7 ସେତାର୍ଗିନେ ତୁମିମଃନ୍କେ ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ଆସ୍ତାର୍ ଜାଗିରଃୟ୍ ପବିତ୍ର ଆତ୍ମାର୍ ଦାନେ ହେଁ ଉଣା ନଃହେଳାସ୍ । 8 ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ଦିନେ ଜଃନ୍କଃରି ତୁମିମଃନ୍ ଲିନ୍ଦା ନଃହାଉଆସ୍, ଇତାର୍ ଗିନେ ସେ ତୁମିମଃନ୍କେ ସେସ୍ଦିନ୍ ହଃତେକ୍ ବାଚାୟ୍ଦ୍ ।