1 ତୁମି ମାପୁର୍ ଗଃରେ ଜାତାବଃଳ୍ ଜଃଗ୍ରାତେ ନିଜାର୍ ହାଦ୍ ସଃଙ୍ଗାଉଆ; କାୟିତାକ୍ବଃଲେକ୍ ଅଗିଆନିମଃନ୍କାର୍ ହର୍ ଦାନ୍ଦେତା ବାଦୁଲେ ସିକ୍ୟା ହାଉଁକେ ଜାତାର୍ ନିକ ; ବଃଲେକ୍ ସେମଃନ୍ କଃରାପ୍ କାମ୍ କଃରୁଲାୟ୍ ବଃଲି ଜାଣି ନଃକେର୍ତି। 2 ତୁମି ତୁମାର୍ ଟଣ୍ଡେ ଅଃଦଃର୍ମ୍ କଃତା କଃଉଆନାୟ୍ ଆର୍ ମାପୁର୍ ନାଉଁୟେ କାୟ୍କଃତା ସଃୟିତ୍ କଃରୁକ୍ ତୁମାର୍ ହୁର୍ଦେ ବାବା ନାୟ୍; କାୟତାକ୍ବଃଲେକ୍ ମାପୁର୍ ସଃର୍ଗେ ଆଚେ ଆର୍ ତୁମି ହୁର୍ତିବିୟେ ଆଚାସ୍; ଇତାର୍ଗିନେ କଃତା କଃଉତା ଆଗ୍ତୁ ଅଃଳକ୍ ଅଃଉଅ। 3 କାୟତାକ୍ବଃଲେକ୍ କାମ୍ ବେସି ଅୟିଲେକ୍ ଚଃହ୍ନୁକ୍ ଅୟିଦ୍; ଆରେକ୍ ବେସିକଃତା ଅଗିଆନିର୍ ଡାକ୍ ଅୟିଦ୍। 4 ତୁମି ମାପୁର୍ ଟାଣେ ମଃନାସି ରିଲେକ୍, ସେରି ଦେଉଁକ୍ ବିଲମ୍ ନଃକେରା; କାୟତାକ୍ବଃଲେକ୍ ଅଗିଆନିଲକ୍ ଟାଣେ ତାର୍ ସଃନ୍ତସ୍ ନାୟ୍ଁ; ତୁମି ଜାୟ୍ରି ମଃନାସାସ୍, ସେରି ଦିଆସ୍। 5 ତୁମି ମଃନାସିକଃରି ନଃଦେତା ବାଦୁଲେ ତୁମି ମଃନାସି ନେକେର୍ତାର୍ ବଃଲ୍। 6 ତୁମାର୍ ଗଃଗାଳ୍କେ ପାପ୍ କଃରାଉଁକ୍ ତୁମାର୍ ମଃନ୍ ଦିଆସ୍ନାୟ୍; ଇରି ବୁଲ୍ବାବେ ଅୟ୍ଲି ବଃଲି ମାପୁରାର୍ ସେବାକାରି ଆଗେ କଃଉଆ ନାୟ୍; କାୟିତାକ୍ ମାପୁର୍ ତୁମାର୍ ଉହ୍ରେ ରିସା ଅୟି ତୁମାର୍ ଅଃଟୁଆ କଃସ୍ଟ୍କେ ବିନାସ୍ କଃରେଦ୍? 7 କାୟତାକ୍ବଃଲେକ୍ ଜଃତେକ୍ ଚଃହୁନ୍ଲେକ୍ ହେଁ, ଆର୍ ଜଃତେକ୍ କାମ୍ କଃଲେକ୍ ହେଁ କଃରାପାର୍ ଗିନେ ଆର୍ ବେସି କଃତା କଃଉତାର୍ ଗିନେ ଇହର୍ ଗଃଟେଦ୍; ମଃତର୍ ତୁମି ମାପୁର୍କେ ଡିରା।
8 ଜଃବେ ତୁମି ଗଃରିବ୍ ଲକେ ଇନସ୍ତା, ଅଃନ୍ୟାୟ୍ ବିଚାର୍ ଆର୍ ଅଃନ୍ୟାୟ୍ କଃର୍ତାର୍ ଦଃକାସ୍, ତଃବେ ସେ ବିସୟେ କାବା ଅଃଉଆ ନାୟ୍; କାୟତାକ୍ବଃଲେକ୍ ବଃଡ୍ଲକ୍ ଟାଣୁ ଆରେକ୍ ଗଟେକ୍ ବଃଡ୍ ଆଚେ; ଆରେକ୍ ସେମଃନ୍କାର୍ ଟାଣୁ ଆରେକ୍ ବଃଡ୍ ହଃଦେ ଆଚେ। 9 ଆରେକ୍, ହୁର୍ତିବିର୍ ହଃଳ୍ ସଃବୁଲକାର୍ ଗିନେ; ସେ ତାସ୍ହଃଦା ଦଃୟି ରଃଜା ନିଜେ ଲାବ୍ ହାୟିଦ୍; 10 ଜୁଣ୍ଲକ୍ ରୁହା ବଃଲ୍ହାୟିଦ୍, ସେ ରୁହାୟ୍ ମଃନ୍ସାନ୍ତି ନାୟ୍; ଜୁଣ୍ ଲକ୍ ବୁତେକ୍କେ ବଃଲ୍ହାୟିଦ୍, ସେ ଦଃନ୍ ବାଡ୍ଲେକ୍ ହେଁ ସାନ୍ତିନାୟ୍; ଇରି ହଃକା ମଲ୍ନାୟିଲାର୍। 