Sonhos
Sonhos aparecem em toda a Bíblia como meio de revelação divina. Deus falou através de sonhos a patriarcas, profetas e servos, mas também alertou contra falsos sonhadores.
Sonhos como revelação divina
Deus usou sonhos para comunicar sua vontade a homens e mulheres ao longo da história bíblica, revelando caminhos e mistérios.
ପିତର୍ ତାର୍ ସଙ୍ଗ୍ ରଇଲା ଏଗାର୍ଟା ପେରିତ୍ ମନର୍ ସଙ୍ଗ୍ ଟିଆଅଇ ଆଉଲି ଅଇ କଇଲା, "ଏ ମର୍ ପାରା ଜିଉଦି ଲକ୍ମନ୍ ଆରି ଜିରୁସାଲମେ ରଇବା ସବୁ ବାଇମନ୍, ମର୍ କାତା ମନ୍ଦେଇ ନିମାନ୍ ସୁନା । ଏଟା କାଇଟା ଅଇଲାନି ବଲି ମୁଇ ତମ୍କେ ବୁଜାଇ କଇବି । ଏବେ ସାକ୍ଲିଆ ନଅଟା ବେଲା ଅଇଲା ଆଚେ । ତମେ ବାବ୍ଲାପାରା ଏ ଲକ୍ମନ୍ ମାତତ୍ ନାଇ । ଏଟା ଜଏଲ୍ ନାଉଁର୍ ବବିସତ୍ବକ୍ତା କଇଲା କାତା ପାରା ଗଟ୍ନା ଗଟି ଆଚେ ।"
ସେଟା କାଇଟା ବଇଲେ ପର୍ମେସର୍ କଇଲାନି,
"ସାରାସାରି ଦିନେ ମୁଇ ଏ ସବୁ ବିସଇ କର୍ବି ।
ମର୍ ଆତ୍ମା ଜବର୍ ଅଇତେ ସବୁବାଟର୍ ଲକ୍କେ ଦେବି ।
ତମର୍ ପିଲାଜିଲା ମୁଇ କଇବା କାତା କଇବାଇ ।
ତମର୍ ଦାଙ୍ଗ୍ଡାପିଲାମନ୍କେ ମୁଇ ଦର୍ସନ୍ ଦେକାଇବି ।
ଆରି ଡକ୍ରା ଲକ୍ମନ୍ ମର୍ ବିସଇନେଇ ସପନ୍ ଦେକ୍ବାଇ ।
ଆରି, ପର୍ମେସର୍ ସେ ଚାର୍ଟା ବେଣ୍ଡିଆକେ ସର୍ତେ ବିଦିଆ ଆରି ଗିଆନ୍, ବୁଦି ଆରି ଚାଲାକି ଅଇବାକେ ଦେଲା, ଦାନିଏଲ୍ ବେଣ୍ଡିଆ ମନର୍ ଦର୍ସନ୍ ଆରି ସପନର୍ ଅରତ୍ କଇବା ବିସଇରେ ବୁଦିମାନ୍ ଅଇଲାଇ ।
ରାଜା ସେ ଦାନିଏଲ୍, ଜାର୍ ନାଅ କି ବେଲ୍ଟସଚର୍ ଦେଇ ରଇଲାଇ, ତାକେ କଇଲା, ମୁଇ ଜନ୍ ସପନ୍ ଦେକିଆଚି, ତୁଇ କାଇ ସେ ସପନ୍ ଆରି ତେଇର୍ ଅରତ୍ କଇ ପାରୁସ୍ ? ଦାନିଏଲ୍ ରାଜାକେ କଇଲା, ମଆରାଜା, ଜନ୍ ନାଜାନ୍ବା କାତା ପାଚାରି ଆଚୁସ୍, ସେଟା ପଣ୍ଡିତ୍ ମନ୍ କି, ପାଞ୍ଜିଦେକୁମନ୍ କି ଜଲକ୍ କରୁମନ୍ ମିସା ରାଜାର୍ ଲଗେ କଇ ନାପାରତ୍; ମାତର୍ ଜେ ଜାନି ନ ରଇବା ବିସଇର୍ କାତା କଇସି, ଏନ୍ତାରି ଗଟେକ୍ ପର୍ମେସର୍ ସର୍ଗେ ଆଚେ, ଆରି ସାରାସାରି ବେଲେ ଜାଇ ଜାଇଟା ଗଟ୍ସି, ସେଟା ସେ ରାଜା ନବୁକଦନିସ୍ଚର୍କେ ଜାନାଇ ଆଚେ । ତର୍ ସଇଲା କଟର୍ ସପନ୍ ଆରି ମନର୍ ଦର୍ସନ୍ ଅଇଲାନି ;
Sonhos na história da Bíblia
De José no Egito a José pai de Jesus, Deus guiou a história da salvação através de sonhos, protegendo e dirigindo seu povo.
