ଇଚା ହଃର୍କାରେ କୁଦାଜାୟ୍ ଆଚ୍ତି, ଇସ୍ୱର୍ ଜେ ସେ ସଃବୁ କଃତାୟ୍ ସେମଃନାର୍ ନିକ କଃରେଦ୍ ।
ତୁମି କାଲିର୍ ବିସୟେ ଗଃର୍ବ୍କଃତା କଃଉଆ ନାୟି; କାୟିକଃରୁକ୍ବଃଲେକ୍ ଗଟେକ୍ ଦିନ୍ କାୟିରି ଗଃଟେଦ୍, ସେରି ତୁମିକେ ଜାଣାନାୟ୍।
ମଃନ୍ଦ୍ ଲକ୍ମଃନ୍ ନିଆୟ୍ ବୁଜିନଃକେର୍ତି, ମଃତର୍ ଇସ୍ୱର୍କେ କଜ୍ତା ଲକ୍ମଃନ୍ ସଃବୁ ବିସୟି ବୁଜ୍ତି।
ଇସ୍ୱର୍ ଅଃମିମଃନାର୍ ମଃନ୍ ବିତ୍ରେ କାମ୍ ସାଦୁନ୍ କଃର୍ତା ଅଃହ୍ଣାର୍ ସଃକ୍ତି ହଃର୍କାରେ ଅଃମିମଃନାର୍ ମାଗ୍ତାର୍ ଆର୍ ବାବ୍ତାର୍ ତଃୟ୍ହୁଣି ଅଃଦିକ୍ ବୁତେକ୍ ସାଦୁନ୍ କଃରେଦ୍; ଜୁଗେଜୁଗେ ବଃଉଁସ୍ ବଃଉଁସ୍ ହଃତେକ୍ ମଣ୍ଡ୍ଳି ଆର୍ କ୍ରିସ୍ଟ ଜିସୁର୍ ତଃୟ୍ହୁଣି ତାର୍ ଜଃଜ୍ମାନ୍ ଅଃଉଅ । ଆମେନ୍ ।
ସଃରାସଃରି ଜଃଗ୍ରାତ୍ କଃରାୟ୍ ଜୁଆର୍ ଜାଣାୟ୍ଲା
ଇତାର୍ ସଃଙ୍ଗ୍ ତିନିତର୍ ମୁୟ୍ଁ ତୁମିମଃନାର୍ ଲଃଗେ ଜଃଉଁଲେ । ସାସ୍ତର୍ ହଃର୍କାରେ, "ଦୁୟ୍ କି ତିନି ସାକିମଃନାର୍ ମୁଏଁ ସଃବୁ କଃତା ତିର୍ କଃରା ଅୟ୍ଦ୍ ।"
ଆର୍ ହିଲାମଃନାର୍ ହର୍ ତୁମିମଃନାର୍ ଗିନେ ଲେକା ଅୟ୍ଲା ଇ ସଃର୍ଦାର୍ କଃତା ହାସ୍ରି ଆଚାସ୍,
"ଏ ମର୍ ହଅ, ମାପୁରାର୍ ସାସନ୍କେ ଉସାସେ ନେ ନାୟ୍,
କି ତାର୍ ତଃୟ୍ହୁଣି ଉଣା ସୁଣ୍ଲେକ୍ ତାକା ନାୟ୍ ।
କାୟିତାକ୍ବଃଲେକ୍ ମାପୁର୍ ଜାକେ ଲାଡ୍ କଃରେଦ୍, ତାକେ ସାସନ୍ କଃରେଦ୍,
ଆରେକ୍ ଜୁୟି ହିଲାକ୍ ନିଜାର୍ ବଃଲେଦ୍, ତାକେ ଡଃଣ୍ଡ୍ ଦଃୟ୍ଦ୍ ।"