11 ସଃମ୍ପତି ବାଡ୍ଲେକ୍, ସେତିର୍ କଃର୍ଚକଃର୍ତାଲକ୍ ହେଁ ବାଡ୍ତି; ତଃବେ ସେ ସଃମ୍ପତି ତାର୍ ନିଜାର୍ ଆକିୟେ ଦଃକ୍ତା ବାଦୁଲେ ସେ ଅଃଦିକାରିର୍ କାୟିରି ଲାବ୍? 12 କଃସ୍ଟ୍କଃରି କାତାଲକାର୍ ଅଃଳକ୍ କି ବୁତେକ୍ କାୟ୍ଲେକ୍ ହେଁ ସେ ସୁକେ ସୟିଦ୍; ମଃତର୍ ଦଃନିଲକେ ଦଃନ୍ ତାକେ ନିଦ୍କଃରୁକ୍ ଦଃୟି ନଃକେରେ। 13 ଦଃନ୍ ସଃଙ୍ଗାୟ୍ଲା ଲକ୍ ତାର୍ ନିଜାର୍ ଅଃମଙ୍ଗଳ୍ ଗିନେ ଦଃନ୍ ସଃଙ୍ଗାୟିଦ୍, ଇରି ଗଟେକ୍ ରଗ୍ ହର୍ କଃରାପ୍, ମୁୟ୍ଁ ବେଳ୍ ତଃଳେ ଦଃକିଆଚି; 14 ଆରେକ୍, କଃରାପ୍ ଗଃଟ୍ଣା ଦଃୟି ସେସଃବୁ ଦଃନ୍ ନଃସ୍ଟ୍ ଅୟିଦ୍; ଆରେକ୍, ସେ ହିଲା ଜଃଲମ୍କଃଲେକ୍, ତାର୍ ଆତେ କାୟି ଦଃନ୍ ରଃୟ୍ ନଃକେରେ। 15 ସେ ତାର୍ ଆୟ୍ସିର୍ ହେଟେ ହୁଣି ଜଃନ୍କଃରି ନଃଗ୍ଳା ଆସିରିଲା, ସେହର୍ ନଃଗ୍ଳା ବାଉଳି ଜାୟିଦ୍, ଆରେକ୍,ସେ ନିଜାର୍ କଃସ୍ଟ୍କଃଲାର୍ ହାୟ୍ଁ ଆତେ ଜାୟ୍ରି ବୟ୍ ନଃୟିଦ୍, ଇହର୍ କାୟିରି ସଃଙ୍ଗେ ନଃୟ୍ନଃକେରେ। 16 ଆରେକ୍ ସେ ଜଃନ୍କଃରି ଆସିରିଲା, ସଃବୁବଃଳ୍ ସେ ହର୍ ଜାୟିଦ୍, ଇରି ହେଁ ରଗ୍ ହର୍ ଅନିସ୍ଟ୍; ତଃବେ ବାଉର୍ ଗିନେ ସେ କଃସ୍ଟ କଃଲେକ୍, ତାର୍ କାୟ୍ଲାବ୍? 17 ଆରେକ୍ ସେ ଜିବନ୍ଜାକ ଅଃନ୍ଦାରେ କାଦି କାୟିଦ୍ ଆରେକ୍ ସେ ବେସି ଗିଜ୍ରି ଅୟିଦ୍ ଆର୍ ତାର୍ ରଗ୍ ଆର୍ କଃସ୍ଟ ,ରିସା ଗଃଟେଦ୍। 18 ଜାଣା, କାତାର୍ ଆର୍ ହିଉତାର୍, ମାପୁର୍ ମାନାୟ୍କେ ଦିଲା ଜିବନ୍ କାଳ୍ ବିତ୍ରେ, ସେ ବେଳ୍ ତଃଳେ ଜୁଣ୍ ଜୁଣ୍ କଃସ୍ଟ୍କାମ୍ କଃରେଦ୍, ସେ ସଃବୁ କଃସ୍ଟାର୍ ସୁକ୍ବଗ୍ କଃରେଦ୍, ଇରି ହଃକା ତାର୍ ଗିନେ ବଃଲ୍ ଆର୍ ସୁନ୍ଦୁର୍ ବଃଲି ମୁୟ୍ଁ ଜାଣିଆଚି; କାୟତାକ୍ବଃଲେକ୍ ଇରି ହଃକା ତାର୍ ବାଗ୍। 19 ଆରେକ୍, ମାପୁର୍ ମାନାୟିକେ କାକେ ଦଃନ୍ସଃମ୍ପତି ଦାନ୍କଃରି ବଃଗ୍କଃରୁକ୍, ତାର୍ ବାଗ୍ ହାଉଁକ୍ ଆର୍ ନିଜାର୍ କଃସ୍ଟେ ସଃର୍ଦା କଃରୁକ୍ ଅଃଦିକାର୍ ଦିଲା, ଇରିହଃକା ଇସ୍ବର୍ ଦିଲା ଦାନ୍। 20 ଜୁୟିତାର୍ଗିନେ ସେ ତାର୍ ଜିବନ୍କାଳାର୍ ଦିନ୍ ସଃବୁର୍ ଅଃଦିକ୍ ମଃନେ ହଃକାୟ୍ ନଃକେରେ; କାୟତାକ୍ବଃଲେକ୍ ମାପୁର୍ ତାର୍ ହୁର୍ଦେ ସଃର୍ଦା ଉବ୍ଜାୟ୍ ତାକେ ଉତୁର୍ ଦଃୟିଦ୍।