ସେମନ୍ ଉତର୍ ଦେଲାଇ, ଆମେ ସପନ୍ ଦେକିଆଚୁ, ମାତର୍ ତେଇର୍ ଅରତ୍ କର୍ବାକେ କେ ନାଇ । ତେବର୍ ପାଇ ଜସେପ୍ ସେମନ୍କେ କଇଲା, ଅରତ୍ ଗିଆନ୍ କାଇ ପର୍ମେସରର୍ ଅଦିନ୍ ନାଇଁ ବାବୁଜିଆ କଲିନି, ତମର୍ ସପନ୍ ମକେ କୁଆ ।
ତେବର୍ ପାଇ ପାର ଜସେପ୍କେ କଇଲା, ଆମେ ଗଟେ ସପନ୍ ଦେକିଆଚୁ, କେ ମିସା ତେଇର୍ ଅରତ୍ କରି ନାପାର୍ ଲାଇନି, ମାତର୍ ଆମେ ତମର୍ ବିସଇରେ ସୁନି ଆଚୁ, ଜେ ତୁଇ ସପନ୍ ସୁନ୍ଲେ, ତେଇର୍ ଅରତ୍କେ କଇପାର୍ସୁ।
ତାର୍ପଚେ ଜସେପ୍ କଇଲା, ସେଟା ମର୍ ନିଜର୍ଟା ନଏଁ, ମାତର୍ ପର୍ମେସର୍ ପାରକେ ସମାନ୍ ଉତର୍ ଦେଲା ।
ସେ ଏନ୍ତି ଉପାଇ ପାଁଚ୍ଲା ବେଲେ, ଜସେପ୍କେ ଗଟେକ୍ ପର୍ମେସରର୍ ଦୁତ୍ ସପ୍ନେ ଦେକାଇ ଅଇ କଇଲା, ଏ ଦାଉଦର୍ ନାତିର୍ ତିତି ଜସେପ୍, ଡର୍ନାଇ । ମରିୟମ୍କେ ମାଇଜି କରି ସଙ୍ଗଅ । କାଇକେବଇଲେ ସୁକଲ୍ ଆତ୍ମାଇ ଅନି ସେ ଗାଗ୍ଡେ ଅଇଲାଆଚେ ।
ତାର୍ଟାନେଅନି ଗଟେକ୍ ପିଲା ଜନମ୍ ଅଇସି, ତମେ ତାକେ ଜିସୁ ବଲି ନାଉଁ ଦିଆସ୍, କାଇକେବଇଲେ ସେ ତାର୍ ଲକ୍ମନ୍କେ ସେମନର୍ ପାପେଅନି ଉଦାର୍ କର୍ସି ।
ପିଲାତ୍ ବିଚାର୍ନା ଜାଗାଇ ବସି ରଇଲାବେଲେ ତାର୍ ମାଇଜି ଗଟେକ୍ କବର୍ କଇଲା, "କାଇ ଦସ୍ପାପ୍ ନ କଲା ସେ ଲକ୍କେ କାଇଟା କରା ନାଇ । କାଲି ରାତି ସପ୍ନେ ତାର୍ ଲାଗି ମୁଇ ବେସି କସ୍ଟ ପାଇଲି । "
Sabedoria sobre sonhos
A Bíblia ensina discernimento: nem todo sonho vem de Deus. Devemos entregar nossos planos ao Senhor e confiar na direção dele.
ସବୁବେଲର୍ ମାପ୍ରୁକେ ତମର୍ କାମ୍ ସର୍ପି ଦିଆସ୍, ତାର୍ପଚେ ତମର୍ ସବୁ ଜଜ୍ନାକେ ସପଲ୍ କର୍ସି ।
ନର୍ଲକର୍ ମନ୍ ବିତ୍ରେ ବିନ୍ବିନ୍ ରକାମର୍ ଏତ୍ ରଇସି, ମାତର୍ ସବୁବେଲର୍ ମାପ୍ରୁ ଆଦେସ୍ ତିର୍ କର୍ସି ।
କାଇକେବଇଲେ ବେସି କାମ୍ କଲେ ସପନ୍ ଆଇସି; ଆରି ବେସି କାତାବାର୍ତା କଲେ ମୁର୍କ ଲକର୍ ପାରା ଜାନା ପଡ୍ସି ।
କାଇକେବଇଲେ ବେସି ସପନ୍ ଦେକ୍ବାଟା ଆରି ବଡ୍ ବାବ୍ନା ଆରି ବେସି ବାକିଅର୍ ଲାଗି ଏ ରକାମ୍ ଗଟ୍ସି; ମାତର୍ ତମେ ପର୍ମେସର୍କେ ଡର୍ବାର୍ ଆଚେ।