ସଃରାସଃରି, ଏ ବାୟ୍ବେଣିମଃନ୍ ଜୁୟି ସଃବୁ ବିସୟ୍ ସଃନ୍ମତାର୍ ସଃତ୍, ଲାଡାର୍, ଟିକ୍, ନିର୍ମୁଳ୍, ଡାକେହୁଟାରି, ବିସୟ୍ ରଃୟ୍ଦ୍, ସେ ସଃବୁ ବିସୟ୍ ଚିତା କଃରା ।
ବଃଲେକ୍ କାଲିର୍ ଗିନେ ଚିତା କଃରାନାୟ୍, କାୟିତାକ୍ବଃଲେକ୍ କାଲି ନିଜେ ନିଜାର୍ ଗିନେ ଚିତା କଃରାସ୍ । ଆଜିର୍ କଃସ୍ଟ ଆଜିର୍ ଗିନେ ସଃରି ।"
ଆର୍ ବିଚାର୍ ଦିନ୍ ସିବା ଦେସାର୍ ରାଣି ବିଚାରେ ଇ କାଳାର୍ ମାନାୟ୍ମଃନାର୍ ସଃଙ୍ଗ୍ ଉଟି ସେମଃନ୍କେ ଦସି କଃରେଦ୍, କାୟିତାକ୍ବଃଲେକ୍ ସେ ସଲ୍ମନାର୍ ଗ୍ୟାନାର୍ କଃତା ସୁଣୁକ୍ ହୁର୍ତିବି ସଃର୍ଲା କନେହୁଣି ଆସିରିଲି, ଆର୍ ଦଃକା, ଇତି ସଲ୍ମନାର୍ ତଃୟ୍ହୁଣି ବଃଡ୍ କଃତା ଇତି ଆଚେ ।
ଗଃର୍ ତିଆର୍ କଃର୍ତା ଦୁୟ୍ ଲକ୍
"ତଃବେ ଜୁୟ୍ଲକ୍ ମର୍ ଇ ସଃବୁ କଃତା ସୁଣେଦ୍ ଆର୍ ମାନେଦ୍, ସେ ଟେଳା ଉହ୍ରେ ଗଃର୍ ବାନ୍ଦ୍ଲା ବୁଦିଆ ଲକ୍ ହର୍ ଅୟ୍ଦ୍ ।
କାୟିତାକ୍ବଃଲେକ୍ ମୁୟ୍ଁ ତୁମିମଃନ୍କେ ଅଃନ୍କାର୍ କଃତା ଆର୍ ଗ୍ୟାନ୍ ଦଃୟ୍ନ୍ଦ୍ ଜେ, ତୁମିମଃନାର୍ ସଃର୍ନେ ବିରଦି ଲକ୍ ସେତାର୍ ବିରଦ୍ କି ଜଃବାଉ ଦେଉଁକ୍ ନଃହାର୍ତି ।
ହଃଦାର୍ କଃତାକ୍ ଦଃକି ବିଚାର୍ କଃରା ନାୟ୍, ମଃତର୍ ଜୁୟ୍ରି ଟିକ୍ ସେରି ବିଚାର୍ କଃରା ।"
ଇସ୍ୱର୍ ଗିଆନ୍ ସଃଙ୍ଗ୍ ହୁର୍ତିବି ତାହୁନ୍କଃଲା, ସେ ବୁଦି ସଃଙ୍ଗ୍ ଅଃକାସ୍ ତିର୍ କଃଲା।
ମଃତର୍ କାଲି କାୟିରି ଗଃଟେଦ୍, ସେରି ତୁମିମଃନ୍ ନଃଜାଆସ୍ । ତୁମାର୍ ଜିବନ୍ କୁଳି ଦୁଆଁ ହର୍, ଚଃନେକ୍ସେ ରଃୟ୍ଦ୍ ଆର୍ ତାର୍ ହଃଚେ କେଣେକି ମଃୟାଅୟ୍ଦ୍ ।