1 ସଃବୁ ବିସୟାର୍ ଟିକ୍ ସଃମୟ୍ ଆଚେ ଆର୍ ଅଃଗାସ୍ ତଃଳେ ସଃବୁ ବିସୟାର୍ ଟିକ୍ ସଃମୟ୍ ଆଚେ; 2 ଜଃଲମ୍ ଅଃଉତା ସଃମୟ୍ ଆର୍ ମଃର୍ତା ସଃମୟ୍ ଆଚେ; ରହ୍ତା ସଃମୟ୍; ଜାୟ୍ରି ରହାଗଃଲି, ସେରିକେ ଜିକିହିଙ୍ଗ୍ତା ସଃମୟ୍ ଆଚେ; 3 ମଃର୍ନେ ମାର୍ତା ସଃମୟ୍ ଆର୍ ସୁସ୍ତ୍କଃର୍ତା ସଃମୟ୍; ବାଙ୍ଗ୍ତା ସଃମୟ୍ ଆର୍ ହାଜ୍ତା ସଃମୟ୍ ଆଚେ, 4 କାନ୍ଦ୍ତା ସଃମୟ୍ ଆର୍ ନିଚଳ୍ତା ସଃମୟ୍; ଦୁକ୍ କଃର୍ତା ସଃମୟ୍ ଆର୍ ନାଚ୍ତା ସଃମୟ୍; 5 ଟେଳା ହଃବ୍ଳାଉତା ସଃମୟ୍ ଆର୍ ଟେଳା ଅରାଉତା ସଃମୟ୍; ହଃଟଳ୍ତା ସଃମୟ୍ ଆର୍ ହଃଟଳ୍ତା ଟାଣୁ ଦୁରିକ୍ରେତା ସଃମୟ୍, 6 କଜ୍ତା ସଃମୟ୍ ଆର୍ ଆଜାଉତା ସଃମୟ୍; ସଃଙ୍ଗାଉତା ସଃମୟ୍ ଆର୍ ହଃବ୍ଳାଉତା ସଃମୟ୍; 7 ଚିର୍ତା ସଃମୟ୍ ଆର୍ ସିଲାଇ କଃର୍ତା ସଃମୟ୍; ଚିମ୍ରା ରେତା ସଃମୟ୍ ଆର୍ କଃତାକଃଉତା ସଃମୟ୍; 8 ଲାଡ୍ କଃର୍ତା ସଃମୟ୍ ଆର୍ ଗିଣ୍କଃର୍ତା ସଃମୟ୍; ଜୁଜାର୍ ସଃମୟ୍ ଆର୍ ସାନ୍ତିର୍ ସଃମୟ୍ ଆଚେ।
9 କାମ୍କଃର୍ତା ମାନାୟିର୍ ନିଜାର୍ କଃସ୍ଟ୍ କଃରି କାୟି ଲାବ୍? 10 ମାପୁର୍ ମାନାୟ୍ମଃନ୍କେ ତଃନ୍ଦ୍ରା ଅଃଉଁକ୍ ଜୁଣ୍ କାମ୍ ଦଃୟି ଆଚେ, ସେରି ମୁୟ୍ଁ ଦଃକି ଆଚି। 11 ସେ ହଃତି ବିସୟ୍କେ ତାର୍ ସଃମୟେ ସୁନ୍ଦୁର୍ କଃରିଆଚେ; ସେ ସେମଃନ୍କାର୍ ହୁର୍ଦେ କାଳ୍ ହଃତେକ୍ ରଃକିଆଚେ; ତଃବେହେଁ ମାପୁର୍ ହଃର୍ତୁମ୍ ଟାଣୁ ସେସ୍ ହଃତେକ୍ ଜୁଣ୍ କାମ୍ କଃରିଆଚେ, ମାନାୟ୍ ସେତିର୍ ଅଃର୍ତ୍ ବୁଜୁ ନଃହାରେ। 12 ମୁୟ୍ଁ ଜାଣ୍ଲେଜେ, ଜିବନ୍ ସଃରା ସଃର୍ଦା ଆର୍ ବଃଲ୍କାମ୍ କଃର୍ତା ଚାଡି ସେମଃନ୍କାର୍ ଆରେକ୍ କାୟି ମଃଙ୍ଗଳ୍ ନାୟ୍। 13 ଆରେକ୍, ହଃତି ମାନାୟ୍ କାଉଆ ହିଉଆ କଃରି ତାର୍ ସଃବୁ କଃସ୍ଟେ ସୁକ୍ବଗ୍ କଃରେଦ୍, ଇରି ଇସ୍ୱରାର୍ ଦାନ୍। 14 ମୁୟ୍ଁ ଜାଣ୍ଲେ ଜେ ଇସ୍ୱର୍ ଜାୟ୍ରି କଃରୁଲା, ସେରି କାଳ୍କାଳ୍ ରଃୟିଦ୍; ସେରି ବାଡିନଃକେରେ, କି ସେରି ଉଣା କଃରାଜାୟିନଃହାରେ; ଆରେକ୍ ମାନାୟିମଃନ୍ ଇସ୍ୱରାର୍ ଆଗେ ଡିରୁକ୍ ସେ ସେରି କଃରିଆଚେ। 15 ଜାୟ୍ରି ଆଚେ, ସେରି ରିଲି; ଆରେକ୍ ଜାୟ୍ରି ଅୟିଦ୍ ସେରି ହେଁ ରିଲି; ଆର୍ ଜାୟରି ଆଗେ ରିଲି; ମାପୁର୍ ସେରି ଆରେକ୍ କଜେଦ୍।
16 ଆରେକ୍, ମୁୟ୍ଁ ବେଳ୍ ତଃଳେ ବିଚାର୍ ଟାଣେ ଦଃକ୍ଲେ, ସେଟାଣେ ଦୁସ୍ଟ୍ ଆଚେ, ଆରେକ୍ ଦଃର୍ମ୍ ଟାଣେ ଦଃକ୍ଲେ ସେଟାଣେ ହେଁ ଦୁସ୍ଟ୍ ଆଚେ। 17 ମୁୟ୍ଁ ମଃନେମଃନେ କୟିଲେ, "ଇସ୍ୱର୍ ଦଃର୍ମ୍ ଆର୍ ଦୁସ୍ଟାର୍ ବିଚାର୍ କଃରେଦ୍; କାୟତାକ୍ବଃଲେକ୍ ହଃତି ମଃନାର୍ ଇଚା ଆର୍ ହଃତି କାମ୍ ହାୟିଁ ସଃମୟ୍ ଆଚେ।" 18 ମୁୟ୍ ମଃନେ ମଃନେ ବାବ୍ଲେ, "ମାପୁର୍ ଜଃନ୍କଃରି ମାନାୟ୍ମଃନ୍କେ ପରିକ୍ୟା କଃରେଦ୍ ଆର୍ ସେମଃନ୍ ନିଜେ ଜେ ଅଃବ୍କା ହସୁ ହର୍, ଇରି ଜେହର୍ ସେମଃନ୍ ଦଃକ୍ତି, ଇତାର୍ଗିନେ ସେମଃନ୍କାର୍ ଗିନେ ଇରି ଅୟିଆଚେ।" 19 କାୟିତାକ୍ବଃଲେକ୍ ମାନାୟ୍ମଃନ୍କାର୍ ଦଃୟି ଜାୟ୍ରି ଗଃଟେଦ୍, ହସୁମଃନ୍କାର୍ ଦଃୟି ସେରି ଗଃଟେଦ୍, ସଃବୁଲକେ ହେଁ ଇହର୍ ଗଃଟେଦ୍; ଏ ଜେହର୍ ମଃରେଦ୍, ସେ ସେହର୍ ମଃରେଦ୍; ଆରେକ୍ ସଃବୁ ଲକାର୍ ଜିବନ୍ ବାଉ ସଃମାନ୍; ଆରେକ୍, ପସୁ ଟାଣୁ ମାନାୟ୍ କାୟିରି ବିନ୍ ନାୟ୍; କାୟିତାକ୍ ବଃଲେକ୍ ସେସଃବୁ ମଲ୍ ନୟିଲାର୍। 20 ସଃବୁ ସେ ଗଟେଟାଣେ ଜାତି; ସଃବୁ ଦୁଳି ଟାଣୁ ଉବ୍ଜାଣ୍ ଆର୍ ସଃବୁ ଆରେକ୍ ଦୁଳିୟେ ମିସ୍ତି। 21 ମାନାୟିର୍ ଆତ୍ମା ଉହ୍ରେ ଜାୟିଦ୍ ଆର୍ ହସୁର୍ ଆତ୍ମା ହୁର୍ତିବିର୍ ତଃଳେ ଜାୟିଦ୍ ବଃଲି କେଏ ଜାଣେଦ୍? 22 ଇତାର୍ଗିନେ ମାନାୟ୍ ନିଜାର୍କାମେ ସଃର୍ଦା କଃର୍ତା ବାଦୁଲେ ଆର୍ ତାର୍ କାୟିରି ଅଃଦିକ୍ ମଃଙ୍ଗଳ୍ ନାୟ୍ ମୁୟ୍ଁ ଜାଣ୍ଲେ; କାୟତାକ୍ବଃଲେକ୍ ଇରି ହଃକା ତାର୍ ଅଃଦିକାର୍; ଆର୍, ତାର୍ହଃଚେ ଜାୟରି ଗଃଟେଦ୍, ସେରି ଦଃକୁକେ କେଏ ତାକେ ବାଉଳାୟ୍ ଆଣୁ ହାରେ?