Sabedoria
A sabedoria é um dos temas mais ricos da Bíblia. O temor do Senhor é seu princípio, e buscá-la vale mais que ouro ou prata. Deus promete dar sabedoria generosamente a quem pedir com fé.
O princípio da sabedoria
O temor do Senhor é o início de toda sabedoria verdadeira. Quem reverencia a Deus aprende a viver com discernimento e prudência.
ସବୁବେଲର୍ ମାପ୍ରୁର୍ ବିସଇକେ ଡର୍ବାଟା ସେ ଗିଆନ୍ ଲଗେ ଅନି ଆରାମ୍; ମାତର୍ ବୁଦି ନ ରଇଲା ଲକ୍ ଗିଆନ୍ ଆରି ନିମାନ୍ ସିକିଆକେ ଗୁର୍ନା କର୍ବାଇ ।
ସବୁବେଲର୍ ମାପ୍ରୁର୍ ବିସଇର୍ ଡର୍ ଗିଆନ୍ ତେଇ ଅନି ଆରାମ୍, ଆରି, ଦରମ୍ ବିସଇକେ ଗିଆନ୍ ଆରି ନିମାନ୍ ବିଚାର୍ ଆଇସି ।
ସବୁବେଲର୍ ମାପ୍ରୁକେ ଡର୍ବାଟା ଗିଆନର୍ ଆରାମ୍ ଅଇସି; ଆରି, ଦରମ୍ ଅଇକରି ରଇବାଟା ନିଜର୍ ମୁଁଟାନେ ଜାନା ପଡ୍ସି ।
Sabedoria como dom de Deus
A verdadeira sabedoria vem do alto. Deus a concede generosamente a quem pede com fé, sem lançar em rosto a fraqueza humana.
ମାତର୍ ତମର୍ ବିତ୍ରେ ଜଦି କାକେ ଗିଆନ୍ ଉନା ରଇ, ଗିଆନ୍ ପାଇବାର୍ଆଲେ ପର୍ମେସର୍କେ ମାଙ୍ଗା । ସେ ତାର୍ ଆତ୍ ମେଲାକରି, ଦସ୍ ନ ଦାରି ସବୁକେ ଦାନ୍ କର୍ସି ।
ମାତର୍ ତମର୍ ବିତ୍ରେ ଜଦି କାକେ ଗିଆନ୍ ଉନା ରଇ, ଗିଆନ୍ ପାଇବାର୍ଆଲେ ପର୍ମେସର୍କେ ମାଙ୍ଗା । ସେ ତାର୍ ଆତ୍ ମେଲାକରି, ଦସ୍ ନ ଦାରି ସବୁକେ ଦାନ୍ କର୍ସି ।
ମାତର୍ ତମର୍ ବିତ୍ରେ ଜଦି କାକେ ଗିଆନ୍ ଉନା ରଇ, ଗିଆନ୍ ପାଇବାର୍ଆଲେ ପର୍ମେସର୍କେ ମାଙ୍ଗା । ସେ ତାର୍ ଆତ୍ ମେଲାକରି, ଦସ୍ ନ ଦାରି ସବୁକେ ଦାନ୍ କର୍ସି ।
କାଇକେବଇଲେ ସବୁବେଲର୍ ମାପ୍ରୁ ଗିଆନ୍ ଦେଇସି, ତାର୍ ଟଣ୍ଡେ ଅନି ଗିଆନ୍ ଆରି ବୁଦିର୍ କାତା ବାରଇସି ।
କାଇକେବଇଲେ ସବୁବେଲର୍ ମାପ୍ରୁ ଗିଆନ୍ ଦେଇସି, ତାର୍ ଟଣ୍ଡେ ଅନି ଗିଆନ୍ ଆରି ବୁଦିର୍ କାତା ବାରଇସି ।
ଉଁ ଜଦି ତମେ ନିମାନ୍ ବାବ୍ନା ସଙ୍ଗ୍ ବାବ୍ସା ଆରି ବୁଦି ପାଇବାକେ ଗୁଆରି କର୍ସା; ତେବେ ତମେ ସବୁବେଲର୍ ମାପ୍ରୁକେ ଡର୍ବା ବିସଇ ବୁଜି ପାର୍ସା ଆରି ପର୍ମେସରର୍ ଗିଆନ୍ ପାଇସା ।
ଏ ମର୍ ଆନିଦାଦି ମନର୍ ପର୍ମେସର୍, ମୁଇ ତର୍ ଦନିଅବାଦ୍ ଆରି ପର୍ସଙ୍ଗ୍ସା କଲିନି, ତୁଇ ମକେ ଗିଆନ୍ ଆରି ବପୁ ଦେଇ ଆଚୁସ୍ ଆରି ତର୍ ଲଗେ ଆମର୍ ଗୁଆରି ବିସଇ ଏବେ ମକେ ଜାନାଇ ଆଚୁସ୍; କାଇକେବଇଲେ ତୁଇ ଆମ୍କେ ରାଜାର୍ କାତା ଜାନାଇ ଆଚୁସ୍ ।
ଦାନିଏଲ୍ କଇଲା, ପର୍ମେସରର୍ ନାଉଁ ସବୁବେଲେ ଦନିଅବାଦ୍ ଅଅ; କାଇକବଇଲେ ଗିଆନ୍ ଆରି ବପୁ ତାର୍;
ଆରି, ପର୍ମେସର୍ ସେ ଚାର୍ଟା ବେଣ୍ଡିଆକେ ସର୍ତେ ବିଦିଆ ଆରି ଗିଆନ୍, ବୁଦି ଆରି ଚାଲାକି ଅଇବାକେ ଦେଲା, ଦାନିଏଲ୍ ବେଣ୍ଡିଆ ମନର୍ ଦର୍ସନ୍ ଆରି ସପନର୍ ଅରତ୍ କଇବା ବିସଇରେ ବୁଦିମାନ୍ ଅଇଲାଇ ।
A sabedoria do alto
A sabedoria que vem de Deus é pura, pacífica, amável, cheia de misericórdia e de bons frutos. Ela se opõe à sabedoria terrena e mundana.
ମାତର୍ ପର୍ମେସର୍ ସିକାଇବା ଗିଆନ୍ ଜନ୍ଲକ୍ମନ୍କେ ଆଚେ, ତାକର୍ ଗୁନ୍ଚଲନେ ସେମନ୍ ସୁକଲ୍ ଅଇରଇବାଇ, ସାନ୍ତିସଙ୍ଗ୍ ରଇବାଇ, ସୁଆଲେ ରଇବାଇ, ଦୟା ଦେକାଇବାଇ, ଜିବନ୍ଦୁକାଇବାଇ ଆରି ତାକର୍ ସବୁ କାମ୍ ନିକ ରଇସି । ସେମନ୍ ଲକ୍ମନ୍କେ ବଡ୍ ସାନ୍ ଇସାବେ ନ ଦେକତ୍ ଆରି ଚଲାନିକାତା ନ କଅତ୍ ।
ମାତର୍ ପର୍ମେସର୍ ସିକାଇବା ଗିଆନ୍ ଜନ୍ଲକ୍ମନ୍କେ ଆଚେ, ତାକର୍ ଗୁନ୍ଚଲନେ ସେମନ୍ ସୁକଲ୍ ଅଇରଇବାଇ, ସାନ୍ତିସଙ୍ଗ୍ ରଇବାଇ, ସୁଆଲେ ରଇବାଇ, ଦୟା ଦେକାଇବାଇ, ଜିବନ୍ଦୁକାଇବାଇ ଆରି ତାକର୍ ସବୁ କାମ୍ ନିକ ରଇସି । ସେମନ୍ ଲକ୍ମନ୍କେ ବଡ୍ ସାନ୍ ଇସାବେ ନ ଦେକତ୍ ଆରି ଚଲାନିକାତା ନ କଅତ୍ ।
ମାତର୍ ପର୍ମେସର୍ ସିକାଇବା ଗିଆନ୍ ଜନ୍ଲକ୍ମନ୍କେ ଆଚେ, ତାକର୍ ଗୁନ୍ଚଲନେ ସେମନ୍ ସୁକଲ୍ ଅଇରଇବାଇ, ସାନ୍ତିସଙ୍ଗ୍ ରଇବାଇ, ସୁଆଲେ ରଇବାଇ, ଦୟା ଦେକାଇବାଇ, ଜିବନ୍ଦୁକାଇବାଇ ଆରି ତାକର୍ ସବୁ କାମ୍ ନିକ ରଇସି । ସେମନ୍ ଲକ୍ମନ୍କେ ବଡ୍ ସାନ୍ ଇସାବେ ନ ଦେକତ୍ ଆରି ଚଲାନିକାତା ନ କଅତ୍ ।
ତମର୍ ବିତ୍ରେ ଗିଆନି ଆରି ବୁଲ୍ଟିକ୍ ବଲି କଇବା ଲକ୍ ଆଚତ୍ କି ? ତାର୍ ନିକକରି ଜିଇବାକାଇବାଟାନେଅନି ସେଟା ଦେକାଅ । ତାର୍ ଜିବନେ, ଗଟେକ୍ ଗିଆନ୍ ରଇବା ଲକର୍ ଇସାବେ, ସବୁବିସଇ ସୁଆଲେ କଲାଆଚେ ବଲି ଦେକାଅ ।
ଏଲେମିସା ଆମେ ଜେଡେବଲ୍ ଆତ୍ମାଇ ବଡିରଇବା ବିସ୍ବାସିମନର୍ ସଙ୍ଗ୍ ରଇଲାବେଲେ ଗିଆନର୍ କାତା କଇଲୁନି । ମାତର୍ ସେଟା ଏ ଜୁଗର୍ ଗିଆନ୍ ନଏଁ କି ଏ ଜୁଗର୍ ନସ୍ଟ ଅଇଜାଇରଇବା ନେତାମନର୍ ଗିଆନ୍ ନଏଁ । ନାଇ, ଜନ୍ ଗିଆନର୍ ବିସଇ ଆମେ କଇଲୁନି, ସେଟା ପର୍ମେସରର୍ ଟିକିନିକି ଗିଆନର୍ କାତା । ପୁର୍ବେ ପର୍ମେସର୍ ତାର୍ ଜଜ୍ନା କାକେ ମିସା ଜାନାଏ ନାଇ । ସେ ଜଜ୍ନା ଇସାବେ, ପଚ୍କେ ଆମର୍ ମଇମାର୍ପାଇ ସେ ବାଚିରଇଲା ।
ମାତର୍ ଆମେ କୁରୁସ୍ ଉପ୍ରେ ଚଗାଇ ଅଇରଇବା କିରିସ୍ଟର୍ ବିସଇ ଜାନାଇଲୁନି । ଏ କାତା ସୁନ୍ଲେ ଜିଉଦିମନ୍ ରିସା ଅଇଗାଲାଇନି ଆରି ଜିଉଦି ନଇଲା ଲକ୍ମନ୍ ସେ କାତାର୍ କାଇ ମୁଲିଅ ନାଇ ବଲି ବାବ୍ଲାଇନି । ମାତର୍ ଜିଉଦି ଅଅତ୍, କି ଜିଉଦି ନଇଲା ଲକ୍ ଅଅତ୍, ଜନ୍ ଲକ୍ମନ୍ ବାଚି ଅଇଆଚତ୍, ସେମନର୍ ପାଇ କିରିସ୍ଟ ପର୍ମେସରର୍ ବପୁ ଆରି ପର୍ମେସରର୍ ଗିଆନ୍ ପାରା ଆଚେ । ତେବେ ଜନ୍ଟା ପର୍ମେସରର୍ ବକୁଆ ବିସଇ ସେଟା ମୁନୁସର୍ ଗିଆନେ ଅନି ଅଦିକ୍ ଆଚେ, ଆରି ଜନ୍ଟା ପର୍ମେସରର୍ ଦୁର୍ବଲ୍ ବିସଇ, ସେଟା ମୁନୁସର୍ ବପୁଟାନେଅନି ଅଦିକ୍ ବପୁ ।
ନିଜ୍କେ ମିସା ନାଡାଇ ନ ଉଆ । ଜେ ଜଦି ମୁଇ ଜଗତର୍ ଇସାବେ ଗିଆନ୍ ରଇବାଲକ୍ ବଲି ମନେ ମନେ ବାବ୍ସି, ତେବେ ସେ ସତ୍ ଗିଆନ୍ ପାଇବାକେ ଆଲେ, କାଇଟା ନାଜାନ୍ଲା ବକୁଆ ଲକର୍ପାରା ଅଇବାର୍ ଆଚେ ।
ନିଜ୍କେ ମିସା ନାଡାଇ ନ ଉଆ । ଜେ ଜଦି ମୁଇ ଜଗତର୍ ଇସାବେ ଗିଆନ୍ ରଇବାଲକ୍ ବଲି ମନେ ମନେ ବାବ୍ସି, ତେବେ ସେ ସତ୍ ଗିଆନ୍ ପାଇବାକେ ଆଲେ, କାଇଟା ନାଜାନ୍ଲା ବକୁଆ ଲକର୍ପାରା ଅଇବାର୍ ଆଚେ ।
ଏ ସବୁ ବିସଇ ତମ୍କେ ଆତ୍ମା ଇସାବେ ସାର୍ଦା କରାଇବାପାଇ ମୁଇ କଲିନି । ଜେନ୍ତାରିକି ତମେ ଗଟେକ୍ ମନ୍ ଅଇକରି ଆଲାଦ୍ କରାକରି ଅଇସା । ତମେ ପୁରାପୁରୁନ୍ ବୁଜ୍ବାବେଲେ ବେସି ଆସା ଆରି ସାର୍ଦା ଅଇରଇସା । ଜଦି ତମ୍କେ ଏ ଆସା ରଇଲେ, ପର୍ମେସର୍ ଜଜ୍ନା କଲାଟା ଜାନିପାରାସ୍ । ସେ ଆସା ପୁର୍ବେ ରଇଲା ଲକ୍ମନ୍କେ ଜାନାଇ ନ ରଇଲା । ସେଟା ନିଜେ କିରିସ୍ଟର୍ ବିସଇସେ ।
ସେ ନିଜେ ଏ କବରର୍ ଅରତ୍ ବୁଜାଇପାର୍ସି । ସେଟା ଗଟେକ୍ ବେସି ମୁଲିଅ ରଇବା ବିସଇ ।
Direção e discernimento
Deus guia os humildes na justiça e ensina seu caminho aos mansos. Ele promete dirigir nossos passos quando confiamos nele de todo o coração.
ତମେ ମନ୍ପରାନ୍ ଦେଇ ସବୁବେଲର୍ ମାପ୍ରୁର୍ ଲଗେ ବିସ୍ବାସ୍ କରା ଆରି ନିଜର୍ ବୁଦି ସଙ୍ଗ୍ କରା ନାଇଁ । ତମେ ଜେନେ ଗାଲେ ମିସା ତାକେ ମନେ ଏତାଆ; ତାର୍ପଚେ ସେ ତମର୍ ଇଣ୍ଡ୍ବା ବାଟ୍ ସଲକ୍ କର୍ସି ।
ତମେ ନିଜେ ନିଜେ ଗିଆନି ଉଆ ନାଇଁ; ସବୁବେଲର୍ ମାପ୍ରୁକେ ଡରା ଆରି କାରାପ୍ ଲଗେ ଅନି ଦୁରିକେ ରୁଆ ।
A Palavra como fonte de sabedoria
A Palavra de Deus é lâmpada para os pés e luz para o caminho. Meditar nas Escrituras nos dá entendimento superior ao dos mestres.
କିରିସ୍ଟର୍ ବାକିଅ ଦିଆନ୍କରି ଲାଗିରୁଆ । ତମର୍ ତମର୍ ବିତ୍ରେ ସିକିକରି ଜାଗ୍ରତ୍ ଅଇରୁଆ । ଏଟା ଗିଆନ୍ ସଙ୍ଗ୍ କରା । ଗିତ୍ ସଙ୍ଗିତା ବଇର୍ ଗିତ୍ମନ୍, ବିନ୍ ଗିତ୍ମନ୍ ଆରି ସୁକଲ୍ ଗିତ୍ମନ୍ କଇତେରୁଆ । ମନ୍ବିତ୍ରେ ଦନିଅବାଦ୍ କଇକରି ପର୍ମେସର୍କେ ଗିତ୍ କଇତେରୁଆ ।
ତୁଇ ଇଣ୍ଡ୍ଲା ବେଲେ ସେଟା ତକେ ବାଟ୍ ଦେକାଇସି, ଆରି ସଇଲା ବେଲେ ସେଟା ତକେ ଜାଗୁଆଲ୍ ଅଇସି; ଜାଗ୍ବାବେଲେ ସେଟା ତମର୍ ସଙ୍ଗ୍ କାତାବାର୍ତା ଅଇସି ।
Sabedoria prática para o dia a dia
A sabedoria se aplica em cada decisão: nas finanças, nos relacionamentos, no trabalho e no uso do tempo. Vivamos como sábios, não como insensatos.
ତେବେ ତମର୍ ଚଲାଚଲ୍ତି କର୍ବାଟାନେ ଜାଗ୍ରତ୍ ରୁଆ । ବକୁଆ ଲକ୍ମନର୍ପାରା ନ ଅଇ ବୁଦିରଇବା ଲକର୍ପାରା ରୁଆ । ସବୁବେଲେ ନିକ କାମ୍ କର୍ବାକେ କଜ୍ତେ ରୁଆ । କାଇକେବଇଲେ ଏ ଜୁଗର୍ ଲକ୍ମନ୍ ବେସି କାରାପ୍ ଆଚତ୍ ।
ତେବେ ତମର୍ ଚଲାଚଲ୍ତି କର୍ବାଟାନେ ଜାଗ୍ରତ୍ ରୁଆ । ବକୁଆ ଲକ୍ମନର୍ପାରା ନ ଅଇ ବୁଦିରଇବା ଲକର୍ପାରା ରୁଆ । ସବୁବେଲେ ନିକ କାମ୍ କର୍ବାକେ କଜ୍ତେ ରୁଆ । କାଇକେବଇଲେ ଏ ଜୁଗର୍ ଲକ୍ମନ୍ ବେସି କାରାପ୍ ଆଚତ୍ ।
ସାରାସାରି ବେଲେ ତମେ ଜେମ୍ତିକି ଗିଆନ୍ ବାନ୍ ଉଆ, ସେଟାର୍ ପାଇଁ ଆଦେସ୍କେ ସୁନା ଆରି ନିମାନ୍ ସିକିଆ ମାନା ।
ସାରାସାରି ବେଲେ ତମେ ଜେମ୍ତିକି ଗିଆନ୍ ବାନ୍ ଉଆ, ସେଟାର୍ ପାଇଁ ଆଦେସ୍କେ ସୁନା ଆରି ନିମାନ୍ ସିକିଆ ମାନା ।
ଜନ୍ ଲକ୍ ବୁଦି ପାଇସି, ସେ ନିଜର୍ ଜିବନ୍କେ ଲାଡ୍ କର୍ସି; ଜେ ବିବେଚନା ରକିଆ କର୍ସି, ସେ ଆସିର୍ବାଦ୍ ପାଇସି ।
ସିକିଆର୍ ଲାଗି ସବୁ ବିସଇ ତିର୍ ଅଇସି; ଆରି, ତମେ ନିମାନ୍ ଆଦେସର୍ ଲାଗି ଜୁଇଦ୍ କରା ।
ଅଇଲେ ମିସା ତମେ ନିମାନ୍ ସିକିଆ ପାଇ ଜୁଇଦ୍ କର୍ସା, ଆରି ବେସି ସଇନିକ୍ମନର୍ ଲାଗି ଉଦାର୍ ପାଇସା ।
ଜେ ଦାପ୍ରେ ରିସା ନ ଅଏ, ସେ ବେସି ବୁଦିମାନ୍; ଆରି, ଜେ ଦାପ୍ରେ ରିସା ଅଇସି ସେ ବୁଦି ନଇଲା ପାରା ବଡ୍ପନ୍ ଅଇସି ।
ଆଁକାର୍ କିରମାର ଉବ୍ଜାଇସି; ମାତର୍ ନିମାନ୍ କାତା ସୁନ୍ବା ଲକର୍ ଲଗେ ଗିଆନ୍ ଆଚେ ।
ଜନ୍ ଲକ୍ ବାବିଚିନ୍ତି କରି କଇସି, ସେ ନିଜର୍ ଜିବନ୍କେ ରକିଆ କର୍ସି; ମାତର୍ ଜେ, ବାବିଚିନ୍ତି କରି କାତା ନ କଏ, ସେ କୁରୁପ୍ନାସ୍ ଅଇ ଜାଇସି ।
ବୁଦି ନ ରଇଲା ଲକର୍ ବାଟ୍ ତାର୍ ପାଇଁ ଟିକ୍, ମାତର୍ ଜେ ଗିଆନି, ସେ ଗିଆନର୍ କାତାକେ ନିମାନ୍ ସଙ୍ଗେ ସୁନ୍ସି ।
ଆଁକାର୍ ଆଇଲେ ଲାଜ୍ ଲାଗ୍ସି; ମାତର୍ ଦରମ୍ ଲକର୍ ଲଗେ ଗିଆନ୍ ରଇସି ।
ଜାର୍ ମନ୍ ବିତ୍ରେ ଗିଆନି ଆଚେ, ସେ କାତା ମାନ୍ସି; ମାତର୍ ବୁଦି ନ ରଇଲା ଲକ୍ କୁରୁପ୍ନାସ୍ ଅଇବାଇ ।
ବୁଦିମାନ୍ ଲକର୍ ମନ୍ ଗିଆନ୍ ଅର୍ଜନ୍ କର୍ସି; ଆରି, ଗିଆନିର୍ କାନ୍ ଗିଆନ୍ କଜ୍ସି ।
ମୁର୍କ ଲକ୍ ବୁଦିର୍ କାତା ସୁନି ସାର୍ଦା ନ ଅଏ, ମାତର୍ ନିଜର୍ ମନର୍ କାତା କଇ ସାର୍ଦା ପାଇସି ।
ଅଗିଆନି ଲକ୍ ଚୁପ୍ ଅଇଲେ, ଗିଆନ୍ ଲକ୍ ବଲି ଏଜା ଅଇସି; ଆରି, ସେ ନିଜର୍ ଟଣ୍ଡ୍ ମୁଦା କଲେ, ବୁଦି ରଇଲା ଲକ୍ ବଲି ଏଜା ଅଇସି ।
ଜନ ରକାମ୍ ଗିଆନି ଲକ୍ ସେଟା ସୁନିକରି ଅଦିକ୍ ଗିଆନ୍ ସିକ୍ସି ଆରି ବୁଦିମାନ୍ ଲକ୍ ନିମାନ୍ ସିକିଆ ପାଇସି;
ମାପ୍ରୁ ଜିସୁକିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନର୍ତେଇ ଜାଗ୍ରତ୍ ସଙ୍ଗ୍ ଚଲାଚଲ୍ତି କରା । ତମେ ମିଲାଇରଇବା ସବୁ ବେଲା ବୁଦିର୍ ସଙ୍ଗ୍ କରା । ସେମନ୍କେ ସନ୍ମାନ୍ ଦେଇ କାତା ଉଆ । ଜେନ୍ତିକି ତମେ କଇବା ବିସଇ ସେମନ୍ ମନ୍କର୍ବାଇ । ତେବେ ତମେ ବିସ୍ବାସ୍ କର୍ବା ବିସଇଟାନେ କାଇଆଲେ କାତା ଉଟ୍ଲେ, ତମେ ଉତର୍ ଦେଇପାର୍ସା ।
ମାପ୍ରୁ ଜିସୁକିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନର୍ତେଇ ଜାଗ୍ରତ୍ ସଙ୍ଗ୍ ଚଲାଚଲ୍ତି କରା । ତମେ ମିଲାଇରଇବା ସବୁ ବେଲା ବୁଦିର୍ ସଙ୍ଗ୍ କରା । ସେମନ୍କେ ସନ୍ମାନ୍ ଦେଇ କାତା ଉଆ । ଜେନ୍ତିକି ତମେ କଇବା ବିସଇ ସେମନ୍ ମନ୍କର୍ବାଇ । ତେବେ ତମେ ବିସ୍ବାସ୍ କର୍ବା ବିସଇଟାନେ କାଇଆଲେ କାତା ଉଟ୍ଲେ, ତମେ ଉତର୍ ଦେଇପାର୍ସା ।
ତମେ ଜାଇଟା କଲେମିସା ପୁରାପୁରୁନ୍ ମନ୍, ଦିଆନ୍, ଜିବନ୍, ପରାନ୍ ଦେଇ ମାପ୍ରୁର୍ପାଇ କଲା ଇସାବେ କରା । ଲକ୍ମନର୍ ପାଇ କାମ୍ କଲାପାରା କରାନାଇ । କାଇକେବଇଲେ ମାପ୍ରୁ ତମ୍କେ ପୁରୁସ୍କାର୍ ଦେଇସି ଆରି ତାର୍ ଲକ୍ମନ୍କେ ସେ ଦେବି ବଲି କାତା ଦେଇରଇବା ସବୁ ଆସିର୍ବାଦ୍ ତମେ ପାଇସା ବଲି ଜାନିଆଚାସ୍ । ତମେ ସେବା କର୍ବା ସାଉକାର୍ କିରିସ୍ଟ, ବଲି ଏତାଇରୁଆ ।
O valor da sabedoria
A sabedoria é mais preciosa que rubis. Quem a encontra, encontra a vida e alcança o favor do Senhor. Nada se compara a ela.
ଜନ୍ ଲକ୍ ବୁଦି ଗିଆନ୍ ସିକ୍ସି, ସେ କେଡେ କରମର୍ ଲକ୍ ।
କାଇକେବଇଲେ ଜେ ମକେ ପାଇସି, ସେ ଜିବନ୍ ପାଇସି ଆରି ସବୁବେଲର୍ ମାପ୍ରୁର୍ ଆସିର୍ବାଦ୍ ପାଇସି ।
ସୁନାର୍ ବାଦୁଲେ ଗିଆନ୍ ଲାବ୍ କର୍ବାଟା ନିକ, ଆରି ରୁପା ବାଦୁଲେ ନିମାନ୍ ଗିଆନ୍ ପାଇବାଟା କେତେ ନିକ !
ନର୍ଲକ୍ମନର୍ ମନ୍ ନିଜର୍ ଇଣ୍ଡ୍ବା ବାଟ୍ ବିସଇ ଜଜ୍ନା କର୍ସି; ମାତର୍ ସବୁବେଲର୍ ମାପ୍ରୁ ତାର୍ ବାଟ୍ ତିଆର୍ କର୍ସି ।
ନିଜେ ବାବ୍ବାଟା ଲକର୍ ମନ୍ ବିତ୍ରର୍ଟା; ମାତର୍ ଜିବ୍ ଉତର୍ ଦେବାଟା ସବୁବେଲର୍ ମାପ୍ରୁର୍ ଟାନେ ଅନି ଅଇସି ।
କାଇକେବଇଲେ ଦନ୍ସଁପ୍ତି ଗରେ ରଇଲେ ଜେନ୍ତି ସାଆସ୍ ଲାଗ୍ସି, ଗିଆନ୍ ମିସା ସେନ୍ତିସେ ନିଜ୍କେ ରକିଆ କର୍ସି; ମାତର୍ ଗିଆନର୍ କାମ୍ ଅଇଲାନି ଏ ରକାମ୍ ଜେ, ଗିଆନ୍ ନିଜ୍କେ ଅଦିକାରିର୍ ଲଗେ ନିଜର୍ ଜିବନ୍କେ ବଁଞ୍ଚାଇସି।
ଏବର୍ ଜୁଗର୍ ବାଦୁଲେ ଆଗର୍ ଜୁଗ୍ ନିକ ରଇବା କାରନ୍ କାଇଟା, ଏ ବିସୟ୍ ଆରି କୁଆ ନାଇଁ, କାଇକେବଇଲେ ତମେ ଏ ବିସୟ୍ ଗିଆନ୍ରେ ପାଚାରାସ୍ ନାଇଁ ।
ଜେନ୍ତିକି ଜନ୍ଲକ୍ ପର୍ମେସରର୍କେ ସାନ୍ତି ରଇସି, ସେ ତାକେ ବୁଦି ଗିଆନ୍ ଆରି ସାର୍ଦା ଦେଇସି; ମାତର୍ ପର୍ମେସରର୍ ଲଗେ ସାନ୍ତି ସଙ୍ଗେ ରଇବା ଲକ୍କେ ଦେବାକେ ଟୁଲିଆଇବାଇ ଆରି ମାଙ୍ଗ୍ବା ବାଦୁଲେ ପାପିଲକ୍କେ ସେ ସାନ୍ତି ଅବିସାପ୍ ଦେଇସି ଏଟା ମିସା ବେକାର୍ସେ ଆରି ସେ ପବନ୍ମିସା ଲେଉଟି ଆଇସି ମାତର୍ ।
ତମର୍ ଆତ୍ ଜନ୍ଟା କର୍ବାକେ ମନ୍ କର୍ସି, ସେଟା ନିଜର୍ ବପୁ ସଙ୍ଗେ କାମ୍ କରା; କାଇକେବଇଲେ ତମେ କନ୍ ଜାଗାଇ ଗାଲାସ୍ନି, ସେ ଜାଗାଇ କାଇ କାମ୍ କି ବାବ୍ନା କି ବିଦିଆ କି ଗିଆନ୍ ନାଇଁ ।
A sabedoria e a soberania de Deus
Os caminhos de Deus são mais altos que os nossos. Sua sabedoria é insondável, eterna e infinitamente superior ao entendimento humano.
କାଇକେ ବଇଲେ ପୁର୍ତିବି ଚାଡି ଆକାସ୍ମଣ୍ଡଲ୍ ଜେନ୍ତାର୍ ଉଚା, ସେ ରକାମ୍ ଆମର୍ ବାଟ୍ସବୁ ତମର୍ ବାଟ୍ ଚାଡି ଆରି ଆମର୍ ନିଅମ୍ ସବୁ ତମର୍ ନିଅମ୍ ଚାଡି ଉଚା ଆଚେ ।
କାଇକେବଇଲେ ସବୁବେଲର୍ ମାପ୍ରୁ କଇଲାନି, ମର୍ ବାବ୍ନା ତମର୍ ବାବ୍ନା ରକାମ୍ ନାଇଁ, ଆରି ତମର୍ ବାଟ୍ ଆମର୍ ବାଟ୍ ପାରା ନାଇଁ ।
ତୁଇ କାଇ ନାଜାନୁସ୍? କି ତୁଇ ସୁନୁସ୍ ନାଇଁ? ପୁର୍ତିବିର୍ ସର୍ତେ ତିଆର୍ କଲା ଲକ୍ ମୁଇ ସାରାସାରି ଜାକ ରଇବି; ସବୁବେଲର୍ ମାପ୍ରୁ ପର୍ମେସର୍ କେବେ ମିସା ନ ତାକେ, କି ନ ପୁଣ୍ଡେ, କି କେବେ ମିସା ତାର୍ ଗିଆନର୍ କାତା, କେ ମିସା ବୁଜି ନାପାରତ୍ ।
ତୁଇ କାଇ ନାଜାନୁସ୍? କି ତୁଇ ସୁନୁସ୍ ନାଇଁ? ପୁର୍ତିବିର୍ ସର୍ତେ ତିଆର୍ କଲା ଲକ୍ ମୁଇ ସାରାସାରି ଜାକ ରଇବି; ସବୁବେଲର୍ ମାପ୍ରୁ ପର୍ମେସର୍ କେବେ ମିସା ନ ତାକେ, କି ନ ପୁଣ୍ଡେ, କି କେବେ ମିସା ତାର୍ ଗିଆନର୍ କାତା, କେ ମିସା ବୁଜି ନାପାରତ୍ ।
ମୁଇ ଜେମ୍ନ୍ତାର୍ ତାକି ଜାଇ ରଇବା ଲକ୍କେ ବାକିଅ ସଙ୍ଗ୍ ସାନ୍ତି ଦେଇ ପାର୍ବି, ସେଟାର୍ପାଇଁ ମାପ୍ରୁ ମକେ ସିକିତ୍ ଲକର୍ ଜିବ୍ ଦେଇଆଚେ; ସେ ସବୁ ସାକାଲେ ଜାଗର୍ତା କୁରାଇସି, ସିକିତ୍ ଲକର୍ ପାରା ସୁନ୍ବାକେ ସେ ମର୍ କାନ୍କେ ଜାଗର୍ତା କୁରାଇସି ।
ଜନ୍ ଲକ୍ମନ୍ ସାଇଜ ମାଗ୍ବାକେ ମିସର୍ ଦେସେ ଜିବାଇ ଆରି ତେଇର୍ ଗଡାମନ୍କେ ଆସା କର୍ବାଇ ଆରି ରତ୍ ବେସି ଅଇଲାକେ, ଆରି ଗଡା ଚାଲାଉମନ୍ ବେସି ବପୁ ଅଇ ଆଚତ୍ ସେଟାର୍ ପାଇଁ ସେମନର୍ ଉପ୍ରେ ବିସ୍ବାସ୍ କର୍ବାଇ ; ମାତର୍ ଇସ୍ରାଇଲର୍ ସୁକଲ୍ ମାପ୍ରୁକେ ନ ଦେକତ୍, କି ସବୁବେଲର୍ ମାପ୍ରୁର୍ ବାଟେ ନ ଇଣ୍ଡତ୍, ସେମନ୍ ଅବିସାପର୍ ଲକ୍! ଅଇଲେମିସା ସେ ବୁଦି ଗିଆନର୍ ଲକ୍ ଆରି ସେ ଅମଙ୍ଗଲ୍ ଗଟାଇସି, ଆରି ତାର୍ କାତାକେ ବେକାର୍ ନ କରେ ମାତର୍ ସେ କାରାପ୍ କାମ୍ କର୍ବା ଲକର୍ ବଁସର୍ ବିରୁଦେ ଆରି ଅଦରମ୍ କର୍ବା ଲକ୍କେ ସାଇଜ କର୍ବାକେ ଟିଆ ଉଟ୍ସି ।
ଏଟା ସବୁବେଲର୍ ମାପ୍ରୁ ପର୍ମେସରର୍ ଲଗେ ଅନି ଅଇସି, ତାର୍ ଜଜ୍ନା କାବାଅଇ ଜିବା ପାରା ଆରି ଗିଆନ୍ରେ ବଡ୍ ।
ଆରି, ସବୁବେଲର୍ ମାପ୍ରୁର୍ ଆତ୍ମା, ଗିଆନ୍ ଆରି ବିଚାର୍ନାର୍ ଆତ୍ମା ବପୁର୍ ଆରି ଜଜ୍ନାର୍ ଆତ୍ମା, ବୁଦି ଆରି ସବୁବେଲର୍ ମାପ୍ରୁର୍ ବିସଇକେ ଡର୍ବା ଆତ୍ମା ତାର୍ ଲଗେ ବାସା ଅଇସି; ସବୁବେଲର୍ ମାପ୍ରୁର୍ କାମ୍ରେ ସାର୍ଦା ରଇସି; ଆରି, ସେ ନିଜର୍ ଆଁକିକେ ଜାଇଟା ନିକ ଡିସ୍ସି ସେ ଇସାବେ ବିଚାର୍ ନ କରେ, କି ତାର୍ ନିଜର୍ ସୁନ୍ବା ବୁଦି ଇସାବେ ନ ନାମେ,
ଆରି ସବୁବେଲର୍ ମାପ୍ରୁ ସବୁବେଲେ ତମର୍ ସଙ୍ଗେ ରଇକରି ବାଟ୍ ଦେକାଇ ନେଇସି ଆରି ମରୁବାଲି ବୁଏଁ ଅନି ତମର୍ ଜିବନର୍ ସସ୍କେ ସାନ୍ତି କର୍ସି ଆରି ତମର୍ ଦୁର୍ବଲ୍ ଲକ୍କେ ବପୁ କୁରାଇସି; ତେଇ ତମେ ପାନି ଟୁଲିଆଇ କରି ଉଦିଆନ୍ ବାଡେ ଡାଲ୍ଲା ପାରା ଆରି କେବେ ନ ଆଁଟ୍ବା ଜର୍ନା ପାନିପାରା ଅଇସି
ପରମେସରର୍ ଦୟା କେତେକ୍ ବଡ୍ ! ତାର୍ ଗିଆନ୍ ଆରି ବିଚାର୍ କର୍ବା ବପୁ କେ ବୁଜିନାପାରତ୍ ! ସେ ଜନ୍ଟା ଉଁ କର୍ସି, ସେଟା ଲକ୍ମନ୍ ବୁଜିନାପାରତ୍ । ସେ ଜନ୍ କାମ୍ କର୍ବାକେ ଗାଲାନି, ସେଟା କେ ବାତାଇ ନାପାରତ୍ ।
ମାପ୍ରୁ ଜିସୁ କିରିସ୍ଟର୍ତେଇଅନି ସବୁ ଜାନ୍ବା ଗଟେକ୍ସେ ପରମେସର୍ କାଲେ କାଲେ ଜୁଗେ ଜୁଗେ ଡାକ୍ପୁଟା ପାଅ । ଆମେନ୍ !
ଜନ୍ ଲକ୍ମନ୍କେ ପରମେସର୍ ତାର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ଡାକ୍ଲାଆଚେ, ଆରି ସେମନ୍ ତାକେ ଆଲାଦ୍ କଲାଇନି, ସେମନର୍ ପାଇ ସେ ସବୁ ମଙ୍ଗଲର୍ ବିସଇ କରାଇଦେଇସି ।
ତମେ କାଲିର୍ କାତାକେ ବାବିକରି ଗରବ୍ କାତା କୁଆ ନାଇଁ; କାଇକେବଇଲେ ଗଟେକ୍ ଦିନ୍ ବିତ୍ରେ କାଇଟା ଗଟ୍ସି, ସେଟା ତମେ ନାଜାନାସ୍ ।
କାରାପ୍ ଲକ୍ମନ୍ ନିଆୟ୍ ବୁଜି ନାପାରତ୍ ମାତର୍ ସବୁବେଲର୍ ମାପ୍ରୁକେ ମାନ୍ତେ ରଇବା ଲକ୍ମନ୍ ସବୁ ବିସୟ୍ ବୁଜ୍ବାଇ ।
ପର୍ମେସର୍ ଜେକି ଆମେ ତାକେ ମାଙ୍ଗ୍ବା ତେଇଅନି କି ଚିନ୍ତା କର୍ବା ତେଇଅନି ଅଦିକ୍ କରିପାର୍ସି, କାଇକେ ବଇଲେ ତାର୍ ବଡ୍ ବପୁ ସଙ୍ଗ୍ ସେ ଆମର୍ ବିତ୍ରେ କାମ୍ କରି ଆଇଲାନି । ମଣ୍ଡଲିଟାନେ ଆରି କିରିସ୍ଟ ଜିସୁର୍ଟାନେଅନି ପର୍ମେସରର୍ ବଡ୍ ବପୁ ବିନ୍ ଲକ୍କେ ଡିସ୍ଲାନି, ତାର୍ ବଡ୍ ବପୁର୍ ଲାଗି ପର୍ମେସର୍କେ ଡାକ୍ପୁଟା କରୁ, କାଲ୍କାଲ୍ ଜୁଗ୍ଜୁଗ୍ ସେ ଡାକ୍ପୁଟା ପାଇତେରଅ । ଆମେନ୍ !
ଏଟାସଙ୍ଗ୍ ତିନ୍ତର୍ ଅଇଲାବେ ତମର୍ ଲଗେ ମୁଇ ଆଇଲିନି । ସାସ୍ତର୍ କଇଲାପାରା ମଣ୍ଡଲିର୍ ବାଇମନର୍ ବିରୁଦେ ନିନ୍ଦା କାତା ଉଟ୍ଲେ, ସେଟା ତିନ୍ ଲକ୍ ନଇଲେ ଦୁଇଲକର୍ ସାକିର୍ ମୁଆଟେ ସବୁଜାକ ରାଜିନାମା କରାଇବାର୍ ଆଚେ ।
ପର୍ମେସରର୍ ସାସ୍ତରେ ଲେକା ଅଇଲାଟା ତମେ ପାସ୍ରିଗାଲାସ୍ କି ? ସେ ତାର୍ ପିଲାଜିଲାମନ୍କେ ମନ୍ ସାର୍ଦା କରାଇ ଏନ୍ତାରି କଇରଇଲା । ସେ କଇଲା,
ମର୍ ପଅ ମାପ୍ରୁର୍ ସାସନ୍ କର୍ବାଟା ଏଲା କର୍ବାର୍ ନାଇ ।
ସେ ତମ୍କେ ଡଣ୍ଡ୍ ଦେବାବେଲେ ଆସା ଚାଡ୍ବାର୍ ନାଇ ।
କାଇକେବଇଲେ ମାପ୍ରୁ ଜେତ୍କି ଲକ୍କେ ଆଲାଦ୍ କର୍ସି, ସେତ୍କି ଲକ୍କେ ସେ ସାସନ୍ କର୍ସି ।
ଆରି ଜେତ୍କି ଲକ୍କେ ତାର୍ ପିଲାଜିଲା ବଲି ଏଜିଆଚେ
ସେ ସବୁ ଲକ୍କେ ଡଣ୍ଡ୍ ଦେଇସି ।
ସାରାସାରି ପଚେ ଏ ମର୍ ବାଇବଇନିମନ୍, ଜେତ୍କି ସବୁ ବିସଇ ନିକ ରଇସି, ଜେତ୍କି ସବୁ ବିସଇ ସନ୍ମାନ୍ ପାଇସି, ଜନ୍ ସବୁ ବିସଇ ସତ୍ ରଇସି, ଜନ୍ ସବୁ ବିସଇ ପାପ୍ ନଇତେ ରଇସି, ଜନ୍ ସବୁ ବିସଇ ଦରମ୍ ରଇସି, ଆରି ଡାକ୍ପୁଟା ରଇସି, ଏ ସବୁ ବିସଇନେଇ ଚିନ୍ତା କରା ।
ଆରି, କାଲିକର୍ ପାଇ ଚିନ୍ତା କରାନାଇ, କାଇକେବଇଲେ କାଲିକର୍ ଚିନ୍ତା କାଲିକେ କରା । ଜନ୍ ଦିନର୍ କସ୍ଟ, ସେଦିନର୍ପାଇ ଅଦିକ୍ ଅଇସି ।
ବିଚାର୍ କର୍ବାବେଲେ ଦକିନ୍ ଦେସେ ରଇବା ସେବା ନାଉଁର୍ ଗଟେକ୍ ଜାଗାର୍ ରାନି, ତମର୍ ଦସ୍ ଦେକାଇବାକେ ଟିଆ ଅଇସି, କାଇକେ ବଇଲେ ସଲମନର୍ ଗିଆନର୍ କାତା ସୁନ୍ବାକେ ବେସି ଦୁର୍ ଦେସେଅନି ସେ ଆସି ରଇଲା । ମାତର୍ ମୁଇ ତମ୍କେ ସତ୍ କଇଲିନି, ସଲ୍ମନର୍ ଟାନେ ଅନି ଗଟେକ୍ ବେସି ବଡ୍ ଲକ୍ ଇତି ଆଚେ ।"
"ଜେ ମର୍ କାତା ସୁନି, ସେ ଇସାବେ ଚାଲ୍ସି, ସେ ବଡ୍ ରାଙ୍ଗ୍ନି ପାକ୍ନା ଉପ୍ରେ ଗର୍ କର୍ବା ଗିଆନ୍ଲକର୍ ପାରା ।
କାଇକେ ବଇଲେ ମୁଇ ତମ୍କେ ଟିକ୍ପଦ୍ କଇବାକେ ଗିଆନ୍ ଦେବି । ତମ୍କେ ବିରଦ୍ କର୍ବା ଲକ୍ମନ୍ ସେ ଗିଆନର୍ ବାଦୁଲେ କାଇଟା କଇନାପାରତ୍ ।
ବାଇରର୍ ବିସଇ ଦେକିକରି କାଇ ବିଚାର୍ କରାନାଇ । ଜନ୍ଟା ଟିକ୍, ସେ ଇସାବେ ବିଚାର୍ କରା ।"
ସବୁବେଲର୍ ମାପ୍ରୁ ଗିଆନ୍ ସଙ୍ଗ୍ ପୁର୍ତିବି ତିଆର୍ କଲା, ସେ ବୁଦି ସଙ୍ଗେ ଆକାସ୍ ମଣ୍ଡଲ୍ ସୁସ୍ତିର୍ କଲା ।
ମାତର୍ କାଲିକେ କାଇଟା ଗଟ୍ସି, ସେଟା ତମେତା ନାଜାନାସ୍ ! ତମର୍ ଜିବନ୍ ଦୁଉଁରି ସମାନ୍, ଜନ୍ଟାକି ଚନେକର୍ ପାଇ ଡିସ୍ସି ଆରି ମାୟା ଅଇଜାଇସି